Excuse Me Odisha

ଯାହା କହିବୁ ସତ କହିବୁ

ଏହି ଫଳ ଦେଖିବା ମାତ୍ରେ ଘରକୁ ଆଣନ୍ତୁ,ଋଣ କରଜରୁ ମିଳିବ ମୁକ୍ତି। ପୂରଣ ହେବ ଯେକୌଣସି ଇଛା। ଘରକୁ ଆସିବ ଖାଲି ଧନ ଆଉ ଧନ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ଫଳ ଦେଖିବା ମାତ୍ରେ ଆଣନ୍ତୁ ଋଣ କରଜରୁ ମିଳିବ ମୁକ୍ତି। ପୂରଣ ହେବ ଯେକୌଣସି ଇଛା। ଆସିବ ଖାଲି ଧନ ଆଉ ଧନ।

ଏପରି ମନାଯାଏ କି ଯେଉଁ ମାନଙ୍କର ସମ୍ପର୍କ ଭାଙ୍ଗି ଯାଇଛି ଏହି ଆତ ବୃକ୍ଷ ସାହାର୍ଯ୍ୟରେ ଏକ ଛୋଟ ଉପାୟ କଲେ ସବୁ ସମସ୍ୟା ଦୂର ହେବ। ଘରେ ଧନ ସୁଖ ସମୃଦ୍ଧିରେ ବୃଦ୍ଧି ହୋଇଥାଏ। ଏହାର ବୀଜ ଯଦି ଘର ମାଟିରେ ରଖନ୍ତି ତ ଏହା ଆପଣଙ୍କ ଘରକୁ ସୌଭାଗ୍ୟ ଆଣିଥାଏ। ଯଦି ବିନା ଏହି ଗଛ ଲଗେଇକି ଏହି ଗଛ ଆପେ ଆପେ ଉଠିଥାଏ ଏବଂ ୧୦ ବର୍ଷ ପୁରୁଣା ହୋଇଥାଏ ତ ମନାଯାଏ କି ଏହାର ଚେରରେ ମା ଲକ୍ଷ୍ମୀ ବାସ କରିଥାନ୍ତି। ଯଦି ଆପଣ ଏହି ଫଳକୁ ୫ ସପ୍ତାହ ମା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତି ତ ଧନ ଆଗମନର ସ୍ରୋତ ଖୋଲିଯିବ। ଆପଣ ଯେକୌଣସି ସମସ୍ୟାରୁ ମୁକ୍ତି ପାଇବା ହେଉ କିମ୍ବା ଧନ ପ୍ରାପ୍ତି ପାଇଁ ହେଉ କିମ୍ବା ବ୍ୟବସାୟ ଉନ୍ନତି ପାଇଁ ହେଉ କିମ୍ବା ପ୍ରେମ ସମ୍ପର୍କ ହେଉ କିମ୍ବା ଯେକୌଣସି ଅପୂର୍ଣ ଇଛା ଆପଣଙ୍କ ସହ ରହି ଆସିଛି ସବୁ ମନକାମନା ପୂର୍ତ୍ତି ପାଇଁ କି କଣ କରିବେ ନାଁ ମଙ୍ଗଳବାର ଦିନ ଆପଣ ଏହି ଆତ ବୃକ୍ଷ ପକ୍ଷକୁ ଯାଇ କେତେ ଗୁଡିଏ ପତ୍ର ସଂଗ୍ରହ କରିବେ ଏବଂ ସେହି ପତ୍ରକୁ ଆଣି ଘରେ ତାକୁ ଭଲ ଭାବରେ ଗଙ୍ଗା ଜଳରେ ଧୋଇ ତାକୁ ଛେଞ୍ଚି ତାର ରସ ବାହାର କରିବେ। ଯେକୌଣସି ଗୋଟିଏ ଫୁଲ ଗଛର କାଠି ସହାୟତାରେ ଆପଣ ନିଜର ମନର ଇଛାଟିକୁ ଗୋଟିଏ କିମ୍ବା ଦୁଇଟି ଶବ୍ଦ ମଧ୍ୟରେ ଆପଣ ଭୁଜ ପତ୍ର ଉପରେ ଲେଖି ଦେବେ ଏବଂ ତାକୁ ଯେକୌଣସି ଏକ ନିବୃତ ସ୍ଥାନରେ ଲୁଚାଇକି ରଖିବେ। ଯେତେବେଳେ ଆପଣଙ୍କର ଇଛାଟି ପୁର୍ଣ ହେଉଛି ଆପଣ ନିବୃତ ସ୍ଥାନରେ ଥିବା ଭୁଜ ପତ୍ରଟିକୁ ବାହାର କରିବେ ଏବଂ ତାକୁ ନେଇ ଗୋଟେ ପ୍ରଭାହିତ ଜଳରେ ଭସେଇ ଦେବେ। ଏ ହେଉଛି ସୀତା ମାତାଙ୍କର ଫଳ।

ଶ-ତ୍ରୁ ବି-ନାଶ ପାଇଁ ଏହି ପତ୍ରକୁ ଯେକୌଣସି ଶନିବାର ଦିନ ପତ୍ରକୁ ଆଣି ସେମିତି ତାର ରସକୁ ନିଗଡ଼ି କରି ଯେକୌଣସି ଫୁଲ ଗଛର କାଠିର ସାହାର୍ଯ୍ୟରେ ଗୋଟେ ଭୁଜ ପତ୍ର ଉପରେ ଲେଖିଦେବେ ଶ-ତ୍ରୁ ନା-ଶନମ ଏବଂ ତା ତଳକୁ ଶ-ତ୍ରୁର ନାମ ଲେଖିବେ ଏହିଭଳି ଭାବେ ଭୁଜ ପତ୍ରରେ ଏହି ରସ ସାହାର୍ଯ୍ୟରେ ଲେଖିକି ଆପଣ ଏହି ଭୁଜ ପତ୍ରଟିକୁ ଚାରି ଭା-ଙ୍ଗ କରି ଭା-ଙ୍ଗି ଦେବେ ଏବଂ ତାକୁ ନେଇକି ଗୋଟେ ମଶାଣିରେ ଥୋଇ ଦେଇକି ଆସିବେ। ଦେଖିବେ ସେ ଶ-ତ୍ରୁଟିର ମତି ଭ୍ରମ ଘଟିବ।

ଯଦି ଆପଣ ନିଜ ଜୀବନରେ ଋଣ ଗ୍ରସ୍ତ ହୋଇ ବଞ୍ଚୁଛନ୍ତି ସବୁବେଳେ ଦୁଃଖ ଚିନ୍ତାରେ ରହୁଛନ୍ତି ତେବେ ଏହି ଏହି ଉପାୟ କରନ୍ତୁ ଆପଣଙ୍କର ସମସ୍ତ ସମସ୍ୟା ଦୂର ହେବା ସହିତ ଆପଣଙ୍କ ଘରକୁ ଧନ ଆଗମନ ହୋଇଥାଏ। ଯଦି ଆପଣ ଏହି ଫଳକୁ ମା ଲକ୍ଷ୍ମୀଙ୍କ ମନ୍ଦିରକୁ ଯାଇ ୧୧ ଦିନ ଭୋଗ ଲଗାଉଛନ୍ତି ତେବେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ଅନେକ କୃପା ବର୍ଷା କରିଥାନ୍ତି।

ଯଦି ଆପଣଙ୍କ ବ୍ୟବସାୟରେ ଉନ୍ନତି ଘଟୁନାହିଁ ଅକ୍ଲାନ୍ତ ପରିଶ୍ରମ କରିବା ପରେ ମଧ୍ୟ ଉନ୍ନତି ହେଉନାହିଁ ଧନର ଆଗମନ ହେଉନାହିଁ ତ କଣ କରିବେ ନାଁ ଯେକୌଣସି ଗୁରୁବାର ଦିନ ଆପଣ ଅସ୍ତ ଗଛ ମୂଳକୁ ଯିବେ ଏବଂ ତାର ଗୋଟିଏ ପତ୍ର ସଂଗ୍ରହ କରିବେ ସେହି ପତ୍ରରେ ଆପଣଙ୍କର ଏହି ଆତ ଗଛର ପତ୍ରର ରସରେ ଏବଂ ଗୋଟିଏ ଫୁଲ ଗଛର କାଠିରେ ସେଠି ଶ୍ରୀମ ଶବ୍ଦକୁ ଲେଖିବେ ଏବଂ ଲେଖି ସରିବା ପରେ ନିଜ ପାଖରେ ରଖିବେ କିମ୍ବା ଧନ ରଖୁଥିବା ଜାଗାରେ ରଖିବେ ଏମିତି କଲେ ଧନ ଆସିଥାଏ। ଧନର କେବେବି ଅଭାବ ରହିନଥାଏ। ତେବେ ଏହିସବୁ ପ୍ରୟୋଗ ନିଶ୍ଚୟ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *