Excuse Me Odisha

ଯାହା କହିବୁ ସତ କହିବୁ

ଝିଅମାନେ ବହୁତ ପସନ୍ଦ ଏହି ୨ ନାମର ପୁରୁଷକୁ,ଜାଣନ୍ତୁ କାହାକୁ କାହାକୁ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ୱାଗତ ଜଣାଉଛୁ। ଆମେ ଆଜି ଆପଣ ମାନଙ୍କୁ ଏପରି ଦୁଇଟି ନାମର ଲୋକଙ୍କ ବିଷୟରେ ଆଲୋଚନା କରିବାକୁ ଯାଉଛୁ, ଯେଉଁ ମାନଙ୍କୁ ମହିଳାମାନେ ଅଧିକ ମାତ୍ରାରେ ପସନ୍ଦ କରନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଏହି ବିଷୟରେ ବିସ୍ତାର ରୂପରେ ଜାଣିବା। ଏଥିପାଇଁ ଆପଣମାନେ ଏହି ପୋଷ୍ଟକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।

ବନ୍ଧୁଗଣ ଆଜିର ଦିନରେ ମନୁଷ୍ୟ ଜୀବନରେ ତାର ନିଜସ୍ଵ ନାମର ବହୁତ ମହତ୍ୱ ରହିଛି।କିଛି ଏପରି ନାମ ରହିଛି, ଯାହାକୁ ଶୁଣିବା ପରେ ମହିଳା ମାନେ ପ୍ରଥମଥର ହିଁ ସେହି ନାମ ଥିବା ବ୍ୟକ୍ତି ଉପରେ ପ୍ରଭାବିତ ହୋଇ ଯାଆନ୍ତି। ପ୍ରତିଦିନ ଆମେ ମାନେ ଏପରି ବହୁତ ନାମ ଗୁଡିକ ବିଷୟରେ ଶୁଣି ଥାଉ, ଯାହାକୁ ଶୁଣିବା କ୍ଷଣି ଆନନ୍ଦ ଅନୁଭବ ହୋଇଥାଏ।

ଆସନ୍ତୁ ଜାଣିବା ସେହି ଦୁଇଟି ଲୋକଙ୍କ ନାମ ବିଷୟରେ ଯେଉଁ ନାମକୁ ସବୁବେଳେ ଝିଅମାନେ ଅଧିକ ପସନ୍ଦ କରନ୍ତି। ଏହି ଠାରେ ପ୍ରଥମ ନାମ ରହିଛି A ନାମ ଥିବା ପୁରୁଷ ମାନଙ୍କର, ଏହି ନାମର ପୁରୁଷ ମାନେ ଅଧିକ ଆକର୍ଷିତ ହେବା ସହିତ ଏମାନେ ଝିଅ ମାନଙ୍କର ଗୋଟିଏ ନଜରରେ ପସନ୍ଦ ଆସି ଯାଇଥାନ୍ତି

ତେବେ ବନ୍ଧୁଗଣ ଆପଣମାନଙ୍କୁ ଜଣେଇ ଦେବାକୁ ଚାହିଁବୁ କି ଏଭଳି ପୁରୁଷ ମାନେ କେବେବି ଦେଖିବା ପାଇଁ ସେତେ ଖାସ୍ ହୋଇ ନଥାନ୍ତି।ସେମାନେ କେବଳ ନିଜର ବ୍ୟବହାର ଏବଂ କର୍ମ ମାଧ୍ୟମରେ ଝିଅ ମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାନ୍ତି। ଏମାନେ ସବୁବେଳେ ଝିଅ ମାନଙ୍କ ଭାବନାକୁ ଭଲ ଭାବରେ ବୁଝି ପାରନ୍ତି।

ଦ୍ଵିତୀୟରେ ହେଉଛି K ନାମର ପୁଅ ମାନେ, ଏମାନେ ଦେଖିବା ପାଇଁ ବହୁତ ସୁନ୍ଦର ହୋଇଥାନ୍ତି। ଏମାନଙ୍କ ଉପରକୁ ସବୁ ସମୟରେ ଝିଅ ମାନେ ଆକର୍ଷିତ ହୋଇଥାନ୍ତି। ଝିଅମାନେ ଏମାନଙ୍କ ଉପରେ ଆକର୍ଷିତ ହେବାର କାରଣ ହେଉଛି, ଏମାନଙ୍କର ସୁନ୍ଦରତା ଏବଂ ଚତୁରତା।

ଏମାନେ ସବୁବେଳେ ନିଜ ଠାରୁ ଅନ୍ୟମାନଙ୍କର ଧ୍ୟାନ ରଖିଥାନ୍ତି। ଏମାନଙ୍କ ହୃଦୟ ସର୍ବଦା ସଫା ଓ ନିର୍ମଳ ରହିଥାଏ।ସେଥିପାଇଁ ଏହି ପୁରୁଷ ମାନେ ସବୁବେଳେ ଝିଅମାନଙ୍କୁ ଅଧିକ ପରିମାଣରେ ପସନ୍ଦ ଆସିଥାନ୍ତି। ଏଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ ଏବଂ ଏହି ପୋଷ୍ଟକୁ ସମସ୍ତଙ୍କୁ ସେୟାର କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *