Excuse Me Odisha

ଯାହା କହିବୁ ସତ କହିବୁ

ଆସନ୍ତା ୧୩ ଦିନ ପର୍ଯ୍ୟନ୍ତ ନିଜର କୃପା ଦୃଷ୍ଟି ରଖିବେ ମାଆ ଲକ୍ଷ୍ମୀ,ଏହି ୫ଟି ରାଶିର ଲୋକମାନଙ୍କର ହେବ ଭାଗ୍ୟ ଉଦୟ !

ସେୟାର୍ କରନ୍ତୁ

ଶୁକ୍ରଦେବ ଏହି ସମୟରେ କୁମ୍ଭ ରାଶିର ବିରାଜମାନ କରୁଛନ୍ତି। ୧୩ ଦିନ ପର୍ଯ୍ୟନ୍ତ ଦେବୀ ଲକ୍ଷ୍ମୀଙ୍କ କୃପା କିଛି ରାଶିର ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି।

– ଚାକିରୀ ଓ ବ୍ୟାପାରରେ ସଫଳତା ମିଳିବ।

– ଆର୍ଥିକ ସମସ୍ୟାରୁ ମିଳିବ ମୁକ୍ତି।

– ମାନସମ୍ମାନରେ ହେବ ବୃଦ୍ଧି।

ସନାତନ ଧର୍ମରେ ଦେବୀ ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଇଛି। ଦେବୀ ଲକ୍ଷ୍ମୀ ଯେଉଁ ବ୍ୟକ୍ତି ଉପରେ ପ୍ରସନ୍ନ ହୁଅନ୍ତି, ସେହି ବ୍ୟକ୍ତି ନିଜ ଜୀବନରେ ଅନେକ ସୁଖଶାନ୍ତି ଭୋଗ କରିଥାଏ।

ଧାର୍ମିକ ମାନ୍ୟତା ଅନୁସାରେ ଶୁକ୍ରଦେବ ଯେଉଁ ରାଶିରେ ବିଶେଷ ସ୍ଥିତିରେ ରହିବେ, ସେହି ରାଶିର ଲୋକଙ୍କ ଉପରେ ଦେବୀ ଲକ୍ଷ୍ମୀ ନିଜର କୃପା ଦୃଷ୍ଟି ରଖିଥାନ୍ତି। କିଛି ଏପରି ସଂଯୋଗ ସୃଷ୍ଟି ହେଉଛି ଯେ ଏହି ସମୟରେ ଧନୁ ରାଶିରେ ବିରାଜମାନ କରିବେ। ଶୁକ୍ରଦେବ ୧୩ଦିନ ପର୍ଯ୍ୟନ୍ତ ୫ଟି ରାଶିର ଲୋକଙ୍କ ଉପରେ ନିଜର କୃପା ଦୃଷ୍ଟି ରଖିବେ। ଏହାଦ୍ବାରା ଏହି ୫ଟି ରାଶିର ଲୋକଙ୍କ ଉପରେ ଦେବୀ ଲକ୍ଷ୍ମୀଙ୍କର କୃପା ମଧ୍ୟ ବରଶିବ। ଆସନ୍ତୁ ସେହି ବିଷୟରେ ଜାଣିବା।

ଚାକିରୀ ଓ ବ୍ୟାପାରରେ ମିଳିବ ସଫଳତା –

କନ୍ୟା ରାଶି – ଚାକିରି ଓ ବ୍ୟାପାରରେ ଏହି ରାଶିର ଲୋକଙ୍କୁ ଅଧିକ ସଫଳତା ମିଳିବ। ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ। ବୈବାହିକ ଜୀବନ ସୁଖମୟ ହେବ।

ମେଷ ରାଶି – ଆପଣ ନୂଆ ବାହନ ବା ଜମିବାଡ଼ି କ୍ରୟ କରି ପାରନ୍ତି। ପରିବାର ଲୋକଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବା ସହିତ ଧନଲାଭ ହେବ। ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ।

ଆର୍ଥିକ ସମସ୍ୟାରୁ ମିଳିବ ମୁକ୍ତି –

ବିଛା ରାଶି – ଦେବୀ ଲକ୍ଷ୍ମୀଙ୍କ କୃପାରୁ ଏହି ରାଶିର ଲୋକଙ୍କୁ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ। ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବେ। ସବୁ କ୍ଷେତ୍ରରେ ଜୀବନସାଥୀଙ୍କ ଠାରୁ ସହଯୋଗ ପ୍ରାପ୍ତ କରିବେ।

ସିଂହ ରାଶି – ପରିବାର ଓ ସମ୍ପର୍କୀୟଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଶିକ୍ଷା କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ କିଛି ଶୁଭ ସମାଚାର ମିଳିବ।ଆପଣଙ୍କର ଆର୍ଥିକ କ୍ଷେତ୍ର ସୁଦୃଢ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ମାନସମ୍ମାନରେ ହେବ ବୃଦ୍ଧି –

ମିଥୁନ ରାଶି – ଶିକ୍ଷା କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ସଫଳତା ମିଳିବା ସହିତ ପ୍ରତିଷ୍ଠା ବୃଦ୍ଧି ପାଇବ। ଧାନ ପ୍ରାପ୍ତି ହେବାର ଯୋଗ ରହିଛି। ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହିଛି। ସବୁ କାର୍ଯ୍ୟରେ ସଫଳତା ଅର୍ଜନ କରିବେ ଏବଂ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *