Excuse Me Odisha

ଯାହା କହିବୁ ସତ କହିବୁ

ଲାଜ ନ କରି ରାତିରେ ମହିଳାଙ୍କ ଠାରୁ ନିଅନ୍ତୁ ଏହି ଗୋଟିଏ ଜିନିଷ, ଭିକାରୀରୁ ହେଇଯିବେ ରାଜା !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଲାଜ ନକରି ରାତିରେ ମହିଳାଙ୍କ ଠାରୁ ନିଅନ୍ତୁ ଏହି ୧ ଟି ଜିନିଷ ଭିକାରୀରୁ ହୋଇଯିବେ ଧନୀ।

ବନ୍ଧୁଗଣ ଲାଜ ନକରି ରାତିରେ ମହିଳାଙ୍କ ଠାରୁ ନିଅନ୍ତୁ ଏହି ଗୋଟିଏ ଜିନିଷ ଭିକାରୀରୁ ହୋଇଯିବେ ଧନୀ। ଭାରତ ବର୍ଷରେ ମହିଳାଙ୍କୁ ଦେବୀର ଆଖ୍ୟା ଦିଆଯାଇଛି। ଏହାର କାରଣ ଦେବୀଙ୍କ ଭିତରେ ଏମିତି ଗୁଣ ବହୁତ ରହିଥାଏ ଯାହା ଜଣେ ପୁରୁଷ ମଧ୍ୟ କରିପାରିବ ନାହିଁ। ଆଣିର ସମୟରେ ମହିଳାଙ୍କୁ ବହୁତ ସ୍ୱତନ୍ତ୍ରତା ମିଳିଯାଇଛି କିନ୍ତୁ ବହୁତ ବର୍ଷ ତଳେ ମହିଳାଙ୍କୁ କଥା କହିବା ପାଇଁ ମଧ୍ୟ ୧୦୦ ଥର ବିଚାର କରିବାକୁ ପଡୁଥିଲା। ମହିଳା ଚାହିଁଲେ ଘରକୁ ସ୍ୱର୍ଗ ବା ନର୍କ କରିପାରେ। ତେବେ ତାଙ୍କର ସ୍ୱଭାବ ଅନୁଯାୟୀ ତାଙ୍କର ଚିନ୍ତାଧାରା ହୋଇଥାଏ। ଯେଉଁ ମହିଳା ମନ ଭିତରେ ଅଧିକ କଥା ରଖିଥାନ୍ତି ଆଉ ବାହାରେ କମ କଥା କୁହନ୍ତି ତାଙ୍କ ଜୀବନ ବହୁତ ସହନଶୀଳ କୁହାଯାଇଥାଏ। ଶାସ୍ତ୍ର ଅନୁଯାୟୀ ଏମିତି କଥା କୁହାଯାଇଛି ଯାହା ମଣିଷକୁ କରିବା ଉଚିତ ନୁହେଁ।

ଶାସ୍ତ୍ର ଅନୁଯାୟୀ ଯେଉଁ ବ୍ୟକ୍ତି ମହିଳାଙ୍କର ଆଦର ସମ୍ମାନ କରିନଥାଏ ତାଙ୍କୁ ଖରାପ ଭାଷା କହିଥାଏ ଆଉ ତାଙ୍କ ଉପରେ ହାତ ଉଠାଇଥାଏ ମା ଲକ୍ଷ୍ମୀ କେବେବି ତାଙ୍କ ଘରକୁ ପ୍ରବେଶ କରିନଥାନ୍ତି ଆଉ ସେହି ଘରେ ସର୍ବଦା ଆର୍ଥିକ ହାନି ହୋଇଥାଏ। ତେବେ ଶାସ୍ତ୍ରରେ ମଧ୍ୟ କୁହାଯାଇଛି ଯେଉଁ ଘରେ ମହିଳାଙ୍କୁ କୌଣସି କାମ ପାଇଁ ମହିଳାଙ୍କୁ ଉଚିତ ମନେ କରନ୍ତି ଆଉ ମହିଳାଙ୍କୁ ଯେଉଁ ଘରେ ମାନ ସମ୍ମାନ କରିଥାନ୍ତି ସେହି ଘରେ କେବେବି ଧନର ଅଭାବ ହୁଏ ନାହିଁ ସୁଖ ଶାନ୍ତି ବନି ରହିଥାଏ। ଆଜି ଆମେ ଆପଣଙ୍କୁ ଜଣେଇବାକୁ ଯାଉଛୁ ଯେ କବାଟ ଆଡ଼କୁ ଜମାବି ଗୋଡ଼ ରଖି ଶୋଇବା ଉଚିତ ନୁହେଁ।

ଯେଉଁ ଘରେ ଏମିତି ହୋଇଥାଏ ସେହି ଘରେ ମା ଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ। ଶାସ୍ତ୍ର ଅନୁଯାୟୀ ମହିଳାଙ୍କର ସବୁଠାରୁ ବଡ଼ ଗହଣା ଲାଜ ହୋଇଥାଏ। ସେଥିପାଇଁ ଆପଣଙ୍କୁ ପ୍ରେମ ମାଗିବେ ନାହିଁ। ଆପଣ ତାଙ୍କୁ ନିଜେ ପ୍ରେମ ଦେବା ଉଚିତ ହୋଇଥାଏ। ଯେଉଁ ସ୍ୱାମୀ ନିଜ ସ୍ତ୍ରୀ ସହିତ ରାତିରେ ପ୍ରେମ ସମ୍ବଦ୍ଧ ରଖେ ତାଙ୍କ ଜୀବନରେ କେବେବି ଅଶାନ୍ତି ଆସିନଥାଏ। ସେହି ବ୍ୟକ୍ତି ଜୀବନରେ ବହୁତ ସୁଖରେ ରହିଥାନ୍ତି। ତେବେ ଜୀବନରେ କେବେବି ନିଜ ସ୍ତ୍ରୀକୁ ପ୍ରେମରୁ ବଞ୍ଚିତ ରଖନ୍ତୁ ନାହିଁ। କାହିଁକିନା ଘରର ଲକ୍ଷ୍ମୀ ଘରେ ରହିଲେ ଅପଣଙ୍କ ମନ ବାହାର କାମରେ ଲାଗିବ। ଜାଣିଲେ ଲାଜ ନକରି ମହିଳାଙ୍କ ଠାରୁ ନିଅନ୍ତୁ ଏହି ଗୋଟିଏ ଜିନିଷ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *