Excuse Me Odisha

ଯାହା କହିବୁ ସତ କହିବୁ

ସୂର୍ଯ୍ୟାସ୍ତ ପରେ କରନ୍ତୁନି ଏହି ୫ ଟି ଭୁଲ, ନଚେତ ମାତା ଲକ୍ଷ୍ମୀ କ୍ରୋଧିତ ହେବେ ଏବଂ ଲାଗି ରହିବ ଦରିଦ୍ରତା !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସୂର୍ଯ୍ୟାସ୍ତ ପରେ ଏହି ୫ ଟି ଭୁଲ କଲେ ହୋଇଯିବେ ଭିକାରୀ।

ବନ୍ଧୁଗଣ ସୂର୍ଯ୍ୟାସ୍ତ ପରେ କରନ୍ତୁ ନାହିଁ ଏହି ୫ ଟି କାମ ନଚେତ କ୍ରୋଧିତ ହେବେ ମା ଲକ୍ଷ୍ମୀ। ଲାଗି ରହିବ ଘରେ ଦାରିଦ୍ର୍ୟତା। ସୂର୍ଯ୍ୟାସ୍ତ ପରେ କିଛି ଏମିତି କାର୍ଯ୍ୟ କରିବା ନିଷେଧ ଅଟେ। ଯଦି ଆପଣ ସୂର୍ଯ୍ୟାସ୍ତ ପରେ ଏହିସବୁ କାମ କରନ୍ତି ତେବେ ଘରେ ଦାରିଦ୍ର୍ୟତା ଲାଗି ରହିଥାଏ। ତେଣୁ ସୂର୍ଯ୍ୟାସ୍ତ ପରେ ଏହି କାର୍ଯ୍ୟ ସବୁ ଭୁଲରେ ମଧ୍ୟ କରିବା ଉଚିତ ନୁହେଁ।

ସୂର୍ଯ୍ୟାସ୍ତ ପରେ ଭୁଲରେ ବି ତୁଳସୀ ଗଛକୁ ସ୍ପର୍ଷ କରନ୍ତୁ ନାହିଁ। ଏପରିକି ସୂର୍ଯ୍ୟାସ୍ତ ପରେ ତୁଳସୀରେ ପାଣି ଦେବା ଉଚିତ ନୁହେଁ। ବିଶ୍ୱାସ କରାଯାଏ ଯେ ସୂର୍ଯ୍ୟାସ୍ତ ପରେ ତୁଳସୀ ଗଛ ଛୁଇଁବା ବା ଭାଙ୍ଗିବା ଏହିସବୁ ମା ଲକ୍ଷ୍ମୀଙ୍କୁ କ୍ରୋଧିତ କରେ ଯେଉଁ କାରଣରୁ ଆପଣଙ୍କ ଘରେ ଟଙ୍କାର ଅଭାବ ରହିଥାଏ। ଦାରିଦ୍ର୍ୟତା ଆସିବା ଆରମ୍ଭ କରେ।

ସୂର୍ଯ୍ୟାସ୍ତ ପରେ କଦଳୀ ଦାନ କରନ୍ତୁ ନାହିଁ। କଦଳୀ ଶୁକ୍ର ଗ୍ରହ ସହିତ ଜଡ଼ିତ ଏକ ଖାଦ୍ୟ ପଦାର୍ଥ ଭାବେ ବିବେଚନା କରାଯାଏ। ଶୁକ୍ର ଧନ ବୈଭବ କାରୀ ଭାବେ ବିବେଚନା କରାଯାଏ। ସୂର୍ଯ୍ୟାସ୍ତ ପରେ କେବେବି ଦହି ଦାନ କରନ୍ତୁ ନାହିଁ। ଏମିତି କରିବା ଦ୍ୱାରା ସୁଖ ଏବଂ ସମୃଦ୍ଧତା ହ୍ରାସ ହୋଇଥାଏ। ଆପଣ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।

ସୂର୍ଯ୍ୟାସ୍ତ ପରେ ଶୋଇବାକୁ ନିଷେଧ କରାଯାଇଛି। ଏହି ସମୟରେ ଖାଦ୍ୟ ଖାଇବା ଉଚିତ ନୁହେଁ। ଏହା ଆପଣଙ୍କ ସ୍ବାସ୍ଥ୍ୟକୁ କ୍ଷତି ପହଂଚାଇ ଥାଏ। ବିଶ୍ୱାସ କରାଯାଏ ଯେ ସୂର୍ଯ୍ୟାସ୍ତ ପରେ ଶୋଇବା ଦ୍ୱାରା ଧନ ନଷ୍ଟ ହୋଇଥାଏ। ଯଦି ଆପଣଙ୍କ ଘରେ ସଫା କରିବାକୁ ଚାହାନ୍ତି ତେବେ ସୂର୍ଯ୍ୟାସ୍ତ ପରେ କରିବା ଉଚିତ। ସୂର୍ଯ୍ୟାସ୍ତ ପରେ ଘର ଧୋଇବା ଦ୍ୱାରା ଧନହାନି ହୋଇଥାଏ। ବିଶ୍ୱାସ କରାଯାଏ ମା ଲକ୍ଷ୍ମୀ ଘର ଛାଡ଼ି ଚାଲିଯାନ୍ତି। ଯେଉଁଥି ପାଇଁ ଆର୍ଥିକ ଅଭାବର ସ୍ଥିତି ଉପୁଜି ଥାଏ।

ଅନେକ ଥର ଲୋକମାନେ କେଶ କାଟିବା ସମୟ ଏବଂ ନଖ କାଟିବା ସମୟର ଧ୍ୟାନ ଦିଅନ୍ତି ନାହିଁ। ସୂର୍ଯ୍ୟାସ୍ତ ପରେ କେଶ ଏବଂ ନଖ କାଟିବା ନିଷେଧ ଅଟେ। ଏହା ଆପଣଙ୍କ ଜୀବନରେ ନକରାତ୍ମକ ପ୍ରଭାବ ପକାଇବା ଆରମ୍ଭ କରେ ବୋଲି ବିଶ୍ୱାସ କରାଯାଏ।

ତେବେ ଆଜିର ଏହି ପୋଷ୍ଟରେ ଜାଣିଲେ କେଉଁ ସବୁ କାମ ସୂର୍ଯ୍ୟାସ୍ତ ପରେ କରିବା ଅନୁଚିତ ଅଟେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *