Excuse Me Odisha

ଯାହା କହିବୁ ସତ କହିବୁ

ଆସନ୍ତାକାଲି ଠାରୁ ଏହି ୭ଟି ରାଶିରେ ଶନିଦେବ କରାଇବେ ଧନର ବର୍ଷା !! ମିଳିବ ଅପାର ଖୁସି

ସେୟାର୍ କରନ୍ତୁ

ଭଗବାନ ଶନିଦେବଙ୍କ ଚଳନ ଦ୍ଵାରା ଏହି ରାଶିର ଲୋକମାନଙ୍କର ଭାଗ୍ୟରେ ପରିବର୍ତ୍ତନ ଆସିବ। ଶନିଦେବଙ୍କର କୃପା ଦୃଷ୍ଟି ପଡ଼ିଲେ, ଭିକାରି ମଧ୍ୟ ଧନବାନ ହୋଇ ପାରିବ ।କିନ୍ତୁ ତାଙ୍କ କୋପରୁ କୌଣସି ଧନୀ ନିଜର ସର୍ବସ୍ବ ହରାଇ ପାରେ। ଭଗବାନ ଶନି ହେଉଛନ୍ତି ନ୍ୟାୟର ଦେବତା। ଯଦି ଆପଣ କିଛି ଭୁଲ କର୍ମ କରିଥାନ୍ତି, ତାହେଲେ ଏହି ଗ୍ରହର ଚଳନ ସମୟରେ ଆପଣଙ୍କୁ ଏହାର ପରିଣାମ ନିଶ୍ଚିତ ମିଳିବ।

ତେବେ ଏପରି କିଛି ରାଶିର ଲୋକେ ଅଛନ୍ତି, ଯେଉଁ ମାନେ ଭଗବାନ ଶନିଙ୍କ କୃପାରୁ ଲାଭବାନ ହେବାକୁ ଯାଉଛନ୍ତି। କିନ୍ତୁ ସତର୍କତାର ସହିତ ଆପଣ ଆଗକୁ ବଢନ୍ତୁ। ତେବେ ଆସନ୍ତୁ ଜାଣିବା କେଉଁ ରାଶିର ଲୋକ ମାନେ ନିଜର ଜୀବନରେ ଭଲ କାର୍ଯ୍ୟ କରିବେ ଏବଂ କଣ ସାବଧାନତା ଅବଲମ୍ବନ କରିବାକୁ ପଡିବ

ମେଷ ରାଶି –

ଆପଣଙ୍କୁ କିଛି କାର୍ଯ୍ୟରେ ସମ୍ପୂର୍ଣ ଲାଭ ମିଳି ନପାରେ। ଆପଣ ଟିକେ ଅଶାନ୍ତ ରହି ପାରନ୍ତି। ଶନି ଗ୍ରହର ଚଳନ ଓଲଟା ଚାଲୁଥିବାରୁ ଆପଣଙ୍କର ଚର୍ମ ରୋଗ ବାହାରି ପାରେ।ତେଣୁ ଏଥିପ୍ରତି ସାବଧାନ ରୁହନ୍ତୁ।ଆର୍ଥିକ କ୍ଷତି ସହି ପାରନ୍ତି। ପରିବାରରେ ସୁଖଶାନ୍ତି ବିରାଜମାନ କରିବ।

ବୃଷ ରାଶି –

ଆପଣଙ୍କୁ ସଫଳତା ପାଇବା ପାଇଁ ଅପେକ୍ଷା କରିବାକୁ ପଡିବ। କାହାକୁ କିଛି କଥା ଦେବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ।ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ।ଆପଣ ନିଜ ବାଣୀ ଦ୍ଵାରା ନିଜର ସମୟକୁ ସୁଧାରି ପାରିବେ।

ମିଥୁନ ରାଶି –

ଆପଣଙ୍କୁ ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରିବା ଆବଶ୍ୟକ। ଆର୍ଥିକ ସମସ୍ଯା ସୃଷ୍ଟି ହୋଇପାରେ। କିନ୍ତୁ ପରେ ଏହା କିଛି ସମୟ ପରେ ସବୁ ସୁଧୁରିଯିବ । ନିଜର କାର୍ଯ୍ୟ କରିବା ସମୟରେ ସତର୍କ ରାହୁ କାର୍ଯ୍ୟ କଲେ, ଆପଣ ନିଶ୍ଚିତ ଭାବରେ ଉତୀର୍ଣ୍ଣ ହେବେ । ବିଦ୍ୟାର୍ଥୀ ମାନେ ପାଠପଢାରେ ସଫଳତା ଲାଭ କରିବେ।

କର୍କଟ ରାଶି –

ଆପଣ ପ୍ରତ୍ୟେକ ଦିଗରୁ ସଫଳ ହେବେ। ବିଦେଶ ଯାତ୍ରା କରିବାର ଯୋଗ ଅଛି। ଗାଡି ଚଳାଇବା ସମୟରେ ସାବଧାନର ସହ ଚଳାନ୍ତୁ। ନିଜର ବନ୍ଧୁ ମାନଙ୍କ ସହ ଆପଣ ସୁସମ୍ପର୍କ ରଖିବାକୁ ଚେଷ୍ଟା କରନ୍ତୁ।

ସିଂହ ରାଶି –

ଆପଣ ସଠିକ ସ୍ଥାନରେ ନିଜର ଧନ ନିବେଶ କରନ୍ତୁ, ଆପଣ ନିଶ୍ଚିତ ଉନ୍ନତି ଲାଭ କରିବେ। ଯଦି ଚାକିରି କରିବାକୁ ଚାହୁଁ ଛନ୍ତି ତେବେ ଅପେକ୍ଷା କରନ୍ତୁ, ଆପଣଙ୍କୁ ନିଶ୍ଚିତ ଖୁସି ଖବର ମିଳିବ। ନିଜର ଆତ୍ମବଳକୁ ସୁଦୃଢ ରଖନ୍ତୁ, ନିଶ୍ଚିତ ସଫଳତା ଅର୍ଜନ କରିବେ।

କନ୍ୟା ରାଶି –

ଆପଣ କିଛି ଗଭୀର ଚିନ୍ତାରେ ରହି ପାରନ୍ତି । ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। ଆପଣ ଯଦି ଚାକିରି କରିଛନ୍ତି, ତାହେଲେ ସେଥିରେ ନିଶ୍ଚିତ ଶୁଭଫଳ ପାଇବେ।ଆପଣଙ୍କ ଅଟକି ରହିଥିବା ସରକାରୀ କାର୍ଯ୍ୟ ସମ୍ପନ୍ନ ହେବ।

ତୁଳା ରାଶି –

ଏହି ରାଶିର ଲୋକେ ନିଜର ପ୍ରତ୍ୟେକ କରିବା ପାଇଁ ଆଗ୍ରହୀ ରହିବେ। ନିଜର ଘରଲୋକଙ୍କ ପ୍ରତି ଯତ୍ନବାନ ହୁଅନ୍ତୁ। ନିଜର ଜମାରାଶିକୁ ଦେଖି ନିବେଶ କରନ୍ତୁ। ଆପଣଙ୍କର ବିବାହର ଯୋଗ ମଧ୍ୟ ରହିଛି।

ବିଛା ରାଶି –

ଆପଣଙ୍କର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଆପଣଙ୍କୁ ଆଶାନୁରୂପ ଚାକିରି ପ୍ରାପ୍ତ କରିବେ। ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିବେ। ସନ୍ତାନ ମାନଙ୍କ ପାଖରୁ କିଛି ଶୁଭ ଖବର ମିଳିପାରେ। ଆପଣଙ୍କର ଜମିବାଡ଼ି ବୃଦ୍ଧି ହେବାର ଯୋଗ ରହିଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *