Excuse Me Odisha

ଯାହା କହିବୁ ସତ କହିବୁ

କେଉଁ ଶ-ତ୍ରୁ ତ-ନ୍ତ୍ର ଓ ମ-ନ୍ତ୍ର ପ୍ରୟୋଗ କରିଛି କି ! କେମିତି ଜାଣିବେ ତା,ର ନାମ ଓ ଚେହେରା ! ଜାଣନ୍ତୁ ସରଳ ଉପାୟ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ତ-ନ୍ତ୍ର ମ-ନ୍ତ୍ର ପେଷଣ କିଏ କରିଛି କିମ୍ବା ଗୁ-ପ୍ତ ଶ-ତ୍ରୁ କିଏ ଅଛି ତାର ଚେହେରା ନାଁ ଗାଁ ଠିକଣା ପାଇଁ ସରଳ ଉପାୟ। ବିନା ତ-ନ୍ତ୍ର ମ-ନ୍ତ୍ରରେ।

ବନ୍ଧୁଗଣ କିଛି ଲୋକ ସରଳ ନି-ରୀହ ଲୋକଙ୍କୁ ହାଇ-ରଣ କରିଥାନ୍ତି ତ-ନ୍ତ୍ର ମ-ନ୍ତ୍ର ପେଷଣ କରିଥାନ୍ତି। ଗୁ-ପ୍ତ ଶ-ତ୍ରୁ ମଧ୍ୟ ଥାଆନ୍ତି ଯେଉଁମାନେ ଭିତରେ ଭିତରେ ରହିକି ଆପଣଙ୍କର ପଛରେ ଚେର କାଟୁଥାନ୍ତି। ସେମାନଙ୍କୁ ଆପଣ ଚିନ୍ହି ପାରନ୍ତି ନାହିଁ କି ଜାଣି ପାରନ୍ତି ନାହିଁ। କିଏ ତ-ନ୍ତ୍ର ମ-ନ୍ତ୍ର ପ୍ରୟୋଗ କରିଛି ନାଁ କିଏ ଆପଣଙ୍କର ଗୁ-ପ୍ତ ଶ-ତ୍ରୁ ଅଛନ୍ତି। ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟରେ ଏମତି ଏକ ଶକ୍ତିଶାଳୀ ପ୍ରୟୋଗ ବିଷୟରେ ଜଣାଇବୁ ଯେଉଁ ପ୍ରୟୋଗ ଦ୍ୱାରା ଆପଣ ସେହି ଗୁ-ପ୍ତ ଶ-ତ୍ରୁକୁ ଜାଣି ପାରିବେ ତାର ସମ୍ପୂର୍ଣ୍ଣ ଚେହେରାକୁ ଆପଣ ଦେଖିପାରିବେ। ତେବେ ଆପଣଙ୍କୁ ଯଦି ଲାଗୁଛି ଆପଣଙ୍କର କେହି ଗୁ-ପ୍ତ ଶ-ତ୍ରୁ ଅଛନ୍ତି ତେବେ ଜାଣିବା ପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ବନ୍ଧୁଗଣ ଦୁନିଆରେ ଏମିତି ଲୋକ ଅଛନ୍ତି ଯେଉଁମାନେ ଅନ୍ୟର ହସଖୁସି ପରିବାରକୁ ଦେଖି ପାରନ୍ତି ନାହିଁ। ସେମାନେ ବିନା କାରଣରେ ଶ-ତ୍ରୁତା ଆଚ-ରଣ କରିଥାନ୍ତି ଏବଂ କିଛି ଲୋକ ଏମିତି ଥାନ୍ତି ଯେଉଁମାନେ ବିନା କାରଣରେ ତ-ନ୍ତ୍ର ମ-ନ୍ତ୍ରର ପ୍ରୟୋଗ କରିଦେଇଥାନ୍ତି। ଆପଣ ବେଳେ ବେଳେ ଭାବୁଥିବେ ଆପଣଙ୍କୁ ଏମିତି କିଏ ହଇ-ରାଣ କରୁଛି। ଆପଣ ଏହି ପ୍ରୟୋଗ ମାଧ୍ୟମରେ ଜାଣିପାରିବେ। ଆପଣଙ୍କ ମନରେ ସ-ନ୍ଦେହ ଦୁରୀଭୂ-ତ ହୋଇଯିବ। ଆପଣ ସତ-ର୍କ ହୋଇଯିବେ। ଏହି ପ୍ରୟୋଗ ହେଉଛି ମା କାଳୀଙ୍କର କ୍ରିୟା ଆଜିଯାଏ କେହି ବି-ଫଳ ହୋଇନାହାନ୍ତି।

ପ୍ରଥମେ ଆପଣ କାଗଜି ଲେମ୍ବୁ ୧୦୮ ଟି ସଂଗ୍ରହ କରି ଆଣନ୍ତୁ।ଲେମ୍ବୁ ଗୁଡିକ ପୁରା ଅକ୍ଷତ ଆଣିବେ ପୁରା ସୁନା ପରି ଚକ ଚକ କରୁଥିବା ହଳଦିଆ ଲେମ୍ବୁ ଆଣିବେ ଯେମିତି କୌଣସି ଦାଗ ନଥିବ। ଏହା ପରେ ଲାଲ ସିନ୍ଦୁର ଆଣିବେ। ଆଉ ଗୋଟେ ଜିନିଷ ଦରକାର ପଡିବ ତାହା ଅଟେ ବଡ଼ ଛୁଞ୍ଚି ଯେଉଁଥିରେ ସିଲେଇ କରାଯାଏ। ଏହା ପରେ ଗୋଟେ କଳା ମୋଟା ସୂତା ଦରକାର ପଡିବ। ଏହା ପରେ ଗୋଟେ ତମ୍ବା ଢାଳ ମଧ୍ୟ ରଖିଥିବେ। ଯେକୌଣସି ରବିବାର ଦିନ ଏହି କ୍ରିୟାଟିକୁ କରିବେ। ଏହି କ୍ରିୟାଟିକୁ ଦିନ ୧୨ ଟାରୁ ୧ ଟା ମଧ୍ୟରେ କରିବେ। ଏହି ୧୦୮ ଟି ଲେମ୍ବୁକୁ କଳା ସୂତାରେ ଏହି ସେହି ଛୁଞ୍ଚି ମାଧ୍ୟମରେ ଗୁନ୍ଥି ଦିଅନ୍ତୁ। ମାଳା କରିବା ପରେ ପ୍ରତ୍ୟକ ଲେମ୍ବୁର ସିନ୍ଦୁରର ତିଳକ ଲଗାଇଦେବେ। ଏହା ପରେ ଏହି ମାଳାଟିକୁ ନେଇ ପାଖରେ ଥିବା ଯେକୌଣସି କାଳୀ ମନ୍ଦିରକୁ ଯାଇ ଲେମ୍ବୁ ମାଳାଟିକୁ ସେଠାରେ ଥିବା ନନା କିମ୍ବା ପୂଜକଙ୍କ ସହାୟତାରେ ମାଙ୍କ ବେକରେ ପିନ୍ଧେଇ ଦେବେ ଏବଂ ଗୋଟେ ଦୀପ ଜା-ଳିଦେବେ। ଏବଂ ମାଙ୍କୁ ପ୍ରଣାମ କରି ନିଜର ମନ କଥା କହିବେ କି କିଏ ଗୁ-ପ୍ତ ଶ-ତ୍ରୁ ଆପଣଙ୍କୁ ହଇ-ରାଣ କରୁଛି ତାର ଚେହେରା ତାର ମୁହଁ ମତେ ଦର୍ଶନ ହେଉ। ଏମିତି ମନାସି ଆପଣ ଘରକୁ ଏକ ମୁହାଁ ହୋଇ ଫେରି ଆସନ୍ତୁ ପଛକୁ ବୁଲି ଚାହିଁବେ ନାହିଁ ଆସିବା ପରେ ଗୋଡ଼ ହାତ ମୁହଁ ଧୋଇ ଗୃହ ପ୍ରବେଶ କରିବେ। ସେହି ରବିବାର ଦିନ ଯେତେବେଳେ ଆପଣ ଶୟନ କରିବାକୁ ଯିବେ ତମ୍ବା ଢାଳରେ ଶୁଦ୍ଧ ପାଣି ଭର୍ତି କରି ରଖନ୍ତୁ ତା ଦେହରେ ନିଜର ମୁହଁକୁ ଦର୍ଶନ କରନ୍ତୁ। ଏବଂ ଯେଉଁଥି ଶୟନ କରିବେ ସେହି ଜାଗାରେ ନିଜର ବାମ ପଟେ ସେହି ଢାଳଟିକୁ ରଖି ଦେବେ ଏବଂ ମା କାଳୀଙ୍କର ସ୍ମରଣ କରି ଅନୁରୋଧ କରି କୁହନ୍ତୁ ସେହି ଗୁ-ପ୍ତ ଶ-ତ୍ରୁର ମୁଖ ଦର୍ଶନ ହେବ ତାର ନାଁ ଗାଁ ଠିକଣା ଜାନାଇବେ ବୋଲି।

ଏହିପରି ମନାସି ଆପଣ ରାତିରେ ଶୋଇ ଯାଆନ୍ତୁ ତା ପର ଦିନ ସକାଳେ ଉଠି କଣ କରିବେ ନାଁ ନିତ୍ୟ କର୍ମ ସାରି ସ୍ନାନ ଶୌଚ ଆଦି ସାରି ଆପଣ ସେ ଢାଳଟିକୁ ଯେଉଁଠି ରଖିଥିଲେ ସେହି ଜାଗାରେ ଯାଇ ସେହି ଢାଳଟିକୁ ନଦେଖିକି ଡାହାଣ ହାତରେ ନେଇକି କୌଣସି ଅଶ୍ୱତ୍ଥ ଗଛ ମୂଳରେ ସେହି ପାଣିକୁ ଢାଳି ଦେବେ ତାପରେ ଆପଣ ଢାଳର ଦର୍ଶନ କରିପାରନ୍ତି। ରାତିରୁ ସକାଳ ପର୍ଯ୍ୟନ୍ତ ସେ ଢାଳରେ ଦର୍ଶନ କରିବେ ନାହିଁ। ସୋମବାର ଦିନ ସକାଳେ ଏହାକୁ ଢାଳିଲେ। ସୋମବାର ଦିନ ରାତିରେ ମଧ୍ୟ ସେମିତି ପାଣି ସେହି ଢାଳରେ ରଖି ସେମିତି ମୁଣ୍ଡର ବାମ ପାର୍ଶ୍ଵରେ ରଖି ମାଙ୍କୁ ସ୍ମରଣ କରି ଶୋଇ ଯାଆନ୍ତୁ ତା ପର ଦିନ ସ୍ନାନ ଶୌଚ ଆଦି ସାରି ଅଶ୍ୱସ୍ତ ଗଛ ମୂଳରେ ସେହି ପାଣିକୁ ଢାଳି ଦିଅନ୍ତୁ। ଯେମିତି ରବିବାର ଦିନ କରିଥିବେ ସେମିତି ସୋମବାର ମଧ୍ୟ କରିବେ। ଆପଣ ଏମିତି ଏହି କ୍ରିୟା ଟିକୁ ୭ ଦିନ ପର୍ଯ୍ୟନ୍ତ କରନ୍ତୁ। ଦେଖିବେ ଏହି ୭ ଦିନ ମଧ୍ୟରେ ମାଙ୍କ କୃପାରୁ ଆପଣ ଆପଣଙ୍କର ଶ-ତ୍ରୁ ର ନାମ ଗାଁ ମୁଖ ସବୁ ଜାଣି ପାରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *