Excuse Me Odisha

ଯାହା କହିବୁ ସତ କହିବୁ

ଝିଅମାନଙ୍କର ଶୋଇବା ଶୈଳୀରୁ ଜାଣନ୍ତୁ ସେମାନଙ୍କୁ କିପରି ପୁଅ ପସନ୍ଦ ଅଟନ୍ତି ଏବଂ ସେମାନଙ୍କର ବ୍ୟକ୍ତିତ୍ଵ କେମିତିକା !

ସେୟାର୍ କରନ୍ତୁ

ବନ୍ଧୁଗଣ ଯଦିଓ ବର୍ତ୍ତମାନ ଆମେ ଆଧୁନିକ ସମାଜରେ ଜୀବନ ଯାପନ କରୁଛେ। କିନ୍ତୁ ଆମେ କେବେବି ଆମର ପୁରାଣ ଶାସ୍ତ୍ର ଏବଂ ବାସ୍ତୁ ଶସ୍ତ୍ରକୁ ଭୁଲି ନଥାଉ।ଆମର ପୁରାଣ ଶାସ୍ତ୍ର ଅନୁସାରେ ମଣିଷ ଜୀବନର ସମସ୍ତ ଶୁଭ ଅଶୁଭ, ଭଲମନ୍ଦ ଆଦି ଯାହାସବୁ ଘଟିଥାଏ, ତାହା ଆମ ଜୀବନର କର୍ମ ଉପରେ ନିର୍ଭର କରେ। ବେଳେବେଳେ ଆମେ ମାନି ଆସିଥିବା ନୀତି ଓ ଧାର୍ମିକ ଗୁଣ ଉପରେ ଆମର ଜୀବନଶୈଳୀ ପରିବର୍ତ୍ତନ ହୋଇଥାଏ। ତେବେ ଆମେ ବାସ୍ତୁ ବଚନ ଅନୁସାରେ ଜଣେ ବ୍ୟକ୍ତିର ସ୍ଵଭାବ, ଭବିଷ୍ୟତ କେବଳ ରାଶି ଅନୁସାରେ ବା ଜନ୍ମଦିନରୁ ଜଣାପଡି ନଥାଏ, ତାଙ୍କର ଶୋଇବା ଶୈଳୀରୁ ମଧ୍ୟ ଜଣା ପଡ଼ିଥାଏ।

ତେବେ ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣମାନଙ୍କୁ ଜଣାଇବୁ ଯେ ମହିଳା ମାନଙ୍କର ଶୋଇବା ଶୈଳୀରୁ ତାଙ୍କ ଭବିଷ୍ୟତ ତଥା ବୈବାହିକ ଜୀବନ ବିଷୟରେ ଜାଣିବା।

୧/ ସିଧା ଶୋଉଥିବା ଝିଅ –

ସାଧାରଣ ଭାବରେ ଯେଉଁ ଝିଅମାନେ ରାତିରେ ଶୋଇଲା ବେଳେ ସିଧା ହୋଇ ଶୁଅନ୍ତି, ସେମାନଙ୍କର ସ୍ଵଭାବ ବହୁତ ଭଲ ହୋଇଥାଏ। ଏମାନେ ସର୍ବଦା ନିଜ କର୍ମରେ ଅଧିକ ଧ୍ୟାନ ଦେଇଥାନ୍ତି। ଏମାନେ ପ୍ରଭାବଶାଳୀ ଲୋକମାନଙ୍କୁ ଅଧିକ ପସନ୍ଦ କରିଥାନ୍ତି।

୨/ ବାମକୁ କଡ଼େଇ ଶୋଉଥିବା ଝିଅ –

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଡାକ୍ତର ସବୁବେଳେ କହିଥାନ୍ତି କି ରାତିରେ ଖାଇସାରି ବାମକୁ କଡ଼େଇ ଶୋଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ। ଯେଉଁ ଝିଅମାନେ ବାମକୁ କଡ଼େଇ ଶୋଇଥାନ୍ତି, ସେମାନେ ପତଳା ଓ ସୁନ୍ଦର ପୁଅକୁ ପସନ୍ଦ କରିଥାନ୍ତି।

୩/ ତକିଆ ଧରି ଶୋଉଥିବା ଝିଅମାନେ –

ଯେଉଁ ଝିଅମାନେ ତକିଆକୁ ଧରି ଶୋଇବାର ଅଭ୍ୟାସ ରଖିଥାନ୍ତି, ସେମାନେ ବହୁତ ଭଲ ହୋଇଥାନ୍ତି। ଏଭଳି ଝିଅଙ୍କୁ,ବିବାହ କରିବା ପାଇଁ ପୁଅର ରୂପ ଓ ଗୁଣ ସହିତ କୌଣସି ସମ୍ବନ୍ଧ ନଥାଏ।ଏମାନେ କାହାକୁ ମଧ୍ୟ ବିବାହ କରି ଖୁସିରେ ରହି ଥାଆନ୍ତି।

୪/ ଗୋଡ ଖୋଲା କରି ଶୋଉଥିବା ଝିଅମାନେ –

ବହୁତ କମ୍ ଝିଅ ରାତିରେ ଶୋଇବା ସମୟରେ ଗୋଡ଼କୁ ଖୋଲା ରଖି ଶୋଇଥାନ୍ତି। କିନ୍ତୁ ଏହିପରି ଝିଅମାନେ ବହୁତ ଅଳସୁଆ ଏବଂ ଠକ ପ୍ରକୃତିର ହୋଇଥାନ୍ତି। ଏମାନଙ୍କୁ ସୁନ୍ଦର ଏବଂ ଖୁସିରେ ରହୁଥିବା ପୁଅ ବହୁତ ପସନ୍ଦ ଅଟନ୍ତି।

୫/ ତକିଆ ଉପରେ ହାତ ରଖି ଶୋଉଥିବା ଝିଅମାନେ –

ଯେଉଁ ଝିଅମାନେ ରାତିରେ ଶୋଇବା ସମୟରେ ତକିଆ ଉପରେ ହାତ ରଖି ଶୋଇ ଥାନ୍ତି, ସେମାନେ ବହୁତ ଚଞ୍ଚଳ ପ୍ରକୃତିର ଅଟନ୍ତି। ଏମାନଙ୍କୁ ବହୁତ ସୁନ୍ଦର ଏବଂ ବୁଦ୍ଧିମାନ ବ୍ୟକ୍ତି ପସନ୍ଦ ଅଟନ୍ତି।

୬/ ନିଜକୁ ଘୋଡେ଼ଇ ଶୋଉଥିବା ଝିଅମାନେ –

ଯେଉଁ ଝିଅମାନେ ସର୍ବଦା ଘୋଡେ଼ଇ ହୋଇ ଶୋଇବାକୁ ପସନ୍ଦ କରିଥାନ୍ତି, ସେମାନେ ବହୁତ ଭଲ ସ୍ୱଭାବର ହୋଇଥାନ୍ତି। ଏହି ଝିଅମାନେ ସ୍ମାର୍ଟ ପୁଅମାନଙ୍କୁ ପସନ୍ଦ କରନ୍ତି।

ବନ୍ଧୁଗଣ ଯଦି ଆମ ଲେଖାଟି ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ଏହି ପୋଷ୍ଟକୁ ସମସ୍ତଙ୍କୁ ସେୟାର କରନ୍ତୁ ଏବଂ ଆମର ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *