Excuse Me Odisha

ଯାହା କହିବୁ ସତ କହିବୁ

ମୃ-ତ୍ୟୁ ପୂର୍ବରୁ ଯମରାଜ ଦେଇଥାନ୍ତି ଏହି ୪ଟି ସଂକେତ,ଧ୍ୟାନ ଦେଇ ପଢନ୍ତୁ ଯାହାକୁ ଆମେ ହିଁ ବୁଝି ପାରୁନା

ସେୟାର୍ କରନ୍ତୁ

ବନ୍ଧୁଗଣ, ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ, ଆ-ତ୍ମାକୁ ଶ-ସ୍ତ୍ର କା-ଟି ପାରି ନଥାଏ, ଅଗ୍ନି ଜା-ଳି ପାରି ନଥାଏ ଏବଂ ଜଳ ଭିଯାଇ ପାରି ନଥାଏ, ତଥା ବାୟୁ ଶୁଖେଇ ପାରି ନଥାଏ। ଅର୍ଥାତ ମନୁଷ୍ୟଙ୍କ ଦେହରେ ସ୍ଥିତ ଆତ୍ମା ଅମର ଅଟେ। ତାହାକୁ କେହି ମଧ୍ୟ ମାରିପାରିବେ ନାହିଁ। ମାତ୍ର ମନୁଷ୍ୟର ଶରୀର ଅମର ନୁହେଁ। ତାହାର ମୃ-ତ୍ୟୁ ଦିନେ ନା ଦିନେ ଅବଶ୍ୟ ହୋଇଥାଏ। ଯାହାର ଜନ୍ମ ହୋଇଛି ତାହାର ମୃ-ତ୍ୟୁ ମଧ୍ୟ ନିଶ୍ଚିତ ହୋଇପାରେ।

ଯେଉଁ ସମୟରେ ମନୁଷ୍ୟ ଏହି ଭୌତିକ ସଂସାରରେ ଜନ୍ମ ନେଇଥାଏ, ସେହି ସମୟରେ ତାହାର ମୃ-ତ୍ୟୁର ସମୟ ତଥା ମୃ-ତ୍ୟୁର କାରଣ ମଧ୍ୟ ନିଶ୍ଚିତ ହୋଇଯାଇଥାଏ। ଗରୁଡ ପୁରାଣରେ ଜୀବନ ଠାରୁ ଆରମ୍ଭ କରି ମୃ-ତ୍ୟୁ ପର୍ଯ୍ୟନ୍ତ ଏବଂ ଏହାପରେ ଆତ୍ମାର ଯାତ୍ରା ସମ୍ବନ୍ଧରେ ବିସ୍ତାର ରୂପରେ କୁହାଯାଇଛି।

୧/ ଗରୁଡ ପୁରାଣ ଅନୁସାରେ, ଯେବେ ମନୁଷ୍ୟର ମୃତ୍ୟୁ ନିକଟତର ହୋଇଥାଏ, ତେବେ ତାର ଛାଇ ସାଥୀ ଛାଡି ଦେଇଥାନ୍ତି। ଏହିଭଳି ମନୁଷ୍ୟକୁ ତେଲ ତଥା ପାଣିରେ ନିଜର ପ୍ରତିବିମ୍ବ ଦେଖାଯାଇ ନଥାଏ। ଯଦି କୌଣସି ବ୍ୟକ୍ତିଙ୍କ ସହିତ ଏଭଳି ହେଉଛି, ତାହେଲେ ସେମାନଙ୍କୁ ବୁଝିବା ଆବଶ୍ୟକ ଯେ, ବର୍ତ୍ତମାନ ତାଙ୍କର ଶେଷ ସମୟ ନିକଟତର ହେବାକୁ ଯାଉଛି।

୨/ ଯେବେ କୌଣସି ମନୁଷ୍ୟର ମୃ-ତ୍ୟୁ ନିକଟତର ହୋଇଥାଏ, ତେବେ ତାଙ୍କୁ ନିଜ ଆଖପାଖରେ ତାଙ୍କ ପୂର୍ବଜ ଅଥବା ପିତୃପୁରୁଷ ଦେଖାଦେଇଥାନ୍ତି। ତାଙ୍କୁ ନିଜ ପାଖରେ ନିଜ ପିତୃପୁରୁଷଙ୍କ ଅବସ୍ଥିତି ଅନୁଭବ ହୋଇଥାଏ। ସେ ତାଙ୍କ ପାଖରେ ଛାଇ ସଦୃ-ଶ୍ୟ ଘୁରି ବୁଲନ୍ତି। ସେହି ବ୍ୟକ୍ତି ଭଲ ଭାବରେ ଜାଣି ନେଇଥାନ୍ତି ଯେ ତାଙ୍କର ମୃ-ତ୍ୟୁର ସମୟ ବର୍ତ୍ତମାନ ନିକଟତର ହେବାକୁ ଯାଉଅଛି।

୩/ ଯେବେ କୌଣସି ବ୍ୟକ୍ତିର ମୃ-ତ୍ୟୁ ନିକତର ହୋଇଥାଏ, ତେବେ ତାଙ୍କୁ ନିଜ ଶରୀରରେ ଏକ ଅଦ୍ଭୁ-ତ ଗ-ନ୍ଧ ହୋଇଥାଏ। ଏହା ତାଙ୍କୁ ଆଦୌ ଭଲ ଲାଗି ନଥାଏ। ଏହି ଗନ୍ଧକୁ ଶୁଙ୍ଘି ସେହି ମନୁଷ୍ୟକୁ ବୁଝିଯିବା ଉଚିତ ଯେ ବର୍ତ୍ତମାନ ତାଙ୍କର ଶେଷ ସମୟ ନିକଟତର ହେବାକୁ ଯାଉଛି।

୪/ ଯେତେବେଳେ କୌଣସି ମନୁଷ୍ୟର ମୃ-ତ୍ୟୁ ନିକଟତର ହୋଇଥାଏ,ସେତେବେଳେ ସେ ଆଇନାରେ ନିଜ ଚେହେରା ଦେଖିଥାନ୍ତି। ସେହି ସମୟରେ ବ୍ୟକ୍ତିଙ୍କୁ ନିଜ ଚେହେରା ପରିବର୍ତ୍ତେ କୌଣସି ଅନ୍ୟ ବ୍ୟକ୍ତିର ଚେହେରା ନଜର ଆସିଥାଏ। ଏହି ଆଇନା ତାଙ୍କୁ ନିକଟତର ହେଉଥିବା ମୃ-ତ୍ୟୁ ସମ୍ବନ୍ଧରେ ସୂଚନା ଦେଇଥାଏ।

୫/ ଯେବେ ମନୁଷ୍ୟର ମୃ-ତ୍ୟୁ ନିକଟତର ହୋଇଥାଏ, ସେତେବେଳେ ତାଙ୍କ ଶରୀର ହଳଦିଆ ଅଥବା ଅଳ୍ପ ଲାଲ ଦେଖାଯାଇଥାଏ। ଏହା ଶରୀର ଭିତରୁ ଜଳିବାକୁ ଲାଗିଥାଏ।ଯଦି କୌଣସି ବ୍ୟକ୍ତି ପାପି ହୋଇଥାନ୍ତି, ତେବେ ତାଙ୍କୁ ନର୍କକୁ ଯିବାର ଅନୁଭୂତି ପ୍ରଥମରୁ ହୋଇ ଯାଇଥାଏ। ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *