Excuse Me Odisha

ଯାହା କହିବୁ ସତ କହିବୁ

ସ୍ତ୍ରୀ ତାର ମୃ-ତ୍ୟୁ ପର୍ଯ୍ୟନ୍ତ ଏହି ଅଙ୍ଗର ରାଜ ପୁରୁଷକୁ ଲୁ-ଚେଇ ଥାଏ ! ବିବାହିତ ପୁରୁଷମାନେ ଏହାକୁ ଥରେ ନିଶ୍ଚୟ ପଢ଼ନ୍ତୁ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସ୍ତ୍ରୀ ତାର ମୃତ୍ୟୁ ପର୍ଯ୍ୟନ୍ତ ଏହି ଅଙ୍ଗର ରାଜ ପୁରୁଷକୁ ଲୁଚେଇ ଥାଏ। ବିବାହିତ ପୁରୁଷ ନିଶ୍ଚୟ ପଢ଼ନ୍ତୁ

ବନ୍ଧୁଗଣ ଏପରି କିଛି ଗୁପ୍ତ କଥା ଅଛି ଯାହାକି ନାରୀମାନେ ମରିଗଲେ ବି ପୁରୁଷ ମାନଙ୍କ ସହିତ ସେୟାର କରନ୍ତି ନାହିଁ ଗୁପ୍ତ ରଖିଥାନ୍ତି। ତେବେ କଣ ସେହି ଗୁପ୍ତ ରାଜ କାହିଁକି ସେ ସେୟାର କରିନଥାନ୍ତି ଆମେ ତାହାକୁ ବିସ୍ତାର ରୂପେ ଜଣେଇବୁ।

ତେବେ ବନ୍ଧୁଗଣ ଇଶ୍ୱରଙ୍କର ସର୍ଜନା ଭିତରେ ନାରୀ ଏକ ଅନ୍ୟତମ ସୃଷ୍ଟି। ନାରୀରର ମହନୀୟତା ଏବଂ ତାର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ତ୍ୟାଗ ଜାୟ ଜନନୀ ଭୋଗିନୀ ରୂପରେ ତାର ଯେତିକି ତ୍ୟାଗ ତାର ଆଜିବନ ପୁରୁଷକୁ ଯେପରି ଋଣୀ କରିକି ରଖିଛି ଟିକେ ଅନୁରୂପ ତାର ଗୋପନ କଥାକୁ ବୁଝିବା ପାଇଁ ସର୍ବଦା ପୁରୁଷ ପ୍ରୟାସ ଜାରି ରଖିଛି। ବହୁ ଯୁଗରୁ ପୁରୁଷ ସ୍ତ୍ରୀର ମନ କଥା ବୁଝି ତାର ସବୁକିଛି ଇଚ୍ଛାକୁ ପୂରଣ କରିଥାଏ ଯାହା ଦ୍ୱାରା ପରିବାରରେ ଖୁସିର ବାତାବରଣ ରହିବ ତା ସ୍ୱତେ ମଧ୍ୟ ପୁରୁଷ ବେଳେବେଳେ ହାର ମାନିଛି ତାର ଗୋପନ ମନ କଥାକୁ ବୁଝିବା ପାଇଁ ସବୁବେଳେ ପ୍ରୟାସ କରିଥାଏ। ସାଧାରଣ ମନୁଷ୍ୟ କଥା ଛାଡ଼ନ୍ତୁ ସ୍ୱୟଂ ଭଗବାନ ମଧ୍ୟ ନାରୀମାନଙ୍କ କଥା ବୁଝିବା ପାଇଁ ଫେଲ ମାରିଥିଲେ। ବହୁତ ମୁନି ଋଷି ମାନେ ମଧ୍ୟ ନାରୀ ମାନଙ୍କର ଗୋପନ କଥା ବୁଝି ପାରିନଥିଲେ। ନାରୀରର ମହନୀୟତା ଯେମିତି ବ୍ୟାପକ ତାର ରହସ୍ୟ ମଧ୍ୟ ସେତିକି ବ୍ୟାପକ ଯାହାକି ଆଜି ଆମେ ଏହି ପୋଷ୍ଟରେ ସେହି ବିଷୟରେ କହିବା ପାଇଁ ଯାଉଛୁ। ଯାହା ପଣ୍ଡିତ ଆଚାର୍ଯ୍ୟ ଚାଣକ୍ୟ ଗବେଷଣା କରିଥିଲେ ନାରୀମାନଙ୍କ ବିଷୟରେ।

ବନ୍ଧୁଗଣ ଆସନ୍ତୁ ଜାଣିବା ନାରୀ ମନର ବିଶେଷ ଗୋପନ କଥା କଣ ଯାହାକି ସେ ପୁରୁଷ ସହିତ କେବେବି ସେୟାର କରିନଥାଏ ଏବଂ କାହିଁକି ସେୟାର କରିନଥାଏ ଆସନ୍ତୁ ଜାଣିବା।

ଆଚାର୍ଯ୍ୟ ଚାଣକ୍ୟ ନୀତିରେ ଯେକୌଣସି ପୁରୁଷ ହୁଅନ୍ତୁ କିମ୍ବା ନାରୀ ଅନ୍ୟ ଆଗରେ ନିଜର ଦୁର୍ବଳତାକି କଦାପି ପ୍ରକାଶ କରିବା ଉଚିତ ନୁହେଁ କାରଣ ଯଦି କୌଣସି ପୁରୁଷ ହେଉ କିମ୍ବା ସ୍ତ୍ରୀ ହେଉ ତାର ନିଜର ଦୁର୍ବଳତାକୁ ପର ଆଗରେ ପ୍ରକାଶ କରନ୍ତି ତ ସେ ଦୁର୍ବଳତାର ବାହାର ଲୋକ ବହୁତ ଫାଇଦା ଉଠାଇଥାନ୍ତି ଏବଂ ସେହି ଦୁର୍ବଳତାକୁ ନେଇ ସେମାନେ ତାଙ୍କ ଠାରୁ ବ୍ୟକ୍ତିଗତ ସ୍ୱାର୍ଥ ମଧ୍ୟ ହାସଲ କରିଥାନ୍ତି। ଚାଣକ୍ୟଙ୍କ ଅନୁସାରେ କୌଣସି ଦୁର୍ବଳତା ନିଜ ଭିତରେ ଗୋପନ ରଖିବା ଉଚିତ। ଏହାକୁ କେବେବି କାହା ଆଗରେ ପ୍ରକାଶ କରିବା ଉଚିତ ନୁହେଁ। ତେଣେ ଏ ଯେଉଁ ନାରୀରର ଗୁପ୍ତ ମନ କଥା ଏମିତ କଣ ଯାହାକୁ ସେ ପୁରୁଷ ସହ ସେୟାର କରିବାକୁ କୁଣ୍ଠାବୋଧ କରିଥାଏ ମରିବା ପର୍ଯ୍ୟନ୍ତ। ସେ କାହିଁକି କହିନଥାଏ ଆସନ୍ତୁ ଜାଣିବା।

ପ୍ରଥମ କଥା। କୌଣସି ନାରୀ ହେଉ କିମ୍ବା ପୁରୁଷ ଏହି ଗୋପନ କଥା କାହାରି ସହିତ ସେୟାର କରିନଥାଏ ତାହା ହେଉଛି ତାର ପ୍ରଥମ ପ୍ରେମ। ଯିଏ କି ପ୍ରତ୍ୟକ ସ୍ତ୍ରୀ ବା ପୁରୁଷ ବିବାହ ପୂର୍ବରୁ କୌଣସି ନାଁ କୌଣସି ସ୍ଥାନରେ ପ୍ରେମ ସମ୍ପର୍କ ଆବୋଧ ହୋଇଥାନ୍ତି ମାତ୍ର ପୁରୁଷ ଅଧିକାଂଶ ସମୟରେ ନିଜର ପ୍ରେମକୁ ନାରୀ ଆଗରେ କହି ଦେଇଥାଏ କିନ୍ତୁ ନାରୀ କେବେବି ତାର ପ୍ରଥମ ପ୍ରେମ ବା ପୁରୁଣା ପ୍ରେମ ସମ୍ପର୍କ କଥା ପୁରୁଷ ସହିତ ସେୟାର କରିନଥାଏ। କାରଣ ତାଙ୍କର ଯେଉଁ ବିବାହ ପରେ ରିଲେସନସିପ ଚାଲିଛି କାଳେ ସେଥିରେ କୌଣସି ସନ୍ଦେହ ମୂଳକ କଥା ନଉପୂଜୁ। ତାଙ୍କର ହସ ଖୁସିରେ ଜୀବନରେ କେବେବି ଦୁଃଖ ନଆସୁ ତାଙ୍କର ସମ୍ପର୍କରେ କେବେବି ବିଛେଦ ନହେଉ ସେଥିପାଇଁ ନାରୀମାନେ ତାଙ୍କର ପ୍ରଥମ ପ୍ରେମକୁ ଭୁଲି ଯାଇଥାନ୍ତି ଯଦି ବି କେହି ନଭୁଲିଥାନ୍ତି ତ ସେମାନେ ୩ ଟି ଜୀବନ ନଷ୍ଟ କରିଥାନ୍ତି ତାଙ୍କର ପୁରୁଣା ପ୍ରେମିକର ନିଜର ଏବଂ ତାଙ୍କ ସ୍ୱାମୀଙ୍କର ସେଥିପାଇଁ ଏମିତି କରିବା ଉଚିତ ନୁହେଁ।

ଦ୍ୱିତୀୟ କଥା। ଯାହାକୁ ସେମାନେ ପୁରୁଷ ସହ କେବେବି ସେୟାର କରିନଥାନ୍ତି ତାହା ହେଉଛି ତାଙ୍କର ମନର ଇଛା। ଯେକୌଣସି ନାରୀ ତାର ମନର ଇଛାକୁ ପୁରୁଷ ସହ ସେୟାର କରିବାକୁ ଚାହିଁନଥାଏ। କାରଣ ଆପଣଙ୍କର ପାରିବାରିକ ଜୀବନରେ ଏମତି କିଛି ନିଷ୍ପତ୍ତି ଅଛି ଯାହାକୁ କି ସମାନ ଭାବରେ ସ୍ୱାମୀର ଯେତିକି ଅଧିକାର ଅଛି ସ୍ତ୍ରୀର ମଧ୍ୟ ସେତିକି ଅଧିକାର ଅଛି। ଯେତେବେଳେ ସ୍ୱାମୀ କୌଣସି ନିଷ୍ପତ୍ତି ନଉଥାଏ ସେତେବେଳେ ସ୍ତ୍ରୀ ନିଷ୍ପତି ନେଇନଥାଏ। କାହିଁକି ଯଦି ସେ କୌଣସି ନିଷ୍ପତ୍ତି ନଉଛି ସେଠାରେ ସ୍ୱାମୀର ନିଷ୍ପତ୍ତିର ମାନେ ରହିନଥାଏ। ଆଉ ସେ ସ୍ୱାମୀ କଥାରେ ହିଁ ହଁ ମାରିଥାଏ। ଆଉ ସେ ତାର ମନର ଇଚ୍ଛାକୁ ଦବେଇ ଦେଇଥାଏ। ଏହି କ୍ଷେତ୍ରରେ ସ୍ତ୍ରୀର ଏହି କଥାକୁ ସ୍ୱାମୀ ବୁଝି ପାରିନଥାଏ।

ତୃତୀୟ କଥା। କୌଣସି ନାରୀ ପୁରୁଷ ପାଖରେ ଏହି କଥା ମଧ୍ୟ କାହିନଥାଏ ସେଇଟା ହେଉଛି ତାର ଶାରୀରିକ ବିମାରୀ। ପ୍ରତ୍ୟକ ଲୋକଙ୍କର ରୋଗ ବୈରାଗ୍ୟ ରହିଛି। ସେହିପରି ନାରୀର ମଧ୍ୟ ରୋଗ ରହିଛି। ନାରୀର ଶରୀରରେ ଯେଉଁ ଶାରୀରିକ ତ୍ରୁଟି ରହିଥାଏ ସେ କେବେବି ତାର ସ୍ୱାମୀ ସହ ସେୟାର କରିନଥାଏ। କାରଣ ଏହି ସାମାନ୍ୟ ସାମାନ୍ୟ ଦେହ ଖରାପକୁ ଯଦି ସ୍ୱାମୀଙ୍କ ସହ ସେୟାର କରିବ କାଳେ ସ୍ୱାମୀଙ୍କର ମନସ୍ତାବ ଘଟିବ ଏବଂ ତାକୁ ନେଇକି ସେ ଦୁଃଖୀ ହେବେ ସେଇଥି ପାଇଁ ସେ ତାର ଶରୀରର କଷ୍ଟକୁ ଜଣେଇ ନଥାଏ। ଏହା ହେଉଛି ନାରୀରର ମହନୀୟତା ଗୁଣ।

ଚତୁର୍ଥ କଥା। ପଇସା ପତ୍ରକୁ ନେଇକି ସ୍ତ୍ରୀ ସବୁବେଳେ ସଚେତନ। ସ୍ୱାମୀ ଯେଉଁ ପଇସା ଦେଇଥାଏ ତା ଦେହରୁ ସେ ଗୁପ୍ତ ଭାବରେ କିଛି ସଞ୍ଚୟ କରି ରଖିଥାଏ। ଏବଂ ଗୃହରେ ଯେତେବେଳେ କଠିନ ପରିସ୍ଥିତି ଚାଲିଥାଏ ବା ସ୍ୱାମୀଙ୍କର ଅସୁବିଧା ଚାଲିଥାଏ ତ ସେତେବେଳେ ସେ ସଞ୍ଚିତ ଧନକୁ ବାହାର କରିକି ସେ ସ୍ୱାମୀଙ୍କୁ ଦେଇଥାଏ ଏବଂ ଗୃହରେ ଖର୍ଚ୍ଚ କରିଥାଏ। ଏହା ଏକ ମହାନ ଗୁପ୍ତ ମହନୀୟତା ଗୁଣ ଅଟେ

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *