Excuse Me Odisha

ଯାହା କହିବୁ ସତ କହିବୁ

ଯଦି ନିର୍ବସ୍ତ୍ର ହୋଇ ଏଭଳି କାର୍ଯ୍ୟ କରିବେ ଏହି ୪ଟି କାର୍ଯ୍ୟ, ତାହେଲେ ହୋଇଯିବେ କାଙ୍ଗାଳ, କଣ ଆପଣ ଏପରି ଭୁଲ କରୁ ନାହାନ୍ତି ତ।

ସେୟାର୍ କରନ୍ତୁ

ବନ୍ଧୁଗଣ, ସବୁ ମନୁଷ୍ୟ ଚାହାଁନ୍ତି ଯେ ତାଙ୍କ ଜୀବନ ଖୁସିରେ ପରିପୂର୍ଣ୍ଣ ହୋଇ ରହିଥାଉ। ମାତ୍ର ଜୀବନରେ ଯେତେବେଳେ କଷ୍ଟ ଅଥବା ଦୁଃଖ ଆସିଥାଏ, ସେତେବେଳେ ମନୁଷ୍ୟ ବିଚଳିତ ହୋଇଯାଇଥାଏ ଏବଂ ସେ ତାର ଜୀବନରେ କାହିଁକି ଏଭଳି ଦୁଃଖ ଆସିଲା ତାହା ଚିନ୍ତା କରିବାକୁ ଲାଗେ। ହିନ୍ଦୁଧର୍ମ ଶାସ୍ତ୍ରରେ ମନୁଷ୍ୟର କଲ୍ୟାଣ ନିମନ୍ତେ କେତେକ ନିୟମ କୁହାଯାଇଅଛି। ଯାହାର ପାଳନ କରିବା ଦ୍ଵାରା ଜୀବନରେ ସୁଖ ସମୃଦ୍ଧି ଏବଂ ଶାନ୍ତି ବଜାୟ ରହିଥାଏ।

ଏହାର ଅନ୍ତର୍ଗତ ବ୍ୟକ୍ତିର ଖାଦ୍ୟପେୟ ଠାରୁ ଆରମ୍ଭ କରି ପୋଷାକ ପିନ୍ଧିବା ଏବଂ ଚାଲିଚଳନ ଏପରି କେତେ ଗୁଡିଏ ନିୟମର ଆଲୋଚନା କରାଯାଇଅଛି। ଏଥିରେ କିଛି ଏଭଳି ମହତ୍ଵପୂର୍ଣ୍ଣ କଥା କୁହାଯାଇଛି ଯେ, ଆମକୁ କିଛି କର୍ମ ନଗ୍ନ ଅବସ୍ଥାରେ କେବେ ମଧ୍ୟ କରିବା ଉଚିତ ନୁହେଁ। କାରଣ ଏହାର ଆମ ଜୀବନ ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ। ଆସନ୍ତୁ ବର୍ତ୍ତମାନ ଜାଣିବା ତାହା କେଉଁ କେଉଁ କାର୍ଯ୍ୟ ଅଟେ, ଯାହାକୁ ନଗ୍ନ ଅବସ୍ଥାରେ କରିବା ଉଚିତ ନୁହେଁ।

୧/ ବିଷ୍ଣୁ ପୁରାଣ ଅନୁସାରେ କୌଣସି ଲୋକକୁ କେବେ ମଧ୍ୟ ସଂପୂର୍ଣ୍ଣ ଭାବରେ ନୀବସ୍ତ୍ର ବା ନଗ୍ନ ହୋଇ ସ୍ନାନ କରିବା ଉଚିତ ନୁହେଁ । ଯେତେବେଳେ ଆପଣ ସ୍ନାନ କରୁଛନ୍ତି, ସେତେବେଳେ ଆପଣ ଏକ ଛୋଟ କପଡା ହେଉ ନା କାହିଁକି ତାହା ଆପଣଙ୍କ ପିଠିରେ ପକାଇ ଗାଧୋଇବା ଆବଶ୍ୟକ। ହିନ୍ଦୁଧର୍ମରେ ଜଳକୁ ଦେବତାଙ୍କ ମାନ୍ୟତା ଦିଆଯାଇଛି। ଏହାସହିତ ସଂପୂର୍ଣ୍ଣ ଭାବରେ ନଗ୍ନ ହୋଇ ସ୍ନାନ କରିବା ଜଳ ଦେବତାଙ୍କ ଅପମାନ ସଦୃଶ ବୋଲି ମାନା ଯାଇଛି।

୨/ କିଛି ଲୋକେ ନଗ୍ନ ହୋଇ ଶୋଇବାକୁ ବହୁତ ପସନ୍ଦ କରିଥାନ୍ତି। ସେମାନଙ୍କୁ ଏଭଳି ଶୋଇବା ପାଇଁ ଆରାମ ମିଳିଥାଏ। ମାତ୍ର ବିଷ୍ଣୁ ପୁରାଣ ଅନୁସାରେ ନଗ୍ନ ହୋଇ ଶୋଇବା ଉଚିତ ନୁହେଁ। ଏଭଳି କରିବା ଦ୍ଵାରା ଚନ୍ଦ୍ର ଦେବତା କ୍ରୋଧିତ ହୋଇଥାନ୍ତି।

୩/ ପୂଜା କରୁଥିବା ସମୟରେ କୌଣସି ଚମଡା ବସ୍ତ୍ର ଧାରଣ କରନ୍ତୁ ନାହିଁ।

୪/ କୌଣସି ପ୍ରାର୍ଥନା, ଦର୍ଶନ, ପୂଜା ଅଥବା ଯଜ୍ଞ ଆଦି ଆରମ୍ଭ କରିବା ସମୟରେ ଶୁଦ୍ଧିର ମନ୍ତ୍ର ଜପ କରି ଅଳ୍ପ ଜଳ ସେବନ କରି ନିଜ ଉପରେ ଛିଞ୍ଚି ହେବାକୁ ଆଚମନ କୁହାଯାଏ। ଏହାକୁ ସେବନ କରିବାର ଅର୍ଥ ହେଉଛି ଆମେ ବଚନ ଏବଂ ବିଚାର ଉଭୟ ଠାରୁ ଶୁଦ୍ଧି ହୋଇ ସାରିଛୁ। ଏବେ ଆମର ମନର ସ୍ଥିତି ପୂଜା କରିବା ପାଇଁ ଉପଯୁକ୍ତ ଅଟେ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ମହତ୍ଵପୂର୍ଣ୍ଣ ବିବରଣୀଟି କିପରି ଲାଗିଲା, ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ। ତେବେ ଏହାକୁ ନିଶ୍ଚିତ ଭାବରେ ନିଜ ସମ୍ପର୍କୀୟଙ୍କ ସହିତ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *