Excuse Me Odisha

ଯାହା କହିବୁ ସତ କହିବୁ

ସ୍ୱାମୀଙ୍କୁ ଖୁସି କରିବା ପାଇଁ ସ୍ତ୍ରୀମାନେ କରନ୍ତୁ ଏହିସବୁ କାମ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସ୍ୱାମୀଙ୍କୁ ଖୁସି କରିବା ପାଇଁ ସ୍ତ୍ରୀମାନେ କରନ୍ତୁ ଏହିସବୁ କାମ।

ବନ୍ଧୁଗଣ ସ୍ୱାମୀଙ୍କୁ ଖୁସି କରିବା ପାଇଁ ସ୍ତ୍ରୀମାନଙ୍କୁ ଏହିସବୁ କାମ କରିବା ଉଚିତ। ସମ୍ପର୍କ ମଜବୁତ ପାଇଁ ସ୍ୱାମୀ ସ୍ତ୍ରୀ ଦୁଇଜଣ ଦୁଇଜଣଙ୍କୁ ଖୁସି ରଖିବାର ଅଛି। ଖାଲି ସ୍ୱାମୀର ଦାୟିତ୍ୱ ନୁହେଁ ବହୁତ ଥର ମହିଳାମାନେ ବୁଝିପାରନ୍ତି ନାହିଁ ସ୍ୱାମୀଙ୍କୁ କେମିତି ଖୁସିରେ ରଖିବେ। ଆଜି ଆମେ ଏହି ପୋଷ୍ଟରେ ଏମିତି କିଛି ଟିପ୍ସ ଜଣେଇବୁ ଯାହା ଦ୍ୱାରା ଆପଣ ନିଜ ସ୍ୱାମୀଙ୍କୁ ଖୁସିରେ ରଖିପାରିବେ। ଆସନ୍ତୁ ଜାଣିବା ସ୍ୱାମୀଙ୍କୁ ଖୁସି କରିବା ପାଇଁ କଣ କଣ କରିବା ଦରକାର। ଘର କାମରୁ ଅଳ୍ପ ସମୟ ବାହାର କରି ସ୍ୱାମୀଙ୍କ ସହିତ ସମୟ ବିତାନ୍ତୁ। ତାଙ୍କର ଯାହା ପସନ୍ଦ ରହିଛି ସେଥିରେ ରୁଚି ରଖିବା ଦରକାର ଏଥିରେ ସେମାନେ ବହୁତ ଖୁସି ହୁଅନ୍ତି। ସ୍ୱାମୀ ଯେତେବେଳେ କାମ ସାରି ଘରକୁ ଆସନ୍ତି ତାଙ୍କ ସହିତ ଘର ବିଷୟରେ ଆଲୋଚନା କରନ୍ତୁ ନାହିଁ। ଏଥିରେ ତାଙ୍କର ମନ ଖରାପ ହୋଇଥାଏ ଏବଂ ଆପଣଙ୍କ ସହିତ ଦୂରତା ବନେଇଥାଆନ୍ତି। ଏଥିପାଇଁ ସ୍ୱାମୀ ଘରକୁ ଫେରିଲେ ତାଙ୍କ ସହିତ ଝଗଡା କରନ୍ତୁ ନାହିଁ। ଭଲରେ କଥା ହୁଅନ୍ତୁ ତାଙ୍କ ଖୁସିରେ ଖୁସି ହୁଅନ୍ତୁ। ସବୁ ସ୍ୱାମୀ ଚାହାନ୍ତି ତାଙ୍କର ସ୍ତ୍ରୀ ତାଙ୍କର ଯତ୍ନ ନିଅନ୍ତୁ ତାଙ୍କର ସବୁ ଇଚ୍ଛାକୁ ପୂରଣ କରି ତାଙ୍କର ଦାୟିତ୍ୱ ଭଲ ଭାବରେ ପାଳନ କରନ୍ତୁ।

ସେଥିରେ ବହୁତ ଖୁସି ହିଁ ରହିବେ। ଆପଣଙ୍କ ପ୍ରତି ତାଙ୍କର ସମ୍ମାନ ବଢିବ। କୁହାଯାଏ କି ସ୍ୱାମୀଙ୍କୁ ଭଲ ରୁଷେଇ କରି ଖାଇବାକୁ ଦେଲେ ସେ ବହୁତ ଖୁସି ହୋଇଥାନ୍ତି ଆଉ ବହୁତ ଭଲ ପାଇଥାନ୍ତି ଆଉ ସେଥିପାଇଁ ସ୍ୱାମୀଙ୍କୁ ତାଙ୍କ ପସନ୍ଦର ଖାଇବା ବନାଇ ଦିଅନ୍ତୁ ଏମିତି କଲେ ସ୍ୱାମୀ ବହୁତ ଖୁସି ହେବେ ଏବଂ ବହୁତ ଭଲ ପାଇବେ। ଏମିତି କଲେ ସ୍ୱାମୀଙ୍କ ସହିତ ସ୍ତ୍ରୀ ମଧ୍ୟ ଖୁସି ହୋଇଥାନ୍ତି। ସେଥିପାଇଁ ସ୍ୱାମୀଙ୍କୁ ଯଦି ଆପଣ କିଛି ମନ ପସନ୍ଦର ଜିନିଷ ଉପହାର ଦେଇଥାନ୍ତି ସେଥିରେ ସେ ଖୁସି ହୋଇଥାନ୍ତି ଆଉ ଆପଣଙ୍କୁ ବହୁତ ଭଲ ପାଇଥାନ୍ତି। ତାଙ୍କର ଜନ୍ମ ଦିନ ହେଉ କିମ୍ବା କୌଣସି ବଡ଼ ଦିନରେ ତାଙ୍କ ପାଇଁ ସରପ୍ରାଇଜ ଗିପ୍ଟ ରଖିଲେ ସେ ବହୁତ ଖୁସି ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *