Excuse Me Odisha

ଯାହା କହିବୁ ସତ କହିବୁ

ପଞ୍ଚୁକ ଠାରୁ ଏହି ୫ଟି ରାଶିର ଲୋକ ହେବେ କୋଟିପତି,ଭୁଲରେ ମଧ୍ୟ ପଞ୍ଚୁକରେ କରନ୍ତୁ ନାହିଁ ଏହି ୩ ଟି କାମ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପଞ୍ଚୁକ ଠାରୁ ୫ ଟି ରାଶି କୋଟିପତି। ପଞ୍ଚୁକରେ କରନ୍ତୁ ନାହିଁ ଏହି ୩ ଟି କାମ।

ବନ୍ଧୁଗଣ ନଭେମ୍ବର ୧୫ ଠାରୁ ଆରମ୍ଭ ହେଉଛି ପଞ୍ଚୁକ ଯାହା ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ରହିବ। ଏହି ପଞ୍ଚୁକରେ ୫ ଟି ରାଶି ହେବେ କୋଟିପତି। ସେମାନଙ୍କ ଭାଗ୍ୟ ସୁନା ପରି ଚମକିବାକୁ ଯାଉଛି। ଏହା ସହିତ ଜାଣିବା ପଞ୍ଚୁକ ୫ ଦିନରେ କେଉଁ କାମ କରିବା ଉଚିତ ନୁହେଁ ଏବଂ ପଞ୍ଚୁକରେ ଭୁଲରେ ବି କରନ୍ତୁ ନାହିଁ ଏହି ଗୋଟିଏ କାମ ନଚେତ ଆସିପାରେ ଭ-ୟଙ୍କର ଦରିଦ୍ର କାରଣ ପଞ୍ଚୁକରେ ମା ଲକ୍ଷ୍ମୀ ପୃଥୀ ପୃଷ୍ଠରେ ଭ୍ରମଣ କରିଥାନ୍ତି। ସେଥିପାଇଁ ଏହି ଦିନ ଏହି ଭୁଲ କରନ୍ତୁ ନାହିଁ। ଗ୍ରହ ନକ୍ଷତ୍ର ମାନଙ୍କର ହେବାକୁ ଯାଉଛି ବଡ଼ ପରିବର୍ତ୍ତନ। ଯେଉଁଥି ପାଇଁ ୫ ଟି ରାଶିର ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ବଦଳିଯିବ। ଯେବେ କେଉଁ ଗ୍ରହ ନିଜର ସ୍ଥାନ ବଦଳାଇଥାଏ କିମ୍ବା ଗ୍ରହ ନକ୍ଷତ୍ରରେ କିଛି ପରିବର୍ତ୍ତନ ହୋଇଥାଏ ତାହେଲେ ଆମ ମାନଙ୍କ ଜୀବନରେ ଭଲ ସମୟ କିମ୍ବା ଖରାପ ସମୟ ଆରମ୍ଭ ହୋଇଯାଇଥାଏ। ଏବଂ ଏହି ପଞ୍ଚୁକରେ ଗ୍ରହ ମାନଙ୍କ ଚଳନ କାରଣରୁ ଏହି ୫ ଗୋଟି ରାଶିକୁ ସବୁଠାରୁ ଅଧିକ ଲାଭ ମିଳିବ।

ବୃଷ ରାଶି। ଏହି ରାଶି ଥିବା ଜାତକରେ ଏହି ସମୟରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ପଞ୍ଚୁକ ଠାରୁ ହିଁ ଏମାନଙ୍କ ଆତ୍ମବିଶ୍ୱାସରେ ବୃଦ୍ଧି ଘ-ଟିବ ଏବଂ ଏମାନଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଦେଖାଦେବ। ଏବଂ ଏହି ପରିବର୍ତ୍ତନ ବହୁତ ହିଁ ଶ୍ରେଷ୍ଠ ହେବ ଏବଂ ଏହି ସମୟରେ ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଅନୁଭବ କରିପାରିବେ ଏପରିକି ଲୋକମାନଙ୍କ ନଜରକୁ ଆସିବେ। ଏବଂ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବେ। ଏହି ସମୟରେ ଆପଣଙ୍କୁ ଭଲ ଜୀବନସାଥୀ ମିଳିପାରେ। ଲଭ ଲାଇଫ ମଧ୍ୟ ରହିବ। ଧନ ସହିତ ଜଡିତ ସମସ୍ୟା ଦୂର ହେବ।

କନ୍ୟା ରାଶି:- ଏହି ରାଶିର ଲୋକଙ୍କ ପାଇଁ ସବୁଠାରୁ ଅଧିକ ସଫଳତା ମିଳିବାର ଦିନ ରହିବ। ଆପଣଙ୍କର ଧନ ଜନିତ ସମସ୍ୟା ଦୂର ହେବ। ଆପଣଙ୍କୁ ଆକ-ସ୍ମିକ ଧନ ଲାଭ ହୋଇପାରେ। ଏହି ପଞ୍ଚୁକ ଠାରୁ ଆପଣଙ୍କ ଘର ପରିବାରରେ ସୁଖ ଶାନ୍ତିର ବାତାବରଣ ଫେରି ଆସିବ। ଧନ ରୋଜଗାର କରିବାର ବହୁତ ଅବସର ପ୍ରାପ୍ତ ହେବ। ଏହା ବ୍ୟତୀତ ଅନ୍ୟ ମାନଙ୍କ ମାଧ୍ୟମରେ ମଧ୍ୟ ଧନର ପ୍ରାପ୍ତି ହେବ। ଭୋଗ ବିଳାସରେ ମଧ୍ୟ ବୃଦ୍ଧି ହେବ।

ସିଂହ ରାଶି:- ପଞ୍ଚୁକ ପର ଠାରୁ ହିଁ ଆପଣଙ୍କ ଲାଗି ବହୁତ ଶ୍ରେଷ୍ଠ ଦିନ ଆସିବାକୁ ଯାଉଛି। ଏହି ଦିନ ଠାରୁ ଆପଣଙ୍କ ଅଧୁରା ସ୍ୱପ୍ନ ପୂରଣ ହେବାକୁ ଯାଉଛି। ଆପଣଙ୍କର ଯେଉଁ କାମ ଦୀର୍ଘ ଦିନରୁ ଅଟକି ରହିଥିଲା ସେସବୁ କାମ ହୋଇଯିବ। ସମସ୍ତ ସମସ୍ୟା ଦୂର ହେବ। ପରିବାର ମଧ୍ୟରେ ସୁଖ ଶାନ୍ତିର ଜୀବନ ବିତାଇବେ। ଜୀବନସାଥୀଙ୍କ ସହଯୋଗ ପ୍ରାପ୍ତି ହେବ। ଏହି ପଞ୍ଚୁକ ଦିନ ଠାରୁ ଆପଣଙ୍କର ଦିନ ଗୁଡିକ ବହୁତ ଭାଗ୍ୟଶାଳୀ ରହିବ।

ବିଛା ରାଶି:- ଏହି ରାଶି ଥିବା ଜାତକଙ୍କ ପାଇଁ ଏହି ସମୟ ବହୁତ ଶୁଭ ରହିବ। ଏହି ସମୟରେ ଆପଣଙ୍କ ଉପରେ ଭଗବାନ ବିଷ୍ଣୁଙ୍କର କୃପା ପ୍ରାପ୍ତି ହେବ। ସମସ୍ତ ପ୍ରକାରର ଦୁଃ-ଖ ଦୂର ହେବ। ବିବାହିତ ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ଜୀବନରେ ଉନ୍ନତି ହେବା ସହିତ ଆକ-ସ୍ମିକ ଧନ ଲାଭ ହେବ।

ତୁଳା ରାଶି:- ଏହି ରାଶିର ଲୋକଙ୍କ ପାଇଁ ଏହି ସମୟ ବହୁତ ଭଲ ରହିବାର ଅଛି। ବିଶେଷ କରି ସ୍ୱାସ୍ଥ୍ୟ ଦୃଷ୍ଟିରୁ। ଆଗକୁ ବହୁତ ଶୁଭ ସମୟ ଆସିବାକୁ ଯାଉଛି। କୌଣସି ବି ସ୍ୱାସ୍ଥ୍ୟ ଜନିତ ସମସ୍ୟା ରହିବ ନାହିଁ। ଦୀର୍ଘ ଦିନରୁ ରୋଗରୁ ମୁକ୍ତି ମିଳିବ। ସମାଜରେ ମାନ ସମ୍ମାନ ବଢିବ। ଏହି ଦିନ ଠାରୁ ଆପଣ ନିଜ ଉପରେ ଗର୍ବ ଅନୁଭବ କରିବେ। ଆପଣଙ୍କ କାର୍ଯ୍ୟର ପ୍ରଶଂସା କରାଯିବ। କିଛି ଏପରି ଘ-ଟଣା ଆପଣଙ୍କ ସହିତ ଘଟିପାରେ ଯାହା ଆପଣଙ୍କ ଚିନ୍ତାଧାରା ଏବଂ ବିଚାର ଶକ୍ତି ବହୁତ ସକାରାତ୍ମକ ପରିଣାମ ଦେବ। ପାରିବାରିକ ସହଯୋଗ ପ୍ରାପ୍ତି ହେବ। ଆପଣଙ୍କର ଆଗାମୀ ସମୟ ଗୁଡିକ ବହୁତ ହିଁ ଭଲ ରହିବ।

କାର୍ତ୍ତିକ ମାସର ଶୁକ୍ଳପକ୍ଷର ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ୫ ଦିନକୁ ମହା ପଞ୍ଚୁକ କୁହାଯାଇଥାଏ। ଏହି ୫ ଦିନକୁ ବହୁତ ପବିତ୍ର ମାନାଯାଇଥାଏ। ଏହି ଦିନ ମାନଙ୍କରେ ଲୋକମାନେ ପୂଜା ପାଠ ଦାନ ଧର୍ମରେ ସମୟ ଅତିବାହିତ କରିଥାନ୍ତି। ଏହି ସମୟ ଶୁଭ ହୋଇଥିବାରୁ ଏହି ଦିନରେ ଧନର ଦେବୀ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ଉପାୟ ମଧ୍ୟ କରିଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଦିନ ଘରେ ପୂଜା ପାଠ କରିଲେ ଜୀବନରେ ଶୁଭ ଫଳ ମିଳିଥାଏ। ଘରେ ଉନ୍ନତି ହୋଇଥାଏ। ବ୍ୟବସାୟରେ ଚାକିରୀରେ ଏବଂ ପରୀକ୍ଷାରେ ଭଲ ଫଳ ମିଳିଥାଏ। ଯଦି ଏହି ପବିତ୍ର ଦିନରେ କିଛି ଅଶୁଭ କାମ କରିବେ ତ କରିଥିବା ସବୁ ଧର୍ମ କର୍ମର ଫଳ ଅଶୁଭ ହୋଇଥାଏ। ଯାହା ଫଳରେ ସାରାଜୀବନ ଦୁଃ-ଖ କ-ଷ୍ଟ ଅଭା-ବ ଅନଟନରେ ଜୀବନ ବିତାଇବାକୁ ପଡିଥାଏ। ତେବେ ଆସନ୍ତୁ ଜାଣିବା ପଞ୍ଚୁକରେ କେଉଁ କାମ କରିବା ଉଚିତ ନୁହେଁ।

ସକାଳେ ଡେରି ପର୍ଯ୍ୟନ୍ତ ଶୁଅନ୍ତୁ ନାହିଁ। ଏହି ଦିନ ବହୁତ ପବିତ୍ର ହୋଇଥାଏ ତେଣୁ ଏହି ଦିନରେ ବ୍ରହ୍ମ ମୁହୂର୍ତ୍ତରେ ଉଠିବା ଉଚିତ। ଯେଉଁ ଲୋକମାନେ ଡେରି ପର୍ଯ୍ୟନ୍ତ ଶୋଇରହିଥାନ୍ତି ସେମାନଙ୍କୁ ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହୋଇନଥାଏ। ସେହି ବ୍ୟକ୍ତିର ଭାଗ୍ୟ ନିଦ୍ରାରେ ହିଁ ରହିଥାଏ। ତେଣୁ ସୁର୍ଯ୍ୟଦୟ ପୂର୍ବରୁ ସକାଳୁ ଶୀଘ୍ର ଉଠି ସ୍ନାନ କରି ଭଗବାନଙ୍କର ପୂଜା ଆରାଧନା କରିବା ଉଚିତ। ସେହିପରି ସନ୍ଧ୍ୟା ସମୟରେ ମଧ୍ୟ ଶୋଇବା ଉଚିତ ନୁହେଁ।

କ୍ରୋ-ଧ କରନ୍ତୁ ନାହିଁ। ଏହି ଖରାପ ଅଭ୍ୟାସକୁ ନିୟ-ନ୍ତ୍ରଣ କରିବା ଆରମ୍ଭ କରି ଦିଅନ୍ତୁ। ଆପଣଙ୍କ ଘରର ପରିବେଶକୁ ଶାନ୍ତ ରଖନ୍ତୁ। ଜୋରରେ କାହାରିକୁ ପାଟି କରି କିଛି କୁହନ୍ତୁ ନାହିଁ। ଘରର ମହିଳା ମାନଙ୍କ ଉପରେ ରାଗନ୍ତୁ ନାହିଁ। ନିଜର ସନ୍ତାନ ମାନଙ୍କ ଉପରେ ମଧ୍ୟ ରା-ଗନ୍ତୁ ନାହିଁ ପାଟି କରନ୍ତୁ ନାହିଁ ଗା-ଳି ଦିଅନ୍ତୁ ନାହିଁ ଏହିପରି କଲେ ଅଶୁଭ ହୋଇଥାଏ। ଯେଉଁଲୋକମାନେ ଏହି ଦିନ କ୍ରୋ-ଧ କରନ୍ତି ସେମାନଙ୍କୁ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇନଥାଏ।

ବାଦ ବିବା-ଦ କରନ୍ତୁ ନାହିଁ। ଘରେ କୌଣସି ପ୍ରକାରର କ-ଳହ କିମ୍ବା ଝ-ଗଡା କରନ୍ତୁ ନାହିଁ ଯେଉଁଠି ଝ-ଗଡା ଓ କ-ଳହ ଲାଗିରହିଥାଏ ସେହି ଘରେ ମା ଲକ୍ଷ୍ମୀ ରୁହନ୍ତି ନାହିଁ। ଏଥି ସହିତ ବାହାରେ ମଧ୍ୟ ଏହି କଥାର ଧ୍ୟାନ ରଖନ୍ତୁ। କାହା ସହିତ କୌଣସି ପ୍ରକାରର ଝ-ଗଡା ମଧ୍ୟ ନହୁଏ। ଅଶାନ୍ତ ମନରେ କରାଯାଇଥିବା କାମ କେବେବି ମଧ୍ୟ ସଫଳ ହୋଇନଥାଏ।

ଘରକୁ ଅପରିଷ୍କାର କରନ୍ତୁ ନାହିଁ ଏହି ସମୟରେ ସଫା ସୁତରା କରିବାର ବିଶେଷ ମହତ୍ୱ ରହିଥାଏ। ଘରେ ଅଳିଆ ରହିବା ଉଚିତ ନୁହେଁ। ଘରର କୋଣ ଅନୁକୋଣରେ ସଫା ରଖିବା ଉଚିତ। କୌଣସି ପ୍ରକାରର ଦୁର୍ଗ-ଦ୍ଧ ଘର ଭିତରେ କିମ୍ଵା ଘର ପାଖରେ ରହିବା ଉଚିତ ନୁହେଁ। ଘରେ ସୁଗ-ନ୍ଧିତ ବାତାବରଣ ରହିବା ଉଚିତ।

ନି-ଶା ଦ୍ରବ୍ୟ ସେ-ବନ କରନ୍ତୁ ନାହିଁ। ଏହି ଶୁଭ ଦିନରେ କୌଣସି ପ୍ରକାରର ନି-ଶା ଦ୍ରବ୍ୟର ସେବନ କରିବା ଉଚିତ ହୋଇନଥାଏ। ମାନ୍ୟତା ଅଛି କି ଯେଉଁଲୋକ ଏହି ପବିତ୍ର ଦିନ ମାନଙ୍କରେ ନି-ଶା ଦ୍ରବ୍ୟର ସେ-ବନ କରନ୍ତି ତାଙ୍କର ସବୁବେଳେ ଅସୁବିଧା ହୋଇଥାଏ। ନିଶା ସେବନ ଯୋଗୁ ଘରର ଶାନ୍ତି ଭ-ଙ୍ଗ ହେବା ସହିତ ମାନ-ସିକ ଚିନ୍ତା ବୃଦ୍ଧି ପାଇଥାଏ ଯାହାର ଫଳ ଅଶୁଭ ହୋଇଥାଏ। ଘରକୁ ଦରିଦ୍ରତା ଆସିଥାଏ ସେଥିପାଇଁ ଏହି ଦିନ ମାନଙ୍କରେ ନି-ଶା ଦ୍ର-ବ୍ୟର ସେ-ବନ କରନ୍ତୁ ନାହିଁ।

ଆମିଷ ଖାଆନ୍ତୁ ନାହିଁ। ପଞ୍ଚୁକର ଏହି ପବିତ୍ର ୫ ଦିନରେ ଭୁଲରେ ବି ଆମିଷ ଖାଆନ୍ତୁ ନାହିଁ। ଆମିଷ ଘରକୁ ଆଣିବା କିମ୍ବା ଖାଇବା ଅଶୁଭ ହୋଇଥାଏ। ସେଥିପାଇଁ ଏହି ଭୁଲ କରନ୍ତୁ ନାହିଁ।

ବୟସ୍କ ଲୋକଙ୍କର ଅପମାନ କରନ୍ତୁ ନାହିଁ। ଏହି କଥାର ବିଶେଷ ଧ୍ୟାନ ରଖନ୍ତୁ କି କୌଣସି ବି ପରିସ୍ଥିତିରେ ମା ବାପା କିମ୍ବା ଅନ୍ୟ ବୟସ୍କ ଲୋକମାନଙ୍କୁ ଅପମାନ କରନ୍ତୁ ନାହିଁ ନିରା-ଶ କରନ୍ତୁ ନାହିଁ ସମସ୍ତଙ୍କୁ ସମ୍ମାନ କରନ୍ତୁ। ଯେଉଁ ଲୋକମାନେ ଏମିତି ଭୁଲ କରିଥାନ୍ତି ସେମାନେ ଦେବୀ ଏବଂ ଦେବତା ମାନଙ୍କର କୃପା ମିଳିନଥାଏ ଏବଂ ସେମାନେ ସବୁବେଳେ ଦରିଦ୍ର ହୋଇ ରହିଥାନ୍ତି। କୌଣସି କାମରେ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରନ୍ତି ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *