Excuse Me Odisha

ଯାହା କହିବୁ ସତ କହିବୁ

ଶରୀରରେ ରକ୍ତ ଶୀଘ୍ର ବଢେଇବା ପାଇଁ ଉପାୟ |

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ଆପଣଙ୍କ ଶରୀରରେ ରକ୍ତର ମାତ୍ରା କେମିତି ବଢ଼େଇବେ।

ବନ୍ଧୁଗଣ ଶରୀରରେ ହିମଗ୍ଲୋବିନର ମାତ୍ରା ଠିକ ରହିବା ବହୁତ ଜରୁରୀ ଅଟେ। ସେଥିପାଇଁ ଆଜି ଆମେ ଆପଣଙ୍କୁ ହିମଗ୍ଲୋବିନ ବିଷୟରେ ଜଣେଇବୁ। ଯଦି ଆପଣ ମିଜର ଶରୀରରେ ରକ୍ତର ମାତ୍ରାକୁ ବଢ଼ାଇବା ପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ପୋଷଣ ଖାଦ୍ୟ ଖାଇବାକୁ ପଡିବ। ରକ୍ତର ମାତ୍ରାକୁ ବଢ଼ାଇବା ପାଇଁ ଆପଣଙ୍କୁ ଆଇରନର ଭରପୁର ମାତ୍ରାରର ସେବନ କରିବା ଦରକାର। ଆଇରନ ଶରୀରର ସବୁ ଅଙ୍ଗକୁ ଅକ୍ସିଜେନ ପହଂଚାଇବାର କାମ କରିଥାଏ। ଆଇରନ ଆମ ଶରୀରର ଇମ୍ୟୁନିଟି ସିଷ୍ଟମ ଅର୍ଥାତ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ। ତା ସହିତ ଆମକୁ ସୁସ୍ଥ ରଖିଥାଏ। ସେଥିପାଇଁ ଆପଣଙ୍କୁ ଆଇରନର ଭରପୁର ଜିନିଷର ସେବନ କରିବେ ତ ରକ୍ତ ଆପେ ଆପେ ଆପଣଙ୍କର ବଢିବ। ତ ଆସନ୍ତୁ ଜାଣିବା ଘରୋଇ ଉପଚାରରେ ରକ୍ତର ମାତ୍ରାକୁ କେମିତି ବଢ଼ାଇ ପାରିବେ।

ବନ୍ଧୁଗଣ ଶରୀରରେ ରକ୍ତର ମାତ୍ରାକୁ ବଢ଼ାଇବା ପାଇଁ ଫ୍ରେସ ଏପୁଲ ଯୁସର ସେବନ ବହୁତ ଲାଭକାରୀ ଅଟେ।ବନ୍ଧୁଗଣ ଏପୁଲରେ ଭରପୁର ମାତ୍ରାରେ ଭିଟାମିନ-B କମ୍ପ୍ଲେକ୍ସ ଥାଏ। ରକ୍ତର କମିକୁ ଦୂର କରିବା ପାଇଁ ପ୍ରତ୍ୟକ ଦିନ ଗୋଟେ ଗ୍ଲାସ ଏପୁଲ ଯୁସ ପିଅନ୍ତୁ। ଏହାକୁ ଆହୁରି ପ୍ରଭାବ ଶାଳୀ ବନେଇବା ପାଇଁ ଏଥିରେ ୨ ରୁ ୩ ଚାମଚ ମହୁ ମିଶାନ୍ତୁ ଏଥିଦ୍ୱାରା ଶୀଘ୍ର ରକ୍ତ ବଢିବ।

ରକ୍ତର କମିକୁ ଦୂର କରିବା ପାଇଁ ଆପଣ ରାଶିର ବ୍ୟବହାର କରନ୍ତୁ। ରାଶିରେ ରକ୍ତକୁ ବଢ଼ାବା ପାଇଁ ଅଦ୍ଭୁତ କ୍ଷମତା ଥାଏ। ୩ ଚାମଚ ରାଶି ନିଅନ୍ତୁ ଏବଂ ତାକୁ ୨ ରୁ ୩ ଘଣ୍ଟା ପାଇଁ ପାଣିରେ ଭିଜେଇ ଦିଅନ୍ତୁ ଏବଂ ଏହାପରେ ପାଣିରୁ ଛାଣି ସେହି ରାଶିକୁ ପେଷ୍ଟ କରିଦିଅନ୍ତୁ। ଆଉ ସେଥିରେ ଅଳ୍ପ ମହୁ ମିଶାଇ ଦିନରେ ଦୁଇ ଥର ଏହାର ସେବନ କରନ୍ତୁ। ଏହା ରକ୍ତିର କମିକୁ ଦୂର କରିବା ପାଇଁ ସାହାର୍ଯ୍ୟ କରିଥାଏ।

ରକ୍ତର କମିକୁ ଦୂର କରିବା ପାଇଁ ଡାଲିମ୍ବର ଯୁସକୁ ସବୁଠାରୁ ଅଧିକ ସର୍ବତମ ହୋମରେମିଡ଼ି ମାନାଯାଏ। ସେଥିପାଇଁ ଆପଣ ଏହି ଯୁସର ସେବନ ଦିନକୁ ୨ ଥର କରନ୍ତୁ। ଆଉ ସେତେ ପର୍ଯ୍ୟନ୍ତ ଏହାର ସେବନ କରନ୍ତୁ ଯେବେ ପର୍ଯ୍ୟନ୍ତ ରକ୍ତର ମାତ୍ରା ବଢିନଯାଇଥିବ।

ରକ୍ତର କମିକୁ ଦୂର କରିବା ପାଇଁ ଆପଣ ବାଦାମ ବି ଖାଇପାରିବେ। ବାଦାମକୁ ଆପଣ ଗୁଡ଼ ସହିତ ଚବେଇ ଚବେଇ ଖାଆନ୍ତୁ।

ରକ୍ତକୁ ବଢ଼ାଇବା ପାଇଁ ଆପଣ ଜାମୁନ ଏବଂ ଆମ୍ବଲା ଯୁସ ଖାଆନ୍ତୁ। ସମାନ ମାତ୍ରାରେ ଆପଣ ଜାମୁନ ଏବଂ ଆମ୍ବଲା ଯୁସ ନେଇ ମିଶାଇ ପ୍ରତ୍ୟକ ଦିନ ପିଇବା ଦ୍ୱାରା ରକ୍ତର କମି ହୋଇଥାଏ।

ହିମଗ୍ଲୋବିନ ବଢ଼ାଇବା ପାଇଁ ଆପଣ ରସୁଣର ପ୍ରତ୍ୟକ ଦିନ କରନ୍ତୁ। ରସୁଣରେ ହିମଗ୍ଲୋବିନ ବଢ଼ାଇବାର ତତ୍ତ୍ୱ ଥାଏ ସେଥିପାଇଁ ଆପଣ ବି ରସୁଣର ପ୍ରତ୍ୟକ ଦିନ ସେବନ କରି ରକ୍ତକୁ ବଢ଼େଇ ପାରିବେ।

ଯଦି ଆପଣଙ୍କ ଶରୀରରେ ରକ୍ତ କମ ଅଛି ତାହେଲେ ଚା ଏବଂ କଫିର ସେବନ କରନ୍ତୁ ନାହିଁ ଏହା ବିଷ ସମାନ ହୋଇଥାଏ।

ରାତିରେ ଶୋଇବା ସମୟରେ ଖଜୁରାକୁ ଗରମ କ୍ଷୀର ସହିତ ସେବନ କରନ୍ତୁ ଏଥିଦ୍ୱାରା ରକ୍ତର ମାତ୍ରା ବଢି ଥାଏ।

ରକ୍ତକୁ ବଢ଼ାଇବା ପାଇଁ ଆପଣ ପ୍ରତିଦିନ ଟୋମାଟ ଯୁସ ବି ସେବନ କରନ୍ତୁ। ସେଥିପାଇଁ ଆପଣ ପ୍ରତିଦିନ ଗାଜର ଏବଂ ଟମାଟ ଯୁସର ସେବନ କରନ୍ତୁ। ଏହା ଦ୍ବାରା ଆପଣଙ୍କ ଶରୀରରେ ରକ୍ତର ମାତ୍ରା ବଢିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *