Excuse Me Odisha

ଯାହା କହିବୁ ସତ କହିବୁ

ଏହି ୩ଟି ରାଶିର ଲୋକମାନେ ହାତରେ ଲାଲ ସୂତା ପିନ୍ଧନ୍ତୁ, ଆପଣଙ୍କ ଏମିତି ଭାଗ୍ୟ ବଦଳିଯିବ ଯେ, ଆପଣ କେବେ ବି ଭାବି ନଥିବେ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ୩ ଟି ରାଶିର ଲୋକେ ହାତରେ ଲାଲ ସୂତା ପିନ୍ଧନ୍ତୁ ଏମିତି ଭାଗ୍ୟ ବଦଳିବ କି ଆପଣ କେବେ ଭାବି ନଥିବେ।

କୁହାଯାଏ କି ହାତରେ ଢାଗା ପିନ୍ଧିବା ବହୁତ ଶୁଭ ହୋଇଥାଏ। ଆମେ କିନ୍ତୁ ଲୋକମାନଙ୍କୁ ହାତରେ ଲାଲ କଳା ହଳଦିଆ ରଙ୍ଗର ଢାଗା ପିନ୍ଧିବାର ଦେଖିଥାଉ। କେତେଲୋକ ତ ଫେସନ ପାଇଁ ହାତରେ ବିଭନ୍ନ ପ୍ରକାରର ସୂତା ବାନ୍ଧିଥାନ୍ତି ଆଉ କିଛି ଲୋକ ଧାର୍ମିକ ମାନ୍ୟତା ଅନୁସାରେ ହାତରେ ଢାଗା ବାନ୍ଧିଥାନ୍ତି। ଆଜି ଆମେ ଆପଣଙ୍କୁ ଜଣେଇବୁ କେଉଁ କେଉଁ ରାଶି ମାନଙ୍କ ପାଇଁ ହାତରେ ଲାଲ ଢାଗା ପିନ୍ଧିବା ଶୁଭ ହୋଇଥାଏ ତେବେ ଆସନ୍ତୁ ଜାଣିବା। ତେବେ ଆସନ୍ତୁ ଜାଣିନେବା।

ସିଂହ ରାଶି। ଏମିତି କୁହାଯାଏ ଯେ ସିଂହ ରାଶିର ଲୋକେ ଯଦି ହାତରେ ରଙ୍ଗର ସୂତା ବାନ୍ଧିବେ ତେବେ ଏହା ସେମାନଙ୍କ ପାଇଁ ବହୁତ ଶୁଭ ଏବଂ ଲାଭ ହୋଇଥାଏ। ଏହି ରାଶିର ଲୋକମାନେ ହାତରେ ଲାଲ ଢାଗା ବାନ୍ଧିବା ଦ୍ୱାରା ସେମାନଙ୍କୁ ଭଗବାନଙ୍କର ଶକ୍ତି ପ୍ରାପ୍ତ ହୋଇଥାଏ । ତା ସହିତ ସେମାନଙ୍କୁ ଚାକିରୀ ଏବଂ ବିଜନେସ କ୍ଷେତ୍ରରେ ସଫଳତା ମିଳିଥାଏ। ଏହି ରାଶିର ଲୋକମାନେ ଯଦି ପୁରା ଶ୍ରଦ୍ଧାର ସହିତ ନିଜ ହାତରେ ଲାଲ ଢାଗା ବାନ୍ଧନ୍ତି ତେବେ ଏମାନଙ୍କୁ ସତ ପ୍ରେମ ମିଳିଥାଏ। ଏମାନଙ୍କ ଜୀବନରେ ସକରାତ୍ମକ ଭାବନା ହୋଇଥାଏ।

କର୍କଟ ରାଶି। ଯେଉଁ ଲୋକମାନଙ୍କର କର୍କଟ ରାଶି ହୋଇଥାଏ ସେମାନେ ଯଦି ହାତରେ ଲାଲ ଢାଗା ବାନ୍ଧନ୍ତି ତେବେ ବହୁତ ଲାଭ ହୋଇଥାଏ। କୁହାଯାଏ କି ଯଦି ଏହି ରାଶିର ଲୋକେ ଯଦି ଲାଲ ଢାଗା ବାନ୍ଧିବେ ତେବେ ଏମାନଙ୍କୁ ବ୍ୟାପାର କ୍ଷେତ୍ରରେ ସଫଳତା ପ୍ରାପ୍ତ ହୋଇଥାଏ। ତା ସହିତ ମା ଲକ୍ଷ୍ମୀ ମଧ୍ୟ ଏମାନଙ୍କ ଉପରେ ବହୁତ ପ୍ରସନ୍ନ ହୋଇଥାନ୍ତି। ଏହି ଢାଗା ବାନ୍ଧିବା ଦ୍ୱାରା ଏହି ରାଶିର ଲୋକମାନଙ୍କୁ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ ହୋଇଥାଏ। ଧ୍ୟାନ ରଖିବେ ମଙ୍ଗଳବାର ଦିନ ଏହି ରାଶିର ଲୋକମାନେ ନିଜ ହାତରେ ଲାଲ ଢାଗା ବାନ୍ଧିବା ଦରକାର। ତା ସହିତ ସେହି ଦିନ ଭଗବାନ ହନୁମାନଙ୍କ ଦର୍ଶନ ମଧ୍ୟ କରିବା ଦରକାର।

ମିଥୁନ ରାଶି। ଏହି ରାଶିର ଲୋକଙ୍କ ବିଷୟରେ ସବୁବେଳେ ଏହା କୁହାଯାଏ କି ଏମାନେ ସବୁବେଳେ ଲାଲ ରଙ୍ଗର ଢାଗା ବାନ୍ଧିବା ଦରକାର। ଏମିତି କରିବା ଦ୍ୱାରା ଏମାନଙ୍କ ଭାଗ୍ୟ ବଦଳିଯାଏ। ସମାଜରେ ମାନ ସମ୍ମାନ ମିଳିଥାଏ। ତା ସହିତ ଏମାନଙ୍କ ଉପରେ ସବୁବେଳେ ଭଗବାନ ହନୁମାନଙ୍କ କୃପା ରହିଥାଏ। ଭଗବାନ ହନୁମାନଙ୍କ କୃପା ରହିବା କାରଣରୁ ଏମାନଙ୍କ ଜୀବନରେ ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ। ତା ସହିତ ମିଥୁନ ରାଶି ଯେଉଁମାନଙ୍କ ଭାଗ୍ୟରେ ବିବାହର ବାଧା ଆସୁଛି ସେମାନଙ୍କ ହାତରେ ଲାଲ ଢାଗା ବାନ୍ଧିବା ଦ୍ୱାରା ସେମାନଙ୍କ ବିବାହରେ ଯୋଗ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *