ଗାଈ ଉପରେ ହାତ ରଖି କହି ଦିଅନ୍ତୁ ଏହି ମନ୍ତ୍ର, ସବୁ ମନସ୍କାମନା ହେବ ପୂରଣ !
୧/ ହିନ୍ଦୁ ଧର୍ମରେ ଗାଈକୁ ମାଆର ସ୍ଥାନ ଦିଆ ଯାଇଛି।ବହୁତ ଲୋକ ଜାଣିଛନ୍ତି ଗାଈକୁ ରୁଟି ଖାଇବାକୁ ଦେବା ଦ୍ଵାରା କାର୍ଯ୍ୟରେ ବିଘ୍ନ ଆସିନଥାଏ। ଗାଈ ଉପରେ ହାତ ଆଉଁଷିବା ଦ୍ଵାରା ବହୁତ ଲାଭ ହୋଇଥାଏ। ଏଭଳି କଲେ ବଡରୁ ବଡ ରୋଗ ମଧ୍ୟ ଠିକ ହୋଇଯାଏ।ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଆପଣ ସବୁବେଳେ ଗାଈକୁ କିଛି ମଧ୍ୟ ଖାଇବାକୁ ଦିଅନ୍ତୁ।
ରୁଟି, ଫଳ କିଛି ମଧ୍ୟ ଖାଇବାକୁ ଦେଇ ପାରିବେ। ଏହାର କିଛି ସମୟ ଏବଂ ଦିନ ନାହିଁ। ଆପଣ ନିଜ ଡାହାଣ ହାତରେ ହିଁ ଗାଈକୁ ଖୁଆଇବେ। ଗାଈ ଖାଇ ସାରିବା ପରେ ସେହି ଡାହାଣ ହାତରେ ଗାଈକୁ ଆଉଁସି ଦିଅନ୍ତୁ। ଆଉଁସି ଆଉଁସି ଏହି ମନ୍ତ୍ରଟିକୁ କୁହନ୍ତୁ। ମନ୍ତ୍ରଟି ହେଉଛି, “ଧେନୁ ତ୍ୱୋଙ୍ଗ କାମଧେନୁ, ସର୍ବ ପାପ ନିବାରଣୀ, ମୋକ୍ଷ ଫଳ ପ୍ରଦାୟନି, ଚ ମାତ୍ର ଦେବୀ ନମୋସ୍ତୁତେ” । ଏହି ମନ୍ତ୍ର ଆପଣଙ୍କୁ ୭ଥର ଆଉଁସି ଜପିବା ଆବଶ୍ୟକ। ଏପରି କରିବା ଦ୍ଵାରା ଆପଣଙ୍କ ପାଇଁ ସବୁ ଗାଈ କାମଧେନୁ ବନିପାରିବ। ଏହାସହିତ ଆପଣଙ୍କର ଯାହା ମଧ୍ୟ ଇଛା ରହିଥିବ, ତାହା ସବୁ ଖୁବ୍ ଶୀଘ୍ର ପୂରଣ ହୋଇଯିବ।
୨/ ସଂସାରରେ ଧର୍ମ କଲ୍ୟାଣକାରୀ, କ୍ଷମା ଶାନ୍ତି ପ୍ରଦାୟକ, ବିଦ୍ୟା ସନ୍ତୋଷ ଦାୟକ ଏବଂ ଅହିଂସା ସୁଖପ୍ରଦାୟକ ହୋଇଥାଏ।
୩/ ଯେଉଁ ଲୋକ ବହୁତ ଧନ ଐଶ୍ୱର୍ଯ୍ୟ ଏବଂ ବିଦ୍ୟା ପ୍ରାପ୍ତ କରିବା ପରେ ମଧ୍ୟ ଆତ୍ମ ସଂଯମତା ରକ୍ଷା କରିଥାଏ, ସେ ହିଁ ପଣ୍ଡିତ ମଧ୍ୟରେ ଗଣା ଯାଇଥାଆନ୍ତି।
୪/ ଯେଉଁ ଲୋକ ମାନେ ବିନା ନିମନ୍ତ୍ରଣରେ ଯାଇଥାନ୍ତି, ନ ପଚାରିବା ପୂର୍ବରୁ ବହୁତ କଥା କହିଥାନ୍ତି ଏବଂ ଅଯୋଗ୍ୟ ଲୋକକୁ ବିଶ୍ଵାସ କରିଥାନ୍ତି, ସେମାନେ ମୂର୍ଖ ଏବଂ ନୀଚ ସ୍ଵଭାବର ହୋଇଥାନ୍ତି।
୫/ ଈର୍ଷା କରୁଥିବା ଲୋକ, ଅନ୍ୟକୁ ଘୃଣା କରୁଥିବା ଲୋକ, ଅସନ୍ତୁଷ୍ଟ ହେଉଥିବା ଲୋକ, କ୍ରୋଧ କରୁଥିବା ଲୋକ, ସବୁବେଳେ ସନ୍ଦେହ କରୁଥିବା ଲୋକ ଏବଂ ଅନ୍ୟମାନଙ୍କ ଉପରେ ଆଶ୍ରିତ ରହୁଥିବା ଲୋକ ଏମାନେ ସର୍ବଦା ଦୁଃଖରେ ରହିଥାନ୍ତି।
୬/ କ୍ଷମା କରିବା କୌଣସି ଦୋଷ ହୋଇ ନଥାଏ, ଏହା ପରମ ବଳ ହୋଇଥାଏ। ଏହାସହିତ କ୍ଷମା ଦୁର୍ବଳ ଲୋକଙ୍କ ପାଇଁ ବଳ ଏବଂ ବଳବାନ ଲୋକଙ୍କ ପାଇଁ ଆଭୁଷଣ ହୋଇଥାଏ।
୭/ ଧନ, ସ୍ୱାସ୍ଥ୍ୟ, ଉତ୍ତମ ପୁତ୍ର, ଐଶ୍ୱର୍ଯ୍ୟ ଆଦି ମନସ୍କାମନା ପୂରଣ କରୁଥିବା ବିଦ୍ୟା ଯୋଗୁଁ ସଂସାରରେ ସୁଖ ଅନୁଭବ ହୋଇଥାଏ।
୮/ ଯେଉଁ ଲୋକ ବିଶ୍ଵାସର ପାତ୍ର ହୋଇ ନଥାନ୍ତି, ତାଙ୍କୁ ବିଶ୍ଵାସ କରିବା ଉଚିତ ନୁହେଁ। କିନ୍ତୁ ଯିଏ ବିଶ୍ବାସୀ ହୋଇଥାନ୍ତି,ତାଙ୍କୁ ବିଶ୍ୱାସ କରନ୍ତୁ। ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ।ତେବେ ଏହାକୁ ନିଜ ସମ୍ପର୍କୀୟଙ୍କ ସହିତ ସେୟାର ନିଶ୍ଚୟ କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!