Excuse Me Odisha

ଯାହା କହିବୁ ସତ କହିବୁ

ଘରର ମୁଖ୍ୟ ଦ୍ୱାରରେ ଏହାକୁ ଲଗେଇ ଦିଅନ୍ତୁ,ଯେତେ ବଡ ସମସ୍ୟା ହୋଇଥିଲେ ବି ଚୁଟକିରେ ହୋଇଯିବ ଶେଷ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରର ମୁଖ୍ୟ ଦ୍ୱାରରେ ଏହାକୁ ଲଗେଇ ଦିଅନ୍ତୁ ଯେତେବେଳେ ବଡ଼ ସମସ୍ୟା ହୋଇଥାଉ ଗୋଟେ ଚୁଟକିରେ ଶେଷ ହୋଇଯିବ।

ପ୍ରତ୍ୟକ ବ୍ୟକ୍ତି ଏହା ଚାହିଁଥାଏ ଯେ ତା ଜୀବନରେ ଯେତେବି ସମସ୍ୟା ଅଛି ସବୁ ଦୂର ହୋଇଯାଉ ଆଉ ତାକୁ ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତି ହୋଇଯାଉ। ଅର୍ଥାତ ଧନ ତା ଜୀବନରେ ବୃଦ୍ଧି ହେଉ। ଯାହା ବି ସେ କରେ ତାକୁ ସେଥିରେ ସୌଭାଗ୍ୟର ପ୍ରାପ୍ତି ହୋଇଯାଉ। ତାର ସବୁ କାମ ସିଦ୍ଧ ହୋଇ ଚାଲୁ ଏଥିପାଇଁ କଠିନ ପରିଶ୍ରମ ମଧ୍ୟ କରିଥାନ୍ତି। ଏହା ଭାବିଥାଏନ୍ତି କି କିପରି ଆଗକୁ ବଢ଼ିବେ। କିନ୍ତୁ ଏପରି ହୋଇ ପାରିନଥାଏ ଏହାର ବହୁତ ସାରା କାରଣ ଅଛି। ଏମିତିକି ନକରାତ୍ମକ ଉର୍ଜା ହୋଇଥାଏ। ଗ୍ରହ ଦୋଷ ହୋଇଥାଏ କେତେଥର ତ କୂଳଦେବୀ ପ୍ରସନ୍ନ ହୋଇପାରିନଥାନ୍ତି ପିତୃପୁରୁଷ ପ୍ରସନ୍ନ ହୋଇପାରନ୍ତି ନାହିଁ। କୂଳଦେବୀ ଯଦି ପ୍ରସନ୍ନ ନୁହଁନ୍ତି ତେବେ ସେ ବ୍ୟକ୍ତିକୁ ସମସ୍ୟା ଘେରି ହୋଇରହିଥାଏ। ତାର ଶତ୍ରୁ ଅଧିକ ବଢିଚାଲନ୍ତି ଧନର ଉନ୍ନତିରେ କିଛି ବି ଲାଭ ହୋଇନଥାଏ। ଆଜିର ଏହି ପୋଷ୍ଟରେ କିଛି ଏମିତି କଥା ବିଷୟରେ ଜଣେଇବୁ ଯାହାକୁ କରିବା ଦ୍ୱାରା ଶତ୍ରୁ ସମାପ୍ତ ହୋଇଯାନ୍ତି ତା ସହିତ ଧନ ଆଗମନର ରାସ୍ତା ଖୋଲିଯାନ୍ତି। ନାଲି ଲଙ୍କା ଏବଂ ଲେମ୍ବୁର ଯେଉଁ ପ୍ରୟୋଗ ତାହା ପୂର୍ବରୁ ଚାଲି ଆସିଛି।

ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କୁ ଖରାପ ନଜର ଲାଗିଛି ଘରକୁ ଆସିଲେ ମୁଣ୍ଡ ବିନ୍ଧୁଛି ବେକ କାନ୍ଧ ବ୍ୟଥା ହେଉଛି ଜଏଣ୍ଟ ପେନ ହେଉଛି ତେବେ ଏମିତିରୁ ବଞ୍ଚିବା ପାଇଁ ଆପଣ କେବଳ ଏତିକି କରିବେ ୭ ଟି ଲଙ୍କା ନେବେ ନିଜ ଉପରେ ୨୧ ଥର ବୁଲେଇକି ନିଆଁରେ ପୋଡ଼ିଦେବେ ଏପରି କରିବା ଦ୍ୱାରା ମନ ପୁରା ହାଲକା ହୋଇଯାଏ ଏବଂ ଖରାପ ନଜର ଲାଲ ଲଙ୍କା ସହିତ ପଳାଇ ଯାଏ।

ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କ ଘରେ ସଞ୍ଚୟ ହେଉନାହିଁ ଗୃହରରେ କ୍ଳେଶ ଲାଗି ରହୁଛି ଘରେ ନିଜ ଲୋକଙ୍କ ଭିତରେ ଭଲ ସମ୍ବଦ୍ଧ ନାହିଁ ଯଦି ଆପଣଙ୍କୁ ଲାଗୁଛି କାହାର ଖରାପ ନଜର ଘର ଉପରେ ପଡିଛି କିମ୍ବା ଘରେ ସବୁ ଲୋକ ଚିନ୍ତାରେ ରହୁଛନ୍ତି ତେବେଘରେ କିଏ କରଜରେ ଡୁବିକି ରହିଛି ପରିଶ୍ରମର ଫଳ ମିଳୁନାହିଁ ତେବେ ଆପଣ ଜାଣି ନିଅନ୍ତୁ କି ଆପଣଙ୍କ ଲକ୍ଷ୍ମୀ ବାନ୍ଧି ହୋଇଅଛନ୍ତି।ତେବେ ଏମତିରେ ଗୋଟିଏ ସରଳ ଉପାୟ ହେଉଛି ଲେମ୍ବୁ ଏବଂ ଲଙ୍କା। ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗିବେ। ୭ ଟି କଞ୍ଚା ଲଙ୍କା ଗୋଟେ ଲେମ୍ବୁ ନେଇକି ତଳେ କୋଇଲା ବାନ୍ଧି ଘରର ମୁଖ୍ୟ ଦ୍ୱାରରେ ବାନ୍ଧିଦିଅନ୍ତୁ। ଏହି ପ୍ରୟୋଗ କରିବା ଦ୍ୱାରା ବନ୍ଧା ହୋଇଥିବା ଲକ୍ଷ୍ମୀ ୧୧ ଦିନରେ ଖୋଲିଯାନ୍ତି। ଯାହା ବାଧାଥାଏ ତାହା ହଟିଯାଏ। ନୂଆ ନୂଆ ଅଵସର ପ୍ରାପ୍ତ ହୋଇଥାଏ।

ଯଦି ଆପଣାଙ୍କୁ ଲାଗୁଛି ଯେଉଁଠାରେ ଆପଣ କାମ କରୁଛନ୍ତି ସେଠାରେ ନକରାତ୍ମକ ଉର୍ଜା ରହୁଛି ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୋଇପାରୁନାହିଁ ତେବେ ଗୋଟେ ଲେମ୍ବୁ ପ୍ରତିଦିନ ନେବେ ଏହି ଲେମ୍ବୁକୁ ନିଜ ମଥାରେ ଲଗାଇବେ ଏବଂ ଶରୀରର ସବୁ ଅଙ୍ଗରେ ଲଗେଇବେ କାରଣ ଲେମ୍ବୁର ଏମିତି ଶକ୍ତି ରହିଛି ତାହା ନକରାତ୍ମକ ଉର୍ଜାକୁ ତା ଆଡ଼କୁ ସବୁ ଟାଣିନିଏ। ଲେମ୍ବୁ ସବୁ ଅଙ୍ଗରେ ଲଗେରଇବା ଏହି ପରି ୧୦ ମିନିଟ ଶରୀରେ ଲଗାଇବେ ଏହା ପରେ ଏହି ଲେମ୍ବୁକୁ କୌଣସି ଅଳିଆ ଜାଗାରେ ପୋକଦେବେ ଧ୍ୟାନ ରଖିବେ କୌଣସି ରାସ୍ତାରେ ପକେଇବେ ନାହିଁ। ଏହା ପରେ ନିଜର ହାତ ଏବଂ ଯେଉଁଥିରେ ଲେମ୍ବୁ କାଟିଥିଲେ ତାକୁ ଭଲଭାବରେ ଧୋଇଦିନ୍ତୁ। ଏହି ପ୍ରୟୋଗ କରିବା ଦ୍ୱାରା ଚାକିରର ପ୍ରାପ୍ତି ହୋଇଥାଏ। ବ୍ୟବସାୟ ଭଲ ଚାଲେ ଶତ୍ରୁ ଦୁର୍ବଳ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *