Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ଘରେ ଏହି ୨ଟି ମୂର୍ତ୍ତି ଏକାଠି ଥାଆନ୍ତି,ସେଠାକୁ ସାକ୍ଷତ ଭଗବାନ ଆସିଥାନ୍ତି,ଯାହା ଚାହିଁବେ ତାହା ହେବ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯେଉଁ ଘରେ ଏହି ୨ ଟି ମୂର୍ତି ଏକାଠି ଥାନ୍ତି ସେଠାକୁ ସାକ୍ଷତ ଭଗବାନ ଆସନ୍ତି। ଯାହା ଚାହିଁବେ ତାହା ହେବାକୁ ଲାଗିବ।

ବନ୍ଧୁଗଣ ଏହି ସହଜ କ୍ରିୟାଟିକୁ କରିବା ଦ୍ୱାରା ଜଣେ ବ୍ୟକ୍ତି ସମାଜରେ ପ୍ରତିଷ୍ଠିତ ପ୍ରଭାବଶାଳୀ ଧନଶାଳୀ ଏବଂ ଶତ୍ରୁଜୟୀ ହୋଇଥାଏ। ଏହା ଏମିତି ଏକ କ୍ରିୟା ଲୋକମାନେ ତତ୍କାଳୀନ ବଶୀଭୂତ ହୋଇଥାନ୍ତି। ଯେଉଁ ଲୋକଙ୍କ ପାଖରେ ମୁହଁରେ ବସିକରଣ କଳା ଉତ୍ପନ ହୋଇଥାଏ ତାର ଏଭଳି କୌଣସି କାମ ନାହିଁ ଯାହାକି ସେ ସଂସାରରେ କରିପାରିବ ନାହିଁ। ଏହି କ୍ରିୟା କଲେ ଯେକୌଣସି ବ୍ୟକ୍ତି ଯେଉଁ କାମ କରିବାକୁ ଚାହେଁ ସେ କାମ ନିଶ୍ଚିତ ଭାବରେ ଆପେ ଆପେ ହୋଇଯାଇଥାଏ। ଏଥିରେ ନାଁ କୌଣସି ତନ୍ତ୍ର ମନ୍ତ୍ର ଯନ୍ତ୍ର ପୂଜାପାଠ ନୈବେଦ୍ୟ ଏଭଳି କୌଣସି ଝିଝଣ୍ଟ ନାହିଁ। ଏହାକୁ ଯେକୌଣସି ସାଧାରଣ ବ୍ୟକ୍ତି କରିପାରିବ। କେବଳ ଘରେ ଏହି ପ୍ରଚଣ୍ଡ ଶକ୍ତିଶାଳୀ ୨ ଟି ମୂର୍ତି ରଖିବାର ଅଛି ତାହାର ଯେଉଁ ଗୁପ୍ତ ତନ୍ତ୍ର ତାକୁ ସଠିକ ଭାବରେ କରିବାର ଅଛି। ତେବେ ଆସନ୍ତୁ ସେହି କ୍ରିୟାଟି ବିଷୟରେ ଜାଣିବା। ସେହି କ୍ରିୟା ଦ୍ୱାରା ଧନଶାଳୀ ପ୍ରଭାବଶାଳୀ ପ୍ରତିଷ୍ଠିତ ବ୍ୟକ୍ତି ହୋଇପାରିବେ।

ବନ୍ଧୁଗଣ ଏହି ମୂର୍ତି ମାଧ୍ୟମରେ ଏହିସବୁ ଚମତ୍କାର କରିପାରିବା। ଆମର ଧନ ଆସିବା ଦିଗକୁ ଉନ୍ମଚନ କରିପାରିବା ଏବଂ ଶତ୍ରୁ ମାନଙ୍କ ଉପରେ ବିଜୟୀ ପ୍ରାପ୍ତ କରିପାରିବା ଏବଂ ନିଜ ଭିତରେ ସ୍ଵୟଂ ସମୁହନ ବସିକରଣ ଶକ୍ତି ଉତ୍ପନ କରିକି ସାରା ଦୁନିଆକୁ ମୋହିତ କରିପାରିବେ। ଏଥିପାଇଁ ଦୁଇଟି ମୂର୍ତ୍ତିର ଆବଶ୍ୟକତା ଅଛି। ସମସ୍ତ ମୂର୍ତି ପଛରେ ଅଲଗା ଅଲଗା ପ୍ରତିଭା ଲୁଚି ରହିଥାଏ। ଏମିତି ମୂର୍ତି ଥାଏ ତାଙ୍କ ଭିତରେ ଏକ ତନ୍ତ୍ର ଶକ୍ତି ଲୁଚିକି ରହିଥାଏ। ଏମାନଙ୍କର କାର୍ଯ୍ୟ ଅତ୍ୟନ୍ତ ଗୋପନୀୟ ଏବଂ ମହାଶକ୍ତିଶାଳୀ ହୋଇଥାଏ ଏବଂ ଏପରି କିଛି ମୂର୍ତି ଅଛି ଯାହାକୁ ଆପଣ ରଖିବେ ଉଦାହରଣ ସ୍ୱରୂପ:- ଧରାଯାଉ ଯେଉଁ ବ୍ୟକ୍ତିମାନେ ଭଗବାନ ହନୁମାନଙ୍କର ମୂର୍ତି କିମ୍ବା ଫୋଟ ଘରେ ଆଣି ରଖୁଛନ୍ତି। ବେସି ଦେଖିବାକୁ ମିଳେ ଭଗବାନ ହନୁମାନଙ୍କ ଉଡ଼ନ୍ତା ଫୋଟ ଯାହା ଭଗବାନ ହନୁମାନ ହାତରେ ପର୍ବତ ଧରି ଉଡିବା ଅବସ୍ଥାରେ ଥାନ୍ତି। ଏହାକୁ ଚଳନ୍ତି ଦେବ ମୂର୍ତି କୁହାଯାଏ। ଯେଉଁମାନେ ଚାକିରୀ କରିଥାନ୍ତି କିମ୍ବା ବ୍ୟବସାୟ କରୁଥାନ୍ତି ସେହି ମାନେ ଏହିପରି ଫୋଟ ରଖିବା ଉଚିତ। ଏବଂ ତାଙ୍କ ପାଖରେ ଖସା ତେଲର ଦୀପ ଜାଳିବା ଉଚିତ ଏବଂ ଭକ୍ତିରେ ପୂଜା କରିବା ଉଚିତ। ଏମିତି କଲେ ଉନ୍ନତି ହୋଇଥାଏ। ଆଉ ଯଦି ଆପଣ ମା ଲକ୍ଷ୍ମୀଙ୍କର ଫୋଟ ରଖୁଛନ୍ତି ତେବେ ମା ଲକ୍ଷ୍ମୀଙ୍କର ଠିଆ ହେବା ଫୋଟ ରଖିଲେ ମା ଲକ୍ଷ୍ମୀଙ୍କର ପ୍ରସ୍ଥାନର ବହୁତ ଆଶଙ୍କା ଥାଏ। ଯଦି ଆପଣ ମା ଲକ୍ଷ୍ମୀଙ୍କୁ ଘରେ ରଖିବା ପାଇଁ ଚାହୁଁଛନ୍ତି ତେବେ ମା ଲକ୍ଷ୍ମୀଙ୍କର ବସିବା ଫୋଟ ରଖନ୍ତୁ ଏବଂ ତାଙ୍କର ଆରାଧନା କରିବା ଉଚିତ। ଏମିତି କଲେ ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କର ଧନ ଭଣ୍ଡାରରେ ବୃଦ୍ଧି ହୋଇଥାଏ।

ଆଜି ଆମେ ଯେଉଁ ଫୋଟ ବିଷୟରେ ଜଣେଇବାକୁ ଯାଉଛୁ ସେ ହେଉଛନ୍ତି କାଳୀ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କର ସମିଶ୍ରଣର ମୂର୍ତି। ଯେଉଁମା ମା କାଳୀଙ୍କର ସାଧକ ସେମାନେ ଏକ ସ୍ୱୟଂ ଶତ୍ରୁ ବିଜୟୀର ଅଧିକାରୀ ହୋଇଥାନ୍ତି। ସେମାନଙ୍କ ପାଖରେ ସେଭଳି ପ୍ରଭୁତ୍ୱ ଧନ ମଧ୍ୟ ଆସିଥାଏ। ସଂସାରରେ ଏପରି କୌଣସି କାର୍ଯ୍ୟ ନାହିଁ ଯାହା ମା କାଳୀଙ୍କର ସାଧକ ମାନେ କରି ପାରିନଥାନ୍ତି। ଏମାନଙ୍କର ଶତ୍ରୁ ଆପେ ଆପେ ନଷ୍ଟ ହୋଇଯାନ୍ତି। ଶତ୍ରୁ ମାନଙ୍କର ମାନସିକ ବିଭ୍ରାନ୍ତ ଘଟେ। ସେମାନେ ଠିକରେ ଶୋଇ ପାରନ୍ତି ନାହିଁ। ଏକ ଅଦ୍ଭୁତ ମାନସିକ ରୋଗ ତାକୁ ବ୍ୟତୀ ବ୍ୟସ୍ତ କରେ ଶେଷରେ ସେ ଶତ୍ରୁ ପରାଜୟ ସ୍ୟୁକାର କରେ ଏବଂ ମା କାଳୀଙ୍କ ସାଧକଙ୍କର ପିଛା ଛାଡ଼ିଥାଏ। ଯେଉଁ ବ୍ୟକ୍ତି ମା କାଳୀଙ୍କ ଫୋଟ ମୂର୍ତି ଗୃହର ଦକ୍ଷିଣ ପଟରେ ରଖିକି ପୂଜାର୍ଚ୍ଚନା କରେ ଘିଅ ଦୀପ ପ୍ରଦାନ କରେ ନିଶ୍ଚିତ ଭାବରେ ମା କାଳୀ ତା ଉପରେ ସନ୍ତୁଷ୍ଟ ହୋଇଥାନ୍ତି। ଆପଣଙ୍କର ଗୃହର ଦକ୍ଷିଣ ପଟ ହେଉଛି ଶତ୍ରୁ ମାନଙ୍କର ଯେଉଁ କୂଟ ଚକ୍ର କରନ୍ତି ସେହି ଦକ୍ଷିଣ ଭାଗ ଦେଇକି ଆପଣଙ୍କ ଗୃହ ମଧ୍ୟକୁ ପ୍ରବେଶ କରିଥାଏ। ବ୍ୟକ୍ତିର ଶରୀର ମଧ୍ୟକୁ ପ୍ରବେଶ କରିଥାଏ ଯଦି ଦକ୍ଷିଣ ପଟ କାନ୍ଥରେ ମା କାଳୀଙ୍କର ଫୋଟ ମୂର୍ତି ରହେ ପୂଜାର୍ଚ୍ଚନା କରାଯାଏ ତେବେ ସେହି ବାଟ ଦେଇକି ଶତ୍ରୁ ମାନଙ୍କର ଯେତିକି ଷଡ଼ଯନ୍ତ୍ର ଏବଂ ଯେତିକି ଦୁଷ୍ଟ ଗ୍ରହର ପ୍ରଭାବ ଆଉ ଆସି ପାରିନଥାଏ। ମା କାଳୀଙ୍କର ଫୋଟ ମୂର୍ତି ଗୃହର ଦକ୍ଷିଣ ପଟେ ରଖି ଘିଅ ଦୀପ ଜାଳି ପୂଜାର୍ଚ୍ଚନା କରନ୍ତୁ ଦେଖିବେ ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ।

ଯଦି ଆପଣ ଘରେ ଭଗବାନ ଶ୍ରୀକୃଷ୍ଣ ଏବଂ ମା କାଳୀଙ୍କର ଅର୍ଦ୍ଧ ଶରୀର ଥିବା ମୂର୍ତି ରଖୁଛନ୍ତି ତେବେ ଦେଖିବେ ଆପଣଙ୍କ ଭିତରେ ଏକ ସମୁହନ ବସିକରଣ ଶକ୍ତି ଉତ୍ପନ ହେବ। ନିୟମିତ ଭାବରେ ଗୋଟେ ଘିଅ ଦୀପ ପ୍ରଜ୍ଵଳନ କରିବାର ଅଛି ଏବଂ ଏହି ମୂର୍ତ୍ତିକୁ ଆପଣଙ୍କର ତ୍ରିନେତ୍ର ସ୍ଥାନରେ ଏହି ମୂର୍ତ୍ତିକୁ ଚାହିଁକି ଚାଟକ କରିବାର ଅଛି। ଏହି ଚାଟକ କରିବା ପରେ ଭଗବାନ ଶ୍ରୀକୃଷ୍ଣ ଏବଂ ମାକାଳୀଙ୍କର ଦୂତ ଶରୀର ଥିବା ମୂର୍ତିକୁ ଚାଟକ କରିବାର ଅଛି ଘିଅ ଦୀପ ଜଳାଇବାର ଅଛି। ଏମିତି କଲେ ଆପଣଙ୍କ ଠାରେ ଏକ ସମୂହନ ବସିକରଣ ଶକ୍ତି ଆପେ ଆପେ ଉତ୍ପନ ହେବ। ଆପଣଙ୍କ ଘରଟି ଧନ ଧାନ୍ୟରେ ପୁରୀ ଉଠିବ। କୌଣସି ଶତ୍ରୁ ଆପଣଙ୍କର କିଛିବି ବିଗାଡି ପାରିବେ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *