Excuse Me Odisha

ଯାହା କହିବୁ ସତ କହିବୁ

ଭଲ ସମୟ ଆସିବା ପୂର୍ବରୁ ଦେବୀ ମାଆ ଲକ୍ଷ୍ମୀଙ୍କ ବାହନ ପେଚା ଦେଇଥାଏ ଏହି ୩ଟି ସଂକେତ। ଆଉ ଘରକୁ ପ୍ରବେଶ କରିଥାନ୍ତି ମାଆ ଲକ୍ଷ୍ମୀ !

ସେୟାର୍ କରନ୍ତୁ

ବନ୍ଧୁଗଣ, ପୃଥିବୀରେ ମଣିଷ ମାନଙ୍କ ଭଳି ପଶୁପକ୍ଷୀ ମଧ୍ୟ ପ୍ରକୃତିର ଅଙ୍ଗ ଅଟନ୍ତି ଏବଂ ଆମର ମିତ୍ର ମଧ୍ୟ ଅଟନ୍ତି। ପଶୁ ପକ୍ଷୀ ମାନଙ୍କର ନିଜର ଏକ ବିଶେଷତା ରହିଛି।ଏହି ବିଶେଷତା ଯୋଗୁଁ ସେମାନେ ଜଣା ଯାଇଥାନ୍ତି। କେତେକ ସମୟରେ ତାଙ୍କୁ ଶୁଭ ଅଶୁଭ ସହିତ ମଧ୍ୟ ଯୋଡି ଦେଖାଯାଇଥାଏ।

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଏଭଳି ଏକ ପକ୍ଷୀ ପେଚା ବିଷୟରେ। ପେଚା ବିଷୟରେ କିଛି ଏଭଳି ବିଶେଷତା ଏବଂ ମାନ୍ୟତା ରହିଛି, ଯାହା ଆଜି ମଧ୍ୟ ତାକୁ ଶୁଭ ଏବଂ ଅଶୁଭ ମଧ୍ୟରେ ଗଣା ଯାଏ। ସାଧାରଣତଃ ମନୁଷ୍ୟ ପେଚାକୁ ଶୁଭ ମାନିଥାନ୍ତି , ତ ଆଉ କିଛି ଲୋକେ ତାକୁ ଅଶୁଭ ମାନିଥାନ୍ତି।

ପେଚା ଏକ ଏଭଳି ପକ୍ଷୀ ଅଟେ ଯାହା ରାତିରେ ଅନିଦ୍ରା ରହିଥାଏ ଏବଂ ଦିନରେ ସୋଇଥାଏ। ପେଚାର ଶାରୀରିକ ରଚନା ଏବଂ ତାହାର ସ୍ଵର ଏଭଳି ହୋଇଥାଏ ଯେ କିଏ ମଧ୍ୟ ଅଚାନକ ଡରିଯିବ। ଏହି କାରଣରୁ ଏହାକୁ ଦେଖିବା ଅଶୁଭ ମାନା ଯାଇଥାଏ। ପେଚା ମୁଖରୁ ବାହାରୁଥିବା ହୁଁ ହୁଁ ଭଳି ଧ୍ୱନି ରାତିର ଶାନ୍ତ ବାତାବରଣକୁ ଭୟଙ୍କର ବନାଇଥାଏ।

୧/ ଦୀପାବଳି ସମୟରେ ପେଚା ଦେଖାଯିବା ଅଥବା ପେଚାର ଘରକୁ ଆସିବା ଅଥବା ତାହାର ସ୍ଵର ଶୁଣାଯିବା, ଅତ୍ୟନ୍ତ ଶୁଭ ମାନାଯାଇଥାଏ। ଏହା ଦେବୀ ଲକ୍ଷ୍ମୀଙ୍କ ଆସିବାର ସଂକେତ ହୋଇଥାଏ।

୨/ ଯଦି କୌଣସି ଗର୍ଭବତୀ ମହିଳାଙ୍କୁ ପେଚା ଦେଖାଯାଇଥାଏ, ତେବେ ତାହା ଶୁଭ ସଂକେତ ଅଟେ। ଯଦି ପେଚା ତାହାକୁ ଛୁଇଁ ଥାଏ, ତେବେ ତାହାର ହେବାକୁ ଯାଉଥିବା ସନ୍ତାନ ସୌଭାଗ୍ୟଶାଳୀ ହୋଇଥାଏ।

୩/ ସେହିଭଳି ଭାବରେ ପେଚା ଯଦି କୌଣସି ରୋଗୀକୁ ଛୁଇଁ ଚାଲିଯାଇଥାଏ, ତେବେ ତାହାର ଗମ୍ଭୀର ରୋଗ ମଧ୍ୟ ଭଲ ହୋଇଯାଇଥାଏ।

୪/ ଯଦି କିଛି ଆବଶ୍ୟକ କାର୍ଯ୍ୟ ଯେପରି ଚାକିରି, ପରୀକ୍ଷା ଆଦି ପାଇଁ ଯାଉଛନ୍ତି ଏବଂ ପେଚା ଦେଖିନିଅନ୍ତି, ତେବେ ତାହା ଶୁଭ ମାନାଯାଇଥାଏ ।

୫/ ସକାଳୁ ସକାଳୁ ଯଦି ପେଚା ଦେଖାଯାଏ ଅଥବା ତାହାର ସ୍ଵର ଶୁଣାଯାଏ, ତେବେ ତାହା ଧନପ୍ରାପ୍ତିର ସଂକେତ ଅଟେ। ଏଣୁ ପେଚାକୁ ଅଥବା ତାହାର ସ୍ୱରକୁ କେବେ ମଧ୍ୟ ଅଣଦେଖା କରନ୍ତୁ ନାହିଁ।

୬/ ପେଚାର ଆଖିରେ ଆଖି ମିଶାଇ ଦେଖିବା ଅତ୍ୟନ୍ତ କଠିନ କାର୍ଯ୍ୟ ହୋଇଥାଏ।କିନ୍ତୁ ଯଦି ଏଭଳି ହୋଇଥାଏ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ।ତାହେଲେ ଆପଣ ଜାଣି ନିଅନ୍ତୁ, ଆପଣଙ୍କ ଉପରେ ଧନର ବର୍ଷା ହେବାକୁ ଯାଉଛି। ଏହିସବୁ ସଙ୍କେତ ଯଦି ଆପଣ ଦେଖୁଛନ୍ତି, ତାହେଲେ ବୁଝି ଯାଆନ୍ତୁ ଯେ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିଛି।

ବନ୍ଧୁଗଣ ଆଶା କରୁଛୁ ଆପଣଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥିବ। ଏହାକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ ଏବଂ ଆଗକୁ ଆମ ସହିତ ରହିବା ପାଇଁ ଆମର ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *