Excuse Me Odisha

ଯାହା କହିବୁ ସତ କହିବୁ

ଶୁକ୍ରବାର ଦିନ ରାତିରେ ଗୋଟିଏ ୧୦ ଟଙ୍କିଆ କଏନ ଏହି ଗଛ ତଳେ ପୋତି ଦିଅନ୍ତୁ,ଆଉ ଦେଖିବେ ୨୪ ଘଣ୍ଟା ପରେ ଘରକୁ ଏତେ ଧନସମ୍ପତ୍ତି ଆସିବ ଯେ ଆପଣ ବିଶ୍ୱାସ କରିପାରିବେନି

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶୁକ୍ରବାର ଦିନ ରାତିରେ ୧୦ ଟଙ୍କାର ପଇସା ଏହି ଗଛ ତଳେ ପୋତି ଦେଲେ ୨୪ ଘଣ୍ଟାରେ ନଦୀ ପରି ପଇସା ଆସିବାକୁ ଲାଗିବ।

ବନ୍ଧୁଗଣ ଶୁକ୍ରବାର ଦିନ ମାନେ କି ମା ଲକ୍ଷ୍ମୀଙ୍କ ଦିନ ଏବଂ ଭଗବାନ ବିଷ୍ଣୁଙ୍କ ଦିନ ଏବଂ ଶୁକ୍ର ଗ୍ରହର ଦିନ ହୋଇଥାଏ। ଏହି ଦିନ ସେହି ଲୋକଙ୍କ ପାଇଁ ଖାସ ଏବଂ ବିଶେଷ ଯେଉଁମାନଙ୍କ ଜୀବନରେ ଧନର ସମସ୍ୟା ସବୁବେଳେ ଲାଗି ରହିଥାଏ। ମାନେକି ଯେଉଁ ମାନଙ୍କ ଜୀବନରେ ସାଂସାରିକ ସୁଖର ପ୍ରାପ୍ତି ହୋଇପାରିନଥାଏ। କଥା କଥାରେ ଗୃହରେ କଳି ଝଗଡା ହୋଇଥାଏ। ବନ୍ଧୁଗଣ ଆପଣଙ୍କୁ ଜଣେଇ ଦେଉଛୁ କି ଏହି ଦିନରେ କିଛି ଏପରି ଜିନିଷ କରାଯାଇ ପାରିବ ଯାହା ଦ୍ୱାରା କି ଧନର ସବୁ ସମସ୍ୟା ତୁରନ୍ତ ସମାଧାନ ହୋଇପାରିବ। ଏବଂ ଧନ ଆଗମନରେ ଚାରି ଆଡୁ ସ୍ରୋତ ଖୋଲିଯିବ। କାରଣ ଏହା ମା ଲକ୍ଷ୍ମୀଙ୍କର ଦିନ ହୋଇଥାଏ ଏବଂ ଶୁକ୍ରଗ୍ରହର ଦିନ ହୋଇଥାଏ ଯିଏକି ଲଡିଯିରୀ ଗ୍ରହର ମନାଯାଏ। ତେବେ ଆଜିର ଏହି ପୋଷ୍ଟରେ କିଛି ଖାସ ଜିନିଷ କହିବି ଯାହା ଶୁକ୍ରବାର ଦିନ ରାତିରେ କରିବାର ଅଛି। ଯେଉଁ ବି ବ୍ୟକ୍ତି ଏହି ପ୍ରୟୋଗ କରିଥାଏ ତା ଜୀବନରେ ଧନ ଆଗମନ ବହୁତ ଶୀଘ୍ର ହିଁ ଆରମ୍ଭ ହୋଇଯାଏ। ଚାରି ଆଡୁ ଧନ ପ୍ରାପ୍ତି ହୋଇଥାଏ। ଶୁକ୍ରଗ୍ରହ ମା ଲକ୍ଷ୍ମୀଙ୍କର ଦିନ ହୋଇଥାଏ। ଯେଉଁ ବ୍ୟକ୍ତିର ଶୁକ୍ରଗ୍ରହ ବଳବାନ ଅଟେ ସେହି ବ୍ୟକ୍ତି ନିଜେ ହିଁ ସୁଖ ସମୃଦ୍ଧି କୁ ଆକର୍ଷିତ କରିଥାଏ। ଶୁକ୍ରଗ୍ରହ ଯେଉଁ ବ୍ୟକ୍ତିଙ୍କର ବଳବାନ ଥାଏ ସେ ଯାହାବି କାମ କରିଥାଏ ତାର ସବୁ କାମ ଆପେ ହିଁ ସଫଳ ହେବାକୁ ଲାଗିଥାଏ। କାରଣ ତାର ଭାଗ୍ୟ ପ୍ରବଳ ହୋଇଥାଏ। ଯାହା ଦ୍ୱାରା ସାଂସାରିକ ସୁଖ ଏବଂ ସୁଖ ସମୃଦ୍ଧି ନିଶ୍ଚୟ ହୋଇଥାଏ। ଏଥିପାଇଁ ଶୁକ୍ରଗ୍ରହ ବଳବାନ ହେବା ନିହାତି ଦରକାର ଏବଂ ଶୁକ୍ରଗ୍ରହ ସେତେବେଳେ ବଳବାନ ହୋଇଥାଏ ଯେତେବେଳେ ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ। ନିଜର ଶୁକ୍ରଗ୍ରହକୁ ମଜବୁତ କରିବା ପାଇଁ ଶୁକ୍ରବାର ରାତିରେ ଏହି ପ୍ରୟୋଗ ନିଶ୍ଚୟ କରନ୍ତୁ। ଏହା ଦ୍ବାରା ଶୁକ୍ରଗ୍ରହ ବହୁତ ଶୀଘ୍ର ବଳବାନ ହୋଇଯିବେ। ଏହି ପ୍ରୟୋଗ କରିବା ପାଇଁ ୧୦ ଟଙ୍କା କଏନ ନେବେ ଏବଂ ଅଷ୍ଟଗଦ୍ଧ ନେବେ। ଯଦି ଅଷ୍ଟଗଦ୍ଧ ନଥିବ ତେବେ ସିନ୍ଦୁର ଏବଂ ହଳଦୀର ବ୍ୟବହାର କରିପାରିବେ।

ଆପଣ ଗୋଟେ ଚାମଚ ସିନ୍ଦୁର ଏବଂ ଗୋଟେ ଚାମଚ ହଳଦୀ ନେବେ ଏବଂ ତାଟିଆରେ ପାଣି ଦେଇ ତାକୁ ଗୋଳେଇ ଦେବେ ଏବଂ ଏଥିରେ ୧୦ ଟଙ୍କାର କଏନ ନିଜ ଉପର ଦେଇ ୨୧ ଥର ବୁଲାଇ ତାଟିଆରେ ରଖିଦେବେ। ଏହାକୁ ଶୁକ୍ରବାର ରାତିରେ କରିବେ ଏବଂ ସେହି ତାଟିଆରେ ଗୋଟେ ଦୀପରେ ଲାଲ ବତୀର ବ୍ୟବହାର କରି ଜଳେଇବେ। ଆପଣ ଏହି କଥାର ଧ୍ୟାନ ରଖିବେ କି ତାଟିଆରେ ସେତିକି ପାଣି ନେବେ ଯାହା ଦ୍ୱାରା ଦୀପକୁ ରଖା ଯାଇପାରିବ। ଏବଂ ଦୀପ ତଳେ ୧୦ ଟଙ୍କା କଏନ ରହିବ। ଏହି ପ୍ରକାରରେ ଏହି ଜିନିଷ ତିଆରି କରିବେ। ଖାଦ୍ୟ ଖାଇବା ପୂର୍ବରୁ ଶୁକ୍ରବାର ଦିନ ରାତିରେ ଏହି ପ୍ରୟୋଗ କରି ନିଜ ଘରେ ମନ୍ଦିରରେ ମା ଲକ୍ଷ୍ମୀଙ୍କ ଆଗରେ ରଖିଦେବେ ଏବଂ ଯେତେବେଳେ ଶୋଇବେ ଏହି ତାଟିଆକୁ ନିଜ ମୁଣ୍ଡ ପାଖରେ ରଖିକି ଶୋଇ ପଡିବେ। ତାପର ଦିନ ଉଠିଲେ ଏହି ଦୀପରେ ୧୦ ଟଙ୍କା କଏନ ରଖିକି ଏହା ଉପରେ ଗୋଟେ ଚାମଚ ଚିନି ପକେଇ ଅସ୍ତ ଗଛ ପାଖକୁ ଯାଇ ଏହାକୁ ପୋତିକି ଆସ୍ଯବେ। ଯେଉଁ ବି ବ୍ୟକ୍ତି ଏହି ପ୍ରୟୋଗ ୧୧ ଶୁକ୍ରବାର କରିଦେବ ତ ଯେତେବି ଦୁର୍ଭାଗ୍ୟ ଥାଉ ସବୁ ଟଳି ଯାଏ। ସୌଭାଗ୍ୟ ସୁଖ ସମୃଦ୍ଧି ଆସିଥାଏ। ଶୁକ୍ରଗ୍ରହ ବଳବାନ ହୋଇଯାଏ ଏହା ଖାସ ଚମତ୍କାରୀ ପ୍ରୟୋଗ ଅଟେ। ତେବେ ଏହି ପ୍ରୟୋଗ ନିଶ୍ଚୟ କରିକି ଦେଖନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *