Excuse Me Odisha

ଯାହା କହିବୁ ସତ କହିବୁ

ଅଁଳା ନବମୀ ପରଠାରୁ ଏହି ୫ଟି ରାଶିରେ ଭାଗ୍ୟ ଚମକିଛି,ଏଥିରେ ଆପଣଙ୍କ ରାଶି ନାହିଁ ତ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଅଁଳା ନବମୀ। ଆଜିରାତି ଠାରୁ ୫ ଟି ରାଶିରେ ଭାଗ୍ୟ ଚମକିବାକୁ ଯାଉଛି।

ବନ୍ଧୁଗଣ ଆଜି ହେଉଛି ପବିତ୍ର ଅଁଳା ନବମୀ। ଆଜି ରାତିଠାରୁ ବଦଳିବାକୁ ଯାଉଛି ଏହି ୫ ଗୋଟି ରାଶିର ଭାଗ୍ୟ। ଆଜିର ଏହି ପୋଷ୍ଟରେ ଆସନ୍ତୁ ଜାଣିବା ସେହି ୫ ଗୋଟି ରାଶିଙ୍କ ବିଷୟରେ ଯେଉଁମାନଙ୍କ ପାଇଁ ଅଁଳା ନବମୀ ଠାରୁ ଭାଗ୍ୟ ବଦଳିବାକୁ ଅଛି। ଏହି ୫ ଗୋଟି ରାଶି ମାନଙ୍କ ପାଇଁ ଅନେକ ଖୁସି ଆଣି କରି ଆସୁଅଛି। ଏମାନଙ୍କ ଜୀବନରେ ଏପରି କିଛି ପରିବର୍ତ୍ତନ ଆସିବ ଯାହାକି ଆପଣ ଆଗରୁ କେବେ ଚିନ୍ତା ବି କରିନଥିବେ। ଗ୍ରହ ମାନଙ୍କର ଚଳନ ସମୟରେ ଏପରି କିଛି ହୋଇଥାଏ କି ଆମେ ଯାହାବି ଯେତେବି ଚେଷ୍ଟା କରିଥାଉ ନାଁ କାହିଁକି ଯେତେବି ପ୍ରୟାସ କରିଥାଉ ନାଁ କାହିଁକି ବହୁତ ଅଧିକ ପରିଶ୍ରମ ସ୍ୱତେ ମଧ୍ୟ ସଫଳ ହୋଇନଥାଉ କିନ୍ତୁ ବେଳେବେଳେ ଏମିତି ସମୟ ଆସିଥାଏ କିଛି ମାତ୍ର ପ୍ରୟାସ ଦ୍ୱାରା ହିଁ କିଛି ନଚାହିଁ ମଧ୍ୟ ଖୁବ ଅଳ୍ପ ହିଁ ପରିଶ୍ରମରେ ବହୁତ କିଛି ମିଳିଯାଇଥାଏ। ଯାହାକି ଆଶା ଠାରୁ ଅଧିକ ମିଳିଯାଇଥାଏ। ତେବେ ସମସ୍ତ ଗ୍ରହ ମାନଙ୍କର ସପଟ ଏହି ଅଁଳା ନବମୀ ଠାରୁ ୫ ଗୋଟି ରାଶି ମାନଙ୍କ ଜୀବନରେ ଖୁସିର ବର୍ଷା କରିବାକୁ ଯାଉଛି। କେବଳ ଖୁସି ହିଁ ଖୁସି ଏମାନଙ୍କ ଜୀବନରେ ଆସିବାକୁ ଲାଗିବ।

ଜ୍ୟୋତିଷ ଶାସ୍ତ୍ର ବିଦ୍ୱାନ ମାନଙ୍କ କଥା ମାନିବା ତ ମନୁଷ୍ୟ ମାନଙ୍କ ଜୀବନରେ ତାଙ୍କର ଗ୍ରହମାନଙ୍କର ଚଳନ ବହୁତ ମହତ୍ୱ ରହିଥାଏ। ଗ୍ରହ ମାନଙ୍କ ଚଳନ କାରଣରୁ ହିଁ ବ୍ୟକ୍ତିଙ୍କଙ୍କ ଜୀବନରେ ସଫଳତା କିମ୍ବା ବିଫଳତା ଆସିଥାଏ। ଏହା ହିଁ କାରଣ ଅଟେକି ପ୍ରତ୍ୟକ ଜିନିଷ ପାଇଁ ଆଜିର ସମୟରେ ରାଶିଚକ୍ରକୁ ହିଁ ଦେଖାଯାଇଥାଏ। ଅଲଗା ଅଲଗା ରାଶି ସହିତ ଜଡ଼ିତ ବ୍ୟକ୍ତିଙ୍କ ଉପରେ ଗ୍ରହ ମାନଙ୍କର ପ୍ରଭାବ ପଡିବା କାରଣରୁ ଏପରି କୁହାଯାଉଅଛି କି ଆଜି ରାତି ଠାରୁ ଏହି ୫ ଗୋଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବାକୁ ଯାଉଅଛି ଭାଗ୍ୟର ତାଲା ଖୋଲିବାକୁ ଯାଉଅଛି ଏବଂ ଏପରି କିଛି ମିଳିଯିବ ଯାହା ଆପଣ କେବେବି କଳ୍ପନା କରିନଥିବେ। ତେବେ ଆସନ୍ତୁ ଜାଣିବା ସେହି ୫ ଗୋଟି ରାଶି ଯେଉଁମାନଙ୍କ ପାଇଁ ଆଜି ରାତି ଠାରୁ ଭାଗ୍ୟ ବଦଳିବାକୁ ଯାଉଅଛି। ସେଥିପାଇଁ ପୋଷ୍ଟଟିକୁ ନିଶ୍ଚୟ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

କାର୍ଯ୍ୟ କ୍ଷେତ୍ରରେ ଏମାନଙ୍କୁ ସମସ୍ତେ ପ୍ରଶଂସା କରିବେ। ଯଦି ଆପଣ କୌଣସି କାର୍ଯ୍ୟ କରିବାକୁ ଚାହାନ୍ତି ତେବେ ଏହି ସମୟ ଠିକ ସମୟ ଅଟେ। ଯେଉଁମାନେ ପ୍ରେମ ଜୀବନ ଯାପନ କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହି ସମୟ ବହୁତ ଭଲ ଅଟେ। ଆପଣଙ୍କର ଘରେ ଖୁସିର ବାତାବରଣ ରହିବ। ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇପାରେ। ନୂତନ ବନ୍ଧୁ ମଧ୍ୟ ଆପଣ ବନାଇବେ। ଏବଂ ସେହି ବନ୍ଧୁମାନେ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। ଧନ ପ୍ରାପ୍ତିର ମଧ୍ୟ ଯୋଗ ବନୁଅଛି। ନିଜର ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ। ଯଦି ଆପଣ କାହାକୁ ସୁଦ କିମ୍ବା କରଜ ଦେଇଥିବେ ତାହା ଆଉ ଫେରସ୍ତ ପାଇପାରିନାହାନ୍ତି ତେବେ ଏହି ସମୟରେ ପାଇଯିବେ। ଯେଉଁ ମାନଙ୍କ ବିବାହରେ କୌଣସି କାରଣ ବଶତଃ ବିଳମ୍ବ ହେଉଛି ତେବେ ସେମାନଙ୍କର ବିବାହ ଯୋଗ ମଧ୍ୟ ଖୋଲିଯିବ। ଏହି ୫ ଗୋଟି ରାଶିର ବିଦ୍ୟାର୍ଥୀମାନେ ଯଦି କୌଣସି ପରୀକ୍ଷା ଆଦି ପାଇଁ ପ୍ରସ୍ତୁତ ହେଉଥାନ୍ତି ତେବେ ସେମାନେ ସେଥିରେ ସଫଳ ହେବେ। ଆପଣ କୌଣସି ନୂତନ ଯାନ କିଣିବାକୁ ମନ ବଳାଇ ପାରନ୍ତି। ଘରେ କୌଣସି ଖୁସି ଖବର ଶୁଣି ଆନନ୍ଦର ବାତାବରଣ ସୃଷ୍ଟି ହେବ। ଆର୍ଥିକ ସ୍ଥିତି ମଜବୁତ ହେବ। ବ୍ୟବସାୟରେ ଲାଭ ହେବ। ଚାକିରୀରେ ପଦନ୍ନତି ହେବ। ସହଯୋଗୀଙ୍କ ସହଯୋଗ ପ୍ରାପ୍ତ ହେବ।

ବ୍ୟବସାୟ ବା ଚାମିରିରେ କିଛି ନୂଆ ଜିନିଷ କରିବାକୁ ଚେଷ୍ଟା କରିବେ ଏବଂ ସଫଳ ମଧ୍ୟ ହେବେ। ସ୍ୱାସ୍ଥ୍ୟ ବ୍ୟବସାୟ ବା କାର୍ଯ୍ୟକୁ ନେଇ ସାବଧାନ ରହିବେ। ଟିକେ ଅସାବଧାନତା ଆପଣଙ୍କ ପାଇଁ ଖରାପ ହୋଇପାରେ। ପରିବାରରେ କୌଣସି ଶୁଭ କାର୍ଯ୍ୟ ହୋଇପାରେ। ଆପଣ ଏବଂ ଆପଣଙ୍କ ଜୀବନସାଥୀ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ନିଜର ପରିବାର ସହିତ ଖୁସିର ସମୟ ବ୍ୟତୀତ କରିବେ। ଟିକେ ପରିଶ୍ରମ ଦ୍ୱାରା ଆପଣ ବଡ଼ ସଫଳତା ପାଇପାରିବେ। କୌଣସି ନୂତନ କାର୍ଯ୍ୟ କରିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଏହି ସମୟ ବହୁତ ଭଲ ଅଟେ। ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ କୃପାରୁ ଆପଣଙ୍କ ଗୃହକୁ ଧନର ଆଗମନ ହେବ। ଆକସ୍ମିକ ଧନ ପ୍ରାପ୍ତିର ମଧ୍ୟ ଯୋଗ ବନୁଅଛି। ଆପଣଙ୍କର ଭାଗ୍ୟ ଆଜି ରାତି ଠାରୁ ବଦଳିବାକୁ ଯାଉଅଛି। ଆମେ ଯେଉଁ ରାଶି ମାନଙ୍କ ବିଷୟରେ ଆଲୋଚନା କରୁଥିଲେ ସେହି ରାଶି ଗୁଡିକ ହେଉଛନ୍ତି ମେଷ ରାଶି, ବୃଷ ରାଶି, ତୁଳା ରାଶି, କନ୍ୟା ରାଶି, କୁମ୍ଭ ରାଶି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *