Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ସ୍ତ୍ରୀ ଭିତରେ ଏହି ୩ ଟି ଗୁଣ ଥାଏ,ତାଙ୍କ ସ୍ଵାମୀ ଦିନେ ନା ଦିନେ ଧନୀ ନିଶ୍ଚିନ୍ତ ହୋଇଥାନ୍ତି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯେଉଁ ସ୍ତ୍ରୀ ଭିତରେ ଏହି ୩ ଟି ଗୁଣ ଥାଏ ତାଙ୍କ ସ୍ବାମୀ ଦିନେ ନା ଦିନେ ନିଶ୍ଚୟ ଧନୀ ହୋଇଥାନ୍ତି।

ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ନିଜର ଜୀବନ ନିର୍ବାହ କରିଥାଏ ସେ ବ୍ୟକ୍ତିର ଜୀବନରେ କୌଣସି ଅସୁବିଧା ଆସିନଥାଏ। ଶାସ୍ତ୍ରରେ କୁହାଯାଇଥିବା ଜୀବନରେ ସବୁଠାରୁ ସତ୍ୟ ମିତ୍ର ଜ୍ଞାନ ହୋଇଥାଏ ଯାହା ପାଖରେ ଯେତିକି ଜ୍ଞାନ ହୋଇଥାଏ ତାକୁ ଅନ୍ୟ କାହାର ସାହାର୍ଯ୍ୟ ଆବଶ୍ୟକ ହୋଇନଥାଏ। ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା ଜଣେଇବୁ ଯାହା ଶାସ୍ତ୍ରରେ ଉଲ୍ଲେଖ।

ଶାସ୍ତ୍ରରେ କୁହାଯାଇଛି ରାଜା ମାତ୍ର ଥରେ ଆଦେଶ ଦିଅନ୍ତି। ପଣ୍ଡିତ ଥରେ କଥା କୁହନ୍ତି କନ୍ୟା ଦାନଟି ମଧ୍ୟ ଥରେ ହୋଇଥାଏ। ତେବେ ଜୀବନରେ ଏମିତି କିଛି କଥା ଅଛି ଯାହା ଆବଶ୍ୟକ ହେବା ସହ ଏହାର ବହୁତ କାରଣ ହୋଇଥାଏ। ଶାସ୍ତ୍ର ଅନୁଯାୟୀ ପବିତ୍ରତା ସ୍ତ୍ରୀ ପାଇ ସ୍ୱାମୀ ପରମ ସୁଖ ପ୍ରାପ୍ତି କରିଥାନ୍ତି। ତେବେ ପବିତ୍ରତା ସ୍ତ୍ରୀ ଜୀବନରେ କେବେ କାହାରିକୁ କଟୁ କଥା କୁହନ୍ତି ନାହିଁ। ଜୀବନରେ କେବେ କିଛି କାମ କରିବା ପୂର୍ବରୁ ନିଜ ଘରର ସମ୍ମାନ ବିଷୟରେ ଚିନ୍ତା କରିଥାନ୍ତି। ଶାସ୍ତ୍ରରେ କୁହାଯାଇଛି ଯେଉଁ ସ୍ତ୍ରୀର ଅନ୍ୟ କାହା ପାଇଁ ସମ୍ମାନ ନାହିଁ ସେହିଭଳି ସ୍ତ୍ରୀ ନିଜ ଜୀବନରେ କିଛି କରିପାରିବ ନାହିଁ। ସ୍ତ୍ରୀ ଯିଏ ଭଲ ହୋଇଥାଏ ସେ ସର୍ବଦା ସତ୍ୟ କଥା କହିଥାଏ। ଯିଏ କେବେବି କାହାରିକୁ ଧକା ଦିଏ ନାହିଁ। ସ୍ତ୍ରୀ ଏମିତି ଜଣେ ପ୍ରାଣୀ ତାକୁ ଭରସା କରିବା ଉଚିତ। କିନ୍ତୁ ସ୍ତ୍ରୀ କଣ କେତେ ବେଳେ କରିବ ଏହା ବିଷୟରେ କେହି କହି ପାରିବ ନାହିଁ।

ଜୀବନରେ ଯଦି ଚରିତ୍ର ବାନ ସ୍ତ୍ରୀ ଆସିଥାଏ ତେବେ ପୁରୁଷ ଜୀବନ ସାର୍ଥକ ହୋଇଥାଏ। ଯଦି ଚରିତ୍ରହୀନ ସ୍ତ୍ରୀ ଆସିଥାଏ ଜୀବନ ନଷ୍ଟ ହୋଇଥାଏ। ସେମାନଙ୍କୁ କୌଣସି ଫରକ ପଡିନଥାଏ ଅନ୍ୟକୁ ଦୁଃଖ ଦେଇ।

ସମସ୍ତେ ଚାହିଁଥାନ୍ତି କିଛି ଲାଭ ପାଇଁ କିନ୍ତୁ ଯେଉଁ ମଣିଷ ନିଜ ଲାଭ ପାଇଁ ଅନ୍ୟ ମାନଙ୍କୁ ବ୍ୟବହାର କରିଥାଏ ସେହିଭଳି ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *