Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ଉଠି ଏହି ୩ଟି ଜିନିଷ ନିଶ୍ଚୟ ଦେଖନ୍ତୁ,ଆପଣଙ୍କର ଭାଗ୍ୟ ଖୋଲିଯିବ………

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସକାଳୁ ଉଠି ନିଶ୍ଚୟ ଦେଖନ୍ତୁ ଏହି ୩ଟି ଜିନିଷ ଭାଗ୍ୟ ଖୋଲିଯିବ।

ବନ୍ଧୁଗଣ ସକାଳୁ ଉଠି ଯଦି ଏମିତି କିଛି କାମ କରୁଛନ୍ତି ଯାହା ଫଳରେ ସବୁ କାମ ବିଗିଡି ଯାଉଛି। କୁହାଯାଏ କି ଯଦି ସକାଳର ଆରମ୍ଭ ଭଲ ହୋଇଥାଏ ତେବେ ଶେଷ ମଧ୍ୟ ଭଲ ହୋଇଥାଏ। ଯଦି ଆରମ୍ଭ ଓ ଶେଷ ଦୁଇଟି ଯାକ ଭଲ ହୋଇଥାଏ ତାହେଲେ ସବୁବେଳେ ସବୁକିଛି ଭଲ ହୋଇଥାଏ। ଆପଣଙ୍କର ପୁରା ଦିନ କେମିତି କଟିବ। ବହୁତ ଦିନର ଆରମ୍ଭ ଉପରେ ନିର୍ଭର କରିଥାଏ। ଶାସ୍ତ୍ର ଅନୁସାରେ ଦିନ ଭଲରେ କଟିବ ଏବଂ ଆପଣଙ୍କର ସମସ୍ତ କାର୍ଯ୍ୟ ଭଲରେ କରିପାରିବେ। ଏଥିପାଇଁ ବହୁତ ଜରୁରୀ ଆପଣ ଆପଣଙ୍କର ଆଖିକୁ ଖୋଲିବା ମାତ୍ରେ କିଛି କର୍ମକୁ କରିବାରୁ ବଞ୍ଚନ୍ତୁ। ଆଜି ଆମେ ଆପଣଙ୍କୁ ଏପରି ୩ ଟି କାର୍ଯ୍ୟ ବିଷୟରେ ଜଣେଇବୁ ଯାହା ସକାଳୁ ଉଠିବା ମାତ୍ରେ ଆପଣ ଏହାକୁ କେବେବି କରନ୍ତୁ ନାହିଁ। ନହେଲେ ଆପଣଙ୍କ ଦିନ ବି ଖରାପରେ କଟିବ। ଏବଂ ଆପଣଙ୍କର ଯଦି ଏହି ଅଭ୍ୟାସ ଗୁଡିକ ରହିଯିବ ତେବେ ଆପଣ ଆପଣଙ୍କ ଦୁର୍ଭାଗ୍ୟକୁ ନିମନ୍ତ୍ରଣ କରିବେ। କୁହାଯାଏ ଏହା ପାଇଁ ଆପଣଙ୍କର ସମସ୍ତ କାମ ବିଗିଡି ଯିବା ସହିତ ହେଉଥିବା କାମ ମଧ୍ୟ ବିଗିଡି ଯିବ। ବିନା କାରଣରେ ଚିନ୍ତା ଜୀବନରେ ଆସିବ ଏବଂ ସେହି ଚିନ୍ତାକୁ ଛାଡି ଆପଣ ଆପଣଙ୍କର ଲକ୍ଷ ଉପରେ ଧ୍ୟାନ ଦେଇପାରିବେ ନାହିଁ। ଏବଂ ଆପଣଙ୍କୁ ପାରିବାରିକ କଳହ ଏବଂ ଆର୍ଥିକ ସମସ୍ୟା ସହିତ ଅସଫଳତା କ୍ଷତି ମଧ୍ୟ ଭୋଗିବାକୁ ପଡ଼ିବ।

ଆଇନା। ବାସ୍ତୁଶାସ୍ତ୍ର ଅନୁସାରେ ମନୁଷ୍ୟକୁ ସକାଳୁ ଉଠିବା ପରେ ଆଇନା କେବେ ମଧ୍ୟ ଦେଖିବା ଉଚିତ ନୁହେଁ। ଏହିପରି କରିବା ଅତ୍ୟନ୍ତ ଅଶୁଭ ମାନାଯାଇଥାଏ। ଶାସ୍ତ୍ର ଅନୁସାରେ ସକାଳୁ ଆଖି ଖୋଲୁ ଖୋଲୁ ଭଗବାନଙ୍କୁ ପ୍ରାର୍ଥନା କରିବା ଆବଶ୍ୟକ। ଏବଂ ନିଜ ପାପୁଲିର ଦର୍ଶନ କରିବା ଉଚିତ। ଏହା ଦ୍ବାରା ଆପଣଙ୍କର ପୁରା ଦିନ ଭଲରେ କଟିବ। ଆପଣଙ୍କ ଉପରେ ସକାରାତ୍ମକ ପ୍ରଭାବ ରହିବ ଏବଂ ଆପଣ ଆପଣଙ୍କ କୁହାଯାଇ ଅଛି ସକାଳୁ ଉଠିବା ପରେ ଆଇନା ଦେଖିବା ଦ୍ୱାରା ଏହାର ଅଶୁଭ ପ୍ରଭାବ ଭାଗ୍ୟ ଉପରେ ପଡିଥାଏ। ଏବଂ ଜୀବନରେ ଉନ୍ନତି ଆସିବା ବଦଳରେ ଅବନତି ହୋଇଥାଏ। ଏଥିପାଇଁ ସକାଳୁ ଉଠିବା ମାତ୍ରେ ଆଇନାରେ ନିଜର ଚେହେରାକୁ ଦେଖନ୍ତୁ ନାହିଁ। କାରଣ ସକାଳୁ ଉଠିବା ବେଳେ ଆମର ଚେହେରା ଖରାପ ଦେଖା ଯାଉଥାଏ। ଆଉ ସକାଳୁ ଉଠି ଏପରି ଛବି ଦେଖିବା ଦ୍ୱାରା ଏହାର ନକରାତ୍ମକ ପ୍ରଭାବ ଆମର ମନ ଉପରେ ପଡିଥାଏ।

ସକାଳୁ ଉଠିବା ମାତ୍ରେ ଆପଣ ଶଙ୍ଖ ଧ୍ଵନି ମନ୍ଦିରର ଘଣ୍ଟିର ଧ୍ଵନି ଏବଂ ଗାୟତ୍ରୀମନ୍ତ୍ରୀକୁ ଶୁଣିବା ବହୁତ ଶୁଭ ମାନାଯାଏ।ରେକଡିଂ ମଧ୍ୟ ଶୁଣିପାରିବେ। ନିଜ ଶୟନ କକ୍ଷରେ ମୟୁରର ଚିତ୍ର ପଦ୍ମ ଚିତ୍ର କିମ୍ବା ପ୍ରାକୃତିକ ଫୋଟ ସକାଳୁ ପ୍ରଥମେ ଦେଖନ୍ତି ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ବ୍ୟତୀତ ଏମିତି କିଛି କାମ ଅଛି ଯାହା ଭୁଲରେ ମଧ୍ୟ କରନ୍ତୁ ନାହିଁ। ବହୁତ ଲୋକଙ୍କର ଅଭ୍ୟାସ ଥାଏ କି ଆଖି ଖୋଲୁ ଖୋଲୁ ଖବର କାଗଜ ନ୍ୟୁଜ ଚ୍ୟାନେଲ ଦେଖିଥାନ୍ତି। ବନ୍ଧୁଗଣ ଖବର କାଗଜକୁ ଖବରର ସୁତ୍ର ମାନାଯାଇଛି। ଖବର କାଗଜରେ ସେହି ଖବର ଲେଖାଯାଏ ଯାହା ଉତେଜନା ଖେଳାଇଥାଏ ଏଥିରେ ବହୁତ ପ୍ରକାରର ନକରାତ୍ମକ ବାସ କରିଥାଏ ଏବଂ ଆପଣଙ୍କ ମୁଣ୍ଡକୁ ନକରାତ୍ମକ ପ୍ରଭାବିତ କରେ। ଲମ୍ବା ନିଦ ପରେ ଆପଣଙ୍କ ମୁଣ୍ଡରେ ଯେଉଁ ସକାରାତ୍ମକ ଗୁଣ ସବୁ ଏକତ୍ରିତ ହୋଇଥାଏ ତାହାକୁ ଏହା ନଷ୍ଟ କରିଦିଏ ସେଥିପାଇଁ ସକାଳୁ ଉଠିବା ମାତ୍ରେ ଏହି କାମ କରନ୍ତୁ ନାହିଁ।

ଶାସ୍ତ୍ରରେ କୁହାଯାଇଛି ସକାଳୁ କେବେବି କୌଣସି ହିଂସ୍ର ପଶୁର ଚିତ୍ର ଦେଖନ୍ତୁ ନାହିଁ ଏବଂ କାହା ସହିତ କଳହ ଝଗଡା କରନ୍ତୁ ନାହିଁ। ଏହା ଆପଣଙ୍କର ଶୁଭ ଗ୍ରହର ସ୍ଥିତିକୁ ଖରାପ କରିପାରେ ଏବଂ ପୁରା ଦିନ ଆପଣଙ୍କୁ ବେକାର କଥାରେ ବାନ୍ଧି ରଖିଥାଏ।

ଆପଣ ଦେଖିଥିବେ ବହୁତ ସାରା ଲୋକଙ୍କର ବେଡ଼ ଟିର ଅଭ୍ୟାସ ରହିଥାଏ। ତେଣୁ କରି ସେମାନେ ବିନା ମୁହଁ ଧୋଇ ବିନା ବ୍ରସ କରି ବେଟି ନେଇଯାନ୍ତି ଏମତି କରିବା ଦ୍ୱାରା ରାହୁ ଏବଂ କେତୁର ପ୍ରଭାବ ପଡିଥାଏ ଏହା ଦ୍ବାରା ଆପଣଙ୍କ ଜୀବନରେ ବେକାର ଚିନ୍ତା ଏବଂ ଅସୁବିଧା ଆସିପାରେ ଏବଂ ଆପଣଙ୍କର ସମସ୍ତ କାମ ବିଗିଡିବାକୁ ଲାଗେ। ତେଣୁ କରି ବେଟିର ଆନନ୍ଦ ନେବା ପୂର୍ବରୁ ବ୍ରସ କରିନିଅନ୍ତୁ। ଯଦି ବ୍ରସ କରିବା ସମ୍ଭବ ନୁହେଁ ତେବେ ସାଧାରଣ ଜଳରେ କୁକି କରିନିଅନ୍ତୁ।

ଏବେ ଆସନ୍ତୁ ଜାଣିବା ସକାଳୁ ଏହି ୩ ଟି କାମ କରିବା ଦ୍ୱାରା କୌଣସି ବି ଶକ୍ତି ଆପଣଙ୍କୁ ଧନୀ ହେବା ଠାରୁ ଅଟକାଇ ପାରିବ ନାହିଁ। ବିନା ପୂଜା ପାଠରେ ଆପଣ ବନିଯିବେ ଧନୀ। ତେବେ ଆସନ୍ତୁ ଜାଣିନେବା।

ସକାଳୁ ଉଠି ପ୍ରଥମେ ଆଖି ଖୋଲିବା ସମୟରେ ଭଗବାନଙ୍କୁ ଧ୍ୟାନ କରିବା। ଶାସ୍ତ୍ରରେ କୁହାଯାଇଛି କି ସକାଳୁ ଉଠିବା ମାତ୍ରେ ହିଁ ସମସ୍ତେ ନିଜର ଇଷ୍ଟ ଦେବତାଙ୍କୁ ହାତ ଯୋଡିବା ଆବଶ୍ୟକ। ଯଦି ଆପଣ ଏମିତି କରିବେ ତେବେ ପୁରାଦିନ ଆପଣଙ୍କର ମନ ଶାନ୍ତ ରହିବ ଏବଂ ସମସ୍ତ କାମ ବିନା ବାଧାରେ ଶେଷ ହେବ। ପ୍ରଥମେ ସକାଳୁ ଉଠି ଇଷ୍ଟ ଦେବତାଙ୍କୁ ଧ୍ୟାନ ଏବଂ ନମସ୍କାର କରନ୍ତୁ ଏମିତି କରିବା ପରେ ଭୂମିକୁ ସ୍ପର୍ଶ କରି ତଳେ ପାଦ ରଖନ୍ତୁ। ଏମିତି କରିବା ଦ୍ୱାରା ସମସ୍ତ ଦେବୀ ଦେବତାଙ୍କ କୃପା ପ୍ରାପ୍ତ ହୋଇଥାଏ।

ସକାଳୁ ଉଠି ଶୀଘ୍ର ଗାଧୋଇ ସ୍ୱଚ୍ଛ ହୋଇଯିବା। ସକାଳୁ ଉଠି ଗାଧୋଇବା ଦ୍ୱାରା ସମସ୍ତ ବ୍ୟକ୍ତିଙ୍କୁ ଲାଭ ହୋଇଥାଏ। ମହିଳା ମାନଙ୍କ ପାଇଁ ଏହା ଅଧିକ ଗୁରୁତ୍ୱପୂର୍ଣ୍ଣ। କାହିଁକିନା ସକାଳୁ ବ୍ରହ୍ମ ମୁହୂର୍ତ୍ତରେ ଗାଧୋଇବା ଦ୍ୱାରା ଘରକୁ ଶୁଭତ୍ୱ ଆସିଥାଏ ଏବଂ ବ୍ରହ୍ମ ମୁହୂର୍ତ୍ତରେ ଗାଧୋଇବା ସମ୍ଭବ ହୋଇପାରେ ନାହିଁ। ସେଥିପାଇଁ ମହିଳାମାନେ ଯେତେ ସକାଳୁ ଉଠୁଛନ୍ତି ସେତେବେଳେ ଗାଧୋଇବା ଉଚିତ। ଆମର ଧର୍ମରେ କୁହାଯାଇଛି ଯେ ମହିଳା ମାନେ ଗାଧୋଇ ସାରି ସବୁ କାମ କରିବା ଉଚିତ। ସକାଳୁ ସକାଳୁ ମହିଳାମାନେ ଗାଧୋଇବା ଦ୍ୱାରା ରକ୍ତଚାପ ସନ୍ତୁଳିନ ରହିଥାଏ। ଏମିତିରେ ରୋଷେଇ ଘରକୁ ପ୍ରବେଶ କରିବା ପୂର୍ବରୁ ଗାଧୋଇବା ନିତାନ୍ତ ଆବଶ୍ୟକ।

ତୁଳସୀ ପୂଜା। ମହିଳାମାନଙ୍କୁ ସକାଳୁ ଉଠି ଗାଧୋଇବା ପରେ ତୁଳସୀଙ୍କୁ ଜଳ ଅର୍ପଣ କରିବା ଦରକାର ଓ ସକାଳୁ ସକାଳୁ ସୂର୍ଯ୍ୟଦେବଙ୍କ ପୂଜା କରିବା ମଧ୍ୟ ନିତାନ୍ତ ଆବଶ୍ୟକ। ଏହା ଦ୍ୱାରା ପରିବାର ଉପରେ ଭଗବାନଙ୍କର ଆଶୀର୍ବାଦ ସବୁବେଳେ ରହିଥାଏ ଏବଂ କୌଣସି ବି କଷ୍ଟ ଘରକୁ ଆସିନଥାଏ। ସକାରାତ୍ମକ ପ୍ରଭାବର ସଂଚାର ଆପଣଙ୍କ ପରିବାର ଉପରେ ରହିଥାଏ। ତୁଳସୀ ପାଖରେ ସବୁବେଳେ ଦୀପ ଲଗାଇଲେ ଭଗବାନ ବିଷ୍ଣୁଙ୍କ କୃପା ସର୍ବଦା ପରିବାର ଉପରେ ରହିଥାଏ। ସକାଳୁ ଯଦି ଏହି ମନ୍ତ୍ରର ଜପ କରିବେ ତେବେ ଆପଣଙ୍କ ପରିବାରକୁ କୌଣସି ଦୁଃଖ କଷ୍ଟ ଯନ୍ତ୍ରଣା ପାରିବାରିକ ଅସୁବିଧା କଳହ ଦେଖାଦେବ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *