Excuse Me Odisha

ଯାହା କହିବୁ ସତ କହିବୁ

ଏହି ୧୫ଟି ଲକ୍ଷଣରୁ ଜାଣନ୍ତୁ କେଉଁ ମାନେ ଭାଗ୍ୟଶାଳୀ ଝିଅ?

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ଲକ୍ଷଣ ଥିବା ଝିଅମାନେ ହୋଇଥାନ୍ତି ଭାଗ୍ୟଶାଳୀ।

ବନ୍ଧୁଗଣ ଆସନ୍ତୁ ଜାଣିବା ଭାଗ୍ୟଶାଳୀ ରାଶିଙ୍କୁ ଚିନ୍ହିବା କିପରି। ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଝିଅମାନେ ଏପରି ହୋଇଥାନ୍ତି ବାପ ଘରେ ଏବଂ ଶାଶୁ ଘରେ ଧନର ବର୍ଷା ହୋଇଥାଏ। ଏପରି ଝିଅମାନେ ଯେଉଁ ଘରେ ଥାନ୍ତି ସେଠାରେ ସୁଖ ସମୃଦ୍ଧି ଏବଂ ବୈଭବ ବଢିବାକୁ ଲାଗିଥାଏ। ଏପରି ସୁଲକ୍ଷଣୀ ଝିଅମାନଙ୍କର ପରିଚୟ ତାଙ୍କର ଅଙ୍ଗ ମାନଙ୍କର ଆକାର ଶୈଳୀ ଏବଂ ରଙ୍ଗରୁ ଜଣା ପଡିଥାଏ। ଆସନ୍ତୁ ଜାଣିବା ସେହିସବୁ ଲକ୍ଷଣ ଏବଂ ଚିହ୍ନ ଦେଖିକରି ଆମେ ଜାଣି ପାରିବା ଯେ ଏହି ଝିଅମାନେ ଶୁଭ ଅଟନ୍ତି କି ନାହିଁ।

ପ୍ରଥମେ ଜାଣିବା ଯଦି ସୁଲକ୍ଷଣୀ କନ୍ୟାଙ୍କର କାନ ଯଦି ଟିକେ ଲାଲ ହୋଇଥାଏ ତଳ ଆଡ଼କୁ ମୂନିଆ ଏବଂ ଉପର ଆଡ଼କୁ ଓସାରିଆ ଏବଂ ମୋଟା ହୋଇଥିବ ତେବେ ଏପରି ମହିଳା ଭାଗ୍ୟବାନ ହୋଇଥାନ୍ତି।

ଯେଉଁ କନ୍ୟାଙ୍କର ଆଙ୍ଗୁଠି ଟିକେ ଉପରକୁ ଉଠିକରି ଲଗାଲଗି ଏବଂ ମୋଟା ହୋଇଥାଏ ଏହା ସେମାନେ ସମୃଦ୍ଧି ଶାଳୀ ହେବାର ଲକ୍ଷଣ ଦେଇଥାଏ

ଭାଗ୍ୟଶାଳୀ କନ୍ୟାଙ୍କର ହାତ ଲମ୍ବା ହୋଇଥାଏ।

ଯେଉଁ କନ୍ୟାଙ୍କର ନାଭିଟି ଗଭୀର ହୋଇଥାଏ ସେମାନେ ବହୁତ ଲକି ହୋଇଥାନ୍ତି।

ଭାଗ୍ୟଶାଳୀ କନ୍ୟାଙ୍କର ଆଖିଟି ଜନ୍ମରୁ ହିଁ ଧଳା ଭାଗଟି କ୍ଷୀର ଭଳି ଧଳା ହୋଇଥାଏ ତାସହିତ ଟିକେ ନାଲି ହୋଇଥାଏ।

ଯେଉଁ ମହିଳାଙ୍କ ପାଦର ତଳ ଭାଗଟି ଚିକଣ ହୋଇଥାଏ ସେମାନେ ପରିବାର ପାଇଁ ଶୁଭ ହୋଇଥାନ୍ତି। ଏହାର ବିପରୀତ ଯେଉଁ କନ୍ୟା ମାନଙ୍କର ପାଦର ତଳ ଗୋଇଁଠି ଫାଟୁଥାଏ ସେମାନେ ସର୍ବଦା ଦୁଃଖରେ ଦିନ କାଟିଥାନ୍ତି।

ଯେଉଁ ମହିଳାଙ୍କ କପାଳ ଉନ୍ନତ ଅର୍ଥାତ କପାଳଟି ଟିକେ ବାହାର ଆଡ଼କୁ ବାହାରିଥାଏ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି।

ଯେଉଁ ମହିଳାଙ୍କ ଆଇବ୍ର ଭିତରେ କଳାଯାଇ ଥାଏ ସେମାନଙ୍କୁ ଶୁଭ ବିଚାର କରାଯାଏ।

ଚିକଣ ଏବଂ ଲାଲ ଜିଭ ଥିବା ମହିଳାମାନେ ସବୁବେଳେ ସୌଭାଗ୍ୟଶାଳୀ ହୋଇଥାନ୍ତି।

ନାଭିର ଟିକେ ତଳକୁ କଳାଯାଇ କିମ୍ବା କୌଣସି ଚିହ୍ନ ଥିଲେ ଏହା ସୌଭାଗ୍ୟଶାଳୀ ମହିଳା ମାନଙ୍କର ସଂକେତ ହୋଇଥାଏ।

ଛୋଟ ବେକ ଥିବା ମହିଳା ମାନେ ପ୍ରାୟତଃ ଲକି ହୋଇଥାନ୍ତି।

ଯେଉଁ ମହିଳା ମାନଙ୍କର ଓଠ ସର୍ବଦା ଲାଲ ହୋଇଥାଏ ସେମାନଙ୍କ ପାଖରେ ସର୍ବଦା ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ।

ପାଦରେ ଫୁଲ ଚକ୍ର ଏବଂ ଶଙ୍ଖ ଥିବା ଚିନ୍ହ କୌଣସି ଉଚ୍ଚ ଅଧିକାରୀଙ୍କ ପତ୍ନୀ ହେବାର ସଂକେତ ଦେଇଥାଏ।

ସିଧା ନାକ ଏବଂ ଆଗକୁ ଟିକେ ବଡ଼ ହୋଇ ରହିଥିବା ନାକଟି ଐଶ୍ୱର୍ଯ୍ୟର ସଂକେତ ଦେଇଥାଏ।

ଯେଉଁ ମହିଳା ମାନଙ୍କର ପାଦ ଗୋଇଁଠିରେ ସ୍ୱର୍ପ ଆକାରରେ ଚିହ୍ନ ଥାଏ ସେମାନେ ଭାଗ୍ୟଶାଳୀ ହେବା ସହିତ ଧନୀ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *