Excuse Me Odisha

ଯାହା କହିବୁ ସତ କହିବୁ

ସକାଳେ ଉଠିବା ପରେ ରୋଷେଇ ଘରେ ଭୁଲରେ ବି ଦେଖନ୍ତୁ ନାହିଁ ଏହି ଗୋଟିଏ ଜିନିଷ, ଏହା ଭୟଙ୍କର ଗରିବୀ ଆଣିଥାଏ ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସକାଳେ ଉଠିବା ପରେ ରୋଷେଇ ଘରେ ଭୁଲରେ ବି ଦେଖନ୍ତୁ ନାହିଁ ଏହି ଜିନିଷ ଏହି ଗୋଟିଏ ଜିନିଷ ଭୟଙ୍କର ଗରିବୀ ଆଣିଥାଏ।

ବନ୍ଧୁଗଣ ସକାଳୁ ଉଠିବା ପରେ ରୁଷେଇ ଘରର ଏହି ଜିନିଷ ଭୁଲରେ ବି ଦେଖନ୍ତୁ ନାହିଁ ଅଥବା ରାହୁ କେତୁଙ୍କର ପ୍ରଭାବରେ ଅନିଷ୍ଟ ହୋଇଯିବ। ଏବଂ ଘର ପରିବାର ଉପରେ ଆସିଯିବ ଗରିବ। ବନ୍ଧୁଗଣ ରୁଷେଇ ଘରକୁ ଘରର ମୁଖ୍ୟ ଅଙ୍ଗ କୁହାଯାଏ। ଯଦି ଘର ଶରୀର ଅଟେ ତେବେ ରୁଷେଇକୁ ତାର ଆତ୍ମା କୁହାଯାଏ। ରୋଷେଇ ଘରେ ଯଦି ବାସ୍ତୁ ଉତ୍ପନ ହୁଏ ତେବେ ଏହାର ପ୍ରଭାବ ପରିବାର ଉପରେ ପଡିଥାଏ। ଏଥିପାଇଁ ବାସ୍ତୁଶାସ୍ତ୍ରରେ ରୋଷେଇ ଘରକୁ ସବୁଠାରୁ ଅଧିକ ମହତ୍ୱ ଦିଆଯାଇଛି। ରୋଷେଇ ଘରକୁ ସକାଳୁ ପ୍ରବେଶ କରିବା ପୂର୍ବରୁ କିଛି ଜିନିଷ ଦେଖିବା ଉଚିତ ନୁହେଁ। ତା ସହିତ ଏମିତି କିଛି କାମ ଅଛ ଯାହା ସକାଳୁ ଉଠିବା ପରେ ରୋଷେଇ ଘରେ କରିବା ଉଚିତ ନୁହେଁ। ଏମିତି କଲେ ମା ଅନ୍ନପୂର୍ଣ୍ଣା ରାଗିଥାନ୍ତି। ଏବଂ ତାଙ୍କର କୁପ୍ରଭାଵ ଆପଣଙ୍କ ସହିତ ଆପଣଙ୍କ ପରିବାର ଉପରେ ମଧ୍ୟ ପଡିଥାଏ। ଯାହା ଦ୍ୱାରା ଘରେ ଧନର ଅଭାବ ଦେଖାଦେଇଥାଏ। ତା ସହିତ ପରିବାର ସଦସ୍ୟଙ୍କ ମଧ୍ୟରେ ଝଗଡା ବିଶ୍ୱାସଘାତକତା ଭଳି ବାତାବରଣ ସୃଷ୍ଟି ହୋଇଥାଏ। ରୋଷେଇ ଘରର ଦିଗ ଠିକ ହେବା ଦରକାର। ଯଦି ରୋଷେଇ ଘର ଭୁଲ ଦିଗରେ ରୁହେ ଏହା ମଧ୍ୟ ବାସ୍ତୁଦୋଷ ସୃଷ୍ଟି କରିଥାଏ। ଏହା ସହିତ ରୋଷେଇ ଘରର ଜଳ ଏବଂ ଅଗ୍ନିର ଦିଗ ବି ଠିକ ହେବା ଦରକାର। କାରଣ ରୋଷେଇ ଘର ସମ୍ପୂର୍ଣ୍ଣ ପରିବାରର ସ୍ୱାସ୍ଥ୍ୟ ସହ ଯୋଡି ହୋଇରହିଥାଏ। ଯଦି ରୋଷେଇ ଘରେ ବାସ୍ତୁଦୋଷ ସୃଷ୍ଟି ହୁଏ ତେବେ ପରିବାରର ସଦସ୍ୟଙ୍କ ଉପରେ ପଡେ। ବାସ୍ତୁଶାସ୍ତ୍ର ଅନୁସାରେ ରୋଷେଇ ଘରେ ସକାରାତ୍ମକ ଏବଂ ନକରାତ୍ମକ ଦୁଇ ପ୍ରକାରର ଶକ୍ତି ଥାଏ। ଯାହାର ସନ୍ତୁଳନ ରଖିବା ଉଚିତ। ଯଦି ରୋଷେଇ ଘରେ ଆପଣ ଆଇନା ରଖୁଛନ୍ତି ତେବେ ଏହାକୁ ଅତ୍ୟନ୍ତ ଅଶୁଭ ମାନାଯାଏ। ଏହା ଦ୍ବାରା ଘରେ ନକରାତ୍ମକ ଶକ୍ତି ବଢିବା ସହିତ ଘରେ ଦୁଃଖ କଷ୍ଟ ବଢ଼ିଥାଏ। ରୋଷେଇ ଘରେ ପୂଜା ଘର ରହିବା ଉଚିତ ନୁହେଁ। କାରଣ ରୋଷେଇ ଘରେ ଅନେକ ଥର ଦୁର୍ଗନ୍ଧ ବି ବାହାରି ଥାଏ ଏବଂ ରୋଷେଇ ଘରେ ମାଛ ମାଂସ ରନ୍ଧାଯାଏ। ଯାହା ପୂଜା ଘରର ସକାରାତ୍ମକ ଶକ୍ତି ଉପରେ ପ୍ରଭାବ ପକାଇଥାଏ।

ଆସନ୍ତୁ ଜାଣିବା ରୋଷେଇ ଘରେ ସକାଳୁ ସକାଳୁ କଣ ଦେଖିବା ଉଚିତ ନୁହେଁ କି କାମ କରିବା ଉଚିତ ନୁହେଁ।

ରୁଷେଇ ଘରକୁ ସବୁବେଳେ ଘରର ଅଗ୍ନି କୋଣରେ ରହିବା ଦରକାର। ଦକ୍ଷିଣ ପୂର୍ବ ଦିଗ ମଧ୍ୟରେ। ଏହି ଦିଗକୁ ଅଗ୍ନିର ଦିଗ ମାନାଯାଇଥାଏ। ଏହି ଦିଗରେ ରୋଷେଇ ଘର ବନାଯିବାକୁ ବହୁତ ଭଲ ବୋଲି ମାନାଯାଇଥାଏ। ଯଦି ଦିଗରେ ବନେଇବା ସମ୍ଭବ ନହୁଏ ତାହେଲେ ଉତ୍ତର ପଶ୍ଚିମ ଦିଗରେ ବନେଇ ପାରିବେ। ସର୍ବଦା ଆପଣ ମନେରଖନ୍ତୁ କି ଦକ୍ଷିଣ ପୂର୍ବ ଦିଗରେ ହୋଇଥିବା ରୋଷେଇ ଘର ସର୍ବତମ ମାନାଯାଇଥାଏ।

ସକାଳୁ ଉଠିବା ପରେ ରୋଷେଇ ଘରେ ଦେଖନ୍ତୁ ନାହିଁ ଏହି ଜିନିଷ।

ବନ୍ଧୁଗଣ ରୋଷେଇ ଘରେ ମା ଅନ୍ନପୂର୍ଣ୍ଣାଙ୍କ ଚିତ୍ର ନିଶ୍ଚୟ ରହିବା ଦରକାର ଏବଂ ମହିଳାମାନେ ବିନା ସ୍ନାନ ନକରି ରୋଷେଇ ଘରକୁ ପ୍ରବେଶ କରି କିଛି ବି କାମ କରିବା ଉଚିତ ନୁହେଁ। ମହିଳାମାନେ ସ୍ନାନ କରି ମା ଅନ୍ନପୂର୍ଣ୍ଣାଙ୍କୁ ପ୍ରଣାମ କରି ରୋଷେଇ ଘରେ କାମ କରିବା ଆବଶ୍ୟକ। ଏମିତି କଲେ ମା ଅନ୍ନପୂର୍ଣ୍ଣାଙ୍କ କୃପା ପ୍ରାପ୍ତ ହୋଇଥାଏ ଏବଂ ଘରେ ସୁଖ ସମୃଦ୍ଧି ଆସିଥାଏ। ସକାଳୁ ଉଠୁ ଉଠୁ ଯଦି ରୋଷେଇ ଘରକୁ ଯାଉଛନ୍ତି ତେବେ ଚାକୁ ଛୁରୀ ଭଳି ଜିନିଷ ଦେଖିବା ଉଚିତ ନୁହେଁ। ଏହି ଜିନିଷ ନକରାତ୍ମକ ଶକ୍ତି ବଢାଇଥାଏ। ଏହି ଜିନିଷ ନକରାତ୍ମକ ଶକ୍ତିର ପ୍ରଭାବ ପକାଇଥାଏ ତା ସହିତ ଘରେ ଅଶାନ୍ତି ଲାଗିରହିଥାଏ। ଏଥିପାଇଁ ସକାଳୁ ଉଠିବା ପରେ ରୋଷେଇ ଘରେ ଚାକୁ ଛୁରୀ ଦେଖନ୍ତୁ ନାହିଁ। ଏହି ଜିନିଷ ପ୍ରତିଦିନ ସକାଳୁ ଉଠି ଦେଖିଲେ ବ୍ୟକ୍ତି ଜୀବନରେ ଗରିବ ଆସିବାକୁ ଯାଉଛି

ଯଦି ଆପଣଙ୍କ ସହିତ ଏମିତି ବାରମ୍ବାର ହେଉଛି ତ ସାବଧାନ ହୋଇଯାନ୍ତୁ ଯେମିତିକି କ୍ଷୀର ପଡିଯିବା ତେଲ ପଡିଯିବା ଖାଇବାରେ ଲୁଣ ଅଧିକ ପଡିବା ଗରମ ତେଲ କିମ୍ବା ନିଆଁରେ ହାତ ଜଳିଯିବା ଏମିତି ବାରମ୍ବାର ଯଦି ହୁଏ ତେବେ ଘରେ ବାସ୍ତୁଦୋଷ ଅଛି। ଏଥିରୁ ବଞ୍ଚିବା ପାଇଁ ଏହିସବୁ କାମ କରିବା ଆବଶ୍ୟକ

ପ୍ରତିଦିନ ଆପଣଙ୍କୁ ପ୍ରଥମ ରୁଟି ଗାଈକୁ ଖାଇବାକୁ ଦେବା ଉଚିତ। ଏବଂ ଶେଷ ରୁଟି ଟି କୁକୁରକୁ ଖାଇବାକୁ ଦେବା ଉଚିତ। ଏମିତି କଲେ ବାସ୍ତୁଦୋଷରୁ ମୁକ୍ତି ମିଳିଥାଏ। ଏବଂ ଘରେ ରାହୁ କେତୁର ପ୍ରଭାବ କମ ହୋଇଥାଏ ଏବଂ ଶନିଦେବଙ୍କ କୃପା ବନିରହିଥାଏ। ଶାସ୍ତ୍ର ଅନୁସାରେ ରୋଷେଇ ଘରେ ମା ଅନ୍ନପୂର୍ଣ୍ଣାଙ୍କ ଚିତ୍ର କିମ୍ବା ଫୋଟ ରଖିବା ଉଚିତ। କିନ୍ତୁ ଯେଉଁ ଘରେ ଏମିତି ଅସୁବିଧା ହୋଇଥାଏ ତ ସେଠାରେ ମା ଅନ୍ନପୂର୍ଣ୍ଣା ରୁହନ୍ତି ନାହିଁ।ଯେଉଁ ଘରେ ଖାଇବା ଖାଦ୍ୟକୁ ଖୋଲା ରଖିଦିଅନ୍ତୁ ଏବଂ ବାସନକୁ ସଫା ନରଖନ୍ତି କିମ୍ବା ଏଣେ ତେଣେ ପକେଇ ରୋଷେଇ ଘର ରଖିଦିଅନ୍ତି ଆଉ ରୋଷେଇ ଘର ଗନ୍ଧିଆ ହୋଇ ରହିଥାଏ ଏମତି ଘରେ ମା ଅନ୍ନପୂର୍ଣ୍ଣାଙ୍କ ବାସ ହୋଇନଥାଏ ଆଉ ସେହି ଘରେ ଦୃଦ୍ରତା ଛାୟା ପରି ରହିଥାଏ।

ଯେଉଁ ଘରର ରୋଷେଇରେ ମାଂସ ବନାଯାଇଥାଏ ଏମିତି ଘରେ ମା ଅନ୍ନପୂର୍ଣ୍ଣା ଚାଲିଯାଆନ୍ତି। ସେଥିପାଇଁ ଘରେ ମାଂସ ବନାନ୍ତୁ ନାହିଁ।

ଘରେ ସୁଖ ଶାନ୍ତି ବନେଇ ରଖିବା ପାଇଁ କିଛି ନିୟମ ଅଛି। ଯାହାକୁ ଆମେ ଧ୍ୟାନରେ ରଖି ଘରର ଜିନିଷକୁ ଯଦି ତା ଜାଗାରେ ରଖିବା ତାହେଲେ ଘରେ ସବୁବେଳେ ସୁଖ ଶାନ୍ତି ବନିରହିବ।

ରୋଷେର ଘରକୁ ଘରର ମହତ୍ୱ ସ୍ଥାନ ଦିଆଯାଇଛି। ସେଥିପାଇଁ ରୋଷେଇ ଘରେ କୌଣସି ଗଡ଼ବଡ଼ କରିବା ଉଚିତ ନୁହେଁ।

ବାସ୍ତୁଶାସ୍ତ୍ର ଅନୁସାରେ ଘରର ରୋଷେଇ ଘରକୁ ପରିବାରର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ।

ବନ୍ଧୁଗଣ ଭୋଜନ କେବେବି ପଶ୍ଚିମ ଦିଗକୁ ମୁହଁ କରି ବନେଇବା ଭଲ ନୁହେଁ। ଏମିତି କରିବା ଦ୍ୱାରା ଘରର ଲୋକମାନଙ୍କୁ ତ୍ୱଚା ଏବଂ ହାଡ଼ର ରୋଗ ହୋଇପାରେ। ଉତ୍ତର ଦିଗକୁ ବି ମୁହଁ କରି ଭୋଜନ ବନେଇବାର ନାହିଁ। ଯେଉଁ ଘରେ ଏମିତି ହୋଇଥାଏ ସେହି ଘରେ ସବୁବେଳେ ଧନକୁ ଜଡିତ ସମସ୍ୟା ଲାଗିରହିଥାଏ। ଏମିତିକି ସେହି ଘରର ଲୋକ ମାନଙ୍କର ବ୍ୟାପାରରେ ଲସ ହୋଇଥାଏ। ଦକ୍ଷିଣ ପଶ୍ଚିମ ଦିଗକୁ ମୁହଁ କରି ଭୋଜନ ଆପଣ ଭୁଲରେ ବି ଜୀବନରେ କେବେବି କରନ୍ତୁ ନାହିଁ। ଯଦି ଏମିତି କିଏ କରୁଛି ତେବେ ସେ ପରିବାରରେ ସବୁ ସୁଖ ଶାନ୍ତି ଭଙ୍ଗ ହୋଇଯାଏ। ସେହି ଘରେ ସବୁବେଳେ ଲଢେଇ ଝଗଡା ହୋଇଥାଏ। ଯଦି ଆପଣଙ୍କ ରୋଷେଇ ଘରର ଝରକା ପୂର୍ବ ଦିଗକୁ ଅଛି ତେବେ ଏହାକୁ ସବୁଠାରୁ ଅଧିକ ଶୁଭ ବୋଲି ମାନା ଯାଇଥାଏ। ଏମିତି ଥିଲେ ସେହି ଘରେ କେବେବି ଅନ୍ନ ଏବଂ ଅନ୍ନର ଅଭାବ ହୋଇନଥାଏ। କିଚେନରେ ସବୁବେଳେ ପୂର୍ବ ଦିଗକୁ ମୁହଁ କରି ଭୋଜନ ବନେଇବା ଉଚିତ। ଏମିତି କଲେ ସବୁବେଳେ ଘରେ ସୁଖ ଶାନ୍ତି ବୈଭବ ବନିରହିବ।

ଯଦି କୌଣସି ମହିଳା ଦକ୍ଷିଣ ଦିଗକୁ ମୁହଁ କରି ଭୋଜନ ବନେଇଥାଏ ତାହେଲେ ତା ସ୍ୱାସ୍ଥ୍ୟ ଉପରେ ଏବଂ ତା ପରିବାର ଉପରେ ଖରାପ ପ୍ରଭାବ ପକାଇଥାଏ। ଧ୍ୟାନ ରଖିବେ ରୋଷେଇ ଘରର ପାଇପରେ ପାଣି ଟପ ଟପ ପଡୁନଥିବ। ଯେଉଁ ଘରେ ଏମିତି ହୋଇଥାଏ ସେହି ଘରେ ଧନର ହାନି ହୋଇଥାଏ। ସେଥିପାଇଁ ଖରାପ ପାଇପକୁ ଠିକ କରିଦିଅନ୍ତୁ। ରୋଷେଇ ଘରେ କେବେବି ଝାଡୁ ଚପଲ ରଖନ୍ତୁ ନାହିଁ।ଏମିତି କଲେ ମା ଅନ୍ନପୂର୍ଣ୍ଣା କ୍ରୋଧିତ ହୋଇଥାନ୍ତି। ଆଉ ଏମିତି କଲେ ଘରେ ଦରିଦ୍ର୍ୟତା ଲାଗିରହିଥାଏ। ତ ଏହିସବୁ ଭୁଲ କେବେବି କରିବେ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *