Excuse Me Odisha

ଯାହା କହିବୁ ସତ କହିବୁ

ରାଶିଫଳ ୨୦୨୨ !! ୫ ଟି ରାଶିରେ ବନୁଛି ମହାସଂଯୋଗ !! ମିଳିବ ବଡ ଖୁସିଖବର !! ହେବେ କୋଟିପତି !! ଜାଣନ୍ତୁ କେଉଁ କେଉଁ ୫ଟି ରାଶି !!

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ନୂଆ ବର୍ଷ ୨୦୨୨ କେବଳ ୫ ଟି ରାଶି ହେବେ ମହା ଭାଗ୍ୟଶାଳୀ।

ବନ୍ଧୁଗଣ ୨୦୨୨ ରେ କିଛି ରାଶି ମାନଙ୍କର ଭାଗ୍ୟ ଚମକି ଉଠିବ। ଏମାନେ ଏହି ବର୍ଷ ଅଧିକ ଭାଗ୍ୟଶାଳୀ ସାବ୍ୟସ୍ତ ହେବେ ଏବଂ ଏମାନଙ୍କ ଜୀବନରେ ବହୁତ କିଛି ପରିବର୍ତ୍ତନ ଆସିବ ଏବଂ ଏମାନେ ସମସ୍ତ କାର୍ଯ୍ୟରେ ସଫଳତା ମଧ୍ୟ ପାଇବେ। ତ ଆସନ୍ତୁ ଜାଣିବା ସେହି ୫ ଗୋଟି ରାଶିଙ୍କ ବିଷୟରେ। ଏହି ୨୦୨୨ ବର୍ଷଟି ଭାଗ୍ୟ ଏମାନଙ୍କ ସାଥ ଦେବ।

ବୃଷ ରାଶି:-

ଏହି ରାଶିଙ୍କ ଜୀବନରେ ଯେଉଁ ସମସ୍ୟା ଯେଉଁ ଅଶାନ୍ତି ବା ପାରିବାରିକ ଅଶାନ୍ତି ଚାଲିଥିଲା ସେସବୁ ଧୀରେ ଧୀରେ ଦୂର ହେବ। ୨୦୨୨ରେ ସେସବୁର ପରିବର୍ତ୍ତନ ହେବ ଏବଂ କିଛି ଖୁସି ଖବର ମଧ୍ୟ ଆପଣଙ୍କୁ ମିଳିବ। କନ୍ୟା ସନ୍ତାନ ମଧ୍ୟ ଆପଣଙ୍କୁ ପ୍ରାପ୍ତ ହେବ ତାସହିତ ପୁତ୍ର ସନ୍ତାନର ମଧ୍ୟ ଯୋଗ ବନୁଅଛି। ଏହି ରାଶିର ଲୋକଙ୍କୁ ବହୁତ ସାରା କମରେ ମଧ୍ୟ ସଫଳତା ମିଳିବ। ଆପଣଙ୍କୁ ଯେଉଁ ସଫଳତା ମିଳିବ ସେଥିରେ ଆପଣ ଶୀର୍ଷରେ ଯାଇ ପହଞ୍ଚିବେ। ସେଥିପାଇଁ ଆପଣ ନିଶ୍ଚୟ ପରିଶ୍ରମ କରନ୍ତୁ। ଆପଣ ନିଜ ରାଗକୁ ଟିକେ ନିୟନ୍ତ୍ରଣ ରଖନ୍ତୁ ଏବଂ ଯେକୌଣସି କଥା କହିବା ପୂର୍ବରୁ ଭାବି ଚିନ୍ତି କୁହନ୍ତୁ। ଯାହା ଦ୍ୱାରା ୨୦୨୨ରେ ଭାଗ୍ୟ ଆପଣଙ୍କ ସାଥ ଦେବ।

ଧନୁ ରାଶି:-

ଏହି ରାଶିର ଭାଗ୍ୟ ୨୦୨୨ରେ ବହୁତ କିଛି ପରିବର୍ତ୍ତନ ହେବାକୁ ଯାଉଛି। ଏମାନଙ୍କ ଜୀବନରେ ଯେଉଁ ଧନର ଅଭାବ ଲାଗି ରହୁଥିଲା ସେସବୁ ଦୂର ହୋଇଯିବ। ଏବଂ ଧନ ପ୍ରାପ୍ତିର ଯୋଗ ମଧ୍ୟ ଏହ ୨୦୨୨ ବର୍ଷରେ ଅଛି। ବିଭିନ୍ନ ସୂତ୍ରରୁ ଆପଣଙ୍କୁ ଧନ ପ୍ରାପ୍ତି ହେବ। ବ୍ୟବସାୟ ଏବଂ ଚାକିରୀ କ୍ଷେତ୍ରରେ ଆପଣଙ୍କୁ ଭଲ ଲାଭ ହେବା ସହିତ ପ୍ରଶଂସିତ ମଧ୍ୟ ହେବେ। ତା ସହିତ ଏହି ରାଶିର ଲୋକଙ୍କର ଯେଉଁ ଆଶା ରହିଛି ସେ ଚାକିରୀ ପାଇବାର ଆଶା ହେଉ କିମ୍ବା କେଉଁ ବ୍ୟବସାୟରେ ଉନ୍ନତି ହେଉ ବା ଗାଡି ହେଉ ବା ଭୂମି ହେଉ କିମ୍ବା କୌଣସି ଜମି କିଣା ବିକା ହେଉ ନିଶ୍ଚୟ ୨୦୨୨ରେ ଭାଗ୍ୟ ଆପଣଙ୍କ ସାଥ ଦେବ। ଆପଣ ଏହିସବୁ ଜିନିଷ କିଣି ପାରିବେ କିମ୍ବା ବିକ୍ରି କରିପାରିବେ। ଘରେ ଯେଉଁ ସମସ୍ୟା ଚାଲୁଥିଲା ସେସବୁ ଦୂର ହେବ। ଘରେ ମଧ୍ୟ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ ଏବଂ ପିଲା ମାନଙ୍କ ପାଖରୁ କିଛି ଖବର ମିଳିପାରେ। ଏହି ୨୦୨୨ରେ ଏହି ରାଶିର ଲୋକମାନେ ବହୁତ ସଫଳତା ଏବଂ ଉନ୍ନତି ପାଇବାକୁ ଯାଉଛନ୍ତି। ସେଥିପାଇଁ ଆପଣ ପରିଶ୍ରମ କରନ୍ତୁ। ଗରିବ ମାନଙ୍କୁ ଦାନ କରନ୍ତୁ।

କୁମ୍ଭ ରାଶି:-

ଏହି ରାଶିର ଲୋକଙ୍କ ଜୀବନରେ ଯେଉଁ ଅଶାନ୍ତି ଏବଂ ଝଡ଼ ଚାଲିଥିଲା ସେସବୁ ୨୦୨୨ ରେ ଟିକେ ଟିକେ ଦୂର ହେବ। ଏବଂ ପାରିବାରିକ ଜୀବନ ମଧ୍ୟ ସୁଖ ଶାନ୍ତିରେ ବିତେଇବେ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ। ଯେଉଁ ଅଶାନ୍ତି ସମସ୍ୟା ଥିଲା ଦେଖିବେ ତାହା ୨୦୨୨ ଆସୁ ଆସୁ ତାହା ଟିକେ ହାଲକା ହୋଇଯିବ। ନୂତନ ବାଟ ମଧ୍ୟ ଆପଣଙ୍କୁ ଦେଖାଦେବ। ସେଥିପାଇଁ ଆପଣ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ ପରପକାର କରନ୍ତୁ। ବଡ଼ ମାନଙ୍କ ଆଶୀର୍ବାଦ ନେଇ କାର୍ଯ୍ୟ ଆରମ୍ଭ କରନ୍ତୁ। ବିଶେଷ କରି ଯଦି ବାପା ମାଙ୍କର ଆଶୀର୍ବାଦ ନେଇ କାର୍ଯ୍ୟ ଆରମ୍ଭ କରନ୍ତି ତେବେ କୌଣସି ଅସୁବିଧା ମଧ୍ୟ ହେବ ନାହିଁ। ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଭଲ ଉନ୍ନତି ହେବ। ଚାକିରୀ କ୍ଷେତ୍ରରେ ମଧ୍ୟ ପ୍ରମୋସନ ମିଳିପାରେ। ଏହି ୨୦୨୨ ରେ ଆପଣ ସୁନାମ ଅର୍ଜନ କରିବେ। ଆପଣଙ୍କ ପିଲା ମାନଙ୍କ ପାଖରୁ ଖୁସି ଖବର ମଧ୍ୟ ମିଳିବ। ଯଦି ଆପଣ ବଡ଼ ଆଶା ରଖିଛନ୍ତି ତେବେ ଶନିଦେବଙ୍କର ବିଶେଷ ଉପାୟ କରନ୍ତୁ। ଏମିତି କଲେ ନିଶ୍ଚୟ ଆପଣଙ୍କର ଜୀବନ ସୁଖମୟ ହେବ ୨୦୨୨ରେ ଏବଂ ଆପଣଙ୍କର ଭାଗ୍ୟ ମଧ୍ୟ ପରିବର୍ତ୍ତନ ହେବ।

ମୀନ ରାଶି:-

ଏହି ରାଶିର ଲୋକଙ୍କୁ ଏହି ୨୦୨୨ ରେ ଧନ ଯୋଗ ବନୁଅଛି। ଏଣୁ ଧନ ମଧ୍ୟ ଆପଣଙ୍କୁ କୌଣସି ନାଁ କୌଣସି ସୂତ୍ରରେ ପ୍ରାପ୍ତ ହେବ ଏବଂ ଧନ ସଞ୍ଚୟ କରିବା ଆରମ୍ଭ କରନ୍ତୁ। ଆପଣଙ୍କର ଯାହାବି ଆର୍ଥିକ ସମସ୍ୟା ରହିଥିଲା ତାହା ଏହି ୨୦୨୨ରେ ଦୂର ହେବ। ଯଦି ଆପଣ ପାରିବେ ତ ପ୍ରତିଦିନ ଜଗନ୍ନାଥ ମନ୍ଦିର ଯାଇ ଭଗବାନ ଜଗନ୍ନାଥଙ୍କର ଦର୍ଶନ କରନ୍ତୁ ଓ ବ୍ରାହ୍ମଣ ମାନଙ୍କର ସେବା କରନ୍ତୁ ଏବଂ ଗରିବ ଲୋକଙ୍କୁ ଦାନ କରନ୍ତୁ। ୨୦୨୨ରେ ଚାକିରୀ କ୍ଷେତ୍ରରେ ଆପଣଙ୍କୁ ପ୍ରୋମସନ ମିଳିବ। ବ୍ୟବସାୟ ରୋଜଗାର କ୍ଷମତା ଭଲ ରହିବ। ଏହି ରାଶିର ଲୋକଙ୍କ ପାଇଁ ଏହି ୨୦୨୨ ବହୁତ ସୁଖଦ ରହିବ। ପରିବାରରେ ମାଙ୍ଗଳିକ କାର୍ଯ୍ୟ ମଧ୍ୟ ହେବ ତାସହିତ ଆପଣ ନୂତନ ଭୂମି ବା ଗାଡି କ୍ରୟ କରିପାରିବେ। ଆପଣଙ୍କ ମନରେ ଯଦି ଖରାପ ଚିନ୍ତାଧାରା ଆସୁଛି ତେବେ ଆପଣ ହନୁମାନ ଚାଳିସା ପାଠ ମରନ୍ତୁ।

କର୍କଟ ରାଶି:-

ଏହି ରାଶିର ଲୋକଙ୍କ ପାଇଁ ମଧ୍ୟ ବହୁତ ଖୁସି ରହିଛି। ଆପଣ ବିଶେଷ କରି ଛୋଟ ପିଲାଙ୍କ ସହିତ ସମୟ ବ୍ୟତୀତ କରନ୍ତୁ ବିଶେଷ କରି ସେମାନଙ୍କୁ ପାଠ ପଢାନ୍ତୁ। ୨୦୨୨ ରେ ଆପଣଙ୍କ ପାରିବାରିକ ଜୀବନ ସୁଖମୟ ହେବ। ପରିବାର ସୁଖ ଶାନ୍ତିରେ ରହିବା ସହିତ ଭାଗ୍ୟ ମଧ୍ୟ ଆପଣଙ୍କର ସାଥ ଦେବ। ବହୁତ ଗୁଡିଏ କାମରେ ମଧ୍ୟ ଆପଣଙ୍କୁ ସହଯୋଗ ମିଳିବ। ଯାହାର କାରଣରୁ ଆପଣ ବହୁତ ଗୁଡିଏ କାମ କରିପାରିବେ। ଭଗବାନ ସୂର୍ଯ୍ୟଦେବଙ୍କୁ ଆପଣ ପ୍ରତିଦିନ ଜଳ ଅର୍ପଣ କରନ୍ତୁ। ମନରେ ରାଗ ଅଂହକାର ଗର୍ବକୁ ରଖନ୍ତୁ ନାହିଁ ଏସବୁଠାରୁ ଦୂରେଇ ରୁହନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *