Excuse Me Odisha

ଯାହା କହିବୁ ସତ କହିବୁ

ଏହିଥିରୁ କେବଳ ଗୋଟିଏ ଖାଆନ୍ତୁ,ଗର୍ଭାବସ୍ଥାରେ ହେଉଥିବା ବାନ୍ତି ତୁରନ୍ତ ଭଲ ହୋଇଯିବ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହିଥିରୁ କେବଳ ୧ ଟି ଖାଆନ୍ତୁ ଗର୍ଭାବସ୍ଥାରେ ହୋଇଥିବା ବାନ୍ତି ତୁରନ୍ତ ଭଲ ହୋଇଯିବ।

ବନ୍ଧୁଗଣ ଗର୍ଭବସ୍ଥାରେ ବାନ୍ତି ହେବା ଏକ ନେଚୁରାଲ ପ୍ରବ୍ଲେମ ଅଟେ। ତଥାପି ଗର୍ଭର ପ୍ରଥମ ଏବଂ ଦ୍ୱିତୀୟ ମାସରେ ବାନ୍ତି ଆରମ୍ଭ ହୋଇଥାଏ। ଏହି ବାନ୍ତି ବହୁତ କଷ୍ଟ ଦେଇଥାଏ ଏହି ବାନ୍ତିକୁ ବନ୍ଦ କରିବା ପାଇଁ ଆପଣ ବିଭିନ୍ନ ପ୍ରକାରର ଏଲୋପାତି ମେଡିସିନର ସେବନ କରିଥିବେ। ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ସହଜ ଘରୋଇ ଉପଚାରଟି ନେଇକି ଆସିଛୁ ଯାହାର ସେବନ ଦ୍ୱାରା କେବଳ ଦୁଇଦିନ ମଧ୍ୟରେ ଆପଣଙ୍କ ବାନ୍ତି ସମ୍ପୂର୍ଣ ବନ୍ଦ ହୋଇଯିବ। ଏହା ସମ୍ପୂର୍ଣ ପ୍ରାକୃତିକ ଘରୋଇ ଉପଚାର ଅଟେ। ଏଥିରୁ ଆପଣାଙ୍କୁ କିମ୍ବା ଆପଣଙ୍କ ଶିଶୁକୁ କୌଣସି ପ୍ରକାରର କ୍ଷତି ହୋଇନଥାଏ। ତେବେ ଆସନ୍ତୁ ଜାଣିବା ଗର୍ଭାବସ୍ଥାରେ ହେଉଥିବା ବାନ୍ତିକୁ ଭଲ କରିବା ପାଇଁ ଏହି ହୋମ ରେମିଡ଼ିକୁ କେମିତି ବନେଇବେ ଏବଂ ଏହାର ସେବନ କେମିତି କରିବେ।

ବନ୍ଧୁଗଣ ଏହି ଘରୋଇ ଉପଚାରଟିକୁ ବନେଇବା ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀର ଆବଶ୍ୟକତା ପଡିବ ତାହା ଅଟେ କିସମିଶ। ପ୍ରଥମେ ଆପଣ କିସମିଶକୁ ଧୋଇ ଦିଅନ୍ତୁ ଏବଂ ଏହି ରେମିଡ଼ିକୁ ବନେଇବା ପାଇଁ ଏକ ଚାମଚ ପାଖାପାଖି କିସମିଶ ନିଅନ୍ତୁ। ଏହା ପରେ ଏଥିପାଇଁ ଦ୍ୱିତୀୟ ସାମଗ୍ରିର ଆବଶ୍ୟକତା ପଡିବ ତାହା ଅଟେ ଅଁଳା ଚୂନ। ଏଥିରେ ଏକ ଚାମଚ ଅଁଳା ଚୂନ ମିଶାନ୍ତୁ। ଏହା ପରେ ଏଥିରେ ୨ଚାମଚ ଚିନି ବ୍ୟବହାର କରନ୍ତୁ ଏବଂ ସମସ୍ତ ସାମଗ୍ରୀକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ ଏବଂ ଏହାକୁ ବରକୁଳି ମଞ୍ଜି ସଦୃଶ ଛୋଟ ଛୋଟ ବଟିକା ପ୍ରସ୍ତୁତ କରନ୍ତୁ। ଯଦି ଏହା ପାଣିଆ ହୋଇଯାଇଛି ତ ଏହାକୁ ଟିକେ ଫେନରେ ସୁଖେଇ ଦିଅନ୍ତୁ ଦେଖିବେ ଏହା ସୁନ୍ଦର ବଟିକା ହୋଇଯିବ। ଏହା ସମ୍ପୂର୍ଣ ଆୟୁର୍ବେଦିକ ଘରୋଇ ଉପଚାର ଅଟେ ଏହା ଦ୍ବାରା ଆପଣଙ୍କ ଶରୀରକୁ କୌଣସି ପ୍ରକାରର ସାଇଟଇଫେକ୍ଟ ପଡିବ ନାହିଁ ବରଂ ଗର୍ଭବସ୍ଥାରେ ବହୁତ ଅଧିକ ବାନ୍ତି ହେଉଅଛି ତେବେ ଏଲୋପାତି ଔଷଧର ସେବନ ନକରି ଆପଣ ଏହି ଘରୋଇ ଉପଚାର ଟ୍ରାୟ କରନ୍ତୁ ଦେଖିବେ କେବଳ ୨ ରୁ ୩ ଦିନ ମଧ୍ୟରେ ଆପଣଙ୍କ ବାନ୍ତି ଭଲ ହୋଇଯିବ। ଏହି ବଟିକା ପ୍ରସ୍ତୁତ କଲା ପରେ ଏହାକୁ ଟିକେ ଫେନରେ ସୁଖେଇ ଦିଅନ୍ତୁ ଯେମିତି ଏହା ଟିକେ ହାର୍ଡ ହୋଇଯିବ।

ଏବେ ଆସନ୍ତୁ ଜାଣିବା ଏହି ହୋମ ଟେମିଡ଼ିର ପ୍ରୟୋଗ କେମିତି କରିବେ।

ଏହି ବଟିକାକୁ ଗୋଟିଏ ନେଇ ଗୋଟେ ପଟ କୋଳରେ ଜାଙ୍କି ତାର ରସକୁ ଧୀରେ ଧୀରେ କରି ସୋସି ଖାଇବେ। ଧ୍ୟାନ ରଖିବେ ଏହାକୁ ଚୋବେଇ ଖାଇବେ ନାହିଁ। ଦିନରେ ୪ ରୁ ୫ ଟି ବଟିକା ଖାଇଲେ ବି ଚଳିବ। ଦେଖିବେ ୨ ରୁ ୩ ଦିନ ମଧ୍ୟରେ ଆପଣଙ୍କ ବାନ୍ତି ନିଶ୍ଚୟ ବନ୍ଦ ହୋଇଯିବ ଏବଂ ବାନ୍ତି ଯୋଗୁ ଆପଣଙ୍କ ପାଟିରେ ଯେଉଁ ଅରୁଚି ଭଳି ସମସ୍ୟା ହେଉଥିଲା ତାହା ମଧ୍ୟ ଦୂର ହୋଇଯିବ। ତେବେ ବନ୍ଧୁଗଣ ଏହି ଉପାୟ କରି ଗର୍ଭବସ୍ଥାରେ ହେଉଥିବା ବାନ୍ତିକୁ ୨ ରୁ ୩ ଦିନ ମଧ୍ୟରେ ବନ୍ଦ କରିପାରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *