Excuse Me Odisha

ଯାହା କହିବୁ ସତ କହିବୁ

ମହିଳାଙ୍କ ଏହି ୪ଟି ଗୁଣ ବହୁତ ଖରାପ ଅଟେ କିନ୍ତୁ ନିରାଟ ସତ୍ୟ ଅଟେ ! ନିଜେ ଭଗବାନ ଶ୍ରୀକୃଷ୍ଣ ଏକଥା କହିଛନ୍ତି !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମହିଳାଙ୍କ ୪ ଟି ଗୁଣ ବହୁତ ଖରାପ ଅଟେ କିନ୍ତୁ ଏହା ସତ୍ୟ ଅଟେ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି । ପୋଷ୍ଟଟିକୁ ନିଶ୍ଚୟ ପଢ଼ନ୍ତୁ।

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ ନାରୀ ମାନଙ୍କ ବିଷୟରେ କିଛି ଏମିତି କଥା କହିଛନ୍ତି ଯେଉଁ କଥା ଖରାପ ଅଟେ କିନ୍ତୁ ଆଜିର ଜୀବନରେ ସତ ସାବ୍ୟସ୍ତ ହେଉଛି। ଭଗବାନ ଶ୍ରୀକୃଷ୍ଣ ଦ୍ୱାରା ନାରୀମାନଙ୍କ ବିଷୟରେ କୁହାଯାଇଥିବା ଏହି ଖରାପ କଥାକୁ ଜାଣିବା ପାଇଁ ଆଜିର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ବନ୍ଧୁଗଣ ଆମର ସମାଜରେ ନାରୀ ମାନଙ୍କୁ ଦେବୀ ସ୍ୱରୂପ ବୋଲି ମାନାଯାଇଥାଏ। ନାରୀ ମାନଙ୍କର ବିଭିନ୍ନ ପ୍ରକାରର ରୂପ ଥାଏ। ନାରୀ ମା, ଭଉଣୀ, ସ୍ତ୍ରୀ ରୂପେ ନିଜର କର୍ତ୍ତବ୍ୟକୁ ପାଳନ କରିଥାନ୍ତି। ନାରୀ ମାନଙ୍କର ଏହି କର୍ତ୍ତବ୍ୟ ବହୁତ କଷ୍ଟ ହେଲେ ମଧ୍ୟ ସେମାନେ ଭଲ ଭାବରେ ପାଳନ କରିଥାନ୍ତି। ଏମିତି କିଛି ମହିଳା ଅଛନ୍ତି ଯେଉଁମାନଙ୍କୁ ଦେବୀ ମାଙ୍କର ଜାଗା ଦେବା ତ ଦେବୀ ମା ଙ୍କର ଅପମାନ ହେବ। ଯେଉଁ ମହିଳାମାନେ ପରିବାରକୁ ନାଶ କରିଥାନ୍ତି ଏପରି ମହିଳା ମାନଙ୍କ ବିଷୟରେ ଆଚାର୍ଯ୍ୟ ଚାଣକ୍ୟ ନୀତିରେ ମଧ୍ୟ କୁହାଯାଇଛି। ଯେଉଁମାନେ ପରିବାରକୁ ନଷ୍ଟ କଲା ଭଳି କାମ କରିଥାନ୍ତି ସେମାନେ ସମାଜ ସହିତ ପରିବରକୁ ମଧ୍ୟ ନଷ୍ଟ କରିଥାନ୍ତି। ସେମାନେ ପରିବାର ଏବଂ ଘରର ମଧ୍ୟ ସର୍ବନାଶ କରିଥାନ୍ତି। ଯେଉଁ ମହିଳାମାନେ ପତି ଥିଲେ ମଧ୍ୟ ଅନ୍ୟ ପୁରୁଷଙ୍କ ସହ ରହି ଶାରୀରିକ ସମ୍ପର୍କ ରଖିଥାନ୍ତି ଏପରି ମହିଳାଙ୍କୁ ଅପବିତ୍ର କୁହାଯାଏ। ଏପରି ମହିଳାଙ୍କୁ ସମାଜରେ ଉଚ୍ଚ ସ୍ଥାନ ମିଳିନଥାଏ। ଏପରି ମହିଳା ସମାଜରେ ସବୁବେଳେ ନୀଚ୍ଚ ସ୍ଥାନ ନେଇ ବଞ୍ଚିଥାନ୍ତି। ଏପରି ମହିଳାମାନେ ଘରର ବର୍ବାଦର କାରଣ ମଧ୍ୟ ହୋଇଥାନ୍ତି।

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଏପରି ଅପବିତ୍ର ନାରୀଙ୍କ ଠାରୁ ଯେତେ ପାରୁଛନ୍ତି ଦୁରେଇ ରୁହନ୍ତୁ। ଏମାନଙ୍କୁ ଯଦି ନସୁଧାରିବ ତ ଏମାନେ ଘରର ନାଶ କରିଦେଇଥାନ୍ତି। ଏହା ପରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଏପରି ମହିଳା ଯେଉଁମାନେ ଘର ଚଳାଇବାରେ ଅସମର୍ଥ ଏବଂ ଘର ଚଳାଇବା ଜଣା ନଥାଏ ଏପରି ମହିଳାମାନେ ଘରର ଦାୟିତ୍ୱ ତୁଲାଇବା ଉଚିତ ନୁହେଁ। ଏପରି ମହିଳାଙ୍କୁ ଘରର ଦାୟିତ୍ୱ ଦେବା ଏକ ମୁର୍ଖତା ହୋଇଥାଏ। ଏପରି ମହିଳାଙ୍କୁ ସବୁବେଳେ ଘର କାମରେ ବ୍ୟସ୍ତତା ରଖିବା ଉଚିତ ଅଟେ। ଏପରି ମହିଳାଙ୍କୁ ଯଦି ଘରର ଦାୟିତ୍ୱ ଦିଆଯାଏ ତ ଏମାନେ ଘରକୁ ନଷ୍ଟ କରିଦିଅନ୍ତି। ଏହାପରେ ଭଗବାନ ଶ୍ରୀକୃଷ୍ଣ ଆହୁରି ମଧ୍ୟ କହିଛନ୍ତି ଯେଉଁ ମହିଳାମାନେ କଥା କହିବାରେ ସଂଯମତା ରଖି ପାରନ୍ତି ନାହିଁ ଏବଂ ବଡ଼ ସାନ ଜାଣନ୍ତି ନାହିଁ ଏପରି ମହିଳାମାନେ ଘର ପାଇଁ ଅଶୁଭ ଅଟନ୍ତି। ଏବଂ ଅଶୁଭ ମହିଳା କେବେବି ଘରକୁ ସ୍ୱର୍ଗ ବନାଇ ପାରନ୍ତି ନାହିଁ।

ଭଗବାନ ଶ୍ରୀକୃଷ୍ଣ ନାରୀମାନଙ୍କ ବିଷୟରେ ଯାହା କହିଛନ୍ତି ଆଜିକା ଜୀବନରେ ତାହା ସତ ସାବ୍ୟସ୍ତ ହେଉଛି। ଘରର ନାରୀ ମାନଙ୍କୁ ଏମିତି ରହିବା ଦରକାର ପ୍ରେମ ଭଲପାଇବା ସହିତ ନିଜେ ଘରେ ରହିବା ଏବଂ ଘରେ ରହୁଥିବା ସଦସ୍ୟମାନଙ୍କ ସହିତ ଭଲ ବ୍ୟବହାର କରିବା। ଘରକୁ ମଧ୍ୟ ଆସୁଥିବା ସଦସ୍ୟଙ୍କର ଭଲ ଭାବରେ ସ୍ୱାଗତ କରିବା। ଏବଂ ସେମାନଙ୍କ ସହିତ ଭଲ କଥାବାର୍ତା ସହିତ ବୁଲାବୁଲି କରିବା। ଏବଂ ସବୁ ସମ୍ପର୍କକୁ ଭଲ ଭାବରେ ଭଲପାଇବା ଦେଇ ରଖିବା। ଏପରି ମହିଳା ଘରକୁ ସ୍ୱର୍ଗ ବନାଇ ପାରନ୍ତି। ବନ୍ଧୁଗଣ ଆପଣଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ଵାରା କୁହାଯାଇଥିବା ଖରାପ କଥା ଖରାପ ଲାଗିପାରେ। କିନ୍ତୁ ବନ୍ଧୁଗଣ ଆପଣ ଭାବନ୍ତୁ କି ଏହି କଥା କେତେଦୂର ସତ ଅଟେ। ଆଜିକା ଜୀବନରେ ଏହା କେତେ ସତ ସାବ୍ୟସ୍ତ ହେଉଛି।

ଏବେ ଆସନ୍ତୁ ଜାଣିବା ରାବଣ ମଧ୍ୟ ମହିଳାମାନଙ୍କ ବିଷୟରେ ଠିକ ଏପରି କଥା କହିଛନ୍ତି ଯାହା ଖରାପ ଅଟେ କିନ୍ତୁ ପୁରା ସତ୍ୟ ଅଟେ।ଆସନ୍ତୁ ସେହି କଥା ଉପରେ ମଧ୍ୟ ନଜର ପକାଇବା।

ବନ୍ଧୁଗଣ ରାବଣ ମହିଳାଙ୍କ ବିଷୟରେ ଏମିତି ୪ ଟି ସତ କହିଛନ୍ତି ଯାହା ଜାଣିଲା ପରେ ଆପଣ ଭାବିବେ ଯେ ରାବଣ ସତରେ ବହୁତ ବଡ଼ ଜ୍ଞାନୀ ଥିଲେ। ରାବଣ କହିଥିଲେ କି ଏମିତି ମହିଳା ଠାରୁ ଯେତେ ଜଲଦି ହେବ ଦୁରେଇ ଯାଅ ତାହା ଭଲ ହେବ।ଆହୁରିବି କେତେ କଥା ରାବଣ କହିଥିଲେ ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବନ୍ଧୁଗଣ ରାବଣ ରାମାୟଣର ଏକ ପ୍ରମୁଖ ଚରିତ୍ର ଅଟେ। ରାବଣ ଲଙ୍କାର ରାଜା ଥିଲେ। ସେ ନିଜକୁ ୧୦ ଟି ନାମ ଥିବା ନାମରେ ପରିଚିତ ଥିଲେ। ଶାସ୍ତ୍ରରେ କୁହାଯାଏ ଯେ ରାବଣ ଜଣେ ମହା ପଣ୍ଡିତ ଥିଲେ। ତା ସହିତ ସେ ମହା ଜ୍ଞାନୀ ମଧ୍ୟ ଥିଲେ। ଯାହାକୁ ପ୍ରତ୍ୟକ କଥାର ଜ୍ଞାନ ଥିଲା। ରାବଣ ଏତେ ଜ୍ଞାନୀ ଥିଲେ ଯେ ଆରମ୍ଭରୁ ହିଁ ଜଣା ପଡିଯାଉଥିଲା କି ଆଗକୁ କଣ ହେବାର ଅଛି। ଯାହାର କାରଣରୁ ରାବଣର ବହୁତ ପ୍ରଶଂସା କରାଯାଉଥିଲା। ବନ୍ଧୁଗଣ ରାବଣ ଜଣେ ରାକ୍ଷସ ଥିଲେ। କିନ୍ତୁ ସେ ମାତା ସୀତାଙ୍କର ଅପହରଣ ନିଜ ସୀମା ଭିତରେ ହିଁ ରହି କରିଥିଲେ।ନିଜ ଛାଇ ବି ମାତା ସୀତାଙ୍କ ଉପରେ ପଡ଼ିବାକୁ ଦେଇନଥିଲେ। କିନ୍ତୁ ରାବଣର ଏହା ଭୁଲ ଥିଲା କି ରାବଣକୁ ନିଜେ ଅମର ହେବା ଏବଂ ସୁନାର ଲଙ୍କା ଉପରେ ନିଜର ଗର୍ବ ଏତେ ହେବାକୁ ଲାଗିଲା ଯେ ସେ ନିଜର ହିଁ ନିଜେ ସର୍ବନାଶ କରିବାକୁ ଲାଗିଲେ। କିନ୍ତୁ ରାବଣ ସ୍ତ୍ରୀ ଲୋକମାନଙ୍କ ବିଷୟରେ ଏମିତି ୪ ଟି କଥା କହିଛନ୍ତି ଯାହାକୁ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ନାରୀଙ୍କ ବିଷୟରେ ୪ ଟି କଥା ଜାଣିବା ପାଇଁ ଆପଣଙ୍କୁ ବହୁତ ଆବଶ୍ୟକ ଅଟେ। ତ ରାବଣର ଏହି କଥା ଉପରେ ଆସନ୍ତୁ ଜାଣିବା।

ସ୍ତ୍ରୀର ଲୋଭ। ରାବଣ ପ୍ରାଣ ତ୍ୟାଗ କରିବା ପୂର୍ବରୁ ସ୍ତ୍ରୀ ଲୋକମାନଙ୍କ ବିଷୟରେ ଏହା କହିଥିଲେ ଯେ ସ୍ତ୍ରୀ ଲୋକମାନେ ବହୁତ ସ୍ୱାର୍ଥପର ଅଟନ୍ତି। ନିଜର ସ୍ୱାର୍ଥ ହାସଲ କରିବା ପାଇଁ ବହୁତ ତଳକୁ ବି ଖସି ଯାଇପରନ୍ତି। ତ ସେଥିରେ ଆପଣଙ୍କୁ ଧକା ବି ଦେବାକୁବି ହେଉ କିମ୍ବା କାହାକୁ ରାସ୍ତାରୁ ହଟାଇ ଦେବାକୁ ହେଉ ବା କାହାକୁ ଆପଣେଇବାକୁ ପଡିଲେ ତାହାବି ସ୍ତ୍ରୀ ଲୋକମାନେ କରିଦେବେ। ଏମିତି ନାରୀମାନେ ନିଜର ଲୋଭରେ କିଛିବି କରିପରନ୍ତି। ନାରୀମାନେ କୌଣସି ବି ଲୋକରେ ବହୁତ ଶୀଘ୍ର ପହଞ୍ଚି ଯାଇପାରନ୍ତି। ଆପଣଙ୍କୁ ବି ଫସେଇଦେଇ ପାରନ୍ତି। ତ ଆପଣ ଏବେ ଜାଣି ପାରୁଥିବେ କି ନାରୀ ମାନଙ୍କ ବିଷୟରେ ଏହି କଥା କେତେ ଦୂର ସତ୍ୟ ଅଟେ ବା କେତେ ପର୍ଯ୍ୟନ୍ତ ମିଥ୍ୟା ଅଟେ।

ରାବଣ ଏହାବି କହିଥିଲେ କି ସ୍ତ୍ରୀ ଲୋକମାନେ କୌଣସିବି କଥାରେ ବହୁତ ଜଲଦି ଓଲଟି ଯାଇଥାନ୍ତି ଏମିତିରେ ତ ଏମାନେ କେବେବି ସତ କୁହନ୍ତି ନାହିଁ।ଏହାର କାରଣ ଅଟେ କି ସ୍ତ୍ରୀ ମାନଙ୍କ ଉପରେ ବହୁତ ଭାବି ଚିନ୍ତି ଖର୍ଚ୍ଚ କରିବା ଉଚିତ ଅଟେ। ଏମିତିରେ ତ ସ୍ତ୍ରୀ ଲୋକମାନେ ୟା କଥା ନେଇ ତା ଅଗରେ ତା କଥା ନେଇ ୟା ଆଗରେ କହିବା ଏମିତି କାମ ଏମନେ ଅଧିକ କରିଥାନ୍ତି। ଓ ଏମିତି ପ୍ରକାରରେ କରି ନାରୀମାନେ ତାଙ୍କ ମଝିରେ ଲଢେଇ ଝଗଡା ମଧ୍ୟ କରିଥାନ୍ତି। ତ ଏମିତିରେ ଏମାନେ ପୋଲିସ ଓ କୋର୍ଟ କେଶ ମଧ୍ୟ କରି ଦେଇପାରନ୍ତି। ଏବେ ହିଁ ଆପଣଙ୍କ ଦୈନିକ ଜୀବନରେ ଆପଣଙ୍କ କଥା ଜାଣି ପାରୁଥିବେ କି ରାବଣ ଦ୍ୱାରା କୁହାଯାଇଥିବା ଏହି କଥା ଆପଣ ସତ୍ୟ ମାନନ୍ତି ନାଁ ନାହିଁ।

ରାବଣ ନିଜର ପ୍ରାଣ ତ୍ୟାଗ କରିବା ପୂର୍ବରୁ ଏହା ମଧ୍ୟ କହିଥିଲେ କି ନାରୀମାନଙ୍କ ପେଟରେ କୌଣସି ବି କଥା ରାଜ ଲୁଚିକି ରହିପାରେ ନାହିଁ। ଏମିତିକି ଆପଣଙ୍କର କେତେ ନିଜର ହୋଇଥାଉ। ସେମାନେ ଆପଣଙ୍କର ରହସ୍ୟ ଦିନେନା ଦିନେ ଖୋଲା କରିଦେବ। ଏମିତିରେ ସ୍ତ୍ରୀମାନେ ଗୁପ୍ତ ରାଜ କଥାକୁ ବହୁତ ଜଲଦି ହିଁ ନିଆଁ ପରି ଖେଳେଇ ଦେଇଥାନ୍ତି। ଏହି କାରଣରୁ କେବେବି କୌଣସି ସ୍ତ୍ରୀଙ୍କୁ ନିଜର ଗୁପ୍ତ ରାଜ କହିବା ଜରୁରୀ ହୋଇନଥାଏ। ଯଦି ଏମିତି କରାଯାଏ ତ ସ୍ତ୍ରୀ ମାନେ ଆପଣଙ୍କ ପାଇଁ ଖରାପ ବନି ଯାଇପାରନ୍ତି। ଏବଂ ଏହି କଥା ବିଲକୁଲ ସତ୍ୟ ଅଟେ।

ସ୍ତ୍ରୀ ଲୋକମାନେ ସେମାନେ କାହାର କଥାରେ ବହୁତ ଶୀଘ୍ର ଆସିଯାଇ ଥାନ୍ତି ଓ କାହାର ବି ଜାଲରେ ବହୁତ ଜଲଦି ଫସି ଯାଇପାରନ୍ତି। ତେଣିକି ସେ କେଉଁ ପୁରୁଷ ହେଉ କିମ୍ବା ସ୍ତ୍ରୀ ହେଉ। ଏମିତି ସ୍ତ୍ରୀ ମାନେ ପର ଲୋକଙ୍କ କଥାରେ ଆସି ନିଜ ଘରର ବିନାଶ କରିବାକୁ ଲାଗି ଯାଇଥାନ୍ତି। ପରଙ୍କ କଥାରେ ବିଶ୍ୱାସ କରି ପରଙ୍କ କଥାରେ ଆସିକି ସେମାନେ ଶେଷରେ ନିଜର ସଂସାରକୁ ହିଁ ବିନାଶ କରିଦେଇଥାନ୍ତି। ଯେବେ ସେମାନେ ରାଗି ଯାଆନ୍ତି ତ ସାମ୍ନା ବାଲାଙ୍କୁ ସେମାନେ କେବେବି ଛାଡ଼ନ୍ତି ନାହିଁ। ତେଣିକି ସେ ତାର ସ୍ୱାମୀ ହୋଇଥାଉନା କାହିଁକି। ଆଉ କିଛି ମହିଳା ମାନେ ମଧ୍ୟ ଅଛନ୍ତି ଯିଏ ଏମାନଙ୍କର ଠିକ ବିପରୀତ ହୋଇଥାନ୍ତି। ଯେଉଁମାନେ ଅନ୍ୟ କାହାର ଟିକେ ଟିକେ କଥା ଶୁଣି କାନ୍ଦି ପକାଇଥାନ୍ତି। ଏମାନଙ୍କ ଭିତରେ ବହୁତ ସହନଶୀଳତା ଗୁଣ ଲୁଚି ରହିଥାଏ କିନ୍ତୁ ଏମାନେ ବହୁତ କମ ହିଁ ରାଗିଥାନ୍ତି କିନ୍ତୁ ଯେବେ ରାଗନ୍ତି କାହାକୁ ବି ଛାଡ଼ନ୍ତି ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *