Excuse Me Odisha

ଯାହା କହିବୁ ସତ କହିବୁ

ପଞ୍ଚୁକରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାମ,ନହେଲେ ସବୁ ହୋଇଯିବ ସର୍ବନା-ଶ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପଞ୍ଚୁକରେ ଏହି କାମ କଲେ ସର୍ବନା-ଶ ହେବ।

ବନ୍ଧୁଗଣ ପଞ୍ଚୁକରେ ଭୁଲରେ ମଧ୍ୟ ଏହି ୭ ଟି କାମ କରନ୍ତୁ ନାହିଁ। ନଚେତ ଆପଣଙ୍କ ଜୀବନରେ ଭୟଙ୍କର ବି-ପ-ଦ ଆସିପାରେ। ତେବେ ଆସନ୍ତୁ ଜାଣିବା

ବନ୍ଧୁଗଣ ୧୫ ନଭେମ୍ବର ଠାରୁ ଆରମ୍ଭ ହେଉଛି ପଞ୍ଚୁକ ଯାହା ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ରହିବ। ଏହି ମହା ପଞ୍ଚୁକରେ ଭୁଲରେ ବି କରନ୍ତୁ ନାହିଁ ଏହି ୭ ଟି କାମ ନଚେତ ଆସିପାରେ ଆପଣଙ୍କ ଜୀବନରେ ଭ-ୟଙ୍କର ବି-ପଦ। କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ୫ ଦିନ ମହା ପଞ୍ଚୁକ କୁହାଯାଇଥାଏ। ଏହି ୫ ଦିନକୁ ବହୁତ ପବିତ୍ର ମାନାଯାଇଛି। ଏହି ଦିନ ଲୋକମାନେ ଦାନ ଧର୍ମ ପୂଜା ପାଠରେ ସମୟ ଅତିବାହିତ କରିଥାନ୍ତି। ଏହି ଦିନ ଶୁଭ ହୋଇଥିବାରୁ ଧନର ଦେବୀ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ଉପାୟମାନ କରାଯାଇଥାଏ। ଜ୍ୟୋତିଷଙ୍କ ଅନୁସାରେ ଏହି ଦିନ ପୂଜା ପାଠ କଲେ ଶୁଭ ଫଳ ମିଳିଥାଏ। ଘରେ ଉନ୍ନତି ହୋଇଥାଏ। ବ୍ୟବସାୟରେ ଚାକିରୀରେ ପରୀକ୍ଷାରେ ଭଲ ଫଳ ମିଳିଥାଏ। ଯଦି ଏହି ପଞ୍ଚୁକରେ କିଛି ଅଶୁଭ କାମ କରି ଦେଉଛନ୍ତି ତେବେ କରିଥିବା ସବୁ ଧର୍ମ କର୍ମର ଫଳ ସବୁ ଅଶୁଭ ହୋଇଥାଏ। ଯାହାକି ଆମକୁ ସାରା ଜୀବନ ଦୁଃ-ଖ କ-ଷ୍ଟ ଅ-ଭାବ ଅନଟନରେ ଜୀବନ ଅତିବାହିତ କରିବାକୁ ପଡିଥାଏ। ତେବେ ଆସନ୍ତ ଜାଣିବା ଏହି ମହା ପଞ୍ଚୁକରେ କେଉଁ ସବୁ କାମ କରିବା ଉଚିତ ନୁହେଁ

ସକାଳେ ଡେରି ପର୍ଯ୍ୟନ୍ତ ଶୁଅନ୍ତୁ ନାହିଁ। ଯେତେ ଶୀଘ୍ର ସକାଳୁ ଉଠି ପଡିବା ନିହାତି ଆବଶ୍ୟକ। ଏହି ଦିନ ବହୁତ ଶୁଭ ହୋଇଥିବା କାରଣରୁ ବ୍ରହ୍ମ ମୁହୂର୍ତ୍ତରେ ଉଠି ପଡିବା ଉଚିତ। ଯେଉଁ ଲୋକମାନେ ଡେରି ପର୍ଯ୍ୟନ୍ତ ଶୋଇ ରହିଥାନ୍ତି ସେମାନଙ୍କୁ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇନଥାଏ। ସେହି ବ୍ୟକ୍ତିଙ୍କ ଭାଗ୍ୟ ନି-ଦ୍ରାରେ ହିଁ ରହିଯାଏ। ସେଥିପାଇଁ ସକାଳୁ ଉଠି ସ୍ନାନ କରି ଭଗବାନଙ୍କର ପୂଜା ପାଠ କରିବା ଉଚିତ। ସେହିପରି ମଧ୍ୟ ସନ୍ଧ୍ୟା ସମୟରେ ଶୋଇବା ଉଚିତ ହୋଇନଥାଏ

କ୍ରୋ-ଧ କରନ୍ତୁ ନାହିଁ। ଏବେ ହିଁ ଖରାପ ଅଭ୍ୟାସକୁ ନିୟ-ନ୍ତ୍ରଣ କରିବା ଆରମ୍ଭ କରି ଦିଅନ୍ତୁ। ଆପଣଙ୍କ ଘରର ପରିବେଶକୁ ଶାନ୍ତ ରଖନ୍ତୁ। ଜୋରରେ କାହାରିକୁ ପାଟି କରି କିଛି କୁହନ୍ତୁ ନାହିଁ। ଘରର ମହିଳା ମାନଙ୍କ ଉପରେ ରା-ଗନ୍ତୁ ନାହିଁ। ନିଜର ସନ୍ତାନ ମାନଙ୍କ ଉପରେ ମଧ୍ୟ ରା-ଗନ୍ତୁ ନାହିଁ ପାଟି କରନ୍ତୁ ନାହିଁ ଗା-ଳି ଦିଅନ୍ତୁ ନାହିଁ ଏହିପରି କଲେ ଅଶୁଭ ହୋଇଥାଏ। ଯେଉଁଲୋକମାନେ ଏହି ଦିନ କ୍ରୋ-ଧ କରନ୍ତି ସେମାନଙ୍କୁ ମା ଲକ୍ଷ୍ମୀଙ୍କ କୃ-ପା ପ୍ରାପ୍ତ ହୋଇନଥାଏ।

ବାଦ ବି-ବା-ଦ କରନ୍ତୁ ନାହିଁ। ଘରେ କୌଣସି ପ୍ରକାରର କ-ଳ-ହ କିମ୍ବା ଝ-ଗଡା କରନ୍ତୁ ନାହିଁ ଯେଉଁଠି ଝ-ଗଡା ଓ କ-ଳହ ଲାଗିରହିଥାଏ ସେହି ଘରେ ମା ଲକ୍ଷ୍ମୀ ରୁହନ୍ତି ନାହିଁ। ଏଥି ସହିତ ବାହାରେ ମଧ୍ୟ ଏହି କଥାର ଧ୍ୟାନ ରଖନ୍ତୁ। କାହା ସହିତ କୌଣସି ପ୍ରକାରର ଝ-ଗଡା ମଧ୍ୟ ନହୁଏ। ଅଶାନ୍ତ ମନରେ କରାଯାଇଥିବା କାମ କେବେବି ମଧ୍ୟ ସଫଳ ହୋଇନଥାଏ।

ଘରକୁ ଅପ-ରିଷ୍କାର କରନ୍ତୁ ନାହିଁ ଏହି ସମୟରେ ସଫା ସୁତରା କରିବାର ବିଶେଷ ମହତ୍ୱ ରହିଥାଏ। ଘରେ ଅଳିଆ ରହିବା ଉଚିତ ନୁହେଁ। ଘରର କୋଣ ଅନୁକୋଣରେ ସଫା ରଖିବା ଉଚିତ। କୌଣସି ପ୍ରକାରର ଦୁର୍ଗ-ଦ୍ଧ ଘର ଭିତରେ କିମ୍ଵା ଘର ପାଖରେ ରହିବା ଉଚିତ ନୁହେଁ। ଘରେ ସୁଗ-ନ୍ଧିତ ବାତାବରଣ ରହିବା ଉଚିତ।

ନି-ଶା ଦ୍ର-ବ୍ୟ ସେ-ବନ କରନ୍ତୁ ନାହିଁ। ଏହି ଶୁଭ ଦିନରେ କୌଣସି ପ୍ରକାରର ନି-ଶା ଦ୍ର-ବ୍ୟର ସେ-ବନ କରିବା ଉଚିତ ହୋଇନଥାଏ। ମାନ୍ୟତା ଅଛି କି ଯେଉଁଲୋକ ଏହି ପବିତ୍ର ଦିନ ମାନଙ୍କରେ ନି-ଶା ଦ୍ରବ୍ୟର ସେ-ବନ କରନ୍ତି ତାଙ୍କର ସବୁବେଳେ ଅସୁବିଧା ହୋଇଥାଏ। ନି-ଶା ସେ-ବନ ଯୋଗୁ ଘରର ଶାନ୍ତି ଭଙ୍ଗ ହେବା ସହିତ ମାନ-ସିକ ଚିନ୍ତା ବୃଦ୍ଧି ପାଇଥାଏ ଯାହାର ଫଳ ଅଶୁଭ ହୋଇଥାଏ। ଘରକୁ ଦରି-ଦ୍ରତା ଆସିଥାଏ ସେଥିପାଇଁ ଏହି ଦିନ ମାନଙ୍କରେ ନି-ଶା ଦ୍ରବ୍ୟର ସେ-ବନ କରନ୍ତୁ ନାହିଁ।

ଆମିଷ ଖାଆନ୍ତୁ ନାହିଁ। ପଞ୍ଚୁକର ଏହି ପବିତ୍ର ୫ ଦିନରେ ଭୁଲରେ ବି ଆମିଷ ଖାଆନ୍ତୁ ନାହିଁ। ଆମିଷ ଘରକୁ ଆଣିବା କିମ୍ବା ଖାଇବା ଅଶୁଭ ହୋଇଥାଏ। ସେଥିପାଇଁ ଏହି ଭୁଲ କରନ୍ତୁ ନାହିଁ।

ବୟସ୍କ ଲୋକଙ୍କର ଅପ-ମାନ କରନ୍ତୁ ନାହିଁ। ଏହି କଥାର ବିଶେଷ ଧ୍ୟାନ ରଖନ୍ତୁ କି କୌଣସି ବି ପରିସ୍ଥିତିରେ ମା ବାପା କିମ୍ବା ଅନ୍ୟ ବୟସ୍କ ଲୋକମାନଙ୍କୁ ଅପ-ମାନ କରନ୍ତୁ ନାହିଁ ନିରାଶ କରନ୍ତୁ ନାହିଁ ସମସ୍ତଙ୍କୁ ସମ୍ମାନ କରନ୍ତୁ। ଯେଉଁ ଲୋକମାନେ ଏମିତି ଭୁଲ କରିଥାନ୍ତି ସେମାନେ ଦେବୀ ଏବଂ ଦେବତା ମାନଙ୍କର କୃପା ମିଳିନଥାଏ ଏବଂ ସେମାନେ ସବୁବେଳେ ଦରିଦ୍ର ହୋଇ ରହିଥାନ୍ତି। କୌଣସି କାମରେ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରନ୍ତି ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *