Excuse Me Odisha

ଯାହା କହିବୁ ସତ କହିବୁ

ସବୁଠାରୁ ଶକ୍ତିଶାଳୀ- ଏହାକୁ ଧରି ଯାହା ବି କହିବେ ସବୁ ଲୋକ ଆପଣଙ୍କ ଇଶାରାରେ ନାଚିବେ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଦୁନିଆର ସବୁଠାରୁ ଶକ୍ତିଶାଳୀ ଜିନିଷ ବାସ ହାତରେ ଧରି ଯାହା ମଧ୍ୟ କହିବେ ସବୁ ଲୋକ ୧୦୦% ଆପଣଙ୍କ ଇସାରାରେ ନାଚିବେ।

ବନ୍ଧୁଗଣ ଏହା ଏକ ତନ୍ତ୍ର ଯୁକ୍ତ ପ୍ରକ୍ରିୟା ପ୍ରଚଣ୍ଡ ଶକ୍ତିଶାଳୀ ଦ୍ରବ୍ୟ ଏହାକୁ ମୁଠାଇକି ଯାହାକୁ ଯେଉଁ ନିର୍ଦେଶ ଦେବେ ସେ ତତ୍କାଳୀନ ଏହି ନିର୍ଦେଶକୁ ମାନିବେ। ଏହି ଦ୍ରବ୍ୟର ସହାୟତାରେ ଆପଣ ମାନଙ୍କ ଜୀବନରେ ଧନର ବୃଦ୍ଧି ସହ ପ୍ରେମ ସମ୍ପର୍କରେ ସଫଳତା ସହ ଏକ ପଭାବଶାଳୀ ବ୍ୟକ୍ତିତ୍ୱ ଆପଣ ହୋଇପାରିବେ। ତେବେ ଆସନ୍ତୁ ଏହି ତନ୍ତ୍ର ଯୁକ୍ତ ଦ୍ରବ୍ୟର ଫାଇଦା ବିଷୟରେ ଜାଣିବା। ଯାହାର ପ୍ରୟୋଗରେ ଲୋକମାନେ ଆପଣଙ୍କ ଗୁରୁଜ୍ଞାନ ଭାବେ ମାନିବେ ଏବଂ ଆପଣଙ୍କ ଜୀବନରେ କିଭଳି ସୁଖ ଶାନ୍ତି ସମୃଦ୍ଧି ଐଶ୍ୱର୍ଯ୍ୟ ବୈଭବ ଆପେ ଆପେ ଆସୁଛି ତେବେ ଆସନ୍ତୁ ଜାଣିବା।

ବନ୍ଧୁଗଣ ଏହି କ୍ରିୟାଟି ପ୍ରକାଶ କରେ ଆମର ଶରୀର ଭିତରେ ଥିବା ଚକ୍ର ମାନଙ୍କୁ ନେଇକି। ଶରୀରର ଭିତରେ କେତେ ଗୁଡିଏ ଚକ୍ର ଅଛି ଯାହାକୁ କି ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ। ଏହି ଚକ୍ରର କାର୍ଯ୍ୟକାରିତା ନେଇକି ଆମର ଭଲ ମନ୍ଦ ସୁଖ ଶାନ୍ତିର ପ୍ରାପ୍ତି ହୋଇଥାଏ ଏବଂ ଏହାର ଯେତେ ସମୃଦ୍ଧି ଯେତେ ପ୍ରଭାବିତ ସ୍ତରରେ ରହେ ସେହିଭଳି ଭାବରେ ଜୀବନରେ ଐଶ୍ଵର୍ଯ୍ୟ ବୈଭବ ମାନ ପ୍ରାପ୍ତ ହୋଇଥାଏ। ଯେଉଁମାନଙ୍କର ଏହି ଚକ୍ର ଗୁଡିକ ସୁକ୍ତ ଅବସ୍ଥାରେ ଥାଏ କିମ୍ବା ପ୍ରଭାବହୀନ ଅବସ୍ଥାରେ ଥାଏ ସେମାନଙ୍କର ଆକ୍କାନ୍ତ ପରିଶ୍ରମ ଶକ୍ତି ମଧ୍ୟ ସେମାନଙ୍କର ଧନ ବୃଦ୍ଧି ହୋଇପାରେ ନାହିଁ। ଜୀବନ ସବୁବେଳେ ହତାଶ ନିରାଶରେ ବିତିଥାଏ। ଯାବତୀୟ ଦୁଃଖ ଯନ୍ତ୍ରଣା ସେମାନେ ଭୋଗ କରିଥାନ୍ତି। ଯେଉଁମାନେ ଜ୍ଞାନୀ ବ୍ୟକ୍ତି ଯେଉଁମାନେ ଏହି ଚକ୍ର ଗୁଡିକ ଉପରେ ଗଭୀର ଦୃଷ୍ଟି ରଖିଥାନ୍ତି ସେମାନେ ନିଶ୍ଚିତ ଭାବରେ ତାଙ୍କର ଜୀବନରେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥାନ୍ତି। ଏହି ତନ୍ତ୍ର ଯୁକ୍ତ ଦ୍ରବ୍ୟଟିକୁ ଯଦି ହାତ ମୁଠାରେ ରଖି କାହାକୁ ନିର୍ଦେଶ କରିବେ ଏବଂ ଆପଣଙ୍କ କଥାକୁ ସମସ୍ତେ ମାନିବେ ଆପଣଙ୍କ କଥାକୁ ସମସ୍ତେ ଶୁଣିବେ ଆପଣଙ୍କର ସମସ୍ତେ ପ୍ରଶଂସା କରିବେ। ଆପଣଙ୍କ ପାଖରେ ଧନର ଅଭାବ ରହିବ ନାହିଁ ଆପଣ ଯାହା ଚାହିଁବେ ତାହା କରିବେ। ତା ପୁଣି ଏହି ହୃଦୟ ଚକ୍ରର ପ୍ରଭାବ ବିସ୍ତାର କରିବାର ଅଛି। ହୃଦୟ ଚକ୍ରଟି ଆପଣଙ୍କର ହୃଦୟ ଭିତରେ ଥାଏ ଏବଂ ସେଠାରେ ଭଗବାନ ଶିବଶଙ୍କର ମଧ୍ୟ ବାସସ୍ଥାନ ରହିଛି ବୋଲି ତନ୍ତ୍ର ଯୁକ୍ତ ଶାସ୍ତ୍ର ମତ ଦିଏ।

ତେବେ ଏହି ହୃଦୟ ଚକ୍ରରେ ଆପଣଙ୍କର ମନକୁ ନିବେଶ କରିବାର ଅଛି। ଆପଣଙ୍କର ଧ୍ୟାନ ମଗ୍ନ କରିବାର ଅଛି। ତେବେ ଏହି ହୃଦୟ ଚକ୍ରରେ ଆପଣଙ୍କର ଧ୍ୟାନକୁ ନିମଗ୍ନ କରିବା ସମୟରେ ବେଳେବେଳେ ସଦଗୁରୁ ମାନଙ୍କର ଅଭାବ ରହୁ କିମ୍ବା ଆପଣଙ୍କର ଅଜ୍ଞାନ ବଶତଃ କୁଣ୍ଡଳିନୀ ବେଳେ ବେଳେ ଜାଗ୍ରତ ହୋଇଥାଏ ଏବଂ ତାହା ଏତେ ତୀବ୍ର ଭାବରେ ଜାଗ୍ରତ ହୋଇଥାଏ ଯାହା ଫଳରେ ହୃଦୟ ଚକ୍ର ଏବଂ କୁଣ୍ଡଳିନୀ ମଧ୍ୟରେ ସମତା ରକ୍ଷା ନକରିପାରି କି ମାନସିକ ଭାରସାମ୍ୟ କିଛି କିଛି ବ୍ୟକ୍ତି ହରାଇ ବସିଥାନ୍ତି। ଯେହେତୁ ଏହା ଏକ ତନ୍ତ୍ର ଯୁକ୍ତ କ୍ରିୟା ଏହା ସିଧା ସଳଖ ଆପଣଙ୍କ ଶରୀର ଭିତରକୁ ପ୍ରବେଶ କରିଥାଏ ଏବଂ କିଛି କିଛି ଲୋକଙ୍କୁ ସମୟ ଆଦୌ ଦେଇନଥାଏ ଯାହା ଦ୍ୱାରା କି ମାନସିକ ବିଭ୍ରାନ୍ତକାରୀ ହୋଇ ପାଗଳ ଅବସ୍ଥାକୁ ଆସିଥାନ୍ତି। ଏହି କ୍ରିୟା କରିବା ପୂର୍ବରୁ ଏହାର କାର୍ଯ୍ୟକାରିତା ବିଷୟରେ ପ୍ରଥମେ ବୁଝିନିଅନ୍ତୁ। ଏହାପରେ ଆପଣଙ୍କର ଧ୍ୟାନକୁ ନିମଗ୍ନ କରିବାର ଅଛି। ତେବେ ଏହି ହୃଦୟ ଚକ୍ର ମାଧ୍ୟମରେ ଏହି ଅଦ୍ଭୂତ କାର୍ଯ୍ୟ ଗୁଡିକ ହୁଏ ଯାହା ଦ୍ୱାରା କି ଆପଣଙ୍କର ପ୍ରେମ ସମ୍ପର୍କକୁ ଚୁମ୍ବକ ଭଳି ଟାଣେ। ଯେକୌଣସି ପ୍ରକାରର ଆପଣ ଯାହାକୁ ନିର୍ଦେଶ ଦିଅନ୍ତି ସେ ସେହିଠାରୁ ହିଁ ତ୍ୱରାନ୍ୱିତ କରି ସେହିଠାରୁ ହିଁ ତାହା କରିବା ବାଧ୍ୟ ହୋଇଥାଏ।

ଆପଣ ଏହି ତନ୍ତ୍ର ଯୁକ୍ତ ଦ୍ରବ୍ୟ ଟିକୁ ହାତରେ ଧରି ନିର୍ଦେଶ କରିବେ ତ ତାହା ହୃଦୟ ଚକ୍ର ସହିତ ଜଡ଼ିତ। ଆପଣଙ୍କର ତନ୍ତ୍ର ଯୁକ୍ତ ଦ୍ରବ୍ୟ ହେଉଛି ପେରିଡ଼ଟଷ୍ଟନ। ଏହି ପେରିଡ଼ଟଷ୍ଟନ ଆପଣଙ୍କର ଅନଲାଇନ ଆଷ୍ଟ୍ରଲଜି ପଏଣ୍ଟରୁ ମିଳିପାରିବ। ଆପଣଙ୍କର ପାଖରେ ଥିବା ଯେକୌଣସି ଦୋକାନରେ ମଧ୍ୟ ମଗେଇ ପାରିବେ। ଏହା ଦେଖିବାକୁ ସବୁଜ ରଙ୍ଗର। ଏହା ଆପଣଙ୍କ ହୃଦୟ ଚକ୍ରକୁ ପ୍ରଭାବିତ କରିଥାଏ। ଏହାକୁ କେବଳ ନିଜ ଦକ୍ଷିଣ ହସ୍ତରେ ରଖି ଓଁ ନମଃ ଶିବାୟକୁ ଆପଣ ମାନସ ଉଚାରଣ ୧ ଘଣ୍ଟା ପର୍ଯ୍ୟନ୍ତ କରନ୍ତୁ ଦେଖିବେ ଏହାର କୌଣସି ସିଦ୍ଧିର ଆବଶ୍ୟକ ପଡିବ ନାହିଁ। ଏହା ତତ୍କାଳ କାର୍ଯ୍ୟ କରିବାକୁ ଆରମ୍ଭ କରିଥାଏ। ଏହି ପଥରକୁ ହାତରେ ଧରିକି ଯାହାକୁ ଯାହା ନିର୍ଦେଶ ଦେବେ ସେ ତତ୍କାଳ କାର୍ଯ୍ୟ କରିଥାନ୍ତି ଏଭଳି କି ଆପଣ ପାଟି ନଖୋଲିକି ମଧ୍ୟ ମନ ଭିତରେ ଯାହାକୁ ଯାହା ନିର୍ଦେଶ କରିବେ କେବଳ ଏହି ପଥରକୁ ଦକ୍ଷିଣ ହସ୍ତରେ ଧରିକି ଦେଖିବେ ସେ ଲୋକ ପାଖକୁ ମାନସ ବାର୍ତ୍ତା ପହଁଚି ଯିବ ଏବଂ ସେ ଆପଣଙ୍କର କାର୍ଯ୍ୟ କରିବା ପାଇଁ ଲାଗିବ। ଏହା ଏକ ଆଶ୍ଚର୍ଯ୍ୟ ଜନକ ତନ୍ତ୍ର ଯୁକ୍ତ କ୍ରିୟା। ଏହାକୁ ଭଲ ଭାବରେ ବୁଝିକି ପରାମର୍ଶ କରିକି କରନ୍ତୁ। ଏହାକୁ କରିବା ଦ୍ଵାରା ଆପଣଙ୍କର କୁଣ୍ଡଳୀନୀଳ ଶକ୍ତି ଏତେ ବ୍ୟାପକ ହୁଏ ନାହିଁ ସେ ଆପଣଙ୍କର ହାତ ମୁଠାରେ ରୁହେ। ଯାହା ଦ୍ୱାରା କି ଆପଣଙ୍କର ମାନସିକ ସନ୍ତୁଳନ ବାହାରକୁ ଯିବାର ପ୍ରଶ୍ନ ଉଠେନାହିଁ।

ସେହିଭଳି ଆଉ ଗୋଟେ ଅଛି ପକ୍ଷୀରାଜଷ୍ଟନ। ଏହା ଆପଣଙ୍କ ମଣିପୁର ଚକ୍ରକୁ ପ୍ରଭାବିତ କରେ। ଏହି ପକ୍ଷୀରାଜଷ୍ଟନଟି ଦେଖିବାକୁ ହଳଦିଆ। ରଙ୍ଗର। ଏବଂ ଏହି ପକ୍ଷୀରାଜଷ୍ଟନ ଯେତେବେଳେ ମଣିପୁର ଚକ୍ରକୁ ସମ୍ପୂର୍ଣ ପ୍ରଭାବିତ କରେ ସେତେବେଳେ ଆପଣଙ୍କର ସମସ୍ତ ଧନ ରତ୍ନ ଟଙ୍କା ପଇସା ଚୁମ୍ବକ ଭଳି ଟାଣେ। ଏହି ମଣିପୁର ଚକ୍ର ଯେତେବେଳେ ପ୍ରଭାବିତ ହୁଏ ସିଏ ଆପଣା ଛାଏଁ ହୃଦୟ ଚକ୍ରକୁ ମଧ୍ୟ ପ୍ରଭାବିତ କରିଥାଏ। ଯେଉଁମାନେ ପକ୍ଷୀରାଜଷ୍ଟନ କୁ ବ୍ୟବହାର କରନ୍ତି ଦକ୍ଷିଣ ହସ୍ତ ମୁଠାରେ ଧରିକି ଶ୍ରୀମ ଏହି ଆଦ୍ୟ ମନ୍ତ୍ରକୁ ୧ଘଣ୍ଟା ପାଇଁ ଜପ କରିବା ଉଚିତ ଏବଂ ଏହା ମଧ୍ୟ ବହୁତ ଲୋକଙ୍କୁ ଏତେ ସୁଟ କରେ ନାହିଁ। ପକ୍ଷୀରାଜଷ୍ଟନକୁ ବ୍ୟବହାର କରିବା ପୂର୍ବରୁ ଆପଣଙ୍କର ଗୁରୁଙ୍କ ପରାମର୍ଶ ନେବା ଉଚିତ ଜ୍ୟୋତିଷ ପରାମର୍ଶ କରିବା ଉଚିତ ଯାହା ଦ୍ୱାରା କି ଏହି ପଥରଟି ଆପଣଙ୍କର କ୍ଷତି ପହଂଚାଇ ନଥାଏ। ଏସମସ୍ତ ଭିତରେ ଯଦି ଆପଣଙ୍କର ମୂଳା ଧାରା ଚକ୍ରକୁ ଜାଗ୍ରତ କରୁଛନ୍ତି ଏହି ଚକ୍ର ଆପଣଙ୍କର ତନ୍ତ୍ର ଯୁକ୍ତ କାର୍ଯ୍ୟର ମୂଳ ଅନୁଷ୍ଠାନ। ମୂଳା ଧାରା ଚକ୍ରକୁ ଯଦି ଜାଗ୍ରତ କରାଉଛନ୍ତି ତେବେ ମହା ଲକ୍ଷ୍ମୀ ଆପଣା ଛାଏଁ ଆକୃଷ୍ଟ ହେବେ। ଆପଣ ଯେକୌଣସି ବ୍ୟବସାୟ କାର୍ଯ୍ୟ କରୁଛନ୍ତି ଚାକିରି ବୃତ୍ତି କରୁଛନ୍ତି ତେବେ ଦେଖିବେ ନିଶ୍ଚିତ ଉପରକୁ ଉପର ଉନ୍ନତ କରିବେ। ଯଦି ଚାକିରୀ ଏତେ ପର୍ଯ୍ୟନ୍ତ ମିଳୁ ନଥାଏ ତେବେ ମୂଳା ଧାରା ଚକ୍ରକୁ ଜାଗ୍ରତ କରନ୍ତୁ ଦେଖିବେ ଆପଣ ଯେଉଁ କାର୍ଯ୍ୟ କରିବାକୁ ଚାହୁଁଥିବେ ସେହି କାର୍ଯ୍ୟ ପ୍ରାପ୍ତ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *