Excuse Me Odisha

ଯାହା କହିବୁ ସତ କହିବୁ

ରୁପାର ଏହି ଗୋଟିଏ ଜିନିଷ ଘରେ ରଖି ଜଣେ ରିକ୍ସା ବାଲା ହୋଇଗଲା ୧୦୦ କୋଟି ଟଙ୍କାର ମାଲିକ,ଜାଣନ୍ତୁ କଣ ସେହି ଜିନିଷ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ରୁପାର ଏହି ଜିନିଷ ଘରେ ରଖିଥିବାରୁ ଜଣେ ରିକ୍ସା ବାଲା ୧୦୦ କୋଟିର ମାଲିକ ହୋଇଗଲା।

ବନ୍ଧୁଗଣ ଚାନ୍ଦିର ବା ରୁପାର ତିଆରି ଏହି ୫ ଟି ଜିନିଷ ମଧ୍ୟରୁ ଯଦି ଗୋଟିଏ ବି ଜିନିଷ ଆପଣ ନିଜ ଘରେ ରଖନ୍ତି ତେବେ ତାହା ଧନ ବା ଟଙ୍କା ପଇସାକୁ ଟାଣି ଆଣିଥାଏ। ଯଦି ଆପଣ ରୁପାର ଏହି ୫ ଟି ଜିନିଷ ମଧ୍ୟରୁ ଗୋଟିଏ ବି ଜିନିଷ ଘରକୁ ଆଣନ୍ତି ତେବେ ଆପଣଙ୍କ ଭାଗ୍ୟ ଚମକି ଉଠିବ। ଉଜ୍ଵଳମୟ ହୋଇ ଉଠିବ। ଯଦି ଆପଣ ଘରେ ସୁଖ ଶାନ୍ତି ଧନର ବୃଦ୍ଧି ଚାହୁଁଥାନ୍ତି ତେବେ ରୁପାର ଏପରି କିଛି ଶୁଭ ଜିନିଷ ଘରେ ରଖିବା ଦ୍ୱାରା ଅପାର ଧନ ସମ୍ପତ୍ତିର ପ୍ରାପ୍ତି ହୋଇଥାଏ। ଏହା ସହିତ ରୁପାର କିଛି ଜିନିଷ ଘରେ ରଖିବା ଦ୍ୱାରା ଦୁର୍ଘଟଣା ଗ୍ରହ ଦୋଷା ଓ ଦୁଃଖ ଦୁର୍ଦଶାରୁ ମୁକ୍ତି ପାଇପାରିବେ। ଘରେ ରୁପା ରଖିବା ଦ୍ୱାରା ଆହୁରି ଅନେକ ଲାଭ ମଧ୍ୟ ମିଳିଥାଏ। ତେବେ ଆସନ୍ତୁ ଜାଣିବା ରୂପାକୁ କିପରି ଅବସ୍ଥାରେ ଘରେ ରଖିବା ଉଚିତ ହୋଇଥାଏ ଏବଂ କେଉଁ କେଉଁ ରୂପରେ ରଖିବା ଉଚିତ ହୋଇଥାଏ।

ପ୍ରଥମ ଜିନିଷ। ରୁପାର ଚାରି କୋଣିଆ ଦ୍ରବ୍ୟ ଘରେ ରଖିବା ଦ୍ବାରା ଜୀବନ ଜୀବିକା ବା କ୍ୟାରିୟରରେ ଏବଂ ବ୍ୟବସାୟରେ ଉନ୍ନତି ହୋଇଥାଏ। ଏବଂ ଧନ ଲାଭ ତୀବ୍ର ଗତିରେ ହୋଇଥାଏ। ଏହା ଦ୍ୱାରା ମା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଘରେ ସ୍ଥାୟୀ ରୂପରେ ବାସ କରିଥାନ୍ତି। ଏହି ଦ୍ରବ୍ୟକୁ ଆପଣ ଧନ ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ ଅବା ଠାକୁର ଘରେ ରଖିଦିଅନ୍ତୁ।

ଦ୍ୱିତୀୟ ଜିନିଷ। ରୁପାର ଚେନ। ବିବାହରେ ବିଳମ୍ବ ହେଉଥିଲେ ଶୁକ୍ଳପକ୍ଷର ପ୍ରଥମ ସୋମବାର ଦିନ ସକାଳେ ରୁପାର ଏକ ଚେନକୁ ଶରୀରରେ ଧାରଣ କରିବା ଉଚିତ ହୋଇଥାଏ। ଏହା ସହିତ ଜାତକରେ ପ୍ରଥମ ସ୍ଥାନରେ ରାହୁ ଥିଲେ ରୁପାର ଚେନ ନିହାତି ପିନ୍ଧିବା ଆବଶ୍ୟକ। ଏହା ଦ୍ୱାରା ଆପଣଙ୍କର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ।

ତୃତୀୟ ଜିଜିସ। ବାସ୍ତୁଶାସ୍ତ୍ର ଅନୁସାରେ ରୁପାର ହାତୀ ଅତ୍ୟନ୍ତ ଶୁଭ ହୋଇଥାଏ। କୁହାଯାଏ କି ଯଦି ବ୍ୟବସାୟରେ ୪ ଗୁଣା ଲାଭ ଚାହୁଁଥାନ୍ତି ଓ ଉନ୍ନତିର ଶିଖରରେ ପହଁଚିବାକୁ ଚାହୁଁଥାନ୍ତି ତେବେ ରୁପାର ତିଆରି ହାତୀ ଅବଶ୍ୟ ରଖନ୍ତୁ। ରୁପାର ହାତୀ ଘରେ ରଖିବା ଦ୍ୱାରା ଧନର ଦେବୀ ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହେବା ସହିତ ଭଗବାନ ଗଣେଶ ମଧ୍ୟ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି। ଏବଂ ସେମାନଙ୍କର ଅପାର କୃପା ପ୍ରାପ୍ତି ହୋଇଥାଏ ଏବଂ ଘରେ ଧନ ବୈଭବ ଟଙ୍କା ପଇସା ଓ ଖ୍ୟାତି ବଢିଥାଏ।

ଚତୁର୍ଥ ଜିନିଷ। ରୁପାର ଡ଼ବା ସିନ୍ଦୁକ ବା ଟଙ୍କା ପଇସା ରଖୁଥିବା ସ୍ଥାନରେ ରୁପାର ଏକ ଡ଼ବାରେ ପାଣି ଭରି ରଖିଦିଅନ୍ତୁ ଏବଂ ଯେବେ ଏହି ପାଣି ଶୁଖିଯିବ ପୁଣି ଥରେ ସେଥିରେ ପାଣି ଭରି ରଖିଦିଅନ୍ତୁ।ଏହା ସହିତ ଯଦି ଆପଣଙ୍କ ଜାତକରେ ଚତୁର୍ଥ ସ୍ଥାନରେ ରାହୁ ରହିଥାଏ ତେବେ ରୁପାର ଏକ ଡ଼ବାରେ ମହୁ ଭରି ଘରର ବାହାର ପଟେ ମାଟି ଖୋଳି ପୋତି ଦିଅନ୍ତୁ। ଏପରି କରିବା ଦ୍ୱାରା ଅନେକ ଉନ୍ନତି ହୋଇଥାଏ।

ରୁପାର ଗ୍ଲାସ। ରୁପାର ଗ୍ଲାସରେ ପାଣି ପିଇବା ଅତ୍ୟନ୍ତ ଭଲ ହୋଇଥାଏ। ଯେଉଁମାନେ ଚିନ୍ତାଗ୍ରସ୍ତ ରହୁଥାନ୍ତି ବା ଦୁଶ୍ଚିନ୍ତାରେ ସମୟ ଅତିବାହିତ କରୁଥାନ୍ତି ସେମାନେ ଏହି ରୁପାର ବ୍ୟବାହର ଯତ୍ନର ସହକାରେ କରିବା ଉଚିତ ହୋଇଥାଏ। ଯେଉଁ ବ୍ୟକ୍ତି ଅଧିକ ସମୟରୁପାର ଗ୍ଲାସରେ ପାଣି ପିଇଥାଏ ତେବେ ତାଙ୍କର ଶରୀରରେ ଏବଂ ଘରେ ସକାରାତ୍ମକ ପରିଣାମ ମିଳିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *