Excuse Me Odisha

ଯାହା କହିବୁ ସତ କହିବୁ

ବେଲପତ୍ରକୁ ଘରେ ଏହି ଜାଗାରେ ରଖିଲେ ଦୂର ହେବ ଗରିବୀ। ଘରେ ଝ-ଗଡା ହେବ ସମାପ୍ତ। ଖରାପ ନଜରରୁ ମିଳିବ ର-କ୍ଷା। ପଇସାର ଅଭାବ ଦୂର ହେବ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ବେଲପତ୍ରକୁ ଘରେ ଏହି ଜାଗାରେ ରଖିଲେ ଦୂର ହେବ ଗରିବୀ। ଘରେ ଝଗଡା ହେବ ସମାପ୍ତ। ଖରାପ ନଜରରୁ ରକ୍ଷା। ପଇସାର ଅଭାବ ଦୂର ହେବ।

ବନ୍ଧୁଗଣ ଜୀବନରେ କେବେ କେବେ ଏମିତି ହୋଇଥାଏ କି ଗୋଟେ ପରେ ଗୋଟେ ସମସ୍ୟା ଆସିଥାଏ। ଘରେ ନିଜ ନିଜ ଭିତରେ ସମ୍ପର୍କ ଭଲ ହୋଇନଥାଏ। ଲୋକ ପ୍ରାୟତଃ ରୋଗରେ ପଡ଼ିଥାନ୍ତି। ଖର୍ଚ୍ଚ ବହୁତ ହୋଇଥାଏ। ରୋଜଗାର ଠାରୁ ଅଧିକ ଖର୍ଚ୍ଚ ହୋଇଥାଏ। ଘରକୁ ଆସିଲେ ଭଲ ଲାଗୁନି ଲାଗେ ଯେମିତି ସମସ୍ତେ ପରସ୍ପରର ଶତ୍ରୁ ଏବଂ କେହି କାହାରିକୁ ପସନ୍ଦ ହିଁ କରନ୍ତି ନାହିଁ। ନାଁ କଥାବାର୍ତ୍ତା ମିଶିଥାଏ ନାଁ ବିଚାର ନାଁ ମନ ଆପଣ ଏମିତିରେ ଗୋଟେ ଛୋଟ ପ୍ରୟୋଗ କରନ୍ତୁ। ଏହି ପ୍ରୟୋଗ ଆପଣ କୌଣସି ମଙ୍ଗଳବାର କିମ୍ବା ଶନିବାର ଦିନ କରନ୍ତୁ। ଯଦି ବାରମ୍ବାର ଘରେ ଲୋକ ରୋଗରେ ପଡୁଛନ୍ତି କଳି ଝଗଡା ବଢିଯାଉଛି ଧନର ସମସ୍ୟା ଲାଗି ରହୁଛି ଆପଣ ଏହି ପ୍ରୟୋଗ କରନ୍ତୁ। ଏଥିପାଇଁ ଦରକାର ବେଲପତ୍ର। ବେଲପତ୍ର ୧୦୮ ଟି ଆଣନ୍ତୁ। ଯଦି ୧୦୮ ଟି ମିଳୁନାହିଁ ତେବେ ୨୭ ଟି ବେଲପତ୍ର ଆଣନ୍ତୁ। କିନ୍ତୁ ଚେଷ୍ଟା କରନ୍ତୁ ୧୦୮ ଟି ବେଲପତ୍ର ଆଣିବା ପାଇଁ ଏବଂ ଆପଣଙ୍କୁ ଦରକାର ଲାଲ ଚନ୍ଦନ। ଲାଲ ଚନ୍ଦନ ଘଷି କରି ପେଷ୍ଟ ବନାନ୍ତୁ।

ବେଲପତ୍ରକୁ ଧୋଇକି ସଫା କରିନିଅନ୍ତୁ। ଏବଂ ସମସ୍ତ ବେଲପତ୍ର ମଝିରେଶ୍ରୀମ ଲେଖନ୍ତୁ ଏବଂ ବାକି ଦୁଇ ପତ୍ରରେ ବିନ୍ଦୁ ବନେଇ ଦିଅନ୍ତୁ। ଲେଖିବେ କେବଳ ଲାଲ ଚନ୍ଦନରେ ଏହିପରି ୧୦୮ ଟି ବେଲପତ୍ରରେ ଲେଖିକି ଲାଲ ଢ଼ାଗାରେ ବାନ୍ଧି କରି ମାଳା ବନାନ୍ତୁ। ଏହାପରେ ଘରେ ସମସ୍ତ ସଦସ୍ୟ ଛୁଅନ୍ତୁ। ଏହାପରେ ପାଖରେ ଥିବା କୌଣସି ହନୁମାନ ମନ୍ଦିରକୁ ଯାଇ କରି ଭଗବାନ ହନୁମାନଙ୍କୁ ପିନ୍ଧେଇ ଦିଅନ୍ତୁ। ଏହା ପରେ ଭଗବାନ ହନୁମାନଙ୍କୁ ଆଳତୀ କରନ୍ତୁ ଏବଂ ଭୋଗ ଦିଅନ୍ତୁ। ଏହାପରେ ଏହି ମାଳାକୁ ଘରକୁ ଆଣି ରଖିଦିଅନ୍ତୁ। ଏମିତି କଲେ ଦେଖିବେ ଆପଣଙ୍କର ସମସ୍ତ ସମସ୍ୟା ଦୂର ହେବା ସହିତ ଘରେ ହସ ଖୁସିର ବାତାବରଣ ଲାଗିରହିବ। ଧନର ଅଭାବ ରହିବ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *