Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ସ୍ତ୍ରୀ ତକିଆ ତଳେ ଏହି ଗୋଟିଏ ଜିନିଷ ରଖିକି ଶୋଇଥାଏ ,ତାଙ୍କ ଘର ଟଙ୍କା ପଇସାର ଭରି ରହିଥାଏ ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯେଉଁ ସ୍ତ୍ରୀ ତକିଆ ତଳେ ଏହି ଗୋଟିଏ ଜିନିଷ ରଖିକି ଶୋଇଥାଏ ତାଙ୍କ ଘର ଟଙ୍କା ପଇସାର ଭରି ରହିଥାଏ।

ବନ୍ଧୁଗଣ ଆମେ ଆମର ଦୈନିକ ଜୀବନରେ ଏମିତି ଛୋଟ ଛୋଟ ଭୁଲ କରିଥାଉ ଯାହା ଆମ ଜୀବନରେ ମାମୁଲି ତ ହୋଇଥାଏ କିନ୍ତୁ ତାହାର ଖରାପ ପ୍ରଭାବ ଆମ ଜୀବନ ଉପରେ ପଡିଥାଏ। ଯଦି ଆମେ ଜ୍ୟୋତିଷ ଶାସ୍ତ୍ରର ଅଧ୍ୟୟନ କରିବା ତ ସେଥିରେ କିଛି ଏମିତି କଥା କୁହାଯାଇଛି ଯାହା ବାସ୍ତବରେ ଆମ ଜୀବନର ପ୍ରତ୍ୟଲ କ୍ଷେତ୍ରରେ ପ୍ରଭାବ ଢାଳିଥାଏ। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଆଉ ବାସ୍ତୁ ଶାସ୍ତ୍ରର ସହାୟତାରେ ଆପଣ ନିଜ ଜୀବନର ଛୋଟ ବଡ଼ ସମସ୍ୟାର ସହଜ ସମାଧାନ ପାଇପାରିବେ। ଆର୍ଥିକ କିମ୍ବା ବ୍ୟବସାୟ ଚାକିରୀ କିମ୍ବା ଜମି ବିଲ ବାଡ଼ି କିମ୍ବା କ୍ୟାରିୟରକୁ ନେଇ ଜଡିତ ହେଉ କିଛି ଏମିତି ହିଁ ସହଜ ଉପାୟ ଜଡି ଅଛି ଆପଣଙ୍କ ଅଭ୍ୟାସରେ। ଆମେ ସକାଳୁ ଉଠିବା ଠୁ ନେଇ ରାତିରେ ଶୋଇବା ପର୍ଯ୍ୟନ୍ତ ଗୋଟିଏ ମେସିନ ସମାନ ସବୁ କାମ କରିନିଅନ୍ତି। କାରଣ ଏହିସବୁ କାମ ଆମର ଅଭ୍ୟାସ ବନିଯାଇଛି। ସେଥିପାଇଁ ଯଦି ଅଳ୍ପ ପରିବର୍ତ୍ତନ ଆମେ ଆମର ଜୀବନ ଚର୍ଯ୍ୟା ଏବଂ ଅଭ୍ୟାସରେ କରିନେବା ତ ହୋଇପାରେ ଆମକୁ ଆମ ସମସ୍ୟାର ସମାଧାନ ମିଳିଯିବ। ପ୍ରତ୍ୟକ ଅଭ୍ୟାସ ମଧ୍ୟରୁ ଗୋଟିଏ ଅଭ୍ୟାସ ହେଲା ପ୍ରତିଦିନ ତକିଆ ତଳେ କିଛି ନାଁ କିଛି ରଖି ଶୋଇବାର କିମ୍ବା ନିଜ ପାଖରେ କିଛି ଅନାବଶ୍ୟକ ଜିନିଷ ରଖି ଶୋଇବାର। ବନ୍ଧୁଗଣ ତକିଆ ଆମ ମାନଙ୍କ ପାଇଁ ଗୋଟେ ମହତ୍ୱପୂର୍ଣ୍ଣ ବସ୍ତୁ ଅଟେ କାରଣ ବହୁତ ଲୋକ ବିନା ତକିଆର ଶୋଇପାରନ୍ତି ନାହିଁ। କିଛି ଲୋକଙ୍କର ଅଭ୍ୟାସ ଥାଏ ନିଜ ପାଖରେ କିଛି ନାଁ କିଛି ବସ୍ତୁ ରଖି ଶୋଇବାର। ଯେମିତି ରବର ବେଣ୍ଡ କ୍ଲିପ ବୁକ ଇତ୍ୟାଦି ତକିଆ ତଳେ ରଖି ଶୋଇଥାନ୍ତି। ତ ହୋଇପାରେ ଆପଣଙ୍କର ଏହି ଅଭ୍ୟାସ କ୍ଷତି ପହଂଚାଉଛି। ଆପଣ ଶୋଇବା ସମୟରେ ଆପଣଙ୍କ ଜଣା ଅଜଣାରେ କିଛି ଏମିତି ଜିନିଷ ନିଜ ପାଖରେ ରଖି ଶୋଉଛନ୍ତି ଯାହା ଆପଣଙ୍କୁ ନରଖିବା ଦରକାର। ଆଉ ଏଥିପାଇଁ ଆପଣଙ୍କ ଜୀବନରେ ସମସ୍ୟା ଚିନ୍ତା ଦୁଃଖ ଏବଂ ସଂକଟ ଆସିଥାଏ। ତେବେ ଆସନ୍ତୁ ଜାଣିବା ସେହିସବୁ ବସ୍ତୁ କଣ ଯାହାକୁ ନିଜ ପାଖରେ ରଖି ଶୋଇବା ବିଲକୁଲ ଭଲ ନୁହେଁ ଆଉ ତା ସହିତ ଜାଣିବା ତକିଆ ତଳେ ଏମିତି କେଉଁ ଜିନିଷ ରଖି ଶୋଇବା ଦ୍ୱାରା ଘରେ ଧନର ବୃଦ୍ଧି ହୋଇଥାଏ।

ଆସନ୍ତୁ ଜାଣିନେବା ତକିଆ ତଳେ କେଉଁ ଜିନିଷ ରଖି ଶୋଇବା ଉଚିତ ନୁହେଁ।

ବହି। ବହୁତ ଲୋକ ଶୋଇବା ପୂର୍ବରୁ ବହି ପଢିବା ପସନ୍ଦ କରନ୍ତି ଆଉ ନିଦ ଆସିବା ଦ୍ୱାରା ସେହି ବହିକୁ ତକିଆ ତଳେ ରଖି ଶୋଇଯାଆନ୍ତି କିନ୍ତୁ ଯଦି ଏହି ବହି ଧାର୍ମିକ ବହି ଉପରେ ଅଟେ ତ ଠିକ ଅଟେ କାରଣ ସେମାନଙ୍କର ଆମ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ କିନ୍ତୁ ଯଦି ବହି ଭୁତ ପ୍ରେତ ହିଂସା ଉପରେ ଅଟେ ତ ନିଶ୍ଚିତ ରୂପରେ ସେଥିରେ ନକରାତ୍ମକ ଉର୍ଜାର ପ୍ରଭାବ ଥାଏ ଯାହା ଆମର ମାନସିକ ସ୍ଥିତି ଉପରେ ପଡିଥାଏ। ଆଉ ଅମର ମାନସିକ ସ୍ଥିତି ଠିକ ରହିନଥାଏ। ସେଥିପାଇଁ ତକିଆ ପାଖର ବହି ରଖି ଶୁଅନ୍ତୁ ନାହିଁ।

ବହୁତ ଜଣଙ୍କର ଏହି ଅଭ୍ୟାସ ଥାଏ କି ନିଜ ପର୍ସ ଏବଂ ଟଙ୍କାକୁ ତକିଆ ତଳେ ରଖି ଶୋଇଥାନ୍ତି କିନ୍ତୁ ଏମିତି କରିବା ସମ୍ପୂର୍ଣ୍ଣ ଭୁଲ ଅଟେ। ପର୍ସ କିମ୍ବା ଟଙ୍କା ତକିଆ ତଳେ ରଖି ଶୋଇବା ଦ୍ୱାରା ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ହୋଇଥାଏ। ତା ସହିତ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।ଟଙ୍କାକୁ ସବୁବେଳେ ଆଲମାରି କିମ୍ବା ସିନ୍ଦୁକ ଭିତରେ ରଖନ୍ତୁ।

କିଛି ବିଶେଷ ଗ୍ରହର ଶାନ୍ତି ପାଇଁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୁନା କିମ୍ବା ରୁପାର ମୁଦ୍ରାକୁ ତକିଆ ତଳେ ରଖି ଶୋଇପାରିବେ।

ଘଡି । ବନ୍ଧୁଗଣ ଘଡି ଏପରି ଏକ ବସ୍ତୁ ଅଟେ ଯାହା ଆମ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ। ସମୟ ଦେଖାଇବା ସହିତ ଘଡି ସମୟର ମୁହୂର୍ତ୍ତକୁ ବି ବୁଝାଇଥାଏ। କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଘଡିକୁ ତକିଆ ତଳେ ରଖିକି ଶୋଇବା ନିଷିଦ୍ଧ ଅଟେ। ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ଏହା ଭଲ ନୁହେଁ। ଘଡିକୁ ତକିଆ ପାଖରେ ରଖିକି ଶୋଇବା ଦ୍ୱାରା ଏହାର ନକାରାତ୍ମକ ପ୍ରଭାବ ଆମ ମନ ଏବଂ ମସ୍ତିସ୍କ ଉପରେ ପଡିଥାଏ ତା ସହିତ ଏହା ଦ୍ବାରା ଆମ ଜୀବନରେ ସୁଖ ଶାନ୍ତି ପ୍ରଭାବିତ ହୋଇଥାଏ। ସେଥିପାଇଁ ତକିଆ ତଳେ କିମ୍ବା ପାଖରେ ଘଡି ରଖି ଶୋଇବା ଉଚିତ ନୁହେଁ।

ବହୁତ ଲୋକ ନିଜ ଘର ଦୋକାନ ଆଲମାରୀର ଚାବି ନିଜ ତକିଆ ତଳେ ରଖି ଶୋଇଥାନ୍ତି ଏମିତି କରି ନିଜ ଜୀବନରେ ଅନେକ ସମସ୍ୟାକୁ ଆପଣ ଆମନ୍ତ୍ରଣ କରିଥାନ୍ତି। କାରଣ ବ୍ୟକ୍ତି କିଛି ଡର ଭ୍ରମ ଏବଂ ବିଶ୍ୱାସର କାରଣରେ ଯଦି ଏମିତି କରୁଛନ୍ତି ତ ଏହାର ଅର୍ଥ ସେହି ବ୍ୟକ୍ତିର ମନ ମସ୍ତିଷ୍କରେ ଆଗରୁ ହିଁ ନକରାତ୍ମକ ବିଚାର ଚାଲୁଥାଏ। ଏହିସବୁ ବସ୍ତୁକୁ ତକିଆ ତଳେ ରଖି ଶୋଇବା ଦ୍ୱାରା ସେମାନେ ଏହି ବସ୍ତୁର ସମ୍ପର୍କରେ ଅଧିକ ଆସିବେ। ଆଉ ଜୀବନରେ ଅଧିକ ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ। ଏଥିପାଇଁ ଏହିସବୁ ଜିନିଷକୁ ଅଲଗା ଜାଗାରେ ରଖନ୍ତୁ କେବେବି ମଧ୍ୟ ତକିଆ ତଳେ ରଖି ଶୁଅନ୍ତୁ ନାହିଁ

ଏବେ ଆସନ୍ତୁ ଜାଣିବା ତକିଆ ତଳେ କେଉଁସବୁ ଜିନିଷ ରଖିକି ଶୋଇବା ଦ୍ବାର ମନୁଷ୍ୟ ଜୀବନରେ ଉନ୍ନତି ଆସିଥାଏ।

ବନ୍ଧୁଗଣ ସୁଖ ଏବଂ ସମୃଦ୍ଧି ପାଇଁ ସମସ୍ତ ବ୍ୟକ୍ତି କାମନା କରିଥାଏ। କିନ୍ତୁ ବେଳେ ବେଳେ ଆମର ସମୟ ଏମିତି ହୋଇଯାଇଥାଏ କି ସଫଳତା ପ୍ରାପ୍ତ କରିବା ପାଇଁ ବହୁତ ଚେଷ୍ଟା କରିବା ପରେ ବି ଆମ ଜୀବନର ସବୁ କ୍ଷେତ୍ରରେ ବାରମ୍ବାର ଅସଫଳ ହୋଇଯାଇଥାଉ ଏବଂ ଦୁଃଖୀ ହୋଇକରି ସବୁ ସୁଖରୁ ବଞ୍ଚିତ ହୋଇଯାଇଥାଉ। ବନ୍ଧୁଗଣ ଆମର ପ୍ରତ୍ୟକ ସଫଳତା ଏବଂ ଅସଫଳତାର କାରଣ ଆମର କୁଣ୍ଡଳୀରେ ଗ୍ରହର ସ୍ଥିତି ହୋଇଥାଏ। ଯେମିତିକି ଆମେ ସମସ୍ତେ ଜାଣିଛୁ କି ଆମର କୁଣ୍ଡଳୀରେ ଆମର ଜନ୍ମ ସମୟରୁ ହିଁ କେଉଁ ଗ୍ରହର ପ୍ରଭାବ ସବୁଠୁ ଅଧିକ ହୋଇଥାଏ। ଯାହା ଅନ୍ୟ ଗ୍ରହ ସହିତ ଯୁଦ୍ଧ କରି ଆଗକୁ କେବେ ସୁଖ ତ କେବେ ଦୁଃଖ ଦେଇଥାଏ। ଏଥିପାଇଁ ଆମେ ଆମର ଦୈନନ୍ଦିନ ଜୀବନରେ ଯେଉଁ ବି କାର୍ଯ୍ୟ କରିଥାଉ ତାହା ସବୁ ଗ୍ରହ ମାନଙ୍କର ପ୍ରଭାବରୁ ହିଁ କରିଥାଉ। ଏଥିପାଇଁ ଆମର ଅସଫଳତାର କାରଣ ବି ଆମର କୁଣ୍ଡଳୀରେ ସ୍ଥିତ ଗ୍ରହ ମାନଙ୍କର ପ୍ରଭାବ ଏବଂ ଗ୍ରହର ସ୍ଥିତି ହିଁ ହୋଇଥାଏ। ବନ୍ଧୁଗଣ କୁହାଯାଏ ଯେଉଁଠି ସମସ୍ୟା ଅଛି ସେଠାରେ ସମାଧାନ ବି ଅଛି। ଆମର ଜ୍ୟୋତିଷ ଶାସ୍ତ୍ରବି ଏହା କହିଥାଏ। ଆମର କୁଣ୍ଡଳୀରେ କୌଣସି ଗ୍ରହର ସ୍ଥିତି ଯଦି ଖରାପ ଥାଏ ତ ଜ୍ୟୋତିଷ ଶାସ୍ତ୍ରରେ ତାହାର କିଛି ସରଳ ଉପାୟ ବି କୁହାଯାଇଅଛି। ଯାହାକୁ ଆପଣେଇକି ଆମେ ସେହି ଗ୍ରହର ଦୁପ୍ରଭାବକୁ ନିଶ୍ଚିତ ରୂପେ କମ କରିପାରିବା। ଜ୍ୟୋତିଷ ଶାସ୍ତ୍ରରେ କିଛି ଏମିତି ଚମତ୍କାର ଉପାୟ କୁହାଯାଇଛି ଯାହାକୁ ଆପଣେଇକି ଆମେ ରାତାରାତି ଆମର ଭାଗ୍ୟକୁ ଚମକାଇ ପାରିବା

ଆଜି ଆମେ ସେହି ଉପାୟ ଗୁଡିକ ମଧ୍ୟରୁ ଗୋଟିଏ ଉପାୟ ବିଷୟରେ ଜାଣିବା। ଯାହାକୁ ଆପଣେଇକି ଆପଣ ଆପଣଙ୍କର ଭାଗ୍ୟକୁ ଚମକାଇ ପାରିବେ। ଆଜି ଆମେ ଯେଉଁ ଉପାୟ ବିଷୟରେ କଥା ହେଉଛେ ତାହା ଏମିତି ବସ୍ତୁ ସହିତ ସମ୍ବଦ୍ଧିତ ଅଟେ ଯାହାର ପ୍ରୟୋଗ ଆମେ ପ୍ରତିଦିନ କରିଥାଉ। ନିଶ୍ଚିତ ରୂପେ ଆପଣ ବି ଏବେ ପର୍ଯ୍ୟନ୍ତ ସେହି ବସ୍ତୁକୁ ସାମାନ୍ୟ ଭାବୁଥିବେ। କିନ୍ତୁ ସେହି ବସ୍ତୁର ସଦପଯୋଗରୁ ହେବାକୁ ଥିବା ଚମତ୍କାର ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ସେହି ବସ୍ତୁ ହେଉଛି ଆପଣଙ୍କର ତକିଆ। ଆଜ୍ଞା ହଁ କେବଳ ସାମାନ୍ୟ ଦେଖାଯାଉଥିବା ତକିଆ ଆପଣଙ୍କର ଭାଗ୍ୟକୁ ଚମକାଇ ପାରିବ। ତକିଆ ଏକ ଏମିତି ବସ୍ତୁ ହୋଇଥାଏ ଯାହାର ତଳେ କିଛି ଏମିତି ବସ୍ତୁ ରଖିକରି ଶୋଇବା ଦ୍ୱାରା ଚମତ୍କାରୀ ଲାଭ ମିଳିଥାଏ। ଯାହା ରାତାରାତି ଆପଣ ଗରିବରୁ ଧନୀ ହୋଇପାରନ୍ତି ଏବଂ ଆମର ଜୀବନରେ ଚାଲୁଥିବା ସବୁ ଧନ ସମ୍ପତ୍ତି ସମସ୍ୟା ସବୁ ପ୍ରକାରର ରୋଗରୁ ଆମକୁ ମୁକ୍ତି ଦେଇଥାଏ। ତ ଆସନ୍ତୁ ଜାଣିବା ତକିଆ ତଳେ କେଉଁ ଜିନିଷ ରଖିବା ଶୁଭ ହୋଇଥାଏ।

ପ୍ରଥମ। ବନ୍ଧୁଗଣ ତୁଳସୀର ଗଛକୁ ହିନ୍ଦୁ ଧର୍ମରେ ସବୁଠୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଏବଂ ପବିତ୍ର ଗଛ ବୋଲି ମାନାଯାଇଅଛି। ତୁଳସୀ ଆଧ୍ୟାତ୍ମିକ ଧାର୍ମିକ ଏବଂ ବୈଜ୍ଞାନିକ ଗୁଣରେ ଭରପୁର ହୋଇଥାଏ। ତୁଳସୀର ପତ୍ରରୁ ବାହାରୁଥିବା ସକାରାତ୍ମକ ଉର୍ଜା ଆମର ଅନେକ ସଂକଟକୁ ଦୂତ କରିପାରେ। ତୁଳସୀର ପତ୍ରରେବି ଏକ ଚମତ୍କାରୀ ଶକ୍ତି ରହିଥାଏ। ଏଥିପାଇଁ ଏହି ପତ୍ରକୁ ଆପଣ ତକିଆ ତଳେ ରଖିକି ଶୋଇବା ଦ୍ୱାରା ଶାନ୍ତ ଏବଂ ଭଲ ନିଦ ଆସିଥାଏ। ଖରାପ ସ୍ୱପ୍ନ ଆସିନଥାଏ। ଖରାପ ଚିନ୍ତା ଆସିନଥାଏ ଏବଂ କୌଣସି ବି ପ୍ରକାରର ଡର ଲାଗିନଥାଏ। ଏହି ଉପାୟ ଲଗାତାର ୨୧ ଦିନ କରିବା ଦ୍ୱାରା ଆମର ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ବିନା କୌଣସି ବାଧାବିଘ୍ନରେ ସମ୍ପର୍ଣ୍ଣ ହୋଇଯାଇଥାଏ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ମିଳିଥାଏ ଏବଂ ଆମର ଦୁର୍ଭାଗ୍ୟ ସୌଭାଗ୍ୟରେ ବଦଳିଯାଇଥାଏ

ଦ୍ୱିତୀୟ। ବନ୍ଧୁଗଣ ଯଦି ଆପଣଙ୍କୁ କିଛି ଏମିତି ଲାଗୁଥାଏ କି ଆପଣଙ୍କର ଭାଗ୍ୟ ଆପଣଙ୍କୁ ଧକା ଦେଉଛି ଏବଂ ଆପଣ ମହତ୍ତ୍ୱପୂର୍ଣ୍ଣ କାମରେ ଅସଫଳ ମନେ କରୁଛନ୍ତି ତ ଏହି ଉପାୟ ଆପଣ ଅବଶ୍ୟ କରିକି ଦେଖନ୍ତୁ। ଆପଣ ପ୍ରତିଦିନ ରାତିରେ ଆପଣଙ୍କର ତକିଆ ତଳେ ମୟୁରପଙ୍ଖ ଅବଶ୍ୟ ରଖନ୍ତୁ ଏବଂ ସକାଳୁ ଉଠି କରି ସବୁଠୁ ପ୍ରଥମେ ସେହି ମୟୁରପଙ୍ଖର ଦର୍ଶନ କରନ୍ତୁ। ଏମିତି କିଛି ଦିନ ପର୍ଯ୍ୟନ୍ତ କରିବା ଦ୍ୱାରା ଆପଣଙ୍କର କୁଣ୍ଡଳୀରେ ଯାହାବି ଦୋଷ ଥିବ ତାହା ସବୁ ଧୀରେ ଧୀରେ କମ ହେବାରେ ଲାଗିବ ଏବଂ ଆପଣଙ୍କର ସମସ୍ତ ବିଗିଡି ଯାଇଥିବା କାମ ବନିବାକୁ ଲାଗିବ।

ତୃତୀୟ। ବନ୍ଧୁଗଣ ଯଦି ଆପଣ କୌଣସି କରଜକୁ ସୁଝିପାରୁନାହାନ୍ତି ଆପଣଙ୍କର ଆର୍ଥିକ ସମସ୍ୟା ଲାଗି ରହୁଥାଏ ଆପଣଙ୍କର ପାଖରେ ପଇସା ରହୁନାହିଁ କିମ୍ବା ଆପଣ ଯେତେ କମଉଛନ୍ତି ତାହା ଆପଣଙ୍କୁ ଅଣ୍ଟୁନାହିଁ। ତ ଆପଣ ଏହି ଉପାୟ କରିକି ଦେଖନ୍ତୁ। ଆପଣଙ୍କର ଆଖପାଖରେ ଯଦି ଆପଣ ଦେଖନ୍ତି ତ ଆପଣଙ୍କୁ ଏମତି ବସ୍ତୁ ଦେଖାଦେବ ଯେଉଁଥିରେ ସକାରାତ୍ମକତା ଭରି ହୋଇରହିଥାଏ। ଯେମିତିକି ଆପଣଙ୍କର ଆରାଧ୍ୟ ଦେବୀ ଦେବତାଙ୍କର ଫୋଟ କୌଣସି ବି ପବିତ୍ର ଧାର୍ମିକ ପୁସ୍ତକ ପୂଜାର ଚାଉଳ କୁମକୁମ,ହଳଦୀ, ଗୁଡ଼ ଆହୁରି ଅନେକ କିଛି ଏହି ସବୁ ବସ୍ତୁ ମଧ୍ୟରୁ ନିରନ୍ତର ସକାରାତ୍ମକ ଉର୍ଜା ବାହାରିଥାଏ। ଆପଣ ଏହି ବସ୍ତୁ ମାନଙ୍କ ମଧ୍ୟରୁ କିଛି ବସ୍ତୁ ଲାଲ କପଡ଼ାରେ ବାନ୍ଧି କରି ଇଶ୍ଵରଙ୍କ ସାମ୍ନାରେ ଅଭିମନ୍ତ୍ରିତ କରି ଆପଣଙ୍କର ତକିଆ ତଳେ ରଖିକି ଶୁଅନ୍ତୁ। କିଛି ଦିନରେ ଆପଣଙ୍କୁ ଆପଣଙ୍କ ସମସ୍ୟାରୁ ମୁକ୍ତି ମିଳିଯିବ ଏବଂ ଆର୍ଥିକ ସ୍ଥିତିବି ମଜବୁତ ହୋଇଯିବ।

ଚତୁର୍ଥ। ବନ୍ଧୁଗଣ ସୁନା ଏବଂ ଚାନ୍ଦି ଦୁଇଟି ଧାତୁର ସମ୍ବଦ୍ଧ ଆମର ଗ୍ରହ ମାନଙ୍କ ସହିତ ରହିଛି। ଏଥିପାଇଁ ତକିଆ ତଳେ ସୁନା ଏବଂ ଚାନ୍ଦିର କଏନ କିମ୍ବା ଅନ୍ୟ କୌଣସି ବସ୍ତୁ ରଖିକି ଶୋଇବା ଦ୍ୱାରା ଏହାର ଲାଭ ଆମର ଆର୍ଥିକ ଏବଂ ପାରିବାରିକ ଜୀବନରେ ହୋଇଥାଏ। ଏବଂ ବ୍ୟାପାରରେ ଉନ୍ନତି ମଧ୍ୟ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *