Excuse Me Odisha

ଯାହା କହିବୁ ସତ କହିବୁ

ଖୁବ ପଇସା ଚାହାଁନ୍ତି ତ ରାତିରେ ଶୋଇବା ସମୟରେ ଏହି ଛୋଟ ମନ୍ତ୍ରକୁ ୩ ଥର କୁହନ୍ତୁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଖୁବ ପଇସା ଚାହାଁନ୍ତି ତ ରାତିରେ ଶୋଇବା ସମୟରେ ଏହି ଛୋଟ ମନ୍ତ୍ର ୩ ଥର କୁହନ୍ତୁ।

ବନ୍ଧୁଗଣ ଏହି ଛୋଟ ମନ୍ତ୍ରଟିକୁ ଆପଣ ରାତିରେ ଅନୁଭବର ସହିତ ଉଚାରଣ କଲେ ଆପଣଙ୍କର ଯେକୌଣସି ଅପୂର୍ଣ ମନସ୍କାମନାଟି ଶୀଘ୍ର ପୁର୍ଣ ହୋଇଥାଏ। ମନସ୍କାମନାଟି ଆପଣଙ୍କର ଯେକୌଣସି ସମ୍ବଦ୍ଧିତ ହୋଇଥାଏ ସେ ଆପଣଙ୍କର ଧନ ବୃଦ୍ଧି ପାଇଁ ହୋଇଥାଉ ବିବାହ ବିଳମ୍ବ ପାଇଁ ହୋଇଥାଏ ପ୍ରେମ ପ୍ରଣୟ ସମ୍ପର୍କ ପାଇଁ ହୋଇଥାଉ ଯେକୌଣସି ପ୍ରକାରର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ହୋଇଥାଉ। ଆପଣଙ୍କୁ ତତତ୍କାଳ ଫଳ ମିଳିବାକୁ ଯିବ। ଆପଣ ଏହି ବିଧିରେ କଲେ ଆପଣ ନିଶ୍ଚିତ ଉପକୃତ ହୋଇପାରିବେ। ଧନ ବୃଦ୍ଧି ହେବା ସହିତ ଜଣେ ପ୍ରଭାବ ଶାଳୀ ବ୍ୟକ୍ତିତ୍ୱ ମଧ୍ୟ ହୋଇ ପାରିବେ। ଏହା ସହିତ ଋଣରୁ ମଧ୍ୟ ମୁକ୍ତି ଦେଇଥାଏ। ଏହା ସମୁହ ବସିକରଣ ଶକ୍ତି ମଧ୍ୟ ଆଣିଥାଏ। ଯାହା ଦ୍ୱାରା କି ଆପଣ ମାନଙ୍କୁ ସଂସାରର ଯେକୌଣସି ବ୍ୟକ୍ତି ବି ଆପଣଙ୍କର ଦର୍ଶନ ମାତ୍ରେ କି ତତ୍କାଳ ବଶୀଭୂତ ହୋଇଥାନ୍ତି। ଏହି ଅନୁଭବୀ ମନ୍ତ୍ର ଯୁକ୍ତ ଶବ୍ଦ କଣ ଆସନ୍ତୁ ଜାଣିବା।

ବନ୍ଧୁଗଣ ଆସନ୍ତୁ ତାହେଲେ ଜାଣିବା ସେହି ମନ୍ତ୍ର ଯୁକ୍ତ ଶବ୍ଦ କଣ ଯାହାକୁ ଆପଣ ରାତିରେ ଶୋଇବା ସମୟରେ କେବଳ ଉଚାରଣ କରିକି ଶୋଇଲେ ଆପଣଙ୍କର ସମସ୍ତ ଅଭିଷ୍ଟ ସିଦ୍ଧ ହୋଇଥାଏ। ଆପଣଙ୍କ ପାଖକୁ ଧନ ଆସିବା ସହ ଋଣ କରଜରୁ ମୁକ୍ତ ହୋଇଥାନ୍ତି। ଆପଣଙ୍କର ବିବାହ ବିଳମ୍ବ ହେଉଥିଲେ ଶୀଘ୍ର ହୋଇଥାଏ। ଯଦି ଚାକିରୀ ମିଳୁନାହିଁ ତେବେ ତାହା ମଧ୍ୟ ପ୍ରାପ୍ତ ହୋଇଥାଏ। ମନ ଚାହୁଁ ଥିବା ଜାଗାରେ ପ୍ରେମ ସମ୍ପର୍କ ସ୍ଥାପନ ହୋଇପାରିବ। ସମସ୍ତ ପ୍ରକାରର କାର୍ଯ୍ୟ ଆପଣ ଏହି ମନ୍ତ୍ର ଯୁକ୍ତ ଶବ୍ଦରେ ଉପକୃତ ହୋଇପାରିବେ। ଏହାକୁ କେବଳ ରାତିରେ ହିଁ କରିବେ। କାରଣ ତନ୍ତ୍ର ମନ୍ତ୍ର ପାଇଁ ରାତି ସମୟ ସବୁଠାରୁ ଉକୃଷ୍ଟ ସମୟ।

ଆପଣ ଯେତେବେଳେ ରାତିରେ ଶୋଇବାକୁ ଯିବେ ଠିକ ଶୋଇବାର ୧୦ ମିନିଟ ଆଗରୁ ଏହି ଶବ୍ଦ ଯାହା ଆମେ ଆପଣଙ୍କୁ କହିବୁ ତାହାକୁ ଆପଣ ମାନସ ଜପ କରିବେ। ଅର୍ଥାତ ଆପଣଙ୍କର ଓଠ ଖୋଲିବ ନାହିଁ ଆପଣଙ୍କର ଅନ୍ତର ମନରେ ଏହି ଶବ୍ଦ କେତୋଟି ଗୁଣୁ ଗୁଣୁ କରିବେ। ତା ସହିତ ଆପଣଙ୍କ ମନର ଅନ୍ତରାଳୟରେ ଆପଣଙ୍କର ଯେଉଁ ଅଭିଷ୍ଟଟିକୁ ସିଦ୍ଧ କରିବା ପାଇଁ ଚାହୁଁଛନ୍ତି ଧରାଯାଉ ଆପଣଙ୍କର ଧନର ବୃଦ୍ଧି କରିବା ପାଇଁ ଚାହୁଁଛନ୍ତି କିମ୍ବା ଚାକିରୀ ବୃତିର ଉନ୍ନତି ଚାହୁଁଛନ୍ତି ବ୍ୟବସାୟରେ ଲାଭ ହେବା ପାଇଁ ଚାହୁଁଛନ୍ତି ଯଦି ବିବାହ ହୋଇ ପାରୁନି ଆଉ ଶୀଘ୍ର ବିବାହ ହେବାକୁ ଚାହୁଁଛନ୍ତି କିମ୍ବା ମନ ଚାହୁଁଥିବା ସ୍ଥାନରେ ପ୍ରେମ ସମ୍ପର୍କ ସୃଷ୍ଟି କରିବା ପାଇଁ ଚାହୁଁଛନ୍ତି ଯେକୌଣସି ଇଛା ଆପଣଙ୍କ ମନରେ ଚାଲିଛି ସେ ଆପଣଙ୍କର ଅନ୍ତର ଚେତନାରେ ଖେଳୁଥିବା ଦରକାର ତା ସହିତ ଏହି ଶବ୍ଦ କେତୋଟି ଆପଣଙ୍କ ମନରେ ମାନସ ଶବ୍ଦ ଉଚାରିତ ହେଉଥିବା ଦରକାର। ଆପଣଙ୍କ ମନ ଭିତରେ ସେହିସବୁ ଅଭିଷ୍ଟ ରଖି ଏହି ଶବ୍ଦକୁ ଉଚାରଣ କରିବାର ଅଛି। ଏହି ପ୍ରକ୍ରିୟାଟିକୁ ଆପଣ ୨ ରୁ ୩ ଦିନ କଲେ ଆପଣା ଛାଏଁ ସେ ବାଟରେ ପଡିଯିବ। ଯାହା ଦ୍ୱାରା କି ଆପଣଙ୍କୁ ଏହି କ୍ରିୟାଟି ସହଜ ମନେହେବ। ଯେକୌଣସି ଇଚ୍ଛାକୁ ମନ ଭିତରେ ରଖିକି ଏହି ଶବ୍ଦକୁ ଉଚାରଣ କରିବେ ଆପଣଙ୍କର ଏହି ଚମତ୍କାର ମନ୍ତ୍ର ଯୁକ୍ତ ଶବ୍ଦ ହେଉଛି ଓଁ ହ୍ରର୍ମଂ ଜୋମ ସହ ନମଃ ଶିବାୟ। ଏହି ମନ୍ତ୍ରଟିକୁ ଯିଏ ବି କରେ ସେ ସାଧାରଣ ବ୍ୟକ୍ତିରୁ ଅସାଧାରଣ ବ୍ୟକ୍ତି ରୂପେ ପ୍ରତିଷ୍ଠିତ ହୋଇଥାଏ। ଏହା ହେଉଛି ଭଗବାନ ଶିବଙ୍କର ମନ୍ତ୍ର। ଏହା କେବେବି ଅସଫଳ ହେବନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *