Excuse Me Odisha

ଯାହା କହିବୁ ସତ କହିବୁ

କେବେ ବି ଏହି ୩ଟି ଜିନିଷକୁ ରୋଷେଇ ଘରୁ ସରିବାକୁ ଦିଅନ୍ତୁ ନାହିଁ, ନଚେତ ମାଡି ଆସିବ ଭୟଙ୍କର ସମସ୍ୟା

ସେୟାର୍ କରନ୍ତୁ

ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ଆମ ସର୍ବଦା କାର୍ଯ୍ୟ କରିଥାଉ। ଏଥିପାଇଁ କୁହାଯାଏ କି ଭାରତର ସଂସ୍କୃତି ଖୁବ ଭଲ ଅଟେ। ଆମେ ଜାଣିଛୁ କି ଆମ ଭାରତରେ ଅନେକ ଶାସ୍ତ୍ର ରହିଛି। କିନ୍ତୁ ଘର କଥା ଆସିଲେ ଆମେ ବାସ୍ତୁ ଶାସ୍ତ୍ର ଉପରେ ନଜର ଦେଇ ଥାଉ। ଆପଣ ମାନେ ଜାଣି ଥିବେ କି ଆମେ କିଛି ନୂଆ କାର୍ଯ୍ୟ କରିବା ପୂର୍ବରୁ ବଡ଼ ପଣ୍ଡିତ ମାନଙ୍କ ପରାମର୍ଶରେ ଭଗବାନଙ୍କର ପୂଜାର୍ଚ୍ଚନା କରି ଥାଉ। ଆମେ ସବୁବେଳେ ନିଜର ଭଲ ହିଁ କାମନା କରିଥାଉ।

ଏହି ଲେଖାରୁ ଆପଣ ଜାଣି ପାରିବେ କି କେଉଁ ବସ୍ତୁ କେଉଁ ଜାଗାରେ ରହିବା ଶୁଭ ହୋଇଥାଏ ଓ କେଉଁ ବସ୍ତୁ କେଉଁ ଜାଗାରେ ରହିବା ଅଶୁଭ ହୋଇଥାଏ। ଆମେ ଯଦି ସାଧାରଣ ବସ୍ତୁ ଭାବି ଏହାକୁ କେଉଁ ଜାଗାରେ ମଧ୍ୟ ରଖି ଦେବା, ତାହେଲେ ଏହା ଅଶୁଭ ପ୍ରଭାବ ପକାଇ ଥାଏ। ଆଜି ଆମେ କହିବା ପାଇଁ ଯାଉଛୁ କି କେଉଁ ବସ୍ତୁ ଗୁଡ଼ିକ ଘରୁ କିମ୍ବା ରୋଷେଇ ଘରୁ ଏହା ସରିଯିବା ଅଶୁଭ ହୋଇଥାଏ। ଏହା କଣ ପାଇଁ ଖରାପ ହୋଇ ଥାଏ, ସେହି ବିଷୟରେ ମଧ୍ୟ ଆମେ ଆଜି ଆପଣଙ୍କୁ କହିବା ପାଇଁ ଯାଉଛୁ।

କିନ୍ତୁ ଏହିସବୁ ଜିନିଷ ଯେପରି ରୋଷେଇ ଘରୁ କେବେ ମଧ୍ୟ ସରିବ ନାହିଁ, ଆପଣଙ୍କୁ ତାହା ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ।ଆପଣ ମାନେ ଏହା ସରିବା ପୂର୍ବରୁ ଏହାକୁ ଘରେ ଆଣି ରଖିବା ଉଚିତ। ଚାଉଳ ହେଉଛି ମା ଲକ୍ଷ୍ମୀଙ୍କ ଦାନ। ଆପଣ ମାନେ ଦେଖି ଥିବେ, ଜମିରେ ଧାନ ଚାଷ ହେବା ଆଗରୁ ବିଲକୁ ପୂଜା କରାଯାଏ।ଏହାପରେ ଚାଷ କାମ ଆରମ୍ଭ କରାଯାଏ। ଦେବୀ ଲକ୍ଷ୍ମୀ ଯାହା ଘର ଛାଡି ଦେଇ ଚାଲି ଯାଇ ଥାଆନ୍ତି, ସେମାନେ କେବେ ମଧ୍ୟ ସୁଖରେ ରହନ୍ତି ନାହିଁ। ଆପଣ ମାନେ ଜାଣିକି ଆଶ୍ଚର୍ଯ୍ୟ ହେବେ କି ଏଥିସହିତ ଶୁକ୍ର ଗ୍ରହର ମଧ୍ୟ ସମ୍ବନ୍ଧ ରହିଛି।

ଯଦି ଆପଣ ଏହିସବୁ ସରିବା ଆଗରୁ ଜାଣି ପାରୁନାହାନ୍ତି, ତାହେଲେ ଆପଣ ଏହାକୁ ଗୋଟେ ଜାଗାରେ ଭରି ଏହାକୁ ରଖି ଦିଅନ୍ତୁ। ଦେଖିବେ ଉତ୍ତମ ପରିଣାମ ପାଇବେ। ଦ୍ଵିତୀୟରେ ହେଉଛି ଲୁଣ। ଆପଣ ଲୁଣ କେବେ ମଧ୍ୟ କାହା ପାଖରୁ ଆଣିବେ ନାହିଁ କିମ୍ବା ଲୁଣ କାହାକୁ ଦିଅନ୍ତୁ ନାହିଁ।ଏହା ସରିବା ପୂର୍ବରୁ ଏହାକୁ ଆପଣ ନେଇ ଆସିବେ। ନଚେତ ତନ୍ତ୍ର ଶକ୍ତିର ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିପାରେ। ଏହାପରେ ଯଦି ଘରେ ଅଟା ରଖିଛନ୍ତି, ତାହେଲେ ଏହାକୁ ମଧ୍ୟ ସରିବା ଆଗରୁ ଭରି ଦେଇ ରଖନ୍ତୁ। ନଚେତ ଆପଣଙ୍କର ମାନହାନୀ ହେବାର ସମ୍ଭାବନା ରହିଛି ବୋଲି ଜାଣି ରଖନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *