ସ୍ତ୍ରୀ ମାନଙ୍କର ଏହି ତିନୋଟି ଅଭ୍ୟାସ ସ୍ୱାମୀଙ୍କୁ କରିଥାଏ କୋଟିପତି,ଜାଣନ୍ତୁ କଣ କଣ ଅଭ୍ୟାସ !
ଆମେ ଆଜି ଆପଣଙ୍କୁ କହିବା ପାଇଁ ଯାଉଛୁ ଯେ ଜଣେ ସ୍ତ୍ରୀର କେଉଁ କାମରୁ ତାର ସ୍ଵାମୀ ହୋଇ ଥାଏ ଖୁବ ଭାଗ୍ଯବାନ। ଜଣେ ନାରୀ କିମ୍ବା ପୁରୁଷ ଯଦି ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଥାନ୍ତି, ତେବେ ସେମାନଙ୍କ ଭଲ କିମ୍ବା ଖରାପ କାର୍ଯ୍ୟର ପ୍ରଭାବ ଉଭୟଙ୍କୁ ଭୋଗ କରିବା ପାଇଁ ପଡିଥାଏ। ଆମେ ଆଜି କହିବା ପାଇଁ ଯାଉଥିବା କାର୍ଯ୍ୟ ମଧ୍ୟରେ କିଛି ଏଭଳି କାର୍ଯ୍ୟ ରହିଛି, ଯାହାକୁ ଆପଣ ଅନେକ ନାରୀ ମାନଙ୍କୁ ଏହି କାମ କରିଥିବାର ଦେଖିଥିବେ। ଯାହାଦ୍ଵାରା ସେମାନଙ୍କ ସ୍ଵାମୀ ମାନେ ଖୁବ ଭଲ ପରିଣାମ ପାଇଥାନ୍ତି।
କାରଣ ବିବାହର ବନ୍ଧନରେ ସେମାନେ ଥାଆନ୍ତି। କିଛି ଲୋକମାନେ ଏହାକୁ ବିଶ୍ବାସ କରନ୍ତି ଓ ଆଉକିଛି ଲୋକମାନେ ଏହାକୁ ବିଶ୍ବାସ କରନ୍ତି ନାହିଁ । ଆଜି ଆମେ କହିବା କଣ ସେହି ଭଲ ଗୁଣ, ଯାହା ଦ୍ଵାରା ସ୍ଵାମୀ ମାନେ ଖୁବ ଲାଭବାନ ହୋଇ ଥାନ୍ତି। ଦେଖନ୍ତୁ ଏହାର ଅର୍ଥକୁ ଆପଣ ଭୁଲ ଭାବରେ ନେବେ ନାହିଁ। ଆପଣ ଯଦି କହିବେ କି ସବୁକିଛି ମୋ ସ୍ତ୍ରୀ କରିବ ଓ ମୁଁ କେବେଳ ପରିଣାମ ପାଇବି, ଏଭଳି କେବେ ମଧ୍ୟ ହୋଇ ନଥାଏ। ଆପଣ ସବୁବେଳେ ମନେ ରଖିବେ କି ଆପଣ ମଧ୍ୟ ଏଥିପାଇଁ ଚେଷ୍ଟା କରିବେ, ଯାହା ଦ୍ଵାରା ଆପଣଙ୍କ ଭାଗ୍ୟ ମଧ୍ୟ ଖୋଲିଯିବ। ଆପଣ ମଧ୍ୟ କିଛି ନୂଆ କରି ପାରିବେ।
ଆପଣ ଯଦି ସ୍ଵାମୀ ହୋଇ ନିଜ କାର୍ଯ୍ୟ କରିବେ ନାହିଁ ଓ କହିବେ କି ଆପଣଙ୍କ ସ୍ତ୍ରୀଙ୍କ ଭାଗ୍ୟ ଦ୍ଵାରା ଆପଣ ଭାଗ୍ଯବାନ ହେବେ, ସେତେବେଳେ ଆପଣ ସବୁକିଛି ହରାଇ ଦେବେ। ସବୁବେଳେ ମଣିଷକୁ ନିଜ ଭାଗ୍ୟ ନିଜେ ଲେଖିବା ଜରୁରୀ ଅଟେ। ଆଜି ଆମେ କହିବା ପାଇଁ ଯାଉଥିବା କଥା ଅନୁସାରେ, ପ୍ରଥମେ ଯେଉଁ ନାରୀ ସକାଳୁ ଶଯ୍ୟା ତ୍ୟାଗ କରି ନିଜ କାମ କରି ସ୍ଵାମୀ ସେବା କରେ ସେହି ସ୍ତ୍ରୀ ଭାଗ୍ଯବାନ ଅଟନ୍ତି। ଏଭଳି ସ୍ତ୍ରୀ କେବେବି ଅଧିକ କ୍ରୋଧ କରନ୍ତି ନାହିଁ।
ଯେଉଁ ସ୍ତ୍ରୀଲୋକ ସବୁ କିଛି ସହି ନିଜ ପରିବାରକୁ ସମ୍ଭାଳି ନେଇ ଥାଏ, ସେହି ସ୍ତ୍ରୀ ନିଜ ସ୍ଵାମୀର ଭାଗ୍ୟକୁ ବଦଳାଇ ପାରେ। ଆପଣ ଯଦି ଚାହିଁବେ କି ନିଜ ଘର ନିଜେ ସମ୍ଭାଳି ପାରିବେ। ଆୟ ଦେଖି ବ୍ୟୟ କରିବା। ସବୁ ନାରୀ ମାନେ ନିଜ ସ୍ଵାମୀଙ୍କ ପାଖରୁ କିଛି ଆଶା ରଖିଥାନ୍ତି। କିନ୍ତୁ ଏଭଳି କିଛି ନାରୀମାନେ ଅଛନ୍ତି, ଯେଉଁମାନେ ନିଜ ଇଚ୍ଛାକୁ ଚାପି ଦେଇ ସର୍ବଦା ନିଜ ସ୍ଵାମୀଙ୍କୁ ସମର୍ଥନ କରିଥାନ୍ତି।
ସେମାନେ ନିଜ ଆୟ ଦେଖି ଖର୍ଚ୍ଚ କରନ୍ତି। କିଛି ନାରୀ ମାନେ ନିଜ ଇଚ୍ଛା ପୂରଣ ନହେଲେ ନିଜର ସ୍ଵାମୀଙ୍କ ଉପରେ ରାଗି ଯାଇଥାନ୍ତି, ଏହା ଠିକ କଥା ନୁହେଁ। ତେଣୁ ଏହି ୩ ପ୍ରକାରର ଅଭ୍ୟାସ ରଖୁଥିବା ନାରୀ ମାନେ ସର୍ବଦା ଖୁସିରେ ରୁହନ୍ତି।