Excuse Me Odisha

ଯାହା କହିବୁ ସତ କହିବୁ

୧୯ ନଭେମ୍ବର (କାର୍ତ୍ତିକ ପୂର୍ଣ୍ଣିମା) ଚନ୍ଦ୍ର ଗ୍ରହଣ, ଏହି 8 ଟି ରାଶିରେ ହେବ ଧନର ବର୍ଷା

ସେୟାର୍ କରନ୍ତୁ

ବନ୍ଧୁଗଣ, ମନୁଷ୍ୟ ଜୀବନରେ ବିବାହ ସବୁଠାରୁ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବିବାହ ବନ୍ଧନରେ ବାନ୍ଧି ହୋଇ ସ୍ଵାମୀ ସ୍ତ୍ରୀ ପରସ୍ପର ସହିତ ସାରା ଜୀବନ ବିତାଇଥାନ୍ତି। ଏହି କାରଣ ଯୋଗୁଁ ବିବାହ ପୂର୍ବରୁ ପୁଅ ଏବଂ ଝିଅର ଜାତକ ମିଶାଯାଇଥାଏ। ଏହାପରେ ଜାତକ ଅନୁଯାୟୀ ବିବାହ ନିର୍ଣ୍ଣୟ କରାଯାଇଥାଏ। ଝିଅର ଜାତକ ଅନୁସାରେ ତାହାର ଜୀବନ ଏବଂ ଭବିଷ୍ୟତ ଉପରେ ବହୁତ ଗମ୍ଭୀର ପ୍ରଭାବ ପଡିଥାଏ।

ପୁଅର ଜାତକ ତଥା ରାଶି ଦ୍ଵାରା ଏହା ଜଣାପଡିଥାଏ ଯେ ତାଙ୍କୁ ଜୀବନରେ କେତେ ସୁନ୍ଦର ଝିଅ ମିଳିବ। ଆଜି ଆମେ ଆପଣଙ୍କୁ ଏଭଳି ରାଶି ଗୁଡ଼ିକ ବିଷୟରେ କହିବାକୁ ଯାଉଅଛୁ, ଯାହାକୁ ଭବିଷ୍ୟତରେ ସୁନ୍ଦର ସ୍ତ୍ରୀ ମିଳିବାର ସମ୍ଭାବନା ଅଧିକ ରହିଥାଏ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ ମିଥୁନ ରାଶି- ଏହି ରାଶିର ପୁଅ ମାନଙ୍କ ଆଖିରେ ଗୋଟିଏ ଅଲଗା ଚମକ ରହିଥାଏ। ଯେଉଁ କାରଣରୁ ଝିଅ ମାନେ ଏମାନଙ୍କ ଆଡକୁ ଶୀଘ୍ର ଆକର୍ଷିତ ହୋଇଯାଇଥାନ୍ତି। ଏହାଛଡା ଏମାନଙ୍କ ସ୍ଵଭାବ ମଧ୍ୟ ବହୁତ ଭଲ ହୋଇଥାଏ। ଏମାନଙ୍କ ଚାହାଣି ମଧ୍ୟ ଅଲଗା ହୋଇଥାଏ। ଏଥିପାଇଁ ଏମାନଙ୍କୁ ବହୁତ ସୁନ୍ଦର ସ୍ତ୍ରୀ ମିଳିଥାଏ।

୨/ ସିଂହ ରାଶି – ଏହି ରାଶିର ପୁଅ ମାନେ ବାହାଘର ପରେ ନିଜ ସ୍ତ୍ରୀ ପ୍ରତି ବହୁତ ସଚ୍ଚୋଟ ରହିଥାନ୍ତି। ଏହି କାରଣରୁ ଏମାନଙ୍କର ଭାଗ୍ୟରେ ସୁନ୍ଦର ସ୍ତ୍ରୀକୁ ବିବାହ କରିବାର ଲେଖା ହୋଇଥାଏ।

୩/ କନ୍ୟା ରାଶି – ଏହି ରାଶିର ପୁଅମାନେ ଦେଖିବାକୁ ବହୁତ ସୁନ୍ଦର ଏବଂ ସ୍ମାର୍ଟ ହୋଇଥାନ୍ତି । ଏହି କାରଣରୁ ଏମାନଙ୍କ ସ୍ତ୍ରୀ ମଧ୍ୟ ଅଧିକ ସୁନ୍ଦର ହୋଇଥାନ୍ତି। ସୁନ୍ଦର ଝିଅ ମାନେ ଏମାନଙ୍କୁ ଦେଖି ଏମାନଙ୍କ ଆଡକୁ ଆକର୍ଷିତ ହୋଇଯାଆନ୍ତି। ଏହି ରାଶିର ପୁଅମାନେ ନିଜ ସ୍ତ୍ରୀକୁ ବହୁତ ଭଲ ପାଇଥାନ୍ତି।

୪/ କୁମ୍ଭ ରାଶି – ଏହି ରାଶିର ପୁଅମାନେ ନିଜର ପ୍ରଭାବ ଦ୍ଵାରା ଝିଅ ମାନଙ୍କୁ ନିଜ ଆଡକୁ ଆକର୍ଷିତ କରନ୍ତି। ଏମାନେ ବହୁତ ବଡ଼ ପ୍ରବକ୍ତା ହୋଇଥାନ୍ତି। ଏମାନେ ଏହି ସ୍ଵଭାବ ଦ୍ଵାରା ହିଁ ଝିଅ ମାନଙ୍କୁ ନିଜ ଆଡକୁ ଆକର୍ଷିତ କରି ଦିଅନ୍ତି।

୫/ ବୃଷ ରାଶି – ଏହି ରାଶିର ପୁଅମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି। ଏହା ସହିତ ସୁନ୍ଦର ଝିଅ ମାନଙ୍କୁ ଅନେକ ପ୍ରକାର ପ୍ରୟାସରେ ନିଜ ଆଡକୁ ଆକର୍ଷିତ କରିଥାଆନ୍ତି। ଏହି ରାଶିର ପୁଅ ମାନଙ୍କ ହୃଦୟ ନିର୍ମଳ ହୋଇଥାଏ । ଏହି କାରଣରୁ ସୁନ୍ଦର ଝିଅ ମାନେ ଏମାନଙ୍କ ଆଡକୁ ଖୁବ୍ ଶୀଘ୍ର ଆକର୍ଷିତ ହୋଇଯାନ୍ତି। ବନ୍ଧୁଗଣ ଏହି ୫ ଗୋଟି ରାଶିର ଲୋକଙ୍କୁ ଜୀବନରେ ଖୁବ୍ ସୁନ୍ଦର ସ୍ତ୍ରୀ ମିଳିଥାଏ।

ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *