Excuse Me Odisha

ଯାହା କହିବୁ ସତ କହିବୁ

ନିଜ ନାମର ପ୍ରଥମ ଅକ୍ଷରରୁ ଜାଣନ୍ତୁ – ଆପଣଙ୍କର କେତୋଟି ” ଛୁଆ ” ହେବ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ନିଜ ନାମର ପ୍ରଥମ ଅକ୍ଷରରୁ ଜାଣନ୍ତୁ ଆପଣଙ୍କର କେତୋଟି ଛୁଆ ହେବ।

ବନ୍ଧୁଗଣ ନିଜ ନାମର ପ୍ରଥମ ଅକ୍ଷରରୁ ଜାଣନ୍ତୁ କାହାର କେତୋଟି ହେବ ଛୁଆ ତ ବନ୍ଧୁଗଣ ଆସନ୍ତୁ ଆରମ୍ଭ କରିବା। ବନ୍ଧୁଗଣ ଆମ ଜୀବନରେ ଶାସ୍ତ୍ରର ବହୁତ ମହତ୍ୱ ରହିଛି। ଯାହାର ଅନୁସାରେ ଆମର ଜୀବନରେ ଘଟୁ-ଥିବା ସବୁ ଘଟ-ଣାର ସଂକେତ ବିଷୟରେ କୁହାଯାଇଛି। ଆମ ଜୀବନରେ ଆମର ପ୍ରଥମ ଅକ୍ଷରର ବି ବହୁତ ମହତ୍ୱ ଥାଏ। ନାମର ପ୍ରଥମ ଅକ୍ଷରରୁ ହିଁ ବ୍ୟକ୍ତି ବିଷୟରେ କେତେ କଣ ଜାଣିହେବ। ନାମର ପ୍ରଥମ ଅକ୍ଷରରୁ ବ୍ୟକ୍ତିର ସ୍ୱଭାବ ଚ-ରିତ୍ର ଆଦି ବିଷୟରେ ଜାଣିହେବ। କିନ୍ତୁ ଆଜି ଆମେ ନାମର ପ୍ରଥମ ଅକ୍ଷରକୁ ଦେଖି ଜାଣିବା କାହାର କେତୋଟି ଛୁଆ ହେବ।

ବନ୍ଧୁଗଣ ସମସ୍ତେ ନିଜ ଜୀବନରେ ଜ୍ୟୋତିଷ ଶା-ସ୍ତ୍ରରେ ବହୁତ କଥା ଜାଣିପାରିବେ। ପ୍ରାୟ ସମସ୍ତେ ବାହାଘର ପରେ ଛୁଆ ପାଇଁ ଅଧିକ ଇଛୁକ ଥାନ୍ତି। ଆଉ ସେମାନେ ଏହା ବି ଜାଣିବାକୁ ଚାହିଁନ୍ତିକି ସେମାନଙ୍କର କେତୋଟି ଛୁଆ ହେବ। ତେବେ ଆସନ୍ତୁ ଜାଣିବା ନାମର ପ୍ରଥମ ଅକ୍ଷରକୁ ଦେଖି କାହାର କେତୋଟି ଛୁଆ ହେବ। ପ୍ରଥମେ ଜାଣିବା ଅକ୍ଷର A S M ଏବଂ D ରୁ ଯଦି ଏମାନଙ୍କର ସ୍ଵଭାବ ବିଷୟରେ କଥା ହେବା ତ ଏମାନେ ବହୁତ ଭା-ବୁକ ହୋଇଥାନ୍ତି। କେତେ ଲୋକ ଏମାନଙ୍କୁ ବୁଝି ପାରନ୍ତି ନାହିଁ। ପରିବାରକୁ ବୁଝିବାରେ ଭଲ ଯୋଗ୍ୟତା ଏମାନଙ୍କ ଠାରେ ଥାଏ। ଏମାନେ ସବୁବେଳେ ନିଜର ରହନଶୀଳକୁ ବନେଇବା ପାଇଁ ଚେଷ୍ଟା କରିଥାଆନ୍ତି। ଏମାନଙ୍କ ଜାତକରେ ୨ ଟି ଛୁଆ ହେବାର ଯୋଗ ଥାଏ। ଅକ୍ଷର I G J ଏବଂ K ଏମାନଙ୍କର ବ୍ୟକ୍ତିତ୍ୱ ପୁରା ପୁରି ମଜଳିଆ ହୋଇଥାଏ। ସାଙ୍ଗ ମାନଙ୍କ ସହିତ ରହିବା ଏମାନେ ବହୁତ ପସନ୍ଦ କରିଥାନ୍ତି।

ଚାକିରୀ ବିଷୟରେ ଅଧିକ ଗମ୍ଭୀରତା ଭାବରେ ଏମାନେ ଭାବନ୍ତି ନାହିଁ। ଏମାନଙ୍କର ଲକ୍ଷ୍ୟ ବହୁତ ବଡ଼ ହୋଇଥାଏ। ଏହି ଅକ୍ଷରର ଲୋକଙ୍କ ଜାତକରେ ୩ ଟି ଛୁଆ ହେବାର ଯୋଗ ଥାଏ। ଅକ୍ଷର P B N C ଏହି ଲୋକମାନେ ଦେଖିବାରେ ବହୁତ ଆକ-ର୍ଷଣ ଏବଂ ସୁନ୍ଦର ହୋଇଥାନ୍ତି। ଏମାନଙ୍କର ସ୍ୱଭାବ ବହୁତ କୋମଳ ହୋଇଥାଏ। ଏମାନେ ଅନ୍ୟକୁ ସାହାର୍ଯ୍ୟ କରିବା ପାଇଁ ସବୁବେଳେ ପ୍ରସ୍ତୁତ ଥାନ୍ତି। ଲଭର ମା-ମ-ଲାରେ ଏମାନେ ବହୁତ କ୍ୟା-ରିଙ୍ଗ ହୋଇଥାନ୍ତି। ଏମାନଙ୍କ ଜାତକରେ ୨ ଟି ଛୁଆ ହେବାର ଯୋଗ ଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *