Excuse Me Odisha

ଯାହା କହିବୁ ସତ କହିବୁ

ଗୁପ୍ତ ଲକ୍ଷ୍ମୀ ମନ୍ତ୍ର ରାତିରେ ଶୋଇବା ପୂର୍ବରୁ କେବଳ୨ ମିନିଟ ଜପନ୍ତୁ, ନିଜ ଆଖିରେ ଦେଖନ୍ତୁ ଚମତ୍କାର

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଗୁପ୍ତ ଲକ୍ଷ୍ମୀ ମନ୍ତ୍ର ରାତିରେ ଶୋଇବା ପୂର୍ବରୁ କେବଳ ୨ମିନିଟ ଜପନ୍ତୁ ନିଜ ଆଖିରେ ଦେଖନ୍ତୁ ଚମତ୍କାର

ପ୍ରତ୍ୟକ ବ୍ୟକ୍ତି କାମନା କଟିଥାଏ କି ମା ଲକ୍ଷ୍ମୀଙ୍କର କୃପା ସର୍ବଦା ତା ଉପରେ ରହୁ। ଧନ ମାନ ସମ୍ମାନ ଐଶ୍ଵର୍ଯ୍ୟ ମିଳୁ। କିନ୍ତୁ ମା ଲକ୍ଷ୍ମୀ ତ ଚଞ୍ଚଳା ଅଟନ୍ତି। ଗୋଟେ ଜାଗାରେ କେବେବି ରହି ନଥାନ୍ତି। କିନ୍ତୁ ଯଦି ଆପଣ ଚାହୁଁଛନ୍ତି ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହୁ ଜୀବନରେ କେବେବି ସୁଖ ହସ ଖୁସିର ଅଭାବ ନରହୁ ତ ପ୍ରତିଦିନ ରାତିରେ ୧୧ ଟାରୁ ୧ ଭିତରେ ଶୋଇବା ପୂର୍ବରୁ ଆପଣ ବେଡ଼ରେ ବସି ମଧ୍ୟ କରିପାରିବେ। କିନ୍ତୁ ରାତି ୧୧ ଟାରୁ ୧ ଭିତରେ। କାରଣ ଯଦି ଏହି ସମୟରେ ମନ୍ତ୍ର ଜପ କରାଯାଏ ତେବେ ମନ୍ତ୍ର ବିଶେଷ ଭାବରେ ଲାଭ ଦେଇଥାଏ ଏବଂ ମନ୍ତ୍ରର ଶକ୍ତି ବଢିଯାଏ।ବଏଥିପାଇଁ ସବୁବେଳେ କୁହାଯାଏ ମନ୍ତ୍ରର ଜପ ଅଧାରାତିରେ କରନ୍ତୁ। ଆଜି ଆମେ ଆପଣଙ୍କୁ ଏପରି ସିଦ୍ଧ ମନ୍ତ୍ର ଜଣେଇବୁ ଯାହା ଲକ୍ଷ୍ମୀ କମନାକୁ ପୁର୍ଣ କରିଥାଏ ଆପଣଙ୍କ ଜୀବନରେ ଧନର ଅଭାବ ହୋଇନଥାଏ। ତେବେ ଆସନ୍ତୁ ଜାଣିବା ମନ୍ତ୍ର ବିଷୟରେ। ବଶିଷ୍ଠ ଋଷିଙ୍କୁ ମା ଲକ୍ଷ୍ମୀଙ୍କର ସିଦ୍ଧ ମନ୍ତ୍ର ଜଣାଥିଲା ଏବଂ ରାବଣକୁ ବି ସେ ମନ୍ତ୍ର ମିଳିଥିଲା ଏବଂ ସେ ସୁନାର ଲଙ୍କା ବନେଇଥିଲା। କୁବେର ବି ଏହି ମନ୍ତ୍ର ଜାଣିଥିଲେ। ରାଜା କୈକେୟୀଙ୍କ ସହ ଯୁଦ୍ଧରେ ଅଯୋଧ୍ୟାର ଧନ ସରି ଆସିଥିଲା ଆର୍ଥିକ ସ୍ଥିତି ରାଜ୍ୟରେ ଖରାପ ହୋଇ ଆସିଥିଲା। ତେବେ ଏମିତିରେ ବଶିଷ୍ଠ ଦଶରଥଙ୍କୁ ସୁନା ଉଧାରରେ ଦେଇଥିଲେ ଏବଂ ଏମିତିରେ ଋଷିଙ୍କ ପାଖରେ ଏତେ ପଇସା କେଉଁଠୁ ଆସିଲା ସେ ଏହି ମନ୍ତ୍ର ଦ୍ୱାରା ହିଁ ସ୍ୱର୍ଣ୍ଣ ପାଇଥିଲେ ଏହା ଏକ ଏମିତି ବୀଜ ମନ୍ତ୍ର ଅଟେ ଯାହା ଭିତରେ ବହୁତ ଚମତ୍କାରି ଶକ୍ତି ରହିଛି। ଏହି ମନ୍ତ୍ରରେ ୫ ଟି ବିଜ ମନ୍ତ୍ର ଲୁଚି କି ରହିଛି। ଏହି ମନ୍ତ୍ରକୁ ଅଧ ରାତିରେ ଜପି ପାରିବେ। ୫ ଥର ବା ୧୦୮ ଥର ଏହି ମନ୍ତ୍ରକୁ ଜପି ପାରିବେ। ଲକ୍ଷ୍ମୀ ପ୍ରାପ୍ତ ପାଇଁ ଏହା ସବୁଠୁ ଚମତ୍କାରୀ ମନ୍ତ୍ର ଅଟେ। ମା ଲକ୍ଷ୍ମୀ କହିଛନ୍ତି ଯେ ଯିଏ ଉଦ୍ୟମି ସାହସୀ ଅଟେ ତା ପାଖରେ ମୁଁ ରହିଥାଏ। ଯିଏ କଟୁଭାସି ଅଳସୁଆ ତା ପାଖରେ ମୁଁ ରହିନଥାଏ ଏବଂ ଯିଏ ଭଗବାନ ନାରାୟଣଙ୍କର ପୂଜା କରିଥାଏ ମୁଁ ତାର ପୁଷକ ଅଟେ। ଏଥିପାଇଁ ଭଗବାନ ଲକ୍ଷ୍ମୀ ନାରାୟଣ ଦୁଇ ଜଣଙ୍କୁ ଏକା ସାଙ୍ଗରେ ପୂଜା କରନ୍ତୁ।

ଆସନ୍ତୁ ଜାଣିବେ କେମିତି ଏହି ମନ୍ତ୍ର କରିବେ।

ବେଡ଼ରେ ବସିବେ ପ୍ରଥମେ ଭଗବାନ ଗଣେଶଙ୍କର ନାମ ନେବେ। ତା ପରେ ଭଗବାନ ବିଷ୍ଣୁ ମା ଲକ୍ଷ୍ମୀଙ୍କୁ ଧ୍ୟାନ କରିବେ।ତାପରେ ଏହି ମନ୍ତ୍ର ଜପ କରିବେ। ମନ୍ତ୍ର ଟି ହେଉଛି ଓଁ ଶ୍ରୀଙ୍ଗ ହୃୟଂ କ୍ଲି କମଲାବାସନେୟ ସୁହାଃ। ଏହି ମନ୍ତ୍ରରେ ୫ ଟି ବୀଜ ମନ୍ତ୍ର ରହିଛି। ଏହି ମନ୍ତ୍ର କୁ ପ୍ରତିଦିନ ଶୋଇବା ପୂର୍ବରୁ ଜପ କରନ୍ତୁ। ୧ ମାସରୁ ଦେଢ଼ ମାସ ଭିତରେ ଏହାର ପ୍ରଭାବ ଆପଣ ଦେଖି ପାରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *