Excuse Me Odisha

ଯାହା କହିବୁ ସତ କହିବୁ

ଦୀର୍ଘ ୫୦୦ ବର୍ଷ ପରେ ଏହି ୨ ରାଶିଙ୍କୁ ମିଳିବ ବହୁତ୍ ବଡ଼ ଖୁସି ଖବର

ସେୟାର୍ କରନ୍ତୁ

ବନ୍ଧୁଗଣ, ଜ୍ୟୋତିଷ ମାନଙ୍କ ମତରେ ଏହି ଦୁଇଟି ରାଶିର ଭାଗ୍ୟ ଉଦୟ ହେବାକୁ ଯାଉଛି। ଏହାଦ୍ବାରା ଏମାନେ ଧନବାନ ହେବା ସହିତ ଧାର୍ମିକ କାର୍ଯ୍ୟରେ ସର୍ବଦା ଯୋଗଦାନ କରିବେ। ଏମାନଙ୍କ ପାଇଁ ଏହି ରାଜଯୋଗ ବହୁତ ଶୁଭ ସାବ୍ୟସ୍ତ ହେବ। ଏମାନେ ମାନସିକ ଓ ଶାରୀରିକ ରୂପରେ ସୁସ୍ଥ ରହିବେ।

ସ୍ବାମୀ ଓ ସ୍ତ୍ରୀଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଏହାସହିତ ବାହାର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ପ୍ରେମୀ ଯୁଗଳଙ୍କ ପାଇଁ ଏହି ସମୟ ଅନୁକୂଳ ରହିଛି। ଭବିଷ୍ୟତକୁ ନେଇ ଚିନ୍ତା କରନ୍ତୁ ନାହିଁ।ଆପଣ ନିଜ ଜୀବନରେ ଯାହାଙ୍କୁ ନେଇ ଖୁସି ରହୁଛନ୍ତି, ସେ ସର୍ବଦା ଆପଣଙ୍କ ସହିତ ରହିବେ।

କଳା ଓ ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କୁ ସମ୍ମାନ ଓ ପ୍ରଶଂସା ମିଳିବ। ଆପଣଙ୍କର ଆର୍ଥିକ ମାନ୍ଦାବସ୍ଥା ଦୂର ହେବା ସହିତ ସବୁ ଅଭିଳାଷା ପୂରଣ ହେବ। ନୂଆ ଚାକିରି ମିଳିବାର ସମ୍ଭାବନା ରହିଛି। ଅବିବାହିତ ଲୋକମାନଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ। ଜୀବନସାଥୀଙ୍କ ସହିତ କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି।

ଆପଣଙ୍କୁ ସର୍ବଦା ନିଜ ଉପରେ ଦୃଢ଼ ବିଶ୍ୱାସ ଓ ଆତ୍ମବିଶ୍ବାସ ରଖିବା ଆବଶ୍ୟକ। କୌଣସି ସ୍ଥାନରୁ ସୁଖଦ ସମାଚାର ପାଇ ଖୁସି ହେବେ। ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ। ଆପଣଙ୍କୁ ପ୍ରେମ ପ୍ରସ୍ତାବ ମିଳିପାରେ। ଯଦି ଆପଣ କାହାକୁ ନିଜର ପ୍ରେମ ସ୍ବୀକାର କରିବାକୁ ଚାହୁଁଛନ୍ତି, ତାହେଲେ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି।

ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ଅନେକ ଅବସର ପ୍ରାପ୍ତ ହେବ। କୌଣସି କାର୍ଯ୍ୟରେ ଆପଣଙ୍କର କଠିନ ପରିଶ୍ରମ ସାର୍ଥକ ହେବ। ଆପଣ ଶାରୀରିକ ଓ ମାନସିକ ରୂପରେ ନିଜକୁ ସୁସ୍ଥ ଅନୁଭବ କରିବେ, କିନ୍ତୁ ଆପଣଙ୍କୁ ସର୍ବଦା ନିଜ ସ୍ବାସ୍ଥ୍ୟ ଉପରେ ଧ୍ୟାନ ରଖିବା ଆବଶ୍ୟକ। ଚାକିରୀ ଖୋଜୁଥିବା ଲୋକମାନଙ୍କୁ ବହୁତ ବଡ଼ ଖୁସି ଖବର ମିଳିବାକୁ ଯାଉଛି। ସମାଜରେ ଆପଣଙ୍କର ସମ୍ମାନ ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ। ଅଚାନକ ଆପଣଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି।

ବନ୍ଧୁଗଣ ଆସନ୍ତୁ ସେହି ଦୁଇଟି ରାଶି ଗୁଡ଼ିକ ବିଷୟରେ ଜାଣିବା। ସେହି ଦୁଇଟି ରାଶି ହେଉଛି – ସିଂହ ରାଶି ଏବଂ କୁମ୍ଭ ରାଶି। ଏହି ରାଶିର ଲୋକଙ୍କ ଉପରେ ଭଗବାନ ଶିବ ନିଜର କୃପା ଦୃଷ୍ଟି ରଖିବେ। ଦୀର୍ଘ ପାଞ୍ଚସହ ବର୍ଷପରେ ଏହି ଦୁଇଟି ରାଶିର ଭାଗ୍ୟ ଉଦୟ ହେବାକୁ ଯାଉଛି। ତେବେ ଦର୍ଷକବନ୍ଧୁ ଯଦି ଆମର ଏହି ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଛି, ତାହେଲେ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ଆମ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *