Excuse Me Odisha

ଯାହା କହିବୁ ସତ କହିବୁ

୨୦୨୧ ନଭେମ୍ବର ମାସରେ ଏହି ୫ଟି ରାଶିର ଲୋକେ ହେବେ ବହୁତ ଭାଗ୍ୟଶାଳୀ ! ହୀରା ଭଳି ଚମକିବ ଏମାନଙ୍କ ଭାଗ୍ୟ !

ସେୟାର୍ କରନ୍ତୁ

ବନ୍ଧୁଗଣ, ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଦଶମୀ ତିଥି, ମୃଗଶିରା ନକ୍ଷତ୍ର ବୁଧବାର ଠାରୁ ଆରମ୍ଭ ହୋଇସାରିଛି।ଏହି ମାସରେ ଗ୍ରହ ଚଳନରେ ବହୁତ ପରିବର୍ତ୍ତନ ହେବାକୁ ଯାଉଛି। ଗୁରୁ, ଶୁକ୍ର, ବୁଦ୍ଧ, ଆଦି ଗ୍ରହ ମାନଙ୍କର ରାଶି ମଧ୍ୟ ଏହି ମାସରେ ପରିବର୍ତ୍ତନ ହେବାକୁ ଯାଉଅଛି। ଏହା ଫଳରେ ପ୍ରାଏ ସମସ୍ତ ରାଶି ଉପରେ ଏହାର ପ୍ରଭାବ ପଡିବାକୁ ଯାଉଛି।

ଏହାଫଳରେ କିଛି ଲୋକଙ୍କର ଭାଗ୍ୟ ଉଦୟ ହେବାକୁ ଯାଉଛି। ଆସନ୍ତୁ ଜାଣିବା କେଉଁ ରାଶିର ଲୋକ ମାନଙ୍କର ରାଜଯୋଗ ସହିତ ସେମାନଙ୍କ ଭାଗ୍ୟ ଉଦୟ ହେବାକୁ ଯାଉଛି।

୧/ ମେଷ ରାଶି – ଏହି ରାଶିର ଲୋକ ମାନଙ୍କ ପାଇଁ ସେପ୍ଟେମ୍ବର ମାସର ପ୍ରଥମ କିଛି ଦିନ ଶୁଭ ସାବ୍ୟସ୍ତ ହେବ। ଆପଣଙ୍କ କ୍ୟାରିୟର ତଥା ବ୍ୟବସାୟରେ ଲାଭ ପ୍ରାପ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ସହଯୋଗ ମିଳିବ। ରାଜନୀତି ସହିତ ଜଡିତ ଲୋକମାନଙ୍କୁ ମଧ୍ୟ ଶୁଭଫଳ ପ୍ରାପ୍ତି ହେବ। ପୈତୃକ ସମ୍ପତ୍ତିରୁ ମଧ୍ୟ ଆପଣଙ୍କୁ ଲାଭ ମିଳିପାରେ। ଆପଣ ନିଜ ଶରୀର ପ୍ରତି ଧ୍ୟାନ ଦିଅନ୍ତୁ।

୨/ ବୃଷ ରାଶି – ଏହି ରାଶିର ଲୋକମାନଙ୍କୁ ସେପ୍ଟେମ୍ବର ମାସରେ ସାମାନ୍ୟ ଫଳ ପ୍ରାପ୍ତ ହେବ। ଆପଣଙ୍କର ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ମହିଳା ମାନଙ୍କ ପାଇଁ ଏହା ଶୁଭ ସାବ୍ୟସ୍ତ ହେବ। ଗୁପ୍ତ ଶତ୍ରୁ ମାନେ ଆପଣଙ୍କୁ କ୍ଷତି ପହଞ୍ଚାଇ ପାରନ୍ତି। କୌଣସି ନୂତନ ଯୋଜନା ଆରମ୍ଭ କରିବା ପୂର୍ବରୁ ସତର୍କ ରୁହନ୍ତୁ।

୩- ମିଥୁନ ରାଶି – ଏହି ରାଶିର ଲୋକେ ସମୟ ଅନୁସାରେ ନିଜର ସମସ୍ତ କାର୍ଯ୍ୟ ସମାପ୍ତ କରନ୍ତୁ। କାର୍ଯ୍ୟ ପ୍ରତି ଦାୟିତ୍ବହୀନ ହୁଅନ୍ତୁ ନାହିଁ, ଏହା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। କାର୍ଯ୍ୟକ୍ଷେତ୍ରରେ ଶତ୍ରୁ ମାନଙ୍କ ଠାରୁ ସାବଧାନ ରୁହନ୍ତୁ। ଆପଣ ନିଜର ସମସ୍ୟା ଗୁଡିକୁ ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ।ବ୍ୟବସାୟୀ ମାନଙ୍କ ପାଇଁ ଏହି ସମୟ ବହୁତ ଲାଭଦାୟକ ସାବ୍ୟସ୍ତ ହେବ।

୪/ କର୍କଟ ରାଶି – ଏହି ରାଶିର ଲୋକଙ୍କର ଭାଗ୍ୟ ସେପ୍ଟେମ୍ବର ମାସରେ ନିଶ୍ଚିତ ଭାବରେ ସୁଦୃଢ ହେବ। ଏହି ମାସର ମଧ୍ୟ ଭାଗରେ ଆପଣଙ୍କର ପଦୋନ୍ନତୀ ହେବାକୁ ଯାଉଛି। ପରିବାରରେ ଆନନ୍ଦର ଲହରୀ ଖେଳି ଉଠିବ। ଆପଣଙ୍କ ଧର୍ମ ପତ୍ନୀ ସର୍ବଦା ଆପଣଙ୍କ ସପକ୍ଷରେ ରହିବେ।

୫/ ସିଂହ ରାଶି – ଏହି ରାଶିର ଲୋକ ମାନଙ୍କ ପାଇଁ କୌଣସି କ୍ଷେତ୍ରରେ ନିବେଶ କରିବା ଉଚିତ ନୁହେଁ। ଆପଣଙ୍କର କଷ୍ଟ ଅର୍ଜିତ ଧନ ବୁଡିଯିବାର ସମ୍ଭାବନା ରହିଛି। ଆପଣ ଭଲଭାବରେ ବିଚାର କରି କରଜ ଦିଅନ୍ତୁ। ଆପଣଙ୍କର ପାରିବାରିକ ସମସ୍ୟା ଦୂର ହେବାକୁ ଯାଉଛି।

ବନ୍ଧୁଗଣ ଆଶା କରୁଛୁ, ଆପଣଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥିବ। ଭଲ ଲାଗିଥିଲେ ଲାଇକ ଓ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ।ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *