Excuse Me Odisha

ଯାହା କହିବୁ ସତ କହିବୁ

ଶୁକ୍ରବାର ସକାଳେ ହଠାତ୍ ଚମକି ପାରେ କିଛି ରାଶିର ଭାଗ୍ୟ, ହେବାକୁ ଯାଉଛି ମହାସଂଯୋଗ।

ସେୟାର୍ କରନ୍ତୁ

ବନ୍ଧୁଗଣ ସକାଳେ ଆମେ ଯେତେବେଳେ ଶଯ୍ୟା ତ୍ୟାଗ କରୁ, ସେତେବେଳେ ଆମେ ପ୍ରଥମେ ଭଗବାନଙ୍କୁ ସ୍ମରଣ କରିଥାଉ। ଏହାଦ୍ବାରା ଦିନରୁ ରାତି ପର୍ଯ୍ୟନ୍ତ ଆମକୁ ଫୁର୍ତ୍ତି ଓ ସତେଜ ଅନୁଭବ ହୋଇଥାଏ। କିନ୍ତୁ କହିବାକୁ ଗଲେ, ଆମେ ସର୍ବଦା ନିଜ ଜୀବନରେ ଭଗବାନଙ୍କୁ ସବୁ ସମୟରେ ପ୍ରାର୍ଥନା କରିଥାଉ। ସାଧାରଣତଃ ପ୍ରତ୍ୟେକ ଲୋକ ନିଜର ନିତିଦିନ କାର୍ଯ୍ୟ ସକାଳ ସମୟରେ ହିଁ କରିଥାନ୍ତି। ସକାଳର ସମୟ ଆପଣ ମାନଙ୍କ ପାଇଁ ଶୁଭ ସମୟ ଅଟେ। ଏହି ସମୟରେ ଆପଣ ଯେଉଁ କାର୍ଯ୍ୟ କରିବେ, ନିଶ୍ଚିତ ଭାବରେ ସଫଳତା ଅର୍ଜନ କରିବେ।

କହିବାକୁ ଗଲେ ପ୍ରତ୍ୟେକ ଲୋକ ସକାଳେ ଉଠି ପ୍ରଥମେ ଭଗବାନଙ୍କୁ ପ୍ରାର୍ଥନା କରି ନିଜ ପାଇଁ ମଙ୍ଗଳ କାମନା କରନ୍ତି।ଏହାପରେ ନିଜ ନିତ୍ୟ କର୍ମ ସାରି ତାପରେ ଠାକୁର ଘରେ ଭଗବାନଙ୍କୁ ପୂଜା କରନ୍ତି। କିଛି ରାଶିର ଲୋକଙ୍କ ଉପରେ ଉଭୟ ଦେବୀ ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ କୃପା ଦୃଷ୍ଟି ପଡ଼ିବାକୁ ଯାଉଛି। କେଉଁ ରାଶି ଗୁଡ଼ିକ ଆସନ୍ତା ୭ ତାରିଖ ପରେ ଧନବାନ ହେବା ପାଇଁ ଯାଉଛନ୍ତି, ଆସନ୍ତୁ ଆଜି ଆମେ ସେହି ବିଷୟରେ ଜାଣିବା।

୧/ ତୁଳା ରାଶି – ଏହି ରାଶିର ଲୋକଙ୍କ ଉପରେ ଏହି ରାଜଯୋଗର ଅଧିକ ପ୍ରଭାବ ପଡିପାରେ। ଭାଗ୍ୟ ସର୍ବଦା ଏମାନଙ୍କ ସପକ୍ଷରେ ରହିବ। ଆପଣଙ୍କର ସମାଜରେ ମାନସମ୍ମାନ ବୃଦ୍ଧି ହେବ। ଆପଣ କିଛି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ମନସ୍ଥ କରିବେ ଏବଂ ସେଥିରେ ସଫଳତା ମଧ୍ୟ ଅର୍ଜନ କରିବେ। ଲୋକେ ଆପଣଙ୍କ ଉପଦେଶକୁ ପ୍ରେରଣା ଭାବି କାର୍ଯ୍ୟ କରିବେ।

୨/ କନ୍ୟା ରାଶି – ଆପଣ ଯେଉଁ ସ୍ଥାନକୁ ଯାତ୍ରା କରିବେ ତାହା ଫଳପ୍ରଦ ରହିବ। ଆପଣଙ୍କ ଉପରେ ସର୍ବଦା ଭଗବାନଙ୍କ କୃପା ଦୃଷ୍ଟି ରହିବ। ଆପଣ ନିଜର ପରିଶ୍ରମ ଏବଂ ବୁଦ୍ଧି ବଳରେ କିଛି ନୂଆ କାର୍ଯ୍ୟ ଆରମ୍ଭ କରିବେ। ପରିବାରରେ ସୁଖଶାନ୍ତି ଓ ସନ୍ତୁଳନ ବଜାୟ ରଖିବା ପାଇଁ ଆପଣଙ୍କୁ ଅନେକ ଦାୟିତ୍ୱ ତୁଲାଇବାକୁ ପଡ଼ିବ।

ମେଷ ରାଶି – ଜୀବନରେ ଆପଣଙ୍କୁ ଅନେକ ଅବସର ପ୍ରାପ୍ତ ହେବ। ଆପଣଙ୍କୁ ସବୁ କ୍ଷେତ୍ରରେ ନିଜର ବୁଦ୍ଧି ଓ କ୍ଷମତାର ପ୍ରଦର୍ଶନ କରିବା ନିହାତି ଜରୁରୀ ଅଟେ। ଆପଣ ଧନୀ ହେବା ସହିତ ସମାଜରେ ଆପଣଙ୍କର ମାନସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ।

ସିଂହ ରାଶି – ଏହି ରାଜଯୋଗ ସମୟରେ ଆପଣଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ।ସବୁ କାର୍ଯ୍ୟ ଆପଣ ସଠିକ ଢଙ୍ଗରେ ସମ୍ପନ୍ନ କରିବେ ଏବଂ ସବୁ କ୍ଷେତ୍ରରେ ଆପଣ ଆଗେଇ ରହିବେ। ନୂଆ ଜମିବାଡ଼ି କ୍ରୟ କରି ପାରନ୍ତି।ଅତୀତକୁ ଭୁଲିବାକୁ ଚେଷ୍ଟା କରନ୍ତୁ, ଏହା ଆପଣଙ୍କ ପାଇଁ ଲାଭଦାୟକ ରହିବ। ସବୁ କ୍ଷେତ୍ରରେ ଆପଣ ନିଜର କର୍ମଠ ଗୁଣ ପ୍ରଦର୍ଶନ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *