Excuse Me Odisha

ଯାହା କହିବୁ ସତ କହିବୁ

ଚାହା ପିଇ ସାରି ଖାଆନ୍ତୁ ନାହିଁ ଏହି ଜିନିଷ, ନଚେତ ମାଡି ଯିବ ଏ ପ୍ରକାରର ଚର୍ମ ରୋଗ !

ସେୟାର୍ କରନ୍ତୁ

ଆଜି କାଲି ଆମଦେଶରେ ଚାହା ପିଇବାର ପଦ୍ଧତି ବହୁତ ବଢ଼ି ଯାଇଛି। ପ୍ରାୟତଃ ସମସ୍ତେ ଦିନକୁ ଦୁଇରୁ ତିନି ଥର ଚାହା ପିଇ ଥାଆନ୍ତି। ଚାହା ପିଇବା ଦ୍ୱାରା ଆମର ଦେହ ସତେଜ ରହିଥାଏ ଓ ଥଣ୍ଡା ଜ୍ଵର ହୋଇଥିଲେ ବହୁତ ଆରାମ ମିଳିଥାଏ। ଅନେକ ସମୟରେ ଆମେ ଚାହା ପିଇବା ପରେ ଏମିତି କିଛି ଖାଦ୍ୟ ଖାଇଦେଇ ଥାଉ, ଯାହାଦ୍ୱାରା ଆମ ଶରୀର ଉପରେ ବହୁତ ଖରାପ ପ୍ରଭାବ ପକାଇ ଥାଏ। ଆସନ୍ତୁ ଆମେ ଚାହା ପିଇ ସାରିବା ପରେ କେଉଁ ଜିନିଷର ସେବନ କରିବା ଉଚିତ ନୁହେଁ, ସେହି ବିଷୟରେ ଜାଣିବା।

ଆପଣ ଦେଖିଥିବେ, କିଛି ଲୋକଙ୍କ ମୁହଁରେ ଧଳା ଧଳା ଦାଗ ଜଣା ପଡ଼େ। ଏପରି ହେବାର କାରଣ ହେଉଛି, ଯଦି ଆପଣ ଚାହା ପିଇ ସାରିବା ପରେ ବୁଟ ଗଜା ବା ମୁଗ ଗଜା ଖାଇବା। ଜାଣି ରଖନ୍ତୁ, ଆପଣ କେବେବି ଚାହା ପିଇ ସାରିବା ପରେ ପାଣି ପିଅନ୍ତୁ ନାହିଁ।

ଏହାଦ୍ୱାରା ଦାନ୍ତ ଝିମଝିମ ପଡ଼ିଯାଏ। ଦାନ୍ତ ମୂଳରେ କଷ୍ଟ ଅନୁଭବ ହୋଇ ଶୀଘ୍ର ଦାନ୍ତ ଭାଙ୍ଗି ଯିବାର ସମ୍ଭାବନା ରହିଥାଏ। ଚାହା ପିଇବା ପରେ ଆପଣ କେବେବି ଲେମ୍ବୁରେ ତିଆରି ଜିନିଷ ଖାଆନ୍ତୁ ନାହିଁ। ଲେମ୍ବୁ ଖାଇବା ଦ୍ୱାରା ଏହା ବିଷରେ ପରିଣତ ହୋଇଥାଏ। ତାହା ଆମ ଶରୀରରେ ଅନେକ ରୋଗ ସୃଷ୍ଟି କରିଥାଏ।

ଚାହା ସେବନ କରିବା ପରେ କେବେ ମଧ୍ୟ ଆପଣ ବେସନ କିମ୍ବା ହଳଦୀରେ ତିଆରି ହୋଇଥିବା ଖାଦ୍ୟ ଖାଆନ୍ତୁ ନାହିଁ। ଏହା ଖାଇବା ଦ୍ଵାରା ଆମ ମୁଣ୍ଡରେ ଥିବା ବାଳ ଧଳା ହୋଇ ଝଡି ଯାଇଥାଏ। ଆପଣ ଏହାକୁ ଏକ ଘଣ୍ଟା ପରେ କିମ୍ବା ପୂର୍ବରୁ ଖାଆନ୍ତୁ।

ଆମ ପେଜକୁ ଲାଇକ କରନ୍ତୁ। ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ, ଯେଉଁଥିପାଇଁ ଅନେକ ଖବର ଆପଣ ପାଇ ପାରିବେ। ଲେଖାଟି ଆପଣଙ୍କୁ କିପରି ଲାଗିଲା, ନିଜ ମତାମତ କମେଣ୍ଟ ବକ୍ସରେ ଜଣାନ୍ତୁ ଏବଂ ଅନ୍ଯମାନଙ୍କ ସହିତ ଏହି ଲେଖାଟିକୁ ସେୟାର କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *