Excuse Me Odisha

ଯାହା କହିବୁ ସତ କହିବୁ

୨୦୨୨ ରେ ରାଜା ହେବେ ଏହି ୩ଟି ରାଶିର ଲୋକ,ଏମାନଙ୍କର ଭାଗ୍ୟ ଚମକିବାକୁ ଯାଉଛି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ୨୦୨୨ ରେ ରାଜା ଏହି ୩ ଟି ରାଶି। ଏମାନଙ୍କର ଭାଗ୍ୟ ଚମକିବାକୁ ଯାଉଛି।

ବନ୍ଧୁଗଣ ଆସନ୍ତୁ ଜାଣିବା ଆସୁଛି ୨୦୨୨ର ନୂଆବର୍ଷ ୩ ଗୋଟି ରାଶି ମାନଙ୍କ ପାଇଁ ଆସୁଛି ଖୁସିର ସମୟ। ଏମାନଙ୍କ ଜୀବନରେ ଏପରି କିଛି ପରିବର୍ତ୍ତନ ଆସିବ ଯାହାକି ଆପଣ ଆଗରୁ କେବେ ଚିନ୍ତା ବି କରିନଥିବେ। ଗ୍ରହ ମାନଙ୍କର ଚଳନ ସମୟରେ ଏପରି କିଛି ହୋଇଥାଏ କି ଆମେ ଯାହାବି ଯେତେବି ଚେଷ୍ଟା କରିଥାଉ ନାଁ କାହିଁକି ଯେତେବି ପ୍ରୟାସ କରିଥାଉ ନାଁ କାହିଁକି ବହୁତ ଅଧିକ ପରିଶ୍ରମ ସ୍ୱତେ ମଧ୍ୟ ସଫଳ ହୋଇପାରିନଥାଉ କିନ୍ତୁ ବେଳେବେଳେ ଏମିତି ସମୟ ଆସିଥାଏ କିଛି ମାତ୍ର କିଛି ପ୍ରୟାସରେ ହିଁ ଖୁବ ଅଳ୍ପ ହିଁ ପରିଶ୍ରମରେ ବହୁତ କିଛି ମିଳିଯାଇଥାଏ। ଯାହାକି ଆଶା ଠାରୁ ଅଧିକ ମିଳିଯାଇଥାଏ। ତେବେ ସମସ୍ତ ଗ୍ରହ ମାନଙ୍କର ସପଟ ଆସନ୍ତା ନୂଆ ବର୍ଷରେ ଏହି ୩ ଗୋଟି ରାଶି ମାନଙ୍କ ଜୀବନରେ ଖୁସିର ବର୍ଷା କରିବାକୁ ଯାଉଅଛି। କେବଳ ଖୁସି ହିଁ ଖୁସି ଏମାନଙ୍କ ଜୀବନରେ ଆସିବାକୁ ଲାଗିବ। ତେବେ ଜାଣି ନିଅନ୍ତୁ ବର୍ଷ ୨୦୨୨ ମସିହା ଆରମ୍ଭ ହେବା ମାତ୍ରେ ହିଁ ଏହି ୩ ଗୋଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ସୁନା ଠାରୁ ଅଧିକ ଚମକିବାକୁ ଯାଉଅଛି ଭାଗ୍ୟର ତାଲା ଖୋଲିବାକୁ ଯାଉଅଛି ଏବଂ ଏପରି କିଛି ମିଳିଯିବ ଯାହା ଆପଣ କେବେବି କଳ୍ପନା କରିନଥିବେ। ତେବେ ଆସନ୍ତୁ ଜାଣିବା ସେହି ୩ ଗୋଟି ରାଶି ଯେଉଁମାନଙ୍କ ପାଇଁ ଆସୁଥିବା ଏହି ନୂଆ ବର୍ଷଟି ଅନେକ ଅନେକ ଖୁସି ହିଁ ଖୁସି ଆଣିକରି ଆସୁଅଛି। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ।

ଜ୍ୟୋତିଷ ଶାସ୍ତ୍ରରେ ରାଶି ମାନଙ୍କୁ ଅଧିକ ମହତ୍ୱ ଦିଆଯାଇଛି। ସଂସାରରେ ଜନ୍ମ ନେଇଥିବା ପ୍ରତ୍ୟକ ମନୁଷ୍ୟଙ୍କ ସହିତ ୧୨ ଗୋଟି ରାଶି ଜଡି ହୋଇ ରହିଥାଏ। ଏବଂ ଏହି ରାଶିମାନେ ଆଚାର ବ୍ୟବହାର ଏବଂ ଭବିଷ୍ୟତ ଏବଂ ନିଜସ୍ୱ ଜଣାଇଥାଏ। ଅଲଗା ଅଲଗା ରାଶି ହୋଇଥିବାରୁ ଭିନ୍ନ ଭିନ୍ନ ବ୍ୟବହାର ହୋଇଥାଏ। ପ୍ରତ୍ୟକ ରାଶି କୌଣସି ନାଁ କୌଣସି ଗ୍ରହ ମାନଙ୍କର ଅନ୍ତର୍ଗତରେ ଆସିଥାନ୍ତି। ସେଥିପାଇଁ ଗ୍ରହ ମାନଙ୍କର ସ୍ଥିତି ରାଶି ମାନଙ୍କ ମଧ୍ୟରେ ମନୁଷ୍ୟ ମାନଙ୍କ ଜୀବନକୁ ପ୍ରଭାବିତ କରିଥାଏ। ଗ୍ରହ ଗୁଡିକ ଶୁଭ ହେବା ଶୁଭ ଦାୟକ ହୋଇଥାଏ କିନ୍ତୁ ଗ୍ରହ ମାନଙ୍କର ଅଶୁଭ ଫଳ ଜୀବନରେ ନାନା ପ୍ରକାରର କଠିନତା ଆଣିଥାଏ। ଜ୍ୟୋତିଷ ଶାସ୍ତ୍ରରେ ସବୁ ଦିନରେ ଗ୍ରହ ମାନଙ୍କର ଚାଲି ଚଲଣ ଦେଖି କରି ଦିନକୁ ଖାସ ବୋଲି କୁହାଯାଇଥାଏ। ଯାହାକି କିଛି ରାଶି ମାନଙ୍କର ଭଲ ଯୋଗ ବନୁଅଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର କିଛି ଏପରି ପରିବର୍ତ୍ତନ ହେଉଅଛି ଯେଉଁ କାରଣରୁ ୩ ଗୋଟି ରାଶି ମାନଙ୍କ ପାଇଁ ଯେଉଁମାନେ ରାଜାଙ୍କ ପରି ଜୀବନ ବିତାଇବେ। ତେବେ ଆସନ୍ତୁ ସେହି ୩ ଗୋଟି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ଜାଣିବା।

କନ୍ୟା ରାଶି:-

ଏହି ରାଶିର ବ୍ୟକ୍ତିଙ୍କ ପାଇଁ ରାଜଯୋଗର ସମୟ ଆସୁଅଛି ଲମ୍ବା ସମୟରେ ଯେଉଁ ଅସୁବିଧାର ସମୁଖୀନ ହୋଇ ଆସୁଥିଲେ ଏବେ ତାହା ଦୂର ହେବ ଏବଂ ସମସ୍ୟା ମାନଙ୍କରୁ ମୁକ୍ତି ମିଳିବ। ଆପଣଙ୍କୁ ନୂଆ ନୂଆ ଅବସର ପ୍ରାପ୍ତ ହେବ ଏବଂ ଉନ୍ନତି ମିଳିବ। ଏହି ଯୋଗ ବନିବା କାରଣରୁ ଆପଣ ନୂତନ ଲୋକଙ୍କୁ ସାକ୍ଷତ କରିବେ ଯାହାକି ସଠିକ ଦିଗରେ କାର୍ଯ୍ୟକାରୀ ହେବ। ବ୍ୟାପାରି ମାନଙ୍କ ପାଇଁ ଦିନ ଗୁଡିକ ଅତ୍ୟନ୍ତ ଶୁଭ ଦାୟକ ହେବ। ଧନର ବର୍ଷା ହେବାର ଯୋଗ ମଧ୍ୟ ବନୂଅଛି।

ତୁଳା ରାଶି:-

ଏହି ରାଜଯୋଗ ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଖୁବ ଭଲ ରହିବାର ଅଛି। ଆପଣ ମାନଙ୍କର ଭାଗ୍ୟର ଦ୍ୱାର ଖୋଲିଯିବ। ଆପଣଙ୍କର ଶୁଭ ସମୟ ଆରମ୍ଭ ହେବ। ଆପଣଙ୍କର କୌଣସି ନୂତନ ଯୋଜନା ହେବାର ଅଛି ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ନିଶ୍ଚୟ ବର୍ଷିବ। ଚାକିରୀ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଭଲ ଲାଭ ମିଳିବ। ଯଦି ଆପଣ ଦୀର୍ଘ ଦିନରୁ ପ୍ରୋମସନ ପାଇଁ ଅପେକ୍ଷା କରି ରହିଥିଲେ ତେବେ ବର୍ତ୍ତମାନ ଆପଣଙ୍କୁ ଏହାର ଫଳ ମିଳିବ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢିବ। ସମସ୍ତେ ଆପଣଙ୍କର ରାୟ ମାଗିବେ। ଏବଂ କିଛି ଖୁସି ଖବର ଆପଣଙ୍କୁ ମିଳିବାକୁ ଯାଉଛି।

କୁମ୍ଭ ରାଶି:-

ଏହି ରାଶିର ଲୋକଙ୍କ ପାଇଁ ବଡ଼ ଧନ ଲାଭର ଯୋଗ ଅଛି। ବ୍ୟାପାରି ମାନଙ୍କ ପାଇଁ ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭ ହେବାର ସମ୍ଭାବନା ରହିଛି। ଆପଣ ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟରେ ସଫଳତା ଅର୍ଜନ କରିବେ। ଏହି ଯୋଗ ପରେ ଆପଣଙ୍କ ଟଙ୍କାର ଅସୁବିଧା ହେବ ନାହିଁ। ଘରକୁ ଧନର ବର୍ଷା ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *