Excuse Me Odisha

ଯାହା କହିବୁ ସତ କହିବୁ

ମରିଗଲେ ମଧ୍ୟ ବୁଧବାର ଦିନ ଭୁଲରେ କରନ୍ତୁ ନାହିଁ ଏହି ୩ଟି କାର୍ଯ୍ୟ।ପରିବାର ହୋଇଯାଏ ବର୍ବାଦ, ଘରକୁ ମାଡ଼ିଆସେ ଦାରିଦ୍ର୍ୟତା।

ସେୟାର୍ କରନ୍ତୁ

ବନ୍ଧୁଗଣ, ସପ୍ତାହର ୭ଦିନର ଅଲଗା ଅଲଗା ମହତ୍ଵ ରହିଥାଏ। ଏହି ୭ଦିନକୁ ଭଗବାନଙ୍କର ଅଲଗା ଅଲଗା ସ୍ୱରୂପକୁ ସମର୍ପିତ କରାଯାଇଛି। ଆଜି ଆମେ ବୁଧୁବାର ବିଷୟରେ କିଛି ବିଶେଷ କଥା ଆପଣଙ୍କୁ କହିବାକୁ ଯାଉଛୁ। ବୁଧୁବାର ଦିନଟି ବୁଦ୍ଧିର ଦାତା ଭଗବାନ ଶ୍ରୀଗଣେଶଙ୍କୁ ସମର୍ପିତ କରାଯାଇଛି।

ଏହି ବୁଧୁବାର ଦିନ ମନ୍ଦିରରେ ଭଗବାନ ଗଣେଶଙ୍କୁ ଲଡୁ ଭୋଗ ଲଗାଯାଏ। ଏହାସହିତ ସମସ୍ତେ ନିଜ ଘର ପରିବାରର ସୁଖ ସମୃଦ୍ଧିର କାମନା ମଧ୍ୟ କରିଥାନ୍ତି। ମାନ୍ୟତା ଅନୁସାରେ ବୁଧୁବାର ଦିନ ଏହି ୩ଟି କାର୍ଯ୍ୟ ଆଦୌ କରିବା ଉଚିତ ନୁହେଁ। ଆସନ୍ତୁ ଜାଣିବା କଣ ସେହି କାର୍ଯ୍ୟ?

୧/ ଉତ୍ତର ତଥା ପଶ୍ଚିମ ଦିଗ ଆଡକୁ ଯାତ୍ରା କରନ୍ତୁ ନାହିଁ। ଏହି ଦିଗ ମାନଙ୍କରେ ଶୁନ ଦୋଷ ଲାଗିଥାଏ। ଯଦି ଏହି ଦିଗକୁ ଯାତ୍ରା କରିବା ଅତ୍ୟନ୍ତ ଜରୁରୀ ଅଟେ, ତାହେଲେ ଯାତ୍ରା କରିବା ପୂର୍ବରୁ ଆପଣ ଘରେ କିଛି ଉପାୟ କରି ବାହାରନ୍ତୁ।

୨/ ବୁଧୁବାର ଦିନ ଅନ୍ୟ କାହାକୁ ଧନ ଉଦ୍ଧାର ଦିଅନ୍ତୁ ନାହିଁ। ଏହିଦିନ କରଜ ମଧ୍ୟ କାହାକୁ ଦିଅନ୍ତୁ ନାହିଁ। କାରଣ ଯଦି ବୁଧୁବାର ଦିନ ଆପଣ କାହାକୁ କରଜ ଦିଅନ୍ତି, ତାହେଲେ ନିଶ୍ଚିତ ଭାବରେ ଜାଣି ରଖନ୍ତୁ ଯେ ଆପଣଙ୍କୁ ସେହି ଟଙ୍କା ଫେରସ୍ତ ମିଳିବ ନାହିଁ। ବୁଧଗ୍ରହ ସହିତ କାରବାରର ସମ୍ବନ୍ଧ ମଧ୍ୟ ରହିଥାଏ। ଏଥିପାଇଁ କାରବାରରେ ବିପରୀତ ପ୍ରଭାବ ପଡିଥାଏ।

୩/ ଯେଉଁ ମହିଳା ମାନଙ୍କର କନ୍ୟା ସନ୍ତାନ ରହିଛି, ସେମାନଙ୍କୁ ବୁଧୁବାର ଦିନ କେଶ ଧୋଇବା ଉଚିତ ନୁହେଁ।କାରଣ ବୁଧବାର ଦିନ କେଶ ଧୋଇବା ଦ୍ଵାରା ଝିଅ ମାନଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ। ତେଣୁ ଏହି କଥାର ମଧ୍ୟ ଧ୍ୟାନ ରଖନ୍ତୁ।

୪/ ଯଦି ଘରେ କ୍ଷୀର ଜଳିବାର ସମ୍ଭାବନା ଦେଖା ଦେଉଛି, ତାହେଲେ ସେଥିପ୍ରତି ଧ୍ୟାନ ରଖନ୍ତୁ ଏବଂ ସେହିଭଳି କାର୍ଯ୍ୟ ବୁଧୁବାର ଦିନ କରନ୍ତୁ ନାହିଁ।ଅର୍ଥାତ ବୁଧୁବାର ଦିନ କ୍ଷୀରକୁ ଗାଢା କରନ୍ତୁ ନାହିଁ।

୫/ ବୁଧୁବାର ଦିନ ପାନ ଖାଇବା ଉଚିତ ନୁହେଁ। ପାନ ଖାଇବା ଦ୍ଵାରା ଜୀବନରେ ସମସ୍ୟା ସୃଷ୍ଟି ହୋଇଥାଏ।

୬/ବୁଧବାର ଦିନ କିନ୍ନର ମାନଙ୍କର ଦିନ ହୋଇଥାଏ, ତାଙ୍କୁ ଏହିଦିନ ଅତ୍ୟନ୍ତ ମହତ୍ଵ ଦିଆଯାଇଥାଏ। ତେଣୁ ଆପଣଙ୍କୁ ବୁଧୁବାର ଦିନ କୌଣସି କିନ୍ନରର ଅପମାନ କରିବା ଉଚିତ ନୁହେଁ। ସେମାନଙ୍କୁ କୌଣସି ଅପଶବ୍ଦ ପ୍ରୟୋଗ କରନ୍ତୁ ନାହିଁ। ଏହିଦିନ ସେମାନଙ୍କୁ କିଛି ନା କିଛି ଦାନ ଦିଅନ୍ତୁ। ଏହାଦ୍ଵାରା ଧନ ବୃଦ୍ଧି ହେବା ସହିତ ଆପଣଙ୍କ ଘରେ ସୁଖଶାନ୍ତି ବିରାଜମାନ କରିବ।

ବୁଧବାର ଦିନ କାହାକୁ ଅପଶବ୍ଦ କୁହନ୍ତୁ ନାହିଁ। ଏଭଳି କରିବା ଦ୍ଵାରା ଆପଣଙ୍କର ଅନେକ ପ୍ରକାରର କ୍ଷତି ହେବା ସହିତ ବ୍ୟାପାରରେ କ୍ଷୟ କ୍ଷତି ହୋଇଥାଏ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ। ତେବେ ଏହାକୁ ନିଜ ସମ୍ପର୍କୀୟଙ୍କ ସହିତ ନିଶ୍ଚୟ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *