Excuse Me Odisha

ଯାହା କହିବୁ ସତ କହିବୁ

ମହା ପଞ୍ଚୁକ : ଏହି ୫ଟି ରାଶି ହେବେ ଭାଗ୍ୟଶାଳୀ ! ବାସ କରନ୍ତୁ ଏହି କାମ !!

ସେୟାର୍ କରନ୍ତୁ

ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମହା ପଞ୍ଚୁକରେ ୫ ଟି ରାଶି ହେବେ ଭାଗ୍ୟଶାଳୀ।

ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମହା ପଞ୍ଚୁକ ଠାରୁ ଏହି ୫ ଗୋଟି ରାଶିଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ହେବାକୁ ଯାଉଅଛି। ତେବେ ସେହି ୫ ଗୋଟି ରାଶି ମାନଙ୍କର ଗ୍ରହ ନକ୍ଷତ୍ର ଏପରି ପରିବର୍ତନ ହେବାକୁ ଯାଉଛି ଯାହା ଫଳରେ ଏମାନଙ୍କ ଭାଗ୍ୟର ତାଲା ଖୋଲିବାକୁ ଯାଉଛି ଏବଂ ଏମାନଙ୍କୁ କୌଣସି ଦିଗରୁ ଅଚାନକ ଧନ ପ୍ରାପ୍ତିର ଯୋଗ ମଧ୍ୟ ରହୁଛି। କହିବାକୁ ଗଲେ ଏମାନେ କୋଟିପତି ମଧ୍ୟ ହେବାକୁ ଯାଉଛନ୍ତି। ଏବଂ ଜାଣିବା ଏହି ମହା ପଞ୍ଚୁକରେ କେଉଁ କାମ କଲେ ପୁଣ୍ୟ ମିଳିଥାଏ ଏବଂ ଘରକୁ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ।

ଆସନ୍ତୁ ଜାଣିବା ଏହି ମହା ପଞ୍ଚୁକରେ କେଉଁ କାମ କଲେ ଧନ ଲାଭ ହେବା ସହିତ ଶୁଭ ମଧ୍ୟ ହୋଇଥାଏ।ଘରକୁ ମଧ୍ୟ ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ

କାର୍ତ୍ତିକ ମାସ ପଞ୍ଚୁକରେ ଭଗବାନ ରାଧାକୃଷ୍ଣଙ୍କର ପୂଜାର୍ଚ୍ଚନା କରନ୍ତୁ। ପୂଜା କରିବା ସମୟରେ ରାଧାକୃଷ୍ଣଙ୍କର ମଥାରେ ଚନ୍ଦନ ଘରେଇ ଲଗାଇଲେ ଭଗବାନ ରାଧାକୃଷ୍ଣଙ୍କ କୃପା ଲାଭ ହୋଇଥାଏ।

ମହା ପଞ୍ଚୁକ ୫ ଦିନ ଆପଣ ସୂର୍ଯ୍ୟୁ ଉଦୟ ପୂର୍ବରୁ ସକାଳୁ ଭୋର ଭୋର ଉଠି ନିଜର ଘର ସଫା କରିନିଅନ୍ତୁ। ସବୁ ଆଡେ ସଫା ରଖିବା ଦ୍ୱାରା ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀ ଖୁସି ହୋଇ କୃପାର ବର୍ଷା କରିଥାନ୍ତି ଏବଂ ତାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। କାରଣ ଏହି ଦିନ ମା ଲକ୍ଷ୍ମୀ ବ୍ରହ୍ମାଣ୍ଡ ଭ୍ରମଣ କରିଥାନ୍ତି।

ଆପଣ ଏହି ମହା ପଞ୍ଚୁକରେ ସୁର୍ଯ୍ୟ ଉଦୟ ହେବା ପୂର୍ବରୁ ପ୍ରାତଃ ସ୍ନାନ ମା ବୃନ୍ଦାବତୀଙ୍କ ପାଖରେ ପୂଜା କରିବା ଉଚିତ ଏହା ସହିତ ଚଉରା ମୂଳରେ ମୁରୁଜ ପକାଇ ମା ବୃନ୍ଦାବତୀଙ୍କୁ ଆରୋଧନା କରିବା ନିହାତି ଉଚିତ। ଏହା କରିବା ଦ୍ୱାରା ଆପଣଙ୍କର ସବୁ ମନସ୍କାମନା ପୂରଣ ହେବା ସହିତ ଦିନ ତମାମ ଶୁଭ ହୋଇଥାଏ ଏବଂ ଆପଣଙ୍କୁ ଶୁଭ ପରିଣାମ ନିଶ୍ଚୟ ମିଳିଥାଏ।

କାର୍ତ୍ତିକ ମାସ ପଞ୍ଚୁକ ୫ ଦିନରେ ଭଗବାନ ଜଗନ୍ନାଥଙ୍କ ପାଖରେ ନୀଳ ଅପରାଜିତା ଫୁଲ ନେଇ ଅର୍ପଣ କରନ୍ତୁ। ଏହା କରିବା ଦ୍ୱାରା ଭଗବାନ ଜଗନ୍ନାଥଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। କାହିଁକିନା ନୀଳ ଅପରାଜିତା ଫୁଲ ପ୍ରଭୁ ଜଗନ୍ନାଥଙ୍କର ପ୍ରତୀକ ହୋଇଥାଏ। ତେଣୁ ଏହାକୁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଅର୍ପଣ କରିବା ଦ୍ୱାରା ଭଗବାନଙ୍କର କୃପା ପ୍ରାପ୍ତ ହୋଇଥାଏ।

ପଞ୍ଚୁକ ୫ ଦିନରେ ବା ଶେଷ ଦିନ ଡ଼ଙ୍ଗା ଭସା ଦିନ ହୋଇଥାଏ। ଏହି ଦିନ ଛୋଟରୁ ବଡ଼ ଯାଏଁ ସମସ୍ତ ବ୍ୟକ୍ତି ଡ଼ଙ୍ଗା କିଣି ତାକୁ ପୂଜା କରି ନଦୀ କିମ୍ବା ପୋଖରୀରେ ଭସାଇ ଥାନ୍ତି। ଆପଣ ଯଦି ଏହି ଦିନ କଦଳୀ ପାଟୁଆରେ ଡ଼ଙ୍ଗା ତିଆରି କରି ଭସେଇବେ ତେବେ ଆପଣଙ୍କର ସବୁ ଇଛା ସବୁ ମନସ୍କାମନା ବହୁତ ଶୀଘ୍ର ପୁରଣ ହୋଇଥାଏ। କିନ୍ତୁ ଯଦି ଆପଣ ପେପରରେ ତିଆରି କିମ୍ବା ସୋଲରେ ତିଆରି ଡ଼ଙ୍ଗା କିଣି ଭସାଇବେ ତାହେଲେ ଧ୍ୟାନ ରଖିବେ କି ଆପଣ ଯେଉଁ ଦୀପ ବା ମହମବତୀ ସେଥିରେ ଲଗାଇଥିବେ ଧ୍ୟାନ ରଖିବେ ଯେ ତାହା କିଛି ବାଟ ଭାସିଯାଇ ଜଳି ନଯାଉ। ଏମତି ହେବା ଦ୍ୱାରା ଆପଣଙ୍କର ମନସ୍କାମନା ସେମିତି ଅଧୁରା ହୋଇ ରହିଯିବ। କାହିଁକିନା ଡ଼ଙ୍ଗା ଜଳିଯିବା ଏକ ଅଶୁଭ ପ୍ରକାରର ସଂକେତ ଦେଇଥାଏ। ସେଥିପାଇଁ ଆପଣ କଦଳୀ ପାଟୁଆରେ ଡ଼ଙ୍ଗା ତିଆରି କରି ଭସାଇବା ସବୁଠାରୁ ଭଲ ହୋଇଥାଏ।

ବନ୍ଧୁଗଣ ଏହି ମହା ମହା ପଞ୍ଚୁକରେ ଆପଣ ଗରିବ ଲୋକଙ୍କୁ ଦାନ କରନ୍ତୁ। କିଛି ଦ୍ରବ୍ୟ ଦିଅନ୍ତୁ କିଛି ଖାଇବାକୁ ଦିଅନ୍ତୁ। ଏହିପରି ଦାନ ଧର୍ମ ଏହି କାର୍ତିକ ମାସ ମହା ପଞ୍ଚୁକରେ କରନ୍ତୁ। ଏପରି କଲେ ବହୁତ ଶୁଭ ହୋଇଥାଏ। ଏହି ଅସହାୟ ଏବଂ ବିକଳାଙ୍ଗ ଲୋକଙ୍କୁ ଦାନ କଲେ ଭଗବାନ ଶନିଦେବ ଖୁସି ହୋଇ ଆପଣଙ୍କ ଉପରେ କୃପା ବର୍ଷା କରିଥାନ୍ତି। ସେଥିପାଇଁ ଆପଣଙ୍କ ସକ୍ଷମ ଅନୁଯାୟୀ ଦାନ ଧର୍ମ ନିଶ୍ଚୟ କରନ୍ତୁ। ଆପଣଙ୍କ ଭାଗ୍ୟର ତାଲା ନିଶ୍ଚୟ ଖୋଲିଯିବ

ଏବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ଯେଉଁ ମାନଙ୍କର ଏହି ମହା ପଞ୍ଚୁକ ଠାରୁ ଭାଗ୍ୟ ଏମାନଙ୍କ ସାଥ ଦେବାକୁ ଯାଉଛି।

କୁମ୍ଭ ରାଶି।

ଏହି ରାଶିର ଲୋକଙ୍କର ରାଜଯୋଗ କାରଣରୁ ଶୁଭ ସମୟ ରହିବ। ବ୍ୟାପାରି ମାନେ ଲାଭବାନ ମଧ୍ୟ ହେବେ। କୌଣସି କ୍ଷେତ୍ରରୁ ଧନ ଲାଭ ହେବାର ଯୋଗ ବନୁଅଛି। ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ମିଳିବା ଦ୍ୱାରା ଆପଣ ଜୀବନରେ ସଫଳତାର ଶୀର୍ଷରେ ପହଁଚି ପାରିବେ। ଛାତ୍ର ମାନେ ଶିକ୍ଷା କ୍ଷେତ୍ରରେ ଅଗ୍ରସର ହେବେ। ପ୍ରେମ ଜୀବନରେ ଆପଣ ସଫଳ ମଧ୍ୟ ହେବେ।

କନ୍ୟା ରାଶି:-

ଏହି ରାଶିର ଲୋକମାନଙ୍କର ଦାମ୍ଫତ୍ୟ ଜୀବନରେ ଜୀବନସାଥୀଙ୍କ ସହ ଭଲ ସମ୍ପର୍କ ରହିବ। ଆପଣଙ୍କୁ ଭାଗ୍ୟର ସାଥ ମିଳିବ। ଏହି ରାଜଯୋଗ କାରଣରୁ ଆପଣଙ୍କୁ ଖୁସି ଖବର ମିଳିବ। ଆପଣଙ୍କୁ ଅଚାନକ ଧନଲାଭ ହେବ। ସମାଜରେ ଆପଣଙ୍କର ଯଶ ଏବଂ କୀର୍ତି ପ୍ରତିଷ୍ଠା ମଧ୍ୟ ହେବ। ଯଦି ପାରିବେ ତେବେ ଆପଣ ଏହି ମହା ପଞ୍ଚୁକରେ କିଛି ଦାନ ଧର୍ମ କରନ୍ତୁ।

ମିଥୁନ ରାଶି:-

ଏହି ରାଶିର ଲୋକମାନଙ୍କର ଆଗାମୀ ସମୟ ଅନୁକୂଳ ରହିବ। ଆପଣଙ୍କର ଶୁଭ ସମୟ ଆସିବାକୁ ଯାଉଛି। ଆପଣଙ୍କର ଅଟକି ଥିବା କାମ ଆରମ୍ଭ କରିଲେ ସେଥିରେ ସଫଳତା ମଧ୍ୟ ପ୍ରାପ୍ତି ହେବ। ଚାକିରୀ କ୍ଷେତ୍ରରେ ଆପଣଙ୍କର ପ୍ରୋମସନ ହୋଇପାରେ। ସମାଜରେ ଆପଣଙ୍କୁ ମାନ ସମ୍ମାନ ପ୍ରାପ୍ତ ହେବ। ଲୋକମାନେ ଆପଣଙ୍କର ମାର୍ଗଦର୍ଶନ କରିବେ। ଯଦି କୌଣସି ଜାଗାରେ ଟଙ୍କା ବିନିଯୋଗ କରିଛନ୍ତି ତେବେ ନିଶ୍ଚିତ ଭାବରେ ଆପଣଙ୍କୁ ଏହି ପଞ୍ଚୁକ ପରେ ପରେ ଧନ ଲାଭ ହେବ।

ବୃଷ ରାଶି:-

ଏହି ରାଶିର ଜାତକଙ୍କର ଡିସେମ୍ବର ମାସରେ ଖରାପ ଅଛି। ଖରାପ ଥିବା ସ୍ୱତେ ମଧ୍ୟ ଏହି ରାଶିର ଲୋକମାନଙ୍କର ରାଜଯୋଗ ରହିଛି। ପଞ୍ଚୁକ ଠାରୁ ଏମାନଙ୍କ ଭାଗ୍ୟ କିଛି ମାତ୍ରାରେ ସାଥ ଦେବ ଏବଂ ଆପଣଙ୍କର ସବୁ ସମସ୍ୟାର ଅନ୍ତ ମଧ୍ୟ ହେବ। ଆପଣଙ୍କୁ ନୂଆ ଅବସର ପ୍ରାପ୍ତ ହେବ। ଆପଣ ଉନ୍ନତି ଆଡ଼କୁ ଗତି କରିବେ। ଧନଲାଭ ମଧ୍ୟ ହେବ। ସନ୍ତାନ ମାନଙ୍କ ତରଫରୁ ଆପଣଙ୍କୁ ଖୁସି ଖବର ମଧ୍ୟ ମିଳିବ।

ତୁଳା ରାଶି:-

ଏହି ରାଶିର ଲୋକମାନଙ୍କର ସମୟ ଆଗକୁ ବହୁତ ଶୁଭଦାୟକ ରହିବ। ସ୍ୱାସ୍ଥ୍ୟ ଜନିତ ଯେଉଁ ସମସ୍ୟା ଥିଲା ତାହା ଦୂର ହେବ ଏବଂ ଭଲ ମଧ୍ୟ ରହିବ। ବ୍ୟାପାରି ମାନଙ୍କୁ ବ୍ୟାପାରରେ ପ୍ରଚୁର ପରିମାଣରେ ଲାଭ ହେବ। ଆପଣ ସମସ୍ତ ସମସ୍ୟା ସହଜରେ ସମାଧାନ କରିପାରିବେ।
ସନ୍ତାନ ମାନଙ୍କ ତରଫରୁ ଆପଣଙ୍କୁ ଖୁସି ଖବର ମଧ୍ୟ ମିଳିବ। ସମାଜରେ ଆପଣଙ୍କର ଯଶ ଏବଂ କୀର୍ତି ପ୍ରତିଷ୍ଠା ହେବ। ଦାମ୍ଫତ୍ୟ ଜୀବନରେ ଜୀବନସାଥୀଙ୍କ ସହଯୋଗ ମିଳିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *