Excuse Me Odisha

ଯାହା କହିବୁ ସତ କହିବୁ

ଦୁନିଆରେ ସବୁଠାରୁ ଭାଗ୍ୟଶାଳୀ ରାଶି । ୨୦୨୨ ରୁ ୨୦୪୦ ପର୍ଯ୍ୟନ୍ତ ଭାଗ୍ୟ ଚମକିବ । ଏଥିରେ ଆପଣଙ୍କ ରାଶି ନାହିଁ ତ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଦୁନିଆରେ ସବୁଠାରୁ ଭାଗ୍ୟଶାଳୀ ରାଶି। ୨୦୨୨ ରୁ ୨୦୪୦ ପର୍ଯ୍ୟନ୍ତ ଭାଗ୍ୟ ଚମକିବ।

ବନ୍ଧୁଗଣ ଏହି ରାଶି ଗୁଡିକ ହେଉଛନ୍ତି ସବୁଠାରୁ ଶୁଭ ରାଶି। ୨୦୨୨ ଠାରୁ ୨୦୪୦ ପର୍ଯ୍ୟନ୍ତ ଶୁଭ ରହିବ ଏମାନଙ୍କ ଭାଗ୍ୟ।ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜ୍ୟୋତିଷ ଶାସ୍ତ୍ରର ସେହି ଭାଗ୍ୟଶାଳୀ ରାଶି ଗୁଡିକର ବିଷୟରେ କହିବା ପାଇଁ ଯାଉଛୁ ଯେଉଁମାନଙ୍କର ଭାଗ୍ୟ ୨୦୨୨ ରୁ ୨୦୪୦ ପର୍ଯ୍ୟନ୍ତ ବହୁତ ହିଁ ଶୁଭ ରହିବ। ଯାହାର ଉପରେ ମା ଲକ୍ଷ୍ମୀଙ୍କର କୃପା ସର୍ବଦା ଲାଗିରହିବ। ଏହି ରାଶି ମାନଙ୍କର ଭାଗ୍ୟ ୨୦୨୨ ଠାରୁ ଆରମ୍ଭ କରି ୨୦୪୦ ପର୍ଯ୍ୟନ୍ତ ଅତ୍ୟନ୍ତ ଭଲ ରହିବ। ଏହି ରାଶି ମାନଙ୍କୁ ନିଜର ଜୀବନରେ ବହୁତ ବଡ଼ ବଡ଼ ସଫଳତା ମିଳିବା ପାଇଁ ଯାଉଛି। ଏମାନଙ୍କ କୁଣ୍ଡଳୀରେ ମଧ୍ୟ କେତେସାରା ରାଜଯୋଗ ବନୁଛି ଏବଂ ଏହି ରାଜଯୋଗର ଲାଭ ଆପଣଙ୍କୁ ଏବେ ମିଳିବାକୁ ଯାଉଛି। ତେଣୁ ବନ୍ଧୁଗଣ ଆସନ୍ତୁ ଜାଣିନେବା କଣ ସେହି ରାଶି ଗୁଡିକ ଏବଂ ଏହି ରାଶି ମାନଙ୍କୁ କଣ ସବୁ ଲାଭ ମିଳିବା ପାଇଁ ଯାଉଛି। ତେଣୁ ବନ୍ଧୁଗଣ କହି ରଖୁଛୁ ଯେ ଏହି ରାଶି ମାନଙ୍କ ଭକ୍ତି ଏବଂ ପୂଜା ପାଠକୁ ଦେଖି ମା ଲକ୍ଷ୍ମୀ ବହୁତ ପ୍ରସନ୍ନ ହୋଇଛନ୍ତି ଯାହା ଫଳରେ ଏହି ଲୋକମାନେ ସମାଜରେ ନୂଆ ନୂଆ କୀର୍ତ୍ତି ମାନ ସ୍ଥାପନା କରିବା ସହିତ ନିଜର ଅଲଗା ପରିଚୟ ସୃଷ୍ଟି କରିବେ। ନୂଆ ନୂଆ ସଫଳତା ହାସଲ କରିବେ। ଏହି ରାଶିମାନେ ଦିନକୁ ଦିନ ଉନ୍ନତି ଓ ସଫଳତା ହାସଲ କରିବାର ସମୟ ଏବେ ପାଖେଇ ପାଖେଇ ଆସୁଛି।

ଜୀବନରେ ହେବାକୁ ଥିବା ପରିବର୍ତ୍ତନ ଆପଣଙ୍କର ପାଇଁ ବହୁତ ଖାସ ହେବ। ଶିକ୍ଷା ଚାକିରୀ ପ୍ରେମ ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଏବଂ ଦାମ୍ଫତ୍ୟ ଜୀବନରେ ଆପଣଙ୍କୁ ବହୁତ ଶୀଘ୍ର ନୂଆ ଖୁସି ଖବର ମିଳିବାର ସମ୍ଭାବନା ନଜର ଆସୁଛି। କୌଣସି ଲୋକର କଥାର ପଡି ଆପଣ କୌଣସି ମହତ୍ୱପୂର୍ଣ ନିଷ୍ପତି ନିଅନ୍ତୁ ନାହିଁ। ଏବଂ ଯାହାବି କରୁଛନ୍ତି ଭାବି ଚିନ୍ତି କରନ୍ତୁ। ନିଜର ବିବେକ ବିଚାର ସହିତ କାର୍ଯ୍ୟ କରିବାର ଆପଣଙ୍କୁ ଆବଶ୍ୟକତା ରହିଛି। କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଆପଣଙ୍କ ଭାଗ୍ୟର ସମ୍ପୂର୍ଣ ସହଯୋଗ ମିଳିବା ପାଇଁ ଯାଉଛି। ଆପଣଙ୍କର ଲଟେରୀ ମଧ୍ୟ ଲାଗିବାର ସମ୍ଭାବନା ବନୁଛି।ସମାଜରେ ଆପଣଙ୍କର ମାନ ସମ୍ମାନ ଅଧିକରୁ ଅଧିକ ବଢିଯିବ। ଆପଣଙ୍କ ବୈବାହିକ ଜୀବନରେ ଖୁସି ଆସିବାର ଦେଖାଯାଉଛି। ସନ୍ତାନ ମାନଙ୍କର ତରଫରୁ କୌଣସି ଉପହାର ମଧ୍ୟ ମିଳିପାରେ। ଭାଗ୍ୟ ଚମକିବା କାରଣରୁ ଆପଣଙ୍କର ସବୁ ଅଟକି ରହିଥିବା କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ। ସମାଜରେ ଆପଣଙ୍କର ମାନ ସମ୍ମାନ ମଧ୍ୟ ବଢିଯିବ। ଯେଉଁମାନେ ଅବିବାହିତ ରହିଛନ୍ତି ସେମାନଙ୍କର ବିବାହର ଯୋଗ ଏହି ବର୍ଷରେ ବନୁଛି। ଚାକିରୀ କ୍ଷେତ୍ରରେ ଆପଣଙ୍କୁ ପଦଉନ୍ନତି ପ୍ରାପ୍ତ ହେବ। ବ୍ୟାପାରରେ ଚାଲିଆସୁଥିବା ସମସ୍ୟା ଦୂର ହେବ। ଆୟ କରିବାର ନୂଆ ଦିଗ ଖୋଲିବା ପାଇଁ ଯାଉଛି।ଆଗାମୀ ପରୀକ୍ଷାରେ ମଧ୍ୟ ଆପଣଙ୍କୁ ସଫଳତା ହାସଲ ହେବା ପାଇଁ ଯାଉଛି। ମା ଲକ୍ଷ୍ମୀଙ୍କ କୃପାରୁ ୨୦୨୨ ରୁ୨୦୪୦ ପର୍ଯ୍ୟନ୍ତ ଏହି ଭାଗ୍ୟଶାଳୀ ରାଶି ମାନଙ୍କ ଜୀବନ ଚମକିବାକୁ ଯାଉଛି ତେବେ ବନ୍ଧୁଗଣ ଆସନ୍ତୁ ସେହି ଭାଗ୍ୟଶାଳୀ ରାଶି ମାନଙ୍କର ବିଷୟରେ ଜାଣିବା।

ମିଥୁନ ରାଶି। ଆସିବାକୁ ଥିବା ଏହି ସମୟରେ ମିଥୁନ ରାଶିର ଜାତକଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ କୃପାଦୃଷ୍ଟି ରହିବ ଏବଂ ଆପଣଙ୍କର ୨୦୨୨ ରୁ ୨୦୪୦ ପର୍ଯ୍ୟନ୍ତ ସବୁ ଦୁଃଖର ନିବାରଣ ହୋଇଯିବ। ମା ଲକ୍ଷ୍ମୀଙ୍କ କୃପାରୁ ଆପଣ ଜୀବନରେ ଉନ୍ନତି କରିବେ। ଜୀବନରେ ଅନେକ ପ୍ରକାରର ଲାଭ ଆପଣଙ୍କୁ ପ୍ରାପ୍ତ ହେବ। ଜୀବନରେ ହେବାକୁ ଥିବା ପରିବର୍ତ୍ତନ ବହୁତ ହିଁ ଭଲ ରହିବ। ମା ଲକ୍ଷ୍ମୀ କୃପାରୁ ଆପଣଙ୍କୁ ଧନର ପ୍ରାପ୍ତି ସହିତ ଖୁସି ମଧ୍ୟ ମିଳିବ। ଯେଉଁ ମାନଙ୍କର ବିବାହ ହୋଇ ପାରୁନଥିଲା ସେମାନଙ୍କର ଭଲ ଜାଗାରେ ବିବାହର ଯୋଗ ବନୁଅଛି। ଯେଉଁମାନେ ଚାକିରୀ ଖୋଜୁଥିଲେ ସେମାନଙ୍କୁ ଚାକିରୀ ମିଳିବା ସହିତ ଭଲ ସ୍ୟାଲେରି ମଧ୍ୟ ମିଳିବ। ଆପଣଙ୍କୁ ଏହି ସମୟରେ ସମସ୍ତ ପ୍ରକାରର ସହଯୋଗ ମିଳିବ। ଆପଣଙ୍କର ସମସ୍ତ କାର୍ଯ୍ୟ ସଫଳ ହେବ।

ସିଂହ ରାଶି। ଏହି ରାଶିର ଲୋକଙ୍କର ସବୁ ଦୁଃଖ କଷ୍ଟ ମା ଲକ୍ଷ୍ମୀ ନିବାରଣ କରିବେ। ୨୦୨୨ ରୁ ୨୦୪୦ ପର୍ଯ୍ୟନ୍ତ ଆପଣଙ୍କର ଭାଗ୍ୟ ଚମକିବ। ଅନେକ ପ୍ରକାରର ଖୁସି ଖବର ଆପଣଙ୍କୁ ପ୍ରାପ୍ତ ହେବ। ଆପଣଙ୍କ ଭାଗ୍ୟ ଏବେ ବଦଳିବାକୁ ଯାଉଛି। ଆପଣଙ୍କ ଜୀବନରେ ଅନେକ ପ୍ରକାରର ଖୁସି ଯେପରି ଧନର ବୃଦ୍ଧି ହେବ। କୋର୍ଟ କଚେରୀ ମାମଲାରେ ଆପଣଙ୍କୁ ବିଜୟୀ ହାସଲ ହେବ। ସମାଜରେ ମାନ ସମ୍ମାନ ବଢିବ। ଏହି ସିଂହ ରାଶିର ଲୋକମାନଙ୍କୁ ଏହି ସମୟରେ ନିଜ କଥା ଉପରେ ନିୟନ୍ତ୍ରଣ ରଖିବା ଉଚିତ। ଆପଣ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ମିଳିବ।

କନ୍ୟା ରାଶି। ଏହି ରାଶିର ଜାତକ ମାନଙ୍କୁ ୨୦୨୨ ରୁ ୨୦୪୦ ପର୍ଯ୍ୟନ୍ତ ଖୁସିରେ ରହିବେ। ଆପଣ ଦୁନିଆର ସବୁଠୁ ଶୁଭ ରାଶି ମାନଙ୍କ ମଧ୍ୟରୁ ଜଣେ। ଆପଣଙ୍କୁ ସେୟାର ମାର୍କେଟରୁ ଲାଭ ମିଳିବ। ଇନକମରେ ବୃଦ୍ଧି ହେବ। ହଠାତ ଧନର ବୃଦ୍ଧି ହେବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ବହୁତ ଭଲ ରହିବେ। ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ରହିବ। ଏଥିପାଇଁ ଆପଣଙ୍କୁ ଅନେକ ପ୍ରକାରର ଲାଭ ମିଳିବ। ସବୁଠାରୁ ଅଧିକ ଆପଣଙ୍କୁ କାରବାରରେ ଲାଭ ମିଳିବ। ସମାଜରେ ଆପଣଙ୍କର ମାନ ସମ୍ମାନ ମିଳିବ। ଆଗକୁ ଆସିବାକୁ ଥିବା ସମୟ ବହୁତ ଭଲ ରହିବ। ଆପଣ ମା ଲକ୍ଷ୍ମୀଙ୍କ ନାମ ନେଇ ଯେକୌଣସି କାମ କରିବେ ସେଥିରେ ସଫଳତା ମିଳିବ।

ମକର ରାଶି। ଏହି ରାଶିର ଲୋକଙ୍କୁ ଏହି ସମୟରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ମା ଲକ୍ଷ୍ମୀଙ୍କ କୃପାରୁ ମାନ ସମ୍ମାନ ମିଳିବ। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ନୂତନ ବ୍ୟକ୍ତିଙ୍କ ସହିତ ପରିଚୟ ହୋଇପାରେ। ଆଗକୁ ଆସିବାକୁ ଥିବା ସମୟ ଆପଣଙ୍କ ପାଇଁ ବହୁତ ଭଲ ରହିବ। ବ୍ୟାପାର କରୁଥିବା ଲୋକଙ୍କୁ ଅଧିକ ଧନ ଲାଭ ହେବ। ଆପଣ ନିଜ ଜୀବନରେ କେବଳ ଉନ୍ନତି ହିଁ ଉନ୍ନତି କରିବେ। ସମୟ ସହିତ ନିଜ ଜୀବନରେ ପରିବର୍ତ୍ତନ ଦେଖିବାକୁ ପାଇବେ। ଆପଣ ନିଜ କାର୍ଯ୍ୟ କ୍ଷେତ୍ରରେ ପ୍ରଗତି କରିବେ।

ମୀନ ରାଶି। ଏହି ରାଶିର ଜାତକଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ରହିଛି। ମା ଲକ୍ଷ୍ମୀଙ୍କ ବରଦାନ କାରଣରୁ ଏମାନେ ସବୁ କାର୍ଯ୍ୟକୁ ସଫଳ କରି ଚାଲିବେ। ଲାଭକାରୀ ସିଦ୍ଧି ହେବେ ଆପଣ। ପ୍ରଭାବଶାଳି ବ୍ୟକ୍ତିଙ୍କ ମଧ୍ୟରେ ଆପଣ ଗଣିତ ହେବେ। ଆପଣ ନିଜର ଆତ୍ମବିଶ୍ୱାସକୁ ବ୍ୟବହାର କରି ସବୁ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ଯାହା ଦ୍ୱାରା ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ। ପ୍ରେମ ସମ୍ପର୍କ ଆପଣଙ୍କର ମଧୁର ରହିବ। ଦାମ୍ଫତ୍ୟ ଜୀବନରେ ଖୁସି ଆସିବ। ଆପଣଙ୍କ ପରିବାରରେ ମଧ୍ୟ ଖୁସି ଦେଖିବାକୁ ମିଳିବ।

ମେଷ ରାଶି। ଏହି ରାଶିର ଜାତକଙ୍କୁ ସଫଳତା ମିଳିବ। ଆପଣ ଏବେ ବହୁତ ଆଗକୁ ଗତି କରିବେ। କାର୍ଯ୍ୟ କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହିତ ସମ୍ବଦ୍ଧ ହୋଇପାରେ। ସେ ଆପଣଙ୍କ କାର୍ଯ୍ୟରେ ପ୍ରସନ୍ନ ରହିବେ। ଆପଣଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା କାର୍ଯ୍ୟ କାର୍ଯ୍ୟକାରୀ ହେବ। ତା ସହିତ ଘର ପରିବାରରେ ଖୁସି ନଜର ଆସିବ। ଘରେ କୌଣସି ବିବାହ କାର୍ଯ୍ୟ ହୋଇପାରେ। ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହି ବର୍ଷ ଭଲ ରହିବ। ତା ସହିତ ଅବିବାହିତ ଜାତକ ବିବାହ ବନ୍ଧନରେ ବାନ୍ଧି ହେବେ। ଆପଣଙ୍କୁ ବିଦେଶ ଯାତ୍ରା ପାଇଁ ସୁଯୋଗ ମିଳିପାରେ। ନୂଆ ଚାକିରୀ ମଧ୍ୟ ମିଳିପାରେ। ଧନ ପ୍ରାପ୍ତି ମଧ୍ୟ ହୋଇପାରେ। ଅଟକି ରହିଥିବା କାର୍ଯ୍ୟ ସମ୍ପୁର୍ଣ ହୋଇପାରେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *