Excuse Me Odisha

ଯାହା କହିବୁ ସତ କହିବୁ

ଧନକୁ ୟେ ଗଛ ଚୁ-ମ୍ବକ ପରି ଆକ-ର୍ଷଣ କରେ ! ଜଲଦି ଏହି ଗଛକୁ ଲଗାନ୍ତୁ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ଗଛକୁ ଧନକୁ ଚୁ-ମ୍ବକ ପରି ଆକ-ର୍ଷଣ କରିଥାଏ।

ବନ୍ଧୁଗଣ ଏହି ଚମ-ତ୍କାର ଗଛ ବିଷୟରେ ଜଣାଇବାକୁ ଯାଉଛୁ ଏହା କେବଳ ଧନକୁ ଆକର୍ଷଣ କରିଥାଏ ତାହା ନୁହେଁ ବରଂ ଏହି ଗଛ ସମସ୍ତ ପ୍ରକାରର ଉନ୍ନତି ସୁସ୍ଵାସ୍ଥ୍ୟ ଏବଂ ଶ-ତ୍ରୁ ମାନଙ୍କୁ ପରାଜିତ କରିବା କ୍ଷେତ୍ରରେ ମଧ୍ୟ ଚମ-ତ୍କାର କାର୍ଯ୍ୟ କରିଥାଏ। ଏହି ଗଛ ଧନକୁ ଆକ-ର୍ଷିତ କରିବା ସହିତ ମାନସିକ ଶାନ୍ତି ସୁସ୍ୱାସ୍ଥ୍ୟ ମଧ୍ୟ ଆକ-ର୍ଷିତ କରିପାରିଥାନ୍ତି। ଏହି ଗଛକୁ କେବଳ ବିଧିବଧ ଭାବରେ ସଂଗ୍ରହ କରିବାର ଅଛି। ଏହି ସହଜ ଉପାୟ କରି ଆପଣ ଏସବୁର ଲାଭ ଉଠାଇପାରିବେ। ତେବେ ଆସନ୍ତୁ ଜାଣିବା।

ଆସନ୍ତୁ ଜାଣିବା ଏହା କେଉଁ ବୃକ୍ଷ ଯାହାର ସାହାର୍ଯ୍ୟରେ ଆମେ ନାଁ କେବଳ ଧନକୁ ବୃଦ୍ଧି କରି ପାରିବା ତତ ସହିତ ଆମ ଜୀବନରେ ସବୁ ସୁଖ ଶାନ୍ତି ବୃଦ୍ଧି କରି ପାରିବା। ଏହି ବୃକ୍ଷଟି ଗ୍ରହରାଜ ଶନିଶ୍ଚରଙ୍କୁ ମହା ସନ୍ତୁ-ଷ୍ଟି ପ୍ରଦାନ କରିଥାଏ। ଯେଉଁ ବ୍ୟକ୍ତି ଏହି ବୃକ୍ଷର ସହାୟତା ନିଏ ସେହି ବ୍ୟକ୍ତି ଉପରେ ଭଗବାନ ଶନିଦେବଙ୍କର କୃପାଦୃ-ଷ୍ଟି ବର୍ଷିବାକୁ ଲାଗିଥାଏ। ଶନିଦେବ ଯାହା ଉପରେ ପ୍ରସନ୍ନ ହୋଇଥାନ୍ତି ତାର ମାନସିକ ଶାନ୍ତି ସ୍ୱାସ୍ଥ୍ୟ ଭଲ ରହିଥାଏ କିନ୍ତୁ ତାର ବିପରୀତ ଶନିଦେବ ଯାହା ଉପରେ କ୍ରୋ-ଧ କରିଥାନ୍ତି ତାର ଧନ ହାନି ହୋଇଥାଏ ନାନାଦି ଅସୁବିଧା ତା ସହିତ ହୋଇଥାଏ। ଭଗବାନ ଶିନିଦେବଙ୍କ କୃପା ପାଇବା ପାଇଁ ଏହି ଉପାୟଟି ନିଶ୍ଚୟ କରନ୍ତୁ।

ବନ୍ଧୁଗଣ ବୃକ୍ଷଟିର ନାମ ହେଉଛି ସମୀ ବୃକ୍ଷ। ଏହି ବୃକ୍ଷର ଚେରଟିକୁ ବିଧି ବଧ ଭାବରେ ଆଣିବେ। ଏବଂ ଗୃହରେ ନିର୍ଦିଷ୍ଟ ସ୍ଥାନରେ ତାକୁ ପୋତି ଦେବାର ଅଛି। ମନେ ରଖନ୍ତୁ ଶୁକ୍ରବାର ଦିନ ଯାଇ ସମୀ ଗଛ ପାଖରେ ଫୁଲ ସିନ୍ଦୁର ଅର୍ପଣ କରି ଗଛର ଚାରିପାଖେ ୭ ଫେରା ବୁଲି ପ୍ରଣାମ କରି ନିମନ୍ତ୍ରଣ କରି ଆସିବେ ଏବଂ ଏହା ମଧ୍ୟ କହି ଆସିବେ ଯେ ଜୀବନର ଉନ୍ନତି ପାଇଁ ମୋତେ ସାହାର୍ଯ୍ୟ କରନ୍ତୁ ଏହିପରି କହିକି ଆସିବେ ଏବଂ ତାପର ଦିନ ମାନେ ଶନିବାର ଦିନ ଆପଣ ସ୍ନାନ ଶୌଚ ହୋଇ ଭଲ ସମୟ ଦେଖି ସେହି ସମୀ ଗଛର ମୂଳକୁ ତାର ପୂର୍ବ ଭାଗରୁ ସଂଗ୍ରହ କରନ୍ତୁ। ଚେରଟିକୁ ଆଣିବା ପରେ ତାକୁ ଘରେ ଗଙ୍ଗା ଜଳରେ ଭଲ ଭାବରେ ଧୋଇ ଦିଅନ୍ତୁ ଗଙ୍ଗା ଜଳ ନଥିଲେ ଶୁଦ୍ଧ ପାଣିରେ ମଧ୍ୟ ସେହି ଚେରଟିକୁ ଧୌତ କରିପାରିବେ। ଏହାକୁ ଧୌତ କରି ସାରିବା ପରେ ଭଗବାନ ଶିବ ଶଙ୍କର ଙ୍କର ଯେଉଁ ମନ୍ଦିର ଅଛି ଶିବ ଲିଙ୍ଗ ଅଛି ଆପଣ ସେହି ଚେରଟିକୁ ତାଙ୍କ ଉପରେ ସ୍ପର୍ଶ କରାଇବେ ଏବଂ ଏହା ପରେ ଗୋଟେ କଳା କପଡାରେ ତାକୁ ବାନ୍ଧି କରି ନିଜ ଗୃହର ପୂର୍ବ ପଟ ସ୍ଥାନରେ ପୋ-ତି ଦେବେ ନଚେତ ଗୃହର ମୁଖ୍ୟ ଦରଜା ସାମ୍ନାରେ ମାଟି ଖୋଳି ପୋ-ତିଦେବେ ସେମିତି ସେହି କଳା କନା ଗୋଡା ହୋଇଥିବ ଚେରଟି ଉପରେ ସେମିତି ପୋ-ତି ଦେବେ। ନଚେତ ଗୃହର ମୁଖ୍ୟ ଦରଜା ସାମ୍ନାରେ ମଧ୍ୟ ବାନ୍ଧି ଦେଇପାରନ୍ତି।

ତେବେ ପୋତି ସାରିବା ପରେ ୩ ମାସ ଅନ୍ତରାଳୟରେ ସେହି ଚେରଟିକୁ ପୁନଃ ବାହାର କରିବେ ଏବଂ ପୁନଃରାୟ ଯେଉଁ ସମୀ ଗଛ ପାଖରେ ଏହି ଚେରଟିକୁ ସଂଗ୍ରହ କରିଥିଲେ ତାରି ମୂଳରେ ପୋତିବେ ଏବଂ ତାର ଆଉ ପଟେ ଚେର ପୁନଃରାୟ ସଂଗ୍ରହ କରି ଭଗବାନ ଶିବଙ୍କର ମଥାରେ ସ୍ପର୍ଷ କରି କଳା କପଡ଼ାରେ ଗୋଡେଇ ଗୃହର ପୂର୍ବ ପଟ ସ୍ଥାନରେ ପୋତିଦେବେ। ତେବେ ମନେରଖିବେ ଯେଉଁ ଶନିବାର ଆପଣ ଏହି ଚେରଟିକୁ ସଂଗ୍ରହ କରିବାକୁ ଯିବେ ନିଜ ଗୃହର ନଳ କୂପରୁ ଏକ ଲୋଟା ଜଳ ନିଶ୍ଚିତ ଭାବରେ ନେଇ ସେହି ସମୀ ଗଛରେ ଚଢାଇବେ। ଶନିବାର ଦିନ ଆପଣ ଚେର ସଂଗ୍ରହ କରି ବିଧି ବଦ୍ଧ ଭାବରେ ଘରର ପୂର୍ବ ପଟେ ହେଉ କିମ୍ବା ଘରର ମୁଖ୍ୟ ଦରଜା ସାମ୍ନାରେ କଳା କପଡ଼ାରେ ପତି ଦିଅନ୍ତୁ। ଏମିତି କରନ୍ତୁ ଦେଖିବେ ଆପଣଙ୍କ ଜୀବନରେ ରାତାରାତି ଚମକ ଆସିଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *