Excuse Me Odisha

ଯାହା କହିବୁ ସତ କହିବୁ

ପ୍ରତିଦିନ ସକାଳେ ବୋଲନ୍ତୁ ଏହି ମନ୍ତ୍ର,ବିନା ପୂଜାରେ ହେବ ସବୁ ଇଛା ପୂରଣ,ଜାଣନ୍ତୁ ସେ ମନ୍ତ୍ର କଣ !

ସେୟାର୍ କରନ୍ତୁ

ପ୍ରତିଦିନ ସକାଳେ କୁହନ୍ତୁ ଏହି ମନ୍ତ୍ର। ବିନା ପୂଜାରେ ହେବ ସବୁ ଇଛା ପୂରଣ।

ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ପ୍ରତିଦିନ ସକାଳେ କୁହନ୍ତୁ ଏହି ମନ୍ତ୍ର। ବିନା ପୂଜାରେ ହେବ ସବୁ ଇଛା ପୂରଣ।

ବନ୍ଧୁଗଣ ସକାଳୁ ମନ୍ତ୍ର ଜପ କରିବା ସାକ୍ଷତ ଆପଣଙ୍କ ଘରୁ ଦରିଦ୍ରତା ଦୂର ହୋଇଥାଏ ବୋଲି ମାନାଯାଏ। କାରଣ ଯେଉଁ ଘରେ ସକାଳେ ଶୁଭ ହୋଇଥାଏ ତ ବୁଝିଯାଅନ୍ତୁ କି ସେହି ବ୍ୟକ୍ତିଙ୍କ ପାଖକୁ ଦୁଃଖ ଦରିଦ୍ରତା ଆସେନାହିଁ। ସେଥିପାଇଁ ସବୁ ବାଧା ବିଘ୍ନ ଦୂର କରିବା ପାଇଁ ଶକ୍ତି ମିଳିଥାଏ। କାରଣ ବନ୍ଧୁଗଣ ଆଜିକାଲି କିଛି ନାଁ କିଛି ରୂପେ ବ୍ୟକ୍ତିଙ୍କୁ ମାନସିକ ଚିନ୍ତା ହୋଇଯାଏ। ସେଥିପାଇଁ ବ୍ୟକ୍ତିର ଆର୍ଥିକ କ୍ଷତି ହୋଇଥାଏ। ବ୍ୟାପାରରେ ପରିବାରରେ କିଛି ନାଁ କିଛି ଅସୁବିଧା ହୋଇଥାଏ। ବନ୍ଧୁଗଣ ଆପଣ ପ୍ରତିଦିନ ସକାଳେ ଏହି ମନ୍ତ୍ରକୁ ବୋଲିବେ ତ ଆପଣଙ୍କର ଦରିଦ୍ରତା ଦୂର ହୋଇଯିବ। ତା ସହିତ ଘର ପରିବାରରେ ଖୁସି ଆସିବାକୁ ଲାଗିବ। ପରିବାରରେ ଯଦି କୌଣସି ବି ସଦସ୍ୟ ଏହି କାମ କରେ ତେବେ ପୁରା ପରିବାରକୁ ଏହାର ଫଳ ମିଳିଥାଏ। ଆମ ଶାସ୍ତ୍ରରେ ଏମିତି ମନ୍ତ୍ର ଲେଖାଅଛି ଯାହାକୁ ଆପଣ ଉଚାରଣ କରିବେ ତ ଏହାର ମାଧ୍ୟମରେ ଆପଣଙ୍କ ଜୀବନରେ ସବୁକିଛି ପାଇପାରିବେ। ଏହି ମନ୍ତ୍ର ଯୁଗ ଯୁଗ ଧରି ମନ୍ତ୍ରର ବିଶେଷ ମହତ୍ୱ ରହିଛି। ମନ୍ତ୍ରରେ କିଛି ଶକ୍ତି ନଥାଏ ଏହାକୁ ବୋଲିବା ଦ୍ୱାରା ହିଁ ଶକ୍ତି ପ୍ରାପ୍ତ ହୋଇଥାଏ। ମନ୍ତ୍ରକୁ ଯେଉଁ ପ୍ରକରରେ ଲେଖା ଯାଏ ବୋଲାଯାଏ ସେହିପରି ମନ୍ତ୍ରର ଉଚରଣରୁ ଏକ ପ୍ରକାରର ଧ୍ଵନି ବାହାରିଥାଏ ଏବଂ ଏହି ଧ୍ଵନି ଆମର କାନରେ ବାଜିଥାଏ ଏବଂ ଏହା ଅନ୍ୟ ବ୍ୟକ୍ତିକୁ ଶୁଣା ଯାଇଥାଏ। ଏହି ଧ୍ଵନି ଶୁଣିଲେ ବାସ୍ତୁଦୋଷ ଦୂର ହୋଇଥାଏ। ଏହି ଧ୍ୱନିକୁ ଶୁଣିବା ମାତ୍ରେ ହିଁ କୌଣସି ନକରାତ୍ମକ ଶକ୍ତି ସହ୍ୟ କରିପାରେ ନାହିଁ।

ବନ୍ଧୁଗଣ ଆମେ ଏହି ମନ୍ତ୍ରର ଉଚାରଣ କରିବା ଦ୍ୱାରା ଆମର ଜ୍ଞାନନ୍ଦ୍ରିୟ ଏବଂ ଆମର ମାଂସପେଶୀ ଖୋଲିଯାଏ। ଆଉ ଗୋଟେ ପ୍ରକାରର ପୋଜେଟିଭ ଏନାର୍ଜୀ ଆସେ। ଆଜି ଆମେ ଆପଣଙ୍କୁ କହିବୁ ଦେବଙ୍କ ଦେବ ମହାଦେବଙ୍କ ବିଷୟରେ। ଦେବଙ୍କ ଦେବ ମହାଦେବଙ୍କ ଏତେ ଶକ୍ତି ଥାଏ କି ଆମର ଟିକେ ପ୍ରାର୍ଥନାରେ ହିଁ ଆମର ସବୁ ଇଚ୍ଛାକୁ ପୂରଣ କରି ଦେଇଥାନ୍ତି। ଆଜି ଆମେ ଆପଣଙ୍କୁ ଜଣେଇବୁ କେଉଁ ମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କର କାମ ହୋଇଯିବ ଏବଂ ଆପଣଙ୍କର ଜୀବନ ସରଳ ହୋଇଯିବ। କାରଣ ଏହି ମନ୍ତ୍ର ମାଧ୍ୟମରେ ଆପଣଙ୍କର ଜୀବନର ସବୁ ଶକ୍ତିକୁ ଆପଣ ଆପଣଙ୍କର ଜୀବନରେ ଦେଖିବାକୁ ପାଇବେ।

ସର୍ବପ୍ରଥମେ ଯଦି କୌଣସି ମନ୍ତ୍ର ଭୋଳାନାଥଙ୍କ ଅବତାର ହନୁମାନଙ୍କ ମନ୍ତ୍ରକୁ ଜପ କରିବା ଉଚିତ। କାରଣ କଳିଯୁଗରେ ସବୁଠାରୁ ଅଧିକ ଶକ୍ତି ଭଗବାନ ହନୁମାନଙ୍କ ଭିତରେ ଅଛି। ଆପଣ ସକାଳୁ ଉଠି ଆପଣଙ୍କର ମୁହଁକୁ ଉତ୍ତର ଦିଗ କରି ବସିଯାଅନ୍ତୁ ହନୁମାନ ଚାଳିସାକୁ ଗୋଟିଏ ଥର ପାଠ କରନ୍ତୁ। ହନୁମାନ ଚାଳିସା ସକାଳୁ ଉଠି ଗୋଟିଏ ଥର ଜପ କରିବା ଦ୍ୱାରା ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ। କୌଣସି ନାଁ କୌଣସି ରୂପରେ ଭଗବାନ ଆପଣଙ୍କ ପାଖକୁ ଆସିବେ ଏବଂ ଆପଣଙ୍କ ସଙ୍କଟକୁ ଦୂର କରିବେ।

ଦ୍ଵିତୀୟରେ ଯଦି ଆପଣ ସବୁବେଳେ ହନୁମାନ ଚାଲିସାର ଜପ କରିବେ ତ କେହି ଯଦି ଆପଣଙ୍କ ଅନିଷ୍ଠ ଚିନ୍ତା କରିଥାଏ ତ ସେହି ଲୋକ ଆପଣଙ୍କର କିଛି କରିପାରିବେ ନାହିଁ। ଏହାର ପରିଣାମ ତାକୁ ହିଁ ଭୋଗିବାକୁ ପଡ଼ିବ। କୌଣସି ବି କାର୍ଯ୍ୟରେ ଆପଣ ବିଜୟୀ ପ୍ରାପ୍ତ କରିବେ। ତେଣୁ ଏହି ମନ୍ତ୍ରର ବିଶେଷ ମହତ୍ୱ ରହିଛି।

ଏବେ ଆସନ୍ତୁ ଜାଣିବା ଭଗବାନ ମହାଦେବଙ୍କର ଏପରି ମନ୍ତ୍ର ଅଛି ଯାହାକୁ ନିଶ୍ଚୟ କରନ୍ତୁ। ତ ଭୋଳାନାଥଙ୍କର ମନ୍ତ୍ର ହେଉଛି ଓଁ ନମଃ ଶିବାୟ। ଏହି ମନ୍ତ୍ର ଛୋଟିଆ ମନ୍ତ୍ର ଅଟେ। ଓଁ ନମଃ ଶିବାୟ ଆପଣଙ୍କୁ ୩ ଟି ଶବ୍ଦ ଲାଗୁଥିବ କିନ୍ତୁ ଓଁ ଯେଉଁ ଓଁ ଶବ୍ଦ ଆପଣ ଉଚାରଣ କରୁଛନ୍ତି ବ୍ରହ୍ମା ବିଷ୍ଣୁ ମହେଶ୍ୱର ଏଥିରେ ତିନି ଦେବଙ୍କର ଶକ୍ତି ରହିଛି। ବ୍ରହ୍ମା ଯିଏ ବ୍ରହ୍ମାଣ୍ଡରେ ରଚନା କରିଛନ୍ତି, ଭଗବାନ ବିଷ୍ଣୁ ଯିଏ ସୌନ୍ଦର୍ଯ୍ୟ ରଚନା କରିଛନ୍ତି ମହେଶ୍ୱର ଯିଏ ସୃଷ୍ଟିର ସଙ୍ଗଳନ କରୁଛନ୍ତି। ତ ଏହି ୩ ଜଣଙ୍କ ଶକ୍ତି ଏହି ଓଁରେ ହିଁ ରହିଛି। ସେହି ଓଁ ଦ୍ୱାରା ତିନି ଦେବତାଙ୍କ ନାମ ଜପ କରିପାରିବା ଓ ଏହାର ଶକ୍ତି ଆପଣଙ୍କୁ ମିଳିଥାଏ। ସକାକୁ ଆପଣ ଭକ୍ତିରେ ପୁରା ମନ ଭିତରୁ ଓଁ ନମଃ ଶିବାୟ ଉଚାରଣ କରିବାର ଅଛି। ଆପଣ ଆପଣଙ୍କ ହାତକୁ ଯୋଡି ଓଁ କୁହନ୍ତୁ। ଏହା ଦ୍ବାରା ଆପଣଙ୍କ ଚାରିପାଖରେ ଯେକୌଣସି ବି ଶକ୍ତି ଥିବ ତାହା ଦୂର ହୋଇଯିବ। ଏହାର ଧ୍ଵନି ଆପଣଙ୍କ ଘରର ନକରାତ୍ମକତାକୁ ଦୂର କରିଦେବ। ବନ୍ଧୁଗଣ ଆପଣ ଯଦି ଚାହୁଁଛନ୍ତି ଭଗବାନ ଶିବଙ୍କର ଅନ୍ୟ କୌଣସି ମନ୍ତ୍ରକୁ ବି ଜପ କରିପାରିବେ। ଏହା ମଧ୍ୟ ଆପଣଙ୍କ ବିପଦ ଦୁର୍ଘଟଣା କେଉଁବି ପ୍ରକାରରେ ରୋଗରେ ପୀଡିତ ଅଛନ୍ତି ଆଉ ସେଥିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତ ଆପଣଙ୍କୁ ଏହି ଗୋଟିଏ ମନ୍ତ୍ର ଜପ କରିବାର ଅଛି।

ଆପଣଙ୍କର ସବୁ ପ୍ରକାରର ଚିନ୍ତା ଦୂର ହୋଇଯିବ। ଏବଂ ଆପଣଙ୍କୁ ଏହାର ଉଚିତ ପରିଣାମ ଦେଖିବାକୁ ମିଳିବ। ଏହି ମନ୍ତ୍ର ମହା ମୃତ୍ୟୁଞ୍ଜୟ ମନ୍ତ୍ର ଅଟେ। ଏହି ମନ୍ତ୍ରର ଉଚାରଣରେ ଆପଣଙ୍କର ସବୁ ପ୍ରକାରର ବାଧା ବିଘ୍ନ ଦୂର ହୋଇଯିବ। ଆପଣଙ୍କ ଜୀବନରେ କୌଣସି ବି ଶତ୍ରୁ ରହିବେ ନାହିଁ। କୌଣସି ବି ବ୍ୟକ୍ତି ଆପଣଙ୍କର ଖରାପ ଚିନ୍ତା କରିବ ନାହିଁ। ଆପଣ ଯାହା ଚାହିଁବେ ତାହା ପୂରଣ ହୋଇଯିବ। ଆପଣଙ୍କୁ କେବଳ ଗୋଟିଏ ଥର ବାସ ଏହି ମନ୍ତ୍ରର ଜପ କରିବାକୁ ପଡିବ। ବନ୍ଧୁଗଣ ମନ୍ତ୍ର ହେଉଛି ମହା ମୃତ୍ୟୁଞ୍ଜୟ ମନ୍ତ୍ର ଅଟେ। ମନ୍ତ୍ର ହେଉଛି “ଓଁ ତ୍ରୟମ୍ବକମ ୟଜାମହେ ସୁଗନ୍ଧି ପୁଷ୍ଟି ବର୍ଦ୍ଧନମ ଉର୍ବାରୁକମିବ ବଦ୍ଧନାତ ମୃତ୍ୟୁମୂର୍ଖୀୟ ମାମୃତାତ।”ଏହି ମନ୍ତ୍ର କୁ ସଂଜୀବନି ମନ୍ତ୍ର ମଧ୍ୟ କୁହାଯାଏ। ଏହା ଅତ୍ୟନ୍ତ ପ୍ରଭାବ ଶାଳୀ ମନ୍ତ୍ର ଅଟେ। ଏହି ମନ୍ତ୍ରକୁ ଜପ କରନ୍ତୁ ଆପଣଙ୍କର ସବୁ ଦୁଃଖ ଦୂର ହୋଇଯିବ। ଏବଂ ଆପଣଙ୍କ ଜୀବନରେ ସୁଖ ଆସିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *