Excuse Me Odisha

ଯାହା କହିବୁ ସତ କହିବୁ

ଆଜିଠାରୁ ଶନିଦେବଙ୍କ ଓଲଟା ଚଳନ ! ୩ଟି ରାଶିର ଲୋକମାନେ ହେବେ କୋଟିପତି ! ସେଥିରେ ଆପଣଙ୍କ ରାଶି ନାହିଁ ତ !

ସେୟାର୍ କରନ୍ତୁ

ଡିସେମ୍ବର ୭ ତାରିଖ ମଙ୍ଗଳବାର ଦିନଠାରୁ, ଶନି ଗ୍ରହର ଓଲଟା ଚଳନ ହେବ। ତିନୋଟି ରାଶିର ଲୋକେ ଧନବାନ ହେବେ।

ମେଷ ରାଶି –

ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ ସହିତ ଅଚାନକ ଧନପ୍ରାପ୍ତି ହେବାର ଯୋଗ ରହିଛି।ଆପଣଙ୍କୁ ସର୍ବଦା ନିଜ କ୍ରୋଧ ଓ ବାଣୀକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ। ବନ୍ଧୁ ତଥା ପରିବାର ଲୋକଙ୍କ ଠାରୁ ସବୁ କ୍ଷେତ୍ରରେ ସହଯୋଗ ପ୍ରାପ୍ତ କରିବେ। ଶତ୍ରୁ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ।ପରୀକ୍ଷାରେ ବିଦ୍ୟାର୍ଥୀ ମାନେ ଉତିର୍ଣ୍ଣ ହେବେ। ଚାକିରି କ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତୀ ପ୍ରାପ୍ତ ହେବ। ଆପଣ ଶାରୀରିକ ଓ ମାନସିକ ରୂପରେ ନିଜକୁ ସୁସ୍ଥ ଅନୁଭବ କରିବେ। ଘରର ବାତାବରଣ ସୁଖମୟ ରହିବ। ସର୍ବଦା ସକାରାତ୍ମକ ମନୋଭାବ ନେଇ ସବୁ କାର୍ଯ୍ୟ କରନ୍ତୁ, ଦେଖିବେ ନିଶ୍ଚିତ ଭାବରେ ସଫଳତା ଅର୍ଜନ କରିବେ।

ତୁଳା ରାଶି –

ବ୍ୟବସାୟୀ ମାନଙ୍କୁ ଏହି ସମୟରେ ଉତ୍ତମ ଲାଭ ପ୍ରାପ୍ତ ହେବ।ଚାକିରି କରିଥିବା ଲୋକଙ୍କର ଆୟରେ ବୃଦ୍ଧି ହେବ। କୌଣସି ସ୍ଥାନକୁ ବ୍ୟବସାୟିକ ଯାତ୍ରା କରି ପାରନ୍ତି। ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଓ ସମ୍ମାନ ବୃଦ୍ଧି ପାଇବ। ଅଯଥା ଖର୍ଚ୍ଚରୁ ବଞ୍ଚିତ ରୁହନ୍ତୁ। ସମ୍ପର୍କୀୟଙ୍କ ଠାରୁ ସମର୍ଥନ ଲାଭ କରିବେ।ପୁରୁଣା ବନ୍ଧୁଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଚାକିରୀ କ୍ଷେତ୍ରରେ ଆପଣଙ୍କୁ ନୂଆ ଦାୟିତ୍ୱ ମିଳିବା ସହିତ ସହକର୍ମୀଙ୍କ ଠାରୁ ସମର୍ଥନ ପାଇବେ।ଶାରୀରିକ ମାନସିକ ରୂପରେ ଆପଣ ସୁସ୍ଥ ରହିବେ।ବ୍ୟବସାୟରେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ।କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଉଚ୍ଚ ଅଧିକାରୀଙ୍କ ସହିତ ନମ୍ର ହୋଇ ବାର୍ତ୍ତାଳାପ କରିବା ଉଚିତ। ଗାଡି ଚଳାଚଳ ସମୟରେ ସାବଧାନ ରୁହନ୍ତୁ।

କର୍କଟ ରାଶି –

ଆପଣ ଆର୍ଥିକ ରୂପରେ ସୁଦୃଢ ରହିବେ।ବନ୍ଧୁ ତଥା ପରିବାର ଲୋକଙ୍କ ଠାରୁ ସହଯୋଗ ପ୍ରାପ୍ତ କରିବେ।ଆପଣ ଯେଉଁ କାର୍ଯ୍ୟ କରିବେ, ସେଥିରେ ନିଶ୍ଚିତ ଭାବରେ ସଫଳତା ହାସଲ କରିବେ। ଅବିବାହିତ ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ। ଅଯଥା ବିବାଦରେ ସାମିଲ ହୁଅନ୍ତୁ ନାହିଁ ଏବଂ ଅଯଥା ଚିନ୍ତା ମଧ୍ୟ କରନ୍ତୁ ନାହିଁ, ନଚେତ ଆପଣ ହିଁ ଦୁଃଖରେ ରହିବେ।ଅଧିକ ଉପାର୍ଜନ ପାଇଁ ନୂତନ ଅବସର ପ୍ରାପ୍ତ ହେବ।ଆପଣଙ୍କର କଠିନ ପରିଶ୍ରମ ବୃଥା ହୋଇପାରେ। ଅନ୍ୟମାନଙ୍କର ବ୍ୟକ୍ତିଗତ ଜୀବନରେ ଦଖଲ ଦିଅନ୍ତୁ ନାହିଁ। ସମାଜରେ ଆପଣଙ୍କର ପ୍ରତିଷ୍ଠା ଓ ସମ୍ମାନ ବୃଦ୍ଧି ପାଇବ। ଆପଣଙ୍କୁ ନିଜ କଠିନ ପରିଶ୍ରମର ଫଳ ନିଶ୍ଚିତ ଭାବରେ ପ୍ରାପ୍ତ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *